Sign in
Sign in
Recover your password.
A password will be e-mailed to you.
Browsing Category
ରାଜନୀତି
ରାଜ୍ୟସଭା ପାଇଁ ଆଜି ନାମାଙ୍କନ ଭରିଛନ୍ତି ମନମୋହନ-ସୁଜିତ୍-ଦିଲ୍ଲୀପ୍
ଭୁବନେଶ୍ଵର : ରାଜ୍ୟସଭା ଆସନ ପାଇଁ ନାମାଙ୍କନ ଦାଖଲ। ରାଜ୍ୟସଭା ପାଇଁ ଆଜି ବିଜେପି ପ୍ରାର୍ଥୀ ନାମାଙ୍କନ ଭରିଛନ୍ତି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଉପସ୍ଥିତିରେ ବିଜେପିରୁ ମନମୋହନ ସାମଲ ଏବଂ ସୁଜିତ୍ କୁମାର ନାମାଙ୍କନ ଦାଖଲ କରିଛନ୍ତି। ସ୍ଵାଧୀନ ପ୍ରାର୍ଥୀ ଦିଲ୍ଲୀପ ରାୟ ମଧ୍ୟ…
ରାଜ୍ୟସଭା ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କଲେ ସନ୍ତୃପ୍ତ ମିଶ୍ର ଏବଂ ଦତ୍ତେଶ୍ବର ହୋତା
ଭୁବନେଶ୍ବର : ଆଜି ହେଉଛି ରାଜ୍ୟସଭା ନିର୍ବାଚନ ପାଇଁ ନାମାଙ୍କନ ଦାଖଲ କରିବାର ଶେଷ ଦିନ। ସେଥିପାଇଁ ଆଜି ଉଭୟ ବିଜେଡି ଓ ବିଜେପିର ପ୍ରାର୍ଥୀମାନେ ପ୍ରାର୍ଥୀ ପତ୍ର ଦାଖଲ କରିଛନ୍ତି। ଆଜି ବିଧାନସଭାରେ ପ୍ରକୋଷ୍ଠରେ ଖୋଲା ଯାଇଥିବା ରିଟର୍ଣ୍ଣି ଅଫିସରେ ପ୍ରଥମେ ବିଜେଡି ନାମାଙ୍କନ ଦାଖଲ…
ଓଡ଼ିଶାରୁ ବିଜେପିର ପ୍ରାର୍ଥୀ ହେଲେ ମନମୋହନ ସାମଲ ଓ ସୁଜିତ କୁମାର
ଭୁବନେଶ୍ୱର: ରାଜ୍ୟସଭା ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କଲା ଭାରତୀୟ ଜନତା ପାର୍ଟି । ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଏବଂ ସୁଜିତ କୁମାରଙ୍କ ନାଁ ଘୋଷଣା କରିଛି ବିଜେପିର କେନ୍ଦ୍ରୀୟ ନିର୍ବାଚନ କମିଟି । ରାଜ୍ୟସଭା ନିର୍ବାଚନ ପାଇଁ ପ୍ରଥମ ପ୍ରାର୍ଥୀ ମନମୋହନ ସାମଲ ଏବଂ ଦ୍ବିତୀୟ…
ନବୀନ ପଟ୍ଟନାୟକ ଘୋଷଣା କଲେ ଦୁଇ ରାଜ୍ୟସଭା ପ୍ରାର୍ଥୀଙ୍କ ନାମ
ଭୁବନେଶ୍ଵର : ବିଜେଡିର ରାଜ୍ୟସଭା ପ୍ରାର୍ଥୀ ଘୋଷଣା ହୋଇଛି। ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଦୁଇ ଜଣଙ୍କ ନାଁ ରାଜ୍ୟସଭା ପ୍ରାର୍ଥୀ ଲାଗି ଘୋଷଣା କରିଛନ୍ତି। ସଂତୃପ୍ତ ମିଶ୍ର ଏବଂ ଡାକ୍ତର ଦତ୍ତେଶ୍ଵର ହୋତାଙ୍କୁ ପ୍ରାର୍ଥୀ କରାଯାଇଛି। ସଂତୃପ୍ତ ତୃତୀୟ ଓ ଦତ୍ତେଶ୍ଵର ଚତୁର୍ଥ ଆସନ ପାଇଁ…
ଗୃହ ମୁଲତବୀ, ସର୍ବଦଳୀୟ ବୈଠକ ଡାକିଲେ ବାଚସ୍ପତି
ଭୁବନେଶ୍ଵର : ଆଜି ବିଧାନସଭା ବଜେଟ୍ ଅଧିବେଶନର ଷଷ୍ଠ ଦିନ। ଆଜି ପ୍ରଶ୍ନତ୍ତୋର କାଳ ଆରମ୍ଭ ରୁ ବିରୋଧୀମାନେ ହୋହାଲ୍ଲା ଏବଂ ନାରାବାଜି କରିଥିଲେ। ବିଜେଡି ସଦସ୍ୟମାନେ ଗୃହରେ ଚାଷୀ ପ୍ରସଙ୍ଗ ଉଠାଇଥିବାବେଳେ କଂଗ୍ରେସ ଏପଷ୍ଟିନ୍ ଫାଇଲ୍ ଘଟଣା ଉଠାଇଥିଲା। ମାତ୍ର ୬ ମିନିଟ୍ ପ୍ରଶ୍ନୋତ୍ତର…
ଛାତ୍ର କଂଗ୍ରେସର ନୂତନ ସଭାପତି ହେଲେ ବିନୋଦ ଜାଖଡ
ନିଉ ଦିଲ୍ଲୀ : ଭାରତୀୟ ଜାତୀୟ କଂଗ୍ରେସର ଛାତ୍ର ଶାଖା NSUI ଶୁକ୍ରବାର ବିନୋଦ ଜାଖଡଙ୍କୁ ନୂତନ ଜାତୀୟ ସଭାପତି ଭାବରେ ନିଯୁକ୍ତ କରିଛି। ଦଳର ସାଧାରଣ ସମ୍ପାଦକ କେ.ସି. ବେଣୁଗୋପାଳଙ୍କ ଦ୍ୱାରା ଜାରି ଏକ ପ୍ରେସ୍ ବିଜ୍ଞପ୍ତି ମାଧ୍ୟମରେ ଏହି ଘୋଷଣା କରାଯାଇଛି।
କଂଗ୍ରେସ ରାଷ୍ଟ୍ରୀୟ…
କଂଗ୍ରେସରୁ ଇସ୍ତଫା ଦେଲେ ପୂର୍ବତନ ସାଂସଦ ଜୟରାମ ପାଙ୍ଗୀ
ଭୁବନେଶ୍ବର : ଆଜି କଂଗ୍ରେସରୁ ଇସ୍ତଫା ଦେଇଛନ୍ତି ପୂର୍ବତନ ବିଧାୟକ ତଥା ପୂର୍ବତନ ସାଂସଦ ଜୟରାମ ପାଙ୍ଗୀ। ସେ ତାଙ୍କର ଇସ୍ତଫା ପତ୍ର କଂଗ୍ରେସ ସଭାପତି ଭକ୍ତ ଚରଣ ଦାସଙ୍କ ନିକଟକୁ ପଠାଇ ଦେଇଛନ୍ତି। ତେବେ କାରଣରେ ସେ ଯାହା କହିଛନ୍ତି ତାହା ହେଲା ସଂଗଠନ କାମରେ ସମୟ ଦେଇପାରୁ ନ ଥିବାରୁ…
ବିଧାନସଭାରେ ସରକାରଙ୍କୁ ଘେରିବ ବିଜେଡି : ବିଧାୟକ ଦଳ ବୈଠକରେ ନିଷ୍ପତି
ଭୁବନେଶ୍ବର : ବିଧାନସଭାର ବଜେଟ୍ ଅଧିବେଶନ ଆରମ୍ଭ ପୂର୍ବରୁ ସଭାପତି ନବୀନ ପଟ୍ଟନାୟକ ଙ୍କ ଅଧ୍ୟକ୍ଷତାରେ ବିଜେଡିର ବିଧାୟକ ଦଳ ବୈଠକ ଅନୁଷ୍ଠିତ ହୋଇଛି। ବଜେଟ୍ ଅଧିବେଶନକୁ ଗମ୍ଭୀରତାର ସହ ନେଇ ସରକାରଙ୍କ ବିଫଳତା ବିରୋଧରେ ସବୁ ସ୍ତରରେ ଲଢ଼ିବାକୁ ସେ ଆହ୍ୱାନ କରିଛନ୍ତି।
ବର୍ତ୍ତମାନର…
ଆସନ୍ତାକାଲି ବିଧାନସଭା, ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ବସିଲା ସର୍ବଦଳୀୟ ବୈଠକ
ଭୁବନେଶ୍ବର : ଆସନ୍ତାକାଲିଠାରୁ ଆରମ୍ଭ ହେବ ବିଧାନସଭାର ବଜେଟ ଅଧିବେଶନ। ଏହି ଅଧିବେଶନ ଏପ୍ରିଲ ଆଠ ତାରିଖ ପର୍ଯ୍ୟନ୍ତ ଚାଲିବ। ତେବେ ଏହି ଅଧିବେଶନ ଆରମ୍ଭ ପୂର୍ବରୁ ଆଜି ବାଚସ୍ପତି ସୁରମା ପାଢୀ ଏକ ସର୍ବଦଳୀୟ ବୈଠକ ଡାକିଛନ୍ତି। ଏଥିରେ ବିଧାୟକମାନେ କିପରି ଶାନ୍ତି ଶୃଙ୍ଖଳା ଗୃହରେ ବଜାଇ…
କିଛି ଘଣ୍ଟା ପରେ ଇସ୍ତଫା ପ୍ରତ୍ୟାହାର କଲେ ଆସାମ କଂଗ୍ରେସର ପୂର୍ବତନ ସଭାପତି
ନୂଆଦିଲ୍ଲୀ : ଆଜି ପୂର୍ବତନ ଆସାମ କଂଗ୍ରେସ ସଭାପତି ଭୂପେନ ବୋରା ଦଳର ସଭାପତି ମଲ୍ଲିକାର୍ଜୁନ ଖଡଗେଙ୍କୁ ଇସ୍ତଫାପତ୍ର ପ୍ରଦାନ କରିବାର କିଛି ଘଣ୍ଟା ପରