Browsing Category

ଗଜପତି

ମୋଦୀଙ୍କ ଜନ୍ମଦିନ ଠାରୁ ବିଜେପି ପକ୍ଷରୁ ଆରମ୍ଭ ହେବ ମାସବ୍ୟାପୀ ‘ସେବା ସଂକଳ୍ପ ଅଭିଯାନ’ ।

ଗଜପତି,୧୨.୯(ମନୋଜ ପାଢ଼ୀ) :-ଗଜପତି ଜିଲ୍ଲାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନ ଉପଲକ୍ଷେ ମାସବ୍ୟାପୀ ‘ସେବା ସଂକଳ୍ପ ଅଭିଯାନ’ ଆୟୋଜନ କରିବାକୁ ଭାରତୀୟ ଜନତା ପାର୍ଟି ଗଜପତି ଜିଲ୍ଲା ଶାଖା ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ପ୍ରଦାନ କରାଯାଇଛି।ସେପ୍ଟେମ୍ବର ୧୭ରୁ…

ପୋଲିସ ଓ ଅବକାରୀ ବିଭାଗ ପକ୍ଷରୁ ୧୩.୩୪୬ ମେଟ୍ରିକ୍ ଟନ୍ ଗଞ୍ଜେଇ ନଷ୍ଟ।

ଗଜପତି,୧୧.୯(ମନୋଜ ପାଢ଼ୀ) :-ଗଜପତି ଜିଲ୍ଲା ମାଦକ ଦ୍ରବ୍ୟ ନଷ୍ଟିକରଣ କମିଟିର ଅନୁମୋଦନ ଅନୁଯାୟୀ ଆଜି ଗଞ୍ଜାମ ଜିଲ୍ଲାର ଶେରଗଡ଼ସ୍ଥିତ ଭସ୍ମକ କେନ୍ଦ୍ରରେ ଗଜପତି ଜିଲ୍ଲା ପୋଲିସ ଓ ଅବକାରୀ ବିଭାଗ ପକ୍ଷରୁ ଜବତ ହୋଇଥିବା ବିପୁଳ ପରିମାଣର ଗଞ୍ଜେଇ ନଷ୍ଟ କରାଯାଇଛି।ମୋଟ ୫୩ଟି ମାମଲାରେ ଜବତ…

ଗଜପତିରେ ‘ମିନି କୃଷି ମେଳା ଅନୁଷ୍ଠିତ।ସ୍ଥାୟୀ ଜ୍ଞାନକୌଶଳ ଓ ଆଧୁନିକ ଚାଷ ପ୍ରଣାଳୀ ଆପଣେଇବାକୁ ଚାଷୀଙ୍କୁ ଆହ୍ୱାନ ।

ଗଜପତି,୧୧.୯(ମନୋଜ ପାଢ଼ୀ) :-ଗଜପତି ଜିଲ୍ଲା ଗୋଷାଣି ବ୍ଲକ ଅନ୍ତର୍ଗତ ଶରଧାପୁର ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଗୁରୁବାର ‘ମିନି କିଷାନ ମେଳା’ ଅନୁଷ୍ଠିତ ହୋଇଯାଇଛି।ପାରଳାଖେମୁଣ୍ଡିସ୍ଥିତ ସେଞ୍ଚୁରିଆନ୍ ୟୁନିଭର୍ସିଟି ଅଫ୍ ଟେକ୍ନୋଲୋଜି ଆଣ୍ଡ ମ୍ୟାନେଜମେଣ୍ଟର ଏମ୍.ଏସ୍. ସ୍ୱାମୀନାଥନ…

ସ୍ୱାମୀ ବିବେକାନନ୍ଦ ଲୋକ ସଂସଦ ଗଜପତି ଶାଖା ପକ୍ଷରୁ ଉଦବୋଧନୀ ଓ ତୃତୀୟ ପର୍ଯ୍ୟାୟ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ…

ଗଜପତି,୧୧. ୯.(ମନୋଜ ପାଢ଼ୀ) :-ଗଜପତି ଜିଲ୍ଲା କାଶୀନଗର ସଦରମହକୁମାସ୍ଥିତ ଶ୍ରୀ ଜଗନ୍ନାଥ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଓ ଭେଙ୍କଟେଶ୍ୱର ସ୍ନାତକ ମହାବିଦ୍ୟାଳୟର ମିଳିତ ସହଯୋଗରେ ସ୍ୱାମୀ ବିବେକାନନ୍ଦ ଲୋକ ସଂସଦ, ଗଜପତି ଶାଖା ପକ୍ଷରୁ ଉଦବୋଧନୀ ଓ ତୃତୀୟ ପର୍ଯ୍ୟାୟ ବୃକ୍ଷରୋପଣ କାର୍ଯ୍ୟକ୍ରମ…

ଉପଯୁକ୍ତ ପାରିଶ୍ରମିକ ଦାବିରେ ଗଜପତିରେ ‘ଗ୍ରାମ ସାଥୀ’ଙ୍କ ବିକ୍ଷୋଭ, ମାସିକ ୧୫ ହଜାର ଟଙ୍କା ଦରମା ଓ ସ୍ଥାୟୀ…

ଗଜପତି,୧୧.୯(ମନୋଜ ପାଢ଼ୀ:-ଉପଯୁକ୍ତ ପାରିଶ୍ରମିକ, ସ୍ଥାୟୀ ସରକାରୀ ଚାକିରିର ମାନ୍ୟତା ଓ ସାମାଜିକ ସୁରକ୍ଷା ଦାବିରେ ଗଜପତି ଜିଲ୍ଲାରେ ‘ଗ୍ରାମ ସାଥୀ’ ସଂଘ ପକ୍ଷରୁ ବ୍ୟାପକ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଏହି ଅବସରରେ ସଂଘ ପକ୍ଷରୁ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ…

ଗଜପତିର ନୂତନ ଉପଜିଲ୍ଲାପାଳ ଭାବେ ଯୋଗଦେଲେ ଯୁବ ଆଇଏଏସ୍ ଅଧିକାରୀ ଭଗତ ଶାମଲ କଲ୍ୟାଣରାଓ ।

ଗଜପତି, ୧୧.୯(ମନୋଜ ପାଢ଼ୀ) :-ରାଜ୍ୟ ସରକାରଙ୍କ ସାଧାରଣ ପ୍ରଶାସନ ଓ ଜନଅଭିଯୋଗ ବିଭାଗର ବିଜ୍ଞପ୍ତି ଅନୁଯାୟୀ, ୨୦୨୪ ବ୍ୟାଚର ଯୁବ ଆଇଏଏସ୍ ଅଧିକାରୀ ସୁଶ୍ରୀ ଭଗତ ଶାମଲ କଲ୍ୟାଣରାଓ ଗଜପତି ଜିଲ୍ଲାର ନୂତନ ଉପଜିଲ୍ଲାପାଳ ଭାବେ ଯୋଗଦାନ କରିଛନ୍ତି। ସେ ପାରଳାଖେମୁଣ୍ଡି ଉପଖଣ୍ଡର ଉପଜିଲ୍ଲାପାଳ…

ପାରଳାଖେମୁଣ୍ଡି ପୋଲିସ ପକ୍ଷରୁ ସିରିଜ୍ ସାଇକେଲ ଚୋରି ଘଟଣାର ପର୍ଦ୍ଦାଫାଶ, ୧୩ଟି ଚୋରି ସାଇକେଲ ଉଦ୍ଧାର ।

ଗଜପତି, ୧୧.୯(ମନୋଜ ପାଢ଼ୀ) :-ଆଦର୍ଶ ଥାନା ପାରଳାଖେମୁଣ୍ଡି ପକ୍ଷରୁ ସିରିଜ୍ ସାଇକେଲ ଚୋରି ଘଟଣାର ସଫଳ ତଦନ୍ତ କରି ଅଭିଯୁକ୍ତ ଭବାନୀ ପ୍ରସାଦ ଦାଶ (୫୨), ପିତା- ସ୍ୱର୍ଗତ ଚନ୍ଦ୍ରଶେଖର ଦାଶ, ଗ୍ରାମ- ରଣଦେବୀ, ଥାନା- ଗୁରାଣ୍ଡି, ଜିଲ୍ଲା- ଗଜପତିଙ୍କୁ ଗିରଫ କରିଛି। ଏ ସମ୍ପର୍କରେ…

ଚାରା ଲଗାଉଛନ୍ତି ସରକାର, ଗଛ କାଟୁଛି ବନ ବିଭାଗ,

ଗଜପତି ,୧୧.୯(ମନୋଜ ପାଢ଼ୀ )-:ଗୋଟିଏ ପଟେ ପରିବେଶ ସୁରକ୍ଷା ପାଇଁ ବୃକ୍ଷରୋପଣ ଅଭିଯାନକୁ ଜୋରଦାର କରାଯାଉଛି । ‘ଏକ ପେଡ୍ ମା କେ ନାମ’ ଭଳି ଅଭିଯାନ ମାଧ୍ଯମରେ ଲକ୍ଷ ଲକ୍ଷ ଚାରା ରୋପଣ ପାଇଁ ଆହ୍ୱାନ ଦିଆଯାଉଛି । ଅନ୍ୟପଟେ ଗଜପତି ଜିଲ୍ଲାରେ ବର୍ଷ ବର୍ଷ ଧରି ଛିଡ଼ା ହୋଇଥିବା ବିଶାଳ ଓ…

ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଅଲଡ଼ାର ପ୍ରତିଷ୍ଠା ଦିବସ ପାଳିତ ।

ଗଜପତି,୧୦.୯(ମନୋଜ ପାଢ଼ୀ) :-କାଶୀନଗର ବ୍ଲକ ଅନ୍ତର୍ଗତ ଅଲଡ଼ାସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ପ୍ରତିଷ୍ଠା ଦିବସ ସମାରୋହରେ ପାଳିତ ହୋଇଯାଇଛି।ବିଦ୍ୟାଳୟ ପରିସରରେ ଆୟୋଜିତ ଏହି ଭବ୍ୟ କାର୍ଯ୍ୟକ୍ରମ ଛାତ୍ରଛାତ୍ରୀ, ଶିକ୍ଷକ-ଶିକ୍ଷୟିତ୍ରୀ, ଅଭିଭାବକ ଓ ଅତିଥିମାନଙ୍କ ଉପସ୍ଥିତିରେ ଉତ୍ସବମୁଖର…