Browsing Category

ଜଗତସିଂହପୁର

ତିର୍ତୋଲ ଆଖଣ୍ଡଳମଣି ମନ୍ଦିର ପ୍ରାଙ୍ଗଣରେ ବ୍ୟାସ ଫାଉଣ୍ଡେସନ ତରଫରୁ ୧୦୮ଦୀପଦାନ ଉତ୍ସବ

ତିର୍ତ୍ତୋଲ -: (ଭାଗବତ ପ୍ରସାଦ ) ୨୨/୦୧/୨୪-:ଭାରତର ପୁରପଲ୍ଲୀରେ ଭରିଯାଇଛି ଅଫୁରନ୍ତ ଆନନ୍ଦ !ବିଭିନ୍ନ ରାଜ୍ୟ ତଥା ଅଂଚଳରେ ଥିବା ରାମ ମନ୍ଦିର, ହନୁମାନ ମନ୍ଦିର, ଜଗନ୍ନାଥ ମନ୍ଦିର ମାନଙ୍କରେ ପ୍ରଜ୍ବଳିତ କରାଯାଉଛି ପ୍ରଦୀପ ସମୂହ ! ନାମ ସଂରୁ ୧୦୮ଦୀପଦାନ ଉତ୍ସବକୀର୍ତନ, ଭଜନ…

୫ କିଲୋ ବ୍ରାଉନ ସୁଗାର ଜବତ: ପାରାଦୀପ ବନ୍ଦରରୁ ଡେନମାର୍କକୁ ହେଉଥିଲା ଚୋରାଚାଲାଣ

ପାରାଦୀପ: ପାରାଦୀପ ବନ୍ଦର ନିଷିଦ୍ଧାଞ୍ଚଳରୁ ଜାହାଜ ଯୋଗେ ବିଦେଶକୁ ବ୍ରାଉନ ସୁଗାର ଚୋରାଚାଲାଣ ବେଳେ ଧରାପଡ଼ିଥିବା ଜଣାଯାଇଛି। ସୂଚନା ଅନୁଯାୟୀ, ଇଣ୍ଡୋନେସିଆରୁ ଆସୁଥିଲା ଆଉ ପାରାଦୀପ ଦେଇ ଡେନମାର୍କକୁ ବ୍ରାଉନ ସୁଗାର ଚୋରାଚାଲାଣ ହେଉଥିଲା ବେଳେ ପ୍ରାୟ ୫ କେଜିରୁ ଉର୍ଦ୍ଧ୍ବ ପରିମାଣର…

ପାଞ୍ଚ ଦଫା ଦାବି ନେଇ କୁଜଙ୍ଗ ଉପ କାରାଗାର କର୍ମଚାରୀ ମାନେ ଆମରଣ ଅନଶନ ରେ !

କୁଜଙ୍ଗ : ଆଜି କୁଜଙ୍ଗ ଉପ କାରାଗାର ର କାରାରକ୍ଷୀ କର୍ମଚାରୀ ମାନେ ନିଖିଳ ଓଡିଶା କାରା କର୍ମଚାରୀ ମହାସଂଘ ଆହ୍ବାନ କ୍ରମେ ଉପ କମିଟି କୁଜଙ୍ଗ କାରାଗାର ର ସମସ୍ତ ସଭ୍ୟ ମାନେ କଳା ବ୍ୟାଚ୍ ପରିଧାନ ଓ ସମସ୍ତ କର୍ମଚାରୀ ଖାଦ୍ୟ ଗ୍ରହଣ ନକରି ଶାନ୍ତି ଶୃଙ୍ଖଳା ସହ ନିଜ ନିଜ କର୍ତ୍ତବ୍ୟ ସମ୍ପାଦନ…

ପାରାଦୀପରେ ଡଙ୍ଗା ବୁଡ଼ିଲା; ୩ ମତ୍ସ୍ୟଜୀବୀ ଉଦ୍ଧାର

ପାରାଦୀପ: ଜଗତସିଂହପୁର ଜିଲ୍ଲା ପାରାଦୀପ ମୁହାଣ ମୁହଁରେ ମଙ୍ଗଳବାର ସନ୍ଧ୍ୟାରେ ମାଛ ଧରା ବୋଟ୍ ବୁଡ଼ିଯାଇଛି। ପାରାଦୀପ୍ ନେହେରୁ ବଙ୍ଗଳା ସମୁଦ୍ର ମୁହାଣ ପାଖରେ ମାଛ ଧରା ବୋଟ୍ ବୁଡ଼ି ଯିବାରୁ ୮ ଜଣ ଭାସି ଯାଇଛନ୍ତି। ସେମାନଙ୍କ ମଧ୍ୟରୁ ୩ ଜଣଙ୍କୁ ଉଦ୍ଧାର କରାଯାଇଛି। ରିପୋର୍ଟ ଲେଖାଯିବା…

ପୁଅକୁ ସ୍କୁଲରେ ଛାଡ଼ିବାକୁ ଯାଉଥିଲେ ଦମ୍ପତି: ଚାଲିଗଲା ସ୍ତ୍ରୀଙ୍କ ଜୀବନ

କୁଜଙ୍ଗ: କଟକ-ପାରାଦୀପ ରାସ୍ତାର ପଙ୍କପାଳ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଠାରେ ଏକ ବାଇକକୁ କାର୍‌ ଧକ୍କା ଦେବା ଫଳରେ ଘଟଣାସ୍ଥଳରେ ଜଣେ ମହିଳାଙ୍କ ପ୍ରାଣହାନି ଘଟିଛି। ମୃତା ହେଲେ ଝିଲି ମାଝି। ଏଥିରେ ସ୍ୱାମୀ ଓ ପୁଅ ଆହତ ହୋଇଛନ୍ତି। ଉଭୟଙ୍କୁ ମଣିଜଙ୍ଗା ମେଡିକାଲରେ…

