Sign in
Sign in
Recover your password.
A password will be e-mailed to you.
Browsing Category
ଝାରସୁଗୁଡ଼ା
ଏସ୍ଏମସିରେ ସୁରକ୍ଷା ବ୍ୟବସ୍ଥା ବିପନ୍ନ: ତରଳ ଲୁହା ପଡ଼ି ପୁଣି ଜଣେ ଶ୍ରମିକ ଅର୍ଦ୍ଧଦଗ୍ଧ
ଝାରସୁଗୁଡ଼ା: ଝାରସୁଗୁଡ଼ା ଜିଲ୍ଲା ବଡ଼ମାଲ ଥାନା ଅଧୀନ ହିର୍ମା ଗ୍ରାମରେ ଥିବା ଏସ୍ଏମ୍ସି ଷ୍ଟିଲ ଓ ପାୱାର କାରଖାନାରେ ଗତ ବିଳମ୍ବିତ ରାତିରେ ତରଳ ଲୁହା ପଡ଼ି ଜଣେ ଶ୍ରମିକ ଗୁରୁତର ଆହତ ହୋଇଥିବା ବେଳେ ଚିକିତ୍ସାରେ ବିଳମ୍ବ ଯୋଗୁଁ କାରଖାନା ପରିସରରେ ଶ୍ରମିକମାନଙ୍କ ମଧ୍ୟରେ ଉତ୍ତେଜନା…
ଦୁଷ୍କର୍ମ ଅଭିଯୋଗରେ ୩ ଗିରଫ
କୋଲାବିରା: ଝାରସୁଗୁଡ଼ା ଜିଲ୍ଲା କୋଲାବିରା ଥାନାଞ୍ଚଳର ଜନୈକା ୨୭ ବର୍ଷ ବୟସ୍କା ବିବାହିତା ମହିଳାଙ୍କୁ ଦୁଷ୍କର୍ମ କରିବା ଅଭିଯୋଗରେ ୩ ଜଣଙ୍କୁ ପୁଲିସ୍ ଗିରଫ କରି କୋର୍ଟଚାଲାଣ କରିଛି। ଅଭିଯୋଗ ଅନୁସାରେ ମହିଳା ଜଣକ ଗତ ୧୬ ତାରିଖ ସକାଳ ପ୍ରାୟ ସାଢ଼େ ୮ଟା ବେଳେ ଗାଁ ମୁଣ୍ଡ କାଜୁ ବଗିଚାରୁ…
ବେଦାନ୍ତ ଆଲୁମିନିୟମ ପକ୍ଷରୁ ଝାରସୁଗୁଡ଼ାରେ ଧାଡ଼ି ବୃକ୍ଷ ରୋପଣ ଅଭିଯାନ ପରିଚାଳିତ
ଝାରସଗୁଡ଼ା: ବେଦାନ୍ତ ଆଲୁମିନିୟମ, ଭାରତର ବୃହତ ଆଲୁମିନିୟମ ନିର୍ମାତା ରାଜ୍ୟ ରାଜମାର୍ଗ ପାଶ୍ୱର୍ରେ ୧୦ କିମି ବ୍ୟାପୀ ଧାଡ଼ି ବୃକ୍ଷରୋପଣ କରିଛି । ଜିଲ୍ଲା ପ୍ରଶାସନ ସହିତ ସହଯୋଗରେ କଂପାନି ରାସ୍ତାର ଉଭୟ ପାଶ୍ୱର୍ରେ ୩୨୦୦ ଚାରା ରୋପଣ କରାଯାଇଥିଲା । ଏହି ଅଭିଯାନ…
ସମ୍ବଲପୁର-ଝାରସୁଗୁଡ଼ା ରାସ୍ତାର ଖିଣ୍ଡା ଛକରେ ବସକୁ ପିଟିଲା ଟ୍ରକ୍; ଜଣେ ମୃତ, ୧୦ରୁ ଅଧିକ ଆହତ
ସମ୍ବଲପୁର/ ଝାରସୁଗୁଡ଼ା: ସମ୍ବଲପୁର -ଝାରସୁଗୁଡ଼ା ରାସ୍ତାର ଖିଣ୍ଡା ଛକରେ ଆଜି ସକାଳେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଥିବାର ସୂଚନା ମିଳିଛି। ସମ୍ବଲପୁର ଜିଲ୍ଲା ଠେଲକୋଲି ଥାନା ଅନ୍ତର୍ଗତ ଖିଣ୍ଡା ଛକ ନିକଟରେ ଝାରସୁଗୁଡ଼ାରୁ ଆସୁଥିବା ମହାଲକ୍ଷ୍ମୀ ବସକୁ ପଛରୁ ଏକ ଟ୍ରକ୍ ପିଟିବା ଫଳରେ…
ଯୁବକଙ୍କୁ ନୃଶଂସ ହତ୍ୟା
ଝାରସୁଗୁଡ଼ା: ଝାରସୁଗୁଡ଼ା ସଦର ଥାନା ଅଞ୍ଚଳ ପୁଣି ଅଶାନ୍ତ ହୋଇ ଉଠିଛି। ମଙ୍ଗଳବାର ସନ୍ଧ୍ୟାରେ ଏହି ଥାନା ଅନ୍ତର୍ଗତ ପଞ୍ଚପଡ଼ା ବାଲିଘାଟ ରାସ୍ତାରେ ଜଣେ ଯୁବକଙ୍କୁ ନୃଶଂସ ଭାବେ ହତ୍ୟା କରାଯାଇଥିବା ବେଳେ ହତ୍ୟାକରୀ କିଏ ଓ ତାଙ୍କୁ କାହିଁକି ହତ୍ୟା କରାଗଲା ସେ ନେଇ କୌଣସି ତଥ୍ୟ ପୁଲିସ…
ମାଡ଼ି ଆସୁଛି ଲମ୍ପିସ୍କିନ୍ ରୋଗ, ସୀମାନ୍ତରେ ସତର୍କତା ପାଇଁ ସରକାରଙ୍କ ନିର୍ଦ୍ଦେଶ
ଝାରସୁଗୁଡ଼ା: ରାଜସ୍ଥାନ ଓ ଗୁଜରାଟରେ ଲମ୍ପିସ୍କିନ୍ ରୋଗ ଉଗ୍ରରୂପ ଧାରଣ କରୁଛି। ଏହି ରୋଗରେ ଗୋରୁଗାଈ, ମଇଁଷି ଓ ଛେଳିମେଣ୍ଢା ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରୁଛନ୍ତି। ଏହି ରୋଗ ଭୟଙ୍କର ଭାବରେ ସଂକ୍ରମିତ ହେଉଥିବାରୁ ରାଜ୍ୟ ସରକାର ଏଥିପାଇଁ ଆଗୁଆ ପଦକ୍ଷେପ ନେବାକୁ ନିର୍ଦ୍ଦେଶନାମା…