Browsing Category

ଯାଜପୁର

୮୦ ଗ୍ରାମର ବ୍ରାଉନସୁଗାର ଜବତ, ଯୁବକ ଗିରଫ

ଯାଜପୁର: ଅବକାରୀ ବିଭାଗ ପକ୍ଷରୁ ଚଢ଼ଉ ସମୟରେ କୁଆଖିଆ ଥାନା ଅନ୍ତର୍ଗତ ବସଷ୍ଟାଣ୍ଡ ନିକଟରୁ ଆଜି ୮୦ ଗ୍ରାମର ବ୍ରାଉନସୁଗାର ଜବତ ହୋଇଛି। ଏହି ଘଟଣାରେ ଅବକାରୀ ବିଭାଗ ଜଣେ ଅଭିଯୁକ୍ତକୁ ଗିରଫ କରିଛି।  ଗିରପ ଅଭିଯୁକ୍ତ ହେଲା ଯାଜପୁର ରୋଡ଼ ଅଂଚଳର ଅଜୁ ଦାସ। ପୂର୍ବରୁ ମଧ୍ୟ ସେ…

ବିଇଡି ପରୀକ୍ଷାର୍ଥୀଙ୍କୁ ଠକେଇ ଅଭିଯୋଗରେ ଫେରାର ଅଭିଯୁକ୍ତ ଗିରଫ

ଧର୍ମଶାଳା : ଆନ୍ଧ୍ର ବିଇଡି ପାସ୍‌ କରାଇଦେବାକୁ କହି ପରୀକ୍ଷାର୍ଥୀଙ୍କ ଠାରୁ ଲକ୍ଷଲକ୍ଷ ଟଙ୍କା ଲୁଟି ଫେରାର୍ ଥିବା ମୁଖ୍ୟ ଅଭିଯୁକ୍ତକୁ ଧର୍ମଶାଳା ପୁଲିସ୍‌ ଗିରଫ କରିଛି। ଅଭିଯୁକ୍ତ ଗଙ୍ଗାଧରପୁର ପଞ୍ଚାୟତ କଣିପାଟିଆ ଗ୍ରାମର ଅଭିଜିତ ଦାସକୁ ଆଜି ଚଣ୍ତିଖୋଲ କୋର୍ଟଚାଲାଣ କରାଯାଇଛି।…

ଶୋଷ ମେଣ୍ଟାଉଛି ପ୍ରଦୂ‌ଷିତ ନଦୀପାଣି

ବରୀ: ବରୀ ବ୍ଲକ ବୋଦୁଅ ପଞ୍ଚାୟତର ୪ଟି ୱାର୍ଡବାସୀ ଗତ କିଛିମାସ ହେବ ପାନୀୟଜଳ ପାଇଁ ନାହିଁ ନଥିବା ସମସ୍ୟା ଭୋଗୁଛନ୍ତି। ଗତ ୩ ମାସ ହେବ ନଦୀପାଣିକୁ ପାନୀୟଜଳ ଭାବେ ବ୍ୟବହାର କରୁଥିବା ଦେଖିବାକୁ ମିଳିଛି। ପୁରୁଣା ପଞ୍ଚାୟତ କାର୍ଯ୍ୟାଳୟ ପାଖରେ ଲକ୍ଷାଧିକ ଟଙ୍କା ବ୍ୟୟବରାଦରେ ଲୋକମାନଙ୍କ…

ପୋଖରୀ ନିଲାମକୁ ନେଇ ପାଣିକୋଇଲିରେ ଉତ୍ତେଜନା

ପାଣିକୋଇଲି : ପାଣିକୋଇଲି ପଞ୍ଚାୟତରେ ଗୁରୁବାର ଦିନ ଅଳତିରି ବକ୍ସିରା ପୋଖରୀ ନିଲାମକୁ କେନ୍ଦ୍ରକରି ପ୍ରବଳ ଉତ୍ତେଜନା ପ୍ରକାଶ ପାଇଛି। ଶେଷରେ ପରିସ୍ଥିତି ନିୟନ୍ତ୍ରଣ କରିବାକୁ ପାଣିକୋଇଲି ପୁଲିସକୁ ହସ୍ତକ୍ଷେପ କରିବାକୁ ପଡ଼ିଛି। ଗଣ୍ଡଗୋଳ ପାଇଁ ଏଥର ମଧ୍ୟ ନିଲାମକୁ ବାତିଲ କରାଯାଇଛି।…

ଦଶରଥପୁର ନିର୍ବାଚନ ମଣ୍ଡଳୀ ପରିଦର୍ଶନ କରିଥିଲେ ପୂର୍ବତନ ଅର୍ଥମନ୍ତ୍ରୀ ପଞ୍ଚାନନ କାନୁନଗୋ ।

ଯାଜପୁର : ଦଶରଥପୁର ନିର୍ବାଚନ ମଣ୍ଡଳୀ ଦଶରଥପୁର ବ୍ଲକର ବିଭିନ୍ନ ଅଞ୍ଚଳ ପରିଦର୍ଶନ କରିଥିଲେ ପୂର୍ବତନ ଅର୍ଥମନ୍ତ୍ରୀ ପଞ୍ଚାନନ କାନୁନଗୋ, ପୂର୍ବତନ ବିଧାୟକ ଚିନ୍ମୟ ବେଆହୁରିଆ, ସନ୍ତୋଷ ନନ୍ଦ ଙ୍କ ନେତ୍ତୃତ୍ୱରେ ବହୁ ଯୁବ କର୍ମୀ ଉପସ୍ଥିତ ଥିଲେ। ଯାଜପୁର ଜିଲ୍ଲା ଯୁବକଂଗ୍ରେସ ସଭାପତି…

ଦଶରଥପୁରରେ ବନ୍ୟା

ଚଳିତ ବନ୍ୟାରେ ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକ ତିନୋଟି ପଞ୍ଚାୟତ ଗଭୀର ଭାବରେ ପ୍ରଭାବିତ ହୋଇଛି । ରାଜ୍ୟ ବିଜେପି ଯୁବ ମୋର୍ଚ୍ଚାର ସଂଯୋଜକ ସଂଗ୍ରାମ କେଶରୀ ପାତ୍ର କ୍ଷତିଗ୍ରସ୍ତ ଅଞ୍ଚଳ ଗ୍ରସ୍ତ କରି ଥିଲେ । ଶ୍ରୀ ପାତ୍ର ବନ୍ୟା ଦ୍ୱାରା କ୍ଷତିଗ୍ରସ୍ତ ହୋଇଥିବା କଣ୍ଟାପଡା, କସପା ,…