Browsing Category

ବାଲେଶ୍ୱର

ବାଲେଶ୍ୱର ୟାର୍ଡ ରିମଡେଲିଂ ପାଇଁ ୨୦ ଦିନ ଟ୍ରେନ୍ ସେବା ପ୍ରଭାବିତ ହେବ : ୧୫ ଟ୍ରେନ୍ ବାତିଲ୍, ୫ଟି ଡାଇଭର୍ଟ ଓ ୨ଟି…

ବାଲେଶ୍ୱର, ୧୯ ଜୁନ୍ (କୃଷ୍ଣ କୁମାର ମହାନ୍ତି): ନାରାୟଣଗଡ଼-ଭଦ୍ରକ ତୃତୀୟ ଲାଇନ୍ ପ୍ରକଳ୍ପ ଅଧୀନରେ ବାଲେଶ୍ୱର ରେଳ ଷ୍ଟେସନ ୟାର୍ଡର ରିମଡେଲିଂ କାର୍ଯ୍ୟ ପାଇଁ ଆସନ୍ତା ଜୁଲାଇ ୨୯ରୁ ଅଗଷ୍ଟ ୧୭ ପର୍ଯ୍ୟନ୍ତ ୨୦ ଦିନ ଧରି ନନ୍-ଇଣ୍ଟରଲକିଂ କାମ କରାଯିବ। ଏହା ଫଳରେ ଖଡ଼ଗପୁର ଡିଭିଜନ ଅଧୀନରେ…

ଯୁବତୀଙ୍କୁ ଦୁଷ୍କର୍ମ ଉଦ୍ୟମ

ବାଲେଶ୍ବର: ୧୬ ନମ୍ବର ଜାତୀୟ ରାଜପଥରେ ଯୁବତୀଙ୍କୁ ଦୁଷ୍କର୍ମ ଉଦ୍ୟମ। ସଦର ଥାନା ଅଧୀନ ହଳଦିପଦା ଫାଣ୍ଡି ଅନ୍ତର୍ଗତ ନଗ୍ରମ ଅଞ୍ଚଳରେ ଏପରି ଅଭାବନୀୟ ଘଟଣା ଘଟିଛି। ସୂଚନା ଅନୁସାରେ ଯୁବତୀ ଜଣକ ନଗ୍ରମରୁ ବାଲେଶ୍ବର ଆସିବାକୁ ଅଭିଯୁକ୍ତଙ୍କୁ ସାହାଜ୍ୟ ମାଗିଥିଲେ। ଅଭିଯୁକ୍ତ ତାଙ୍କୁ ଲିଫ୍ଟ…

‘ମୁଁ କୁଲଡ଼ିହା କହୁଛି’ର ଦ୍ୱିତୀୟ ଅଧିବେଶନରେ ଯୋଗ ଦେଲେ କବି, ଲେଖକ, ଚିତ୍ରଶିଳ୍ପୀ, ସମାଜସେବୀ,…

ବାଲେଶ୍ଵର, ୧୭/୬(କୃଷ୍ଣ କୁମାର ମହାନ୍ତି): ବାଲେଶ୍ୱର ଜିଲ୍ଲାରେ ଅବସ୍ଥିତ କୁଲଡିହା ଅଭୟାରଣ୍ୟର ପ୍ରାକୃତିକ, ସାଂସ୍କୃତିକ, ସାମାଜିକ ଓ ଭୌଗୋଳିକ ସୁରକ୍ଷା ଓ ବିକାଶ ପାଇଁ ଆରମ୍ଭ ହୋଇଥିବା 'ମୁଁ କୁଲଡ଼ିହା କହୁଛି' ଅଭିଯାନର ଦ୍ୱିତୀୟ ଅଧିବେଶନ ଔପଦା ସ୍ଥିତ ପାଇକପଡା ଗ୍ରାମର ସୃଜନୀ ଶିକ୍ଷା…

ଭାରତ ସରକାରଙ୍କ ଦ୍ୱାରା ଚିତ୍ରକଳା ବିଭାଗରେ ଫେଲୋସିପ ପାଇବାକୁ ମନୋନୀତ ହେଲେ ବାଲେଶ୍ଵରର ଶିଳ୍ପୀ ନିକୁଞ୍ଜ ବିହାରୀ…

ବାଲେଶ୍ୱର, ୧୬/୬(କୃଷ୍ଣ କୁମାର ମହାନ୍ତି): ଚଳିତ ବର୍ଷ ଭାରତ ସରକାରଙ୍କ ସଂସ୍କୃତି ବିଭାଗ ଦ୍ୱାରା ପ୍ରଦତ୍ତ ଚିତ୍ରକଳା ବିଭାଗରେ ଫେଲୋସିପ ପାଇବା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି ବାଲେଶ୍ଵରର ଶିଳ୍ପୀ ନିକୁଞ୍ଜ ବିହାରୀ ଦାସ। ପ୍ରତିବର୍ଷ ଭାରତ ସରକାରଙ୍କର ସଂସ୍କୃତି ବିଭାଗ ତରଫରୁ…

ଦୁଇ ବର୍ଷରେ ବାଲେଶ୍ୱରରେ ସୃଷ୍ଟି ହେଲା ବିକାଶର ନୂଆ ଅଧ୍ୟାୟ: ଜୀବିକା, ଭିତ୍ତିଭୂମି, ପର୍ଯ୍ୟଟନ ଓ ସାମାଜିକ…

ବାଲେଶ୍ୱର,୧୫/୬(କୃଷ୍ଣ କୁମାର ମହାନ୍ତି): ଗତ ଦୁଇ ବର୍ଷ ମଧ୍ୟରେ ବାଲେଶ୍ୱର ଜିଲ୍ଲାରେ ବିଭିନ୍ନ ସରକାରୀ ବିଭାଗ ମାଧ୍ୟମରେ କାର୍ଯ୍ୟ କରାଯାଇଥିବା ଉନ୍ନୟନମୂଳକ ଓ ଜନକଲ୍ୟାଣକାରୀ ଯୋଜନାଗୁଡ଼ିକ ଜିଲ୍ଲାର ସାମଗ୍ରିକ ବିକାଶକୁ ନୂଆ ଦିଗ ଦେଇଛି। ଜୀବିକା ସୃଷ୍ଟି, ଗ୍ରାମୀଣ ଭିତ୍ତିଭୂମି,…

ଚାନ୍ଦିପୁର ପାନ୍ଥନିବାସରେ ଉଦଘାଟିତ ହେଲା ରଜ ମହୋତ୍ସବ: ରଜ ଦୋଳି ସାଙ୍ଗକୁ ପିଠା ଓ ପାନର ଆସରରେ ମୁଗ୍ଧ ହେଲେ…

ବାଲେଶ୍ୱର, ୧୫ ଜୁନ (କୃଷ୍ଣ କୁମାର ମହାନ୍ତି): ଓଡ଼ିଆଙ୍କ ଗଣପର୍ବ ରଜ ଅବସରରେ ଚାନ୍ଦିପୁର ପାନ୍ଥନିବାସ ପରିସର ଉତ୍ସବମୁଖର ହୋଇଉଠିଛି। ରବିବାର ପହିଲି ରଜ ଅବସରରେ ଏଠାରେ ତିନିଦିନିଆ ରଜ ମହୋତ୍ସବର ଶୁଭ ଉଦ୍‌ଘାଟନ ହୋଇଥିବା ବେଳେ ରଜ ଦୋଳି, ପିଠା ଓ ପାନର ସ୍ୱତନ୍ତ୍ର ଆୟୋଜନ ପର୍ଯ୍ୟଟକ ଓ…

ରାଜ୍ୟ ସ୍ତରୀୟ ଜନକଲ୍ୟାଣ ଯୋଜନାରେ ମୁଖ୍ୟମନ୍ତ୍ରୀ ଶୁଭାରମ୍ଭ କଲେ ଅନ୍ନପୂର୍ଣ୍ଣା ଯୋଜନା : ୫ ଲକ୍ଷ ୬୬ ହଜାର…

ବାଲେଶ୍ବର ତା ୧୩/୦୬(କୃଷ୍ଣ କୁମାର ମହାନ୍ତି): ସ୍ଥାନୀୟ ଗାନ୍ଧୀ ସ୍ମୃତି ଭବନ ଠାରେ ଆୟୋଜିତ ରାଜ୍ୟସ୍ତରୀୟ ଜନକଲ୍ୟାଣ ଯୋଜନା ମାଧ୍ୟମରେ ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନାର ଶୁଭାରମ୍ଭ ଭର୍ଚୁଆଲ  ମାଧ୍ୟମରେ କରିଛନ୍ତି। ଏହି କାର୍ଯ୍ୟକ୍ରମ ଉଦ୍ଦେଶ୍ୟରେ ଏକ ସାଧାରଣ ସଭାରେ ମୁଖ୍ୟ ଅତିଥି…

ବାଲେଶ୍ଵର ‘କଳାକ୍ଷେତ୍ର’ ଠାରେ ପାଳିତ ହେଲା ଶିଳ୍ପୀ ମନୀସା ଦାସଙ୍କର ଷଷ୍ଠ ଶ୍ରାଦ୍ଧ ଦିବସ

ବାଲେଶ୍ୱର, ୧୨/୬(କୃଷ୍ଣ କୁମାର ମହାନ୍ତି): ବାଲେଶ୍ୱର ଚାରୁ ଓ କାରୁକଳା ମହାବିଦ୍ୟାଳୟ ପରିସରରେ ଆଲୁମିନି କଳାକ୍ଷେତ୍ର ପକ୍ଷରୁ ଶିଳ୍ପୀ ମନୀସା ଦାସଙ୍କର ଷଷ୍ଠ ଶ୍ରାଦ୍ଧ ବାର୍ଷିକୀ ପାଳିତ ହୋଇଯାଇଛି। ଉକ୍ତ ଶ୍ରାଦ୍ଧ ବାର୍ଷିକୀ ଉତ୍ସବରେ ଅତିଥି ଭାବରେ ବାଲେଶ୍ୱର ଚାରୁ ଓ କାରୁକଳା…

ଲୋକାର୍ପିତ ହେଲା ‘ଅଜୟ ଅନ୍ୱେଷା’ ଏବଂ ‘କବିତାର ମହାଭାଷ’ ପୁସ୍ତକ

 ବାଲେଶ୍ଵର, ୧୧/୬(କୃଷ୍ଣ କୁମାର ମହାନ୍ତି): ପୁରୀ ସ୍ଥିତ ୟୁଥ୍ ହଷ୍ଟେଲ ସଭାକକ୍ଷରେ ବରିଷ୍ଠ ଲେଖକ ଅଜୟ ପ୍ରଧାନଙ୍କ ରଚିତ ଆଲୋଚନା ପୁସ୍ତକ 'କବିତାର ମହାଭାଷ: ଅସ୍ମିତାର ଇତିହାସ' ଏବଂ ଡକ୍ଟର ବେଣୁଧର ପାଢ଼ୀଙ୍କ ରଚିତ ଅଜୟ ପ୍ରଧାନଙ୍କ ସାହିତ୍ୟ ସମଗ୍ରର ଆଲୋଚନା ଗ୍ରନ୍ଥ 'ଅଜୟ ଅନ୍ୱେଷା'…

ସରକାରଙ୍କ ଉଦାସୀନତାକୁ ଦେଖି ଫକୀରମୋହନ ନଗରବାସୀ ରାସ୍ତା କାମ ନିଜେ କଲେ

ବାଲେଶ୍ୱର, ୧୦/୬ (କୃଷ୍ଣ କୁମାର ମହାନ୍ତି): ରାସ୍ତା ମରାମତି ପାଇଁ ବାରମ୍ବାର ନିବେଦନ କଲେ। ପ୍ରଶାସନକୁ ମଧ୍ୟ ଦାବିପତ୍ର ଦେଲେ। ହେଲେ ବାରମ୍ବାର ନିବେଦନ କରି ନିରାଶ ହେବା ପରେ ଏବେ ଲୋକେ ନିଜେ ରାସ୍ତା ମରାମତି କରିଛନ୍ତି। ଯାହା ଲୋକଙ୍କ ଏକତାକୁ ପ୍ରକାଶ କରୁଥିବା ବେଳେ ପ୍ରଶାସନିକ…