ସିରିଜ୍ ଦୁର୍ଘଟଣା: ଲୋକଙ୍କ ଉପରକୁ ମାଡ଼ିଗଲା ଗାଡ଼ି, ୪ ଗୁରୁତର

ଜଗତସିଂହପୁର: ଜଗତସିଂହପୁର ଜିଲ୍ଲା ମଣିଜଙ୍ଗାରେ ସିରିଜ୍ ଦୁର୍ଘଟଣା ଘଟିଛି। ଜଗତସିଂହପୁର ଜିଲ୍ଲା କଟକ- ପାରାଦୀପ ରାସ୍ତାର ମଣିଜଙ୍ଗାରେ ସିରିଜ ଦୁର୍ଘଟଣା ଘଟିଛି। ଏଥିରେ ୪ଜଣ ଗୁରୁତର ଆହତ ହୋଇଛନ୍ତି। ଏମାନଙ୍କ ମଧ୍ୟରେ ଦୁଇ ଜଣ ଶିଶୁ, ଜଣେ ମହିଳା ଓ ଜଣେ ପୁରୁଷ ଥିବା ଜଣାଯାଇଛି।

ଯୁବକଙ୍କ କଙ୍ଗାରୁ କୋର୍ଟ: ପ୍ରେମିକାଙ୍କ ସହ କଥା ହେଉଥିବା ନାବାଳକଙ୍କୁ ନିସ୍ତୁକ ମାଡ଼

ଜଗତସିଂହପୁର ଟାଉନ୍ : ଜଗତସିଂହପୁର ଥାନା ଅନ୍ତର୍ଗତ ରସଲପୁର ଗାଁରେ ପ୍ରେମିକାଙ୍କ ସହ କଥା ହେଉଥିବା ଏକ ନାବାଳକୁ ନିସ୍ତୁକ ମାଡ଼ ଓ ନିର୍ଯାତନା ଦିଆଯିବା, ୫୨୦୦ ଟଙ୍କା ଦାଦା ବଟି ଆଦାୟ ଓ ବାର୍ତାଳାପର ଭିଡିଓ ଭାଇରାଲ୍‌ କରିବା ଘଟଣାରେ ପୁଲିସ୍‌ ୫ ଜଣଙ୍କୁ ଗିରଫ କରିଛି।  ଗିରଫ…

ପାରାଦୀପଗଡ଼ ଜରାଶ୍ରମ ପରିଚାଳକଙ୍କୁ ହତ୍ୟା

ଜଗତସିଂହପୁର : ପାରାଦୀପ ଲକ୍ ଥାନା ଅଧୀନ ଗଡ଼ ଗାଁରେ ଥିବା ରତ୍ନମାଳି ଜେନା ଜରାଶ୍ରମରେ ଶନିବାର ଦିନ ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି। ସାମାନ୍ୟ କଥାକୁ ନେଇ ଜରାଶ୍ରମର ମ୍ୟାନେଜର ସନ୍ତୋଷ ବେହେରାଙ୍କୁ ନିର୍ମମ ଭାବେ ହତ୍ୟା କରିଛନ୍ତି ସେଠାରେ କାର୍ଯ୍ୟରତ ଜଣେ କର୍ମଚାରୀ କୀର୍ତ୍ତନ ପରିଡ଼ା।…

ଉପକୂଳ ରାଜପଥ ନକ୍ସା ପରିବର୍ତ୍ତନକୁ ବିରୋଧ: କୁନି ଛାତ୍ରଙ୍କ ଚିଠିକୁ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ବ

ମାଛଗାଁ : ଉପକୂଳ ରାଜପଥ ନକ୍ସାକୁ ବିରୋଧ କରି ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ ଜଣେ କୁନିଛାତ୍ର। ଏହି କୁନିଛାତ୍ରଙ୍କ ଚିଠି ପାଇବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେଉଁ ଭିତ୍ତିରେ ଏହି ରାଜପଥ ସ୍ଥାନାନ୍ତର ହେଲା, ତାହାର ଏକ ଉଚ୍ଚ ସ୍ତରୀୟ ତଦନ୍ତ କରି…

ପ୍ରଞାପୁରୁଷ ଜନନେତା ଧୂରୀଣ ସମାଜ ସେବୀ କାଳନ୍ଦୀ ଦାସ ଦେହାବସାନ ।

ପ୍ରଞାପୁରୁଷ ମହାନ ଜନନେତା ଧୂରୀଣ ସମାଜ ସେବୀ ଜଗତସିଂହପୁର ଜିଲ୍ଲାର ଆଲୋକ ବର୍ତ୍ତିକା କାଳନ୍ଦୀ ଦାସ ଆଉ ନାହାନ୍ତି ବିଶ୍ଵାସ ଆସୁନି।ଗତ ୧୬ତାରିଖ ରବିବାର ସଂଧ୍ୟାରେ ତାଙ୍କର ଦେହାବସାନ ହୋଇଥିଲା। ତାଙ୍କୁ ୮୦ ବର୍ଷ ବୟସ ହୋଇ ଥିଲା।ସେ ୧୯୪୩ ଏପ୍ରିଲ ୧୪ ରେ ଜନ୍ମ ହୋଇଥିଲେ।ଏକ ଜମିଦାରୀ…