Sign in
Sign in
Recover your password.
A password will be e-mailed to you.
Browsing Category
ରାୟଗଡ଼ା
ବିଏସକେଓ୍ବାଇ କାର୍ଡ ସଚେତନତା ରଥର ଶୁଭାରମ୍ଭ
ରାୟଗଡ଼ା : ରାୟଗଡ଼ା ଜିଲ୍ଲା ରାମନାଗୁଡା ବ୍ଲକ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପରିସରରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା କାର୍ଡ ସଚେତନତା ରଥର ଶୁଭାରମ୍ଭ ହୋଇଛି। ସ୍ବାସ୍ଥ୍ୟକେନ୍ଦ୍ରର ଡାକ୍ତର ଡଃ ପ୍ରଣତି ମହାପାତ୍ର ସବୁଜ ପତାକା ଦେଖାଇ ଏହାର ଶୁଭାରମ୍ଭ କରିଛନ୍ତି। ଏଥିରେ ଜନସ୍ବାସ୍ଥ୍ୟ…
ବ୍ଲକସ୍ତରୀୟ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ
ପଦ୍ମପୁର: ରାୟଗଡ଼ା ଜିଲ୍ଲା ପଦ୍ମପୁର ବ୍ଳକ ବିଜୁକଲ୍ୟାଣ ମଣ୍ଡପ ପରିସରରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି। ଗୋଷ୍ଠୀଷ୍ଟି ଉନ୍ନୟନ ଅଧିକାରୀ ସୁଜିତ କୁମାର ମିଶ୍ରଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଗୁଣୁପୁର ବିଧାୟକ ରଘୁନାଥ ଗମାଙ୍ଗ…
ପୌରସଂସ୍ଥାର ସଫେଇ କର୍ମଚାରୀଙ୍କ ଧର୍ମଘଟ: ଦାବି ପୂରଣ ନହେଲେ ଝାଡୁଛାଡ଼ ଆନ୍ଦୋଳନ ଚେତାବନୀ
ରାୟଗଡ଼ା: ବିଭିନ୍ନ ଦାବି ନେଇ ଆନ୍ଦୋଳନରେ ରହିଛନ୍ତି ରାୟଗଡ଼ା ପୌରସଂସ୍ଥାର ସଫେଇ କର୍ମଚାରୀ। ଫଳରେ ପୌରାଂଚଳର ବିଭିନ୍ନ ୱାର୍ଡରେ କୁଢ଼କୁଢ଼ ଅଳିଆ ଆର୍ବଜନା ମଧ୍ୟରେ ଦିନ କାଟିବାକୁ ପଡୁଛି ୱାର୍ଡବାସୀଙ୍କୁ। ଚଳିତ ବର୍ଷ ପ୍ରାରମ୍ଭରେ ହିଁ ସଫେଇ କର୍ମଚାରୀମାନେ ନିଜର ଦାବି ପୂରଣ ପାଇଁ…
ପଦ୍ମପୁରରେ ଜେଏମ୍ଏଫ୍ସି କୋର୍ଟ ଉଦ୍ଘାଟନ କଲେ ବିଚାରପତି ବିଦ୍ୟୁତ ରଞ୍ଜନ ଷଡଙ୍ଗୀ
ରାୟଗଡା : ରାୟଗଡା ଜିଲ୍ଲା ପଦ୍ମପୁରରେ ସିଭିଲ ଜର୍ଜ କୋର୍ଟ (ଜୁନିଅର ଡିଭିଜନ) -କମ୍-ଜେଏମ୍ଏଫ୍ସି ଉଦଘାଟିତ ହୋଇଛି । ହାଇକୋର୍ଟର ମୁଖ୍ୟ କାର୍ଯ୍ୟକାରୀ ବିଚାରପତି ବିଦ୍ୟୁତ ରଞ୍ଜନ ଷଡଙ୍ଗୀଙ୍କ ଦ୍ଵାରା ଏହା ଉଦଘାଟିତ ହୋଇଛି । ମୁଖ୍ୟ କାର୍ଯ୍ୟକାରୀ ବିଚାରପତିଙ୍କୁ କୋର୍ଟ ପରିସରରେ ପୋଲିସ…
ରାଜ୍ୟପାଳଙ୍କ ରାୟଗଡା ଗସ୍ତ, ବିଭିନ୍ନ ସ୍ଥାନ ବୁଲି ଲୋକଙ୍କ ସମସ୍ୟା ବୁଝିଲେ
ରାୟଗଡ଼ା: ରାଜ୍ୟପାଳ ରଘୁବର ଦାସ ରାୟଗଡ଼ା ଗସ୍ତ କରିଛନ୍ତି। ଗୁମ୍ମା ଠାରେ ପହଞ୍ଚି ସେଠାରେ ଥିବା ମା’ ତାରିଣୀ, ମା’ ମଝିଘରିଆଣି ଓ ମା’ ମହାଲକ୍ଷ୍ମୀ ସ୍ୱୟଂ ସହାୟକ ଗୋଷ୍ଠୀର ପାଖାପାଖି ୨୫୦ରୁ ଊର୍ଦ୍ଧ୍ବ ମହିଳାଙ୍କ ସହ ସିଧା କଥା ହୋଇଥିଲେ। ମହିଳାଙ୍କ ଠାରୁ ସମସ୍ତ ବିଷୟ ପଚାରି ବୁଝିବା ପରେ…
ରାୟଗଡ଼ାରେ ଗଡ଼ିଲା ୫୨ ଲକ୍ଷ୍ମୀ ବସ୍
ରାୟଗଡ଼ା: ରାୟଗଡ଼ା ଜିଲ୍ଲାରେ ଆରମ୍ଭ ହେଲା ଲକ୍ଷ୍ମୀ ବସ୍ ଯୋଜନା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚୁଆଲ ମାଧ୍ୟମରେ ସେବାକୁ ଶୁଭାରମ୍ଭ କରିଛନ୍ତି। ଯୋଜନାରେ ଜିଲ୍ଲାରେ ୫୨ଟି ବସ୍ ଚଳାଚଳ କରିବ ଏବଂ ସମସ୍ତ ୧୮୨ଟି ପଞ୍ଚାୟତରେ ସେବା ଯୋଗାଇବ। ଲକ୍ଷ୍ମୀ ଯୋଜନା ଘରେଘରେ ଖୁସି ଆଣିବ…
ସ୍କୁଲ ଛାତରୁ ପଡ଼ି ଛାତ୍ରୀ ଗୁରୁତର, ଏହି ଦୃଶ୍ୟ ଦେଖି ଅଚେତ ହୋଇଗଲେ ୧୧ ଛାତ୍ରଛାତ୍ରୀ
ରାୟଗଡ଼ା ଜିଲ୍ଲା ବାରିଝୋଲା ସ୍ଥିତ ଶ୍ରୀ ଚୈତନ୍ୟ ନାମକ ଘରୋଇ ସ୍କୁଲର ପ୍ରଥମ ମହଲାରୁ ପଡ଼ି ଜଣେ ଛାତ୍ରୀ ଗୁରୁତର ଆହତ ହୋଇଥିବା ବେଳେ ଏହି ଦୃଶ୍ୟ ଦେଖି ୧୧ ଜଣ ଛାତ୍ରଛାତ୍ରୀ ଅଚେତ ହୋଇପଡ଼ିଥିଲେ।
ସ୍କୁଲର ପ୍ରଥମ ମହଲାରୁ ପଡ଼ି ଆହତ ହୋଇଥିବା ଛାତ୍ରୀଙ୍କ ନାଁ ଆରାଧନା ମିଶ୍ର। ସେ ଦଶମ…
ଦୁର୍ଘଟଣାରେ ୯ ମୃତ
ରାୟଗଡା/ବଲାଣି : ଆନ୍ଧ୍ର-ଓଡିଶା ସୀମା ପାର୍ବତୀପୁରମ୍ ଓ କେନ୍ଦୁଝର ଜିଲା ବଲାଣିର ବାରବାଙ୍କଠାରେ ଦୁଇଟି ଦୁର୍ଘଟଣାରେ ବୁଧବାର ୯ଜଣଙ୍କ ମୃତ୍ୟୁ ଘଟିଛି। ୧୧ଜଣ ଆହତ ହୋଇଛନ୍ତି । ଆନ୍ଧ୍ରପ୍ରଦେଶ ପାର୍ବତୀପୁରମ୍ ଜିଲାର ଚୋଲାପଦମ ନିକଟରେ ଏକ ଅଟୋ-ଟ୍ରକ୍ ମଧ୍ୟରେ ମୁହାଁମୁହିଁ ଧକ୍କା…
ସ୍ତ୍ରୀକୁ ହତ୍ୟା କଲା ସ୍ୱାମୀ
ରାୟଗଡ଼ା: କାଶୀପୁର ବ୍ଲକ ଡି. କରଳ ଆଦିବାସୀ ସାହିରେ ଗୁରୁବାର ରାତିରେ ଅଭାବନୀୟ ଘଟଣା ଘଟିଛି। ପାରିବାରିକ ବିବାଦକୁ ନେଇ ସ୍ୱାମୀ ମାଲିକୀ ମାଝି ସ୍ତ୍ରୀ ସାପାଇ ମାଝିକୁ ହତ୍ୟା କରିଛି। ରକ୍ତ ଜୁଡୁବୁଡୁ ଅବସ୍ଥାରେ ଆଜି ସକାଳୁ ଦୋରାଗୁଡା ପୁଲିସ ମୃତଦେହକୁ ଜବତ କରିଛି।
ଅଭିଯୁକ୍ତ ସ୍ୱାମୀ…
ଗୁମ୍ମା ଘାଟିରେ ଓଲଟିଲା କାଠ ବୋଝେଇ ଟ୍ରକ୍, ବର୍ତ୍ତିଗଲେ ଡ୍ରାଇଭର୍, ହେଲ୍ପର ଓ ଟ୍ରକ୍ ମାଲିକ
ରାୟଗଡ଼ା: ୩୨୬ ନଂ ଜାତୀୟ ରାଜପଥର ଗୁମ୍ମା ଘାଟିରେ ଆଜି ସକାଳେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଭାରସାମ୍ୟ ହରାଇ ଏକ କାଠ ବୋଝେଇ ଟ୍ରକ ଘାଟି ତଳକୁ ଓଲଟି ପଡିଛି। ସୌଭାଗ୍ୟବଶତଃ ଟ୍ରକ ଡ୍ରାଇଭର, ହେଲପର ଓ ମାଲିକ ଦୁର୍ଘଟଣାରୁ ବର୍ତ୍ତି ଯାଇଛନ୍ତି।
ଆଜି ସକାଳେ ଟ୍ରକଟି କାଠ ବୋଝେଇ କରି…