Sign in
Sign in
Recover your password.
A password will be e-mailed to you.
Browsing Category
କଟକ
କଟକ ମାଛ ମାର୍କେଟରେ ଅଗ୍ନିକାଣ୍ଡ, ୩୦ରୁ ଅଧିକ ଦୋକାନରେ ଲାଗିଛି ନିଆଁ
କଟକ : କଟକ ପ୍ରେସଛକ ମାଛ ମାର୍କେଟରେ ଭୟଙ୍କର ଅଗ୍ନିକାଣ୍ଡ। ୬ ଘଣ୍ଟା ହେଲା ଜଳୁଛି ମାର୍କେଟ। ଅଗ୍ନିକାଣ୍ଡରେ ପୂରା ମାଛ ମାର୍କେଟ ଜଳିପୋଡି ଛାରଖାର ହୋଇଯାଇଛି। ୩୦ରୁ ଅଧିକ ଦୋକାନରେ ନିଆଁ ଲଗିଛି। ପାଖରେ ଏକ ରଙ୍ଗ ଗୋଦାମ ରହିଛି। କଲର ଏବଂ ଟାରପୋଲିନ ପାଇଁ ନିଆଁ ଅଧିକ ଲାଗିଥିବା ସୂଚନା…
ଯୁକ୍ତ 2 ବିଜ୍ଞାନରେ ସୁଶ୍ରୀ ଅମ୍ରିତା ଭୂଇଁଆଙ୍କ ସଫଳତା
ଟାଙ୍ଗୀ : କଟକ ଜିଲ୍ଲା ଟାଙ୍ଗୀ ବ୍ଲକ ଅଧୀନ କୋଟସାହି ପଞ୍ଚାୟତ କଦରକଣା ଗ୍ରାମର ସୁଶ୍ରୀ ଅମ୍ରିତା ଭୂଇଁଆ ଚଳିତ ଶିକ୍ଷାବର୍ଷ +2 ବିଜ୍ଞାନ ପରୀକ୍ଷାରେ 91.6% ମାର୍କ ରଖି ପରିବାର ଠାରୁ ନେଇ ଗାଁ ଲୋକଙ୍କ ମଧ୍ୟରେ ଆନନ୍ଦର ଲହରୀ ଖେଳି ଯାଇଛି, ଉଚ୍ଚ ସଫଳତା ପାଇଁ ଅମ୍ରିତା ଭୂଇଁଆ ଉଚ୍ଚ…
ଅରିନ୍ଦମଙ୍କ ବିରୋଧରେ ପୁଣି ଗର୍ଜିଲେ ସାମ୍ବାଦିକ
କଟକ : ବିଜେପି ନେତା ଅରିନ୍ଦମ ରାୟ ଓ ଅଭୟ ବାରିକଙ୍କ ଦବଙ୍ଗଗିରୀ ଘଟଣାର ଭିଡିଓ ଗଣମାଧ୍ୟମରେ ପ୍ରସାରଣ ଓ ଖବରକାଗଜରେ ମୁଦ୍ରଣ ହେବା ପରେ ଅରିନ୍ଦମ ସାମ୍ବାଦିକ ମାନଙ୍କୁ ଅତି କଦର୍ଯ୍ୟ ଅପମାନ ଜନକ ଭାଷାରେ ଫେସବୁକରେ ମନ୍ତବ୍ୟ ଦେଇଥିଲେ।
ଉକ୍ତ ଭିଡିଓଟି ଭାଇରାଲ ହେବା ଦ୍ବାରା…
ଆମ୍ବୁଲାନ୍ସରୁ ତେଲ ସରିଯିବାରୁ ରୋଗୀ ମୃତ୍ୟୁ ଅଭିଯୋଗ ଘଟଣା। ତେଲ ସରିଯିବା ଅଭିଯୋଗକୁ ଖଣ୍ଡନ କଲେ ଆମ୍ବୁଲାନ୍ସ ମାଲିକ।
କଟକ : ଆମ୍ବୁଲାନ୍ସରୁ ତେଲ ସରିଯିବାରୁ ରୋଗୀ ମୃତ୍ୟୁ ଅଭିଯୋଗ ଘଟଣା, ତେଲ ସରିଯିବା ଅଭିଯୋଗକୁ ଖଣ୍ଡନ କଲେ ଆମ୍ବୁଲାନ୍ସ ମାଲିକ। କହିଲେ, ତେଲ ଥିଲା, ଯାନ୍ତ୍ରିକ ତ୍ରୁଟି ପାଇଁ ଆମ୍ବୁଲାନ୍ସ ବନ୍ଦ ହୋଇ ଯାଇଥିଲା। ଗାଡ଼ିରେ ପର୍ଯ୍ୟାପ୍ତ ତେଲ ଅଛି, ଆହୁରି ୨୫୦/୩୦୦ କିମି ଯାଇପାରିବ।
ତେବେ…
ହୃଦୟବିଦାରକ ଘଟଣା : ଆମ୍ବୁଲାନ୍ସ ରୁ ପେଟ୍ରୋଲ ସରିଯିବା ଫଳରେ ରୋଗୀର ମୃତ୍ୟୁ
କଟକ : ତେଲ ନେଲା ମଣିଷର ଜୀବନ। ଅଧାବାଟରେ ଆମ୍ବୁଲାନ୍ସ ରୁ ପେଟ୍ରୋଲ ସରିଯିବା ଫଳରେ ରୋଗୀର ମୃତ୍ୟୁ ହୋଇଥିବା ଅଭିଯୋଗ।ଏଭଳି ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି।କେନ୍ଦ୍ରାପଡ଼ା ଅଞ୍ଚଳର ଜଣେ ଯୁବକ ବିଷପିଇ ଗୁରୁତର ହେବାରୁ ପରିବାର ଲୋକେ କଟକ ଏସସିବି ମେଡିକାଲକୁ ଆଣିଥିଲେ।ତେବେ ସେଠାରୁ…
ଜୁନ୍ ୨୧ରେ ଓଟିଇଟି
କଟକ: ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ବାରା ପରିଚାଳିତ ଓଡ଼ିଶା ଶିକ୍ଷକ ଯୋଗ୍ୟତା ଟେଷ୍ଟ (ଓଟିଇଟି) ଜୁନ୍ ୨୧ ତାରିଖରେ ଅନୁଷ୍ଠିତ ହେବ। ପ୍ରଥମେ ପେପର-୧ ସକାଳ ୯ଟାରୁ ୧୧.୩୦ ଏବଂ ପେପର-୨ ପରୀକ୍ଷା ଅପରାହ୍ଣ ୨ଟାରୁ ୪.୩୦ ପର୍ଯ୍ୟନ୍ତ ହେବ। ଜୁନ୍ ୯ରୁ ବୋର୍ଡ ୱେବ୍ସାଇଟ୍…
ଶୋଭନୀୟ ‘ଦେବକନ୍ୟା’ର ବିବାହ ଉତ୍ସବ
ଭୁବନେଶ୍ୱର/କଟକ ତା ୧୨.୦୫ ରିଖ ଆନ୍ତର୍ଜାତିକ ଶୋଭନୀୟ ଆନ୍ଦୋଳନ ପକ୍ଷରୁ ‘ପୂଜ୍ୟଶ୍ରୀ କୁମାର ଭାଇଙ୍କ’ଦ୍ୱାରା ପ୍ରତିଷ୍ଠିତ କଟକ ବିଡ଼ାନାସୀ ସ୍ଥିତ ଦେବଶିଶୁ-ଶୋଭନୀୟ ଶିଶୁ ଯତ୍ନ କେନ୍ଦ୍ରରେ ବଢ଼ିଥିବା ପିତୃ–ମାତୃହରା କଲ୍ୟାଣୀୟା ‘ପିଙ୍କି’ର ନୂଆସାହି ନିବାସୀ ମାତା ରଶ୍ମିତା ଦାସ ଓ ପିତା…
ରଘୁନାଥ ଜୀଉ ମହାବିଦ୍ୟାଳୟ ର ବରିଷ୍ଠ ଅଧ୍ୟାପକ ଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା
କଟକ : କଟକ ରଘୁନାଥ ଜୀଉ ମହାବିଦ୍ୟାଳୟର ପୁର୍ବତନ ଉପlଧକ୍ଷ ତଥା ବରିଷ୍ଠ ଅର୍ଥନୀତି ଅଧ୍ୟାପକ ଡ଼. ଲକ୍ଷ୍ମୀ ନାରାୟଣ ପଣ୍ଡା ଙ୍କ ଉଦ୍ଦେଶ୍ୟରେ ମହାବିଦ୍ୟାଳୟର ଅଧକ୍ଷ ଶ୍ରୀ ଚନ୍ଦ୍ରମୋହନ ସ୍ୱାଇଁ ଙ୍କ ଅଧ୍ୟକ୍ଷତାରେ ଏକ ବିଦାୟକାଳୀନ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ଉତ୍ସବରେ…
୮ରୁ ମାଟ୍ରିକ ସପ୍ଲିମେଣ୍ଟାରୀ ଫର୍ମ ପୂରଣ
କଟକ: ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ବାରା ପରିଚାଳିତ ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା ପାଇଁ ଫର୍ମ ପୂରଣ ମେ ୮ ତାରିଖରୁ ଆରମ୍ଭ ହେବ। ଅନ୍ଲାଇନ ଜରିଆରେ ବୋର୍ଡ ୱେବସାଇଟ୍ www.bseodisha.ac.inରେ ଫର୍ମ ପୂରଣ ଓ ଦେୟ ଦାଖଲ କରିପାରିେବ। ରେଗୁଲାର ଓ ଏକ୍ସ ରେଗୁଲାର…
ଓଡ଼ିଶା ମାଟ୍ରିକ୍ ରେଜଲ୍ଟ ୯୫.୩୩% ପାସ୍ ହାର
କଟକ : ପ୍ରକାଶ ପାଇଛି ଚଳିତ ବର୍ଷର ମାଟ୍ରିକ୍ ରେଜଲ୍ଟ। ବୋର୍ଡ କାର୍ଯ୍ୟାଳୟରେ ବିଧିବଦ୍ଧ ରେଜଲ୍ଟ ପ୍ରକାଶ କରାଯାଇଛି। ରେଜଲ୍ଟ ଘୋଷଣା କରିଛନ୍ତି ଗଣଶିକ୍ଷା ମନ୍ତ୍ରୀ।
ଚଳିତ ବର୍ଷ ମାଟ୍ରିକ୍ ପାସ୍ ହାର ୯୫.୩୩ ପ୍ରତିଶତ ରହିଛି। ୫ ଲକ୍ଷ ୧୯ ହଜାର ୨୫୧ ପରୀକ୍ଷାର୍ଥୀ ଉତ୍ତୀର୍ଣ୍ଣ ହୋଇଥିବା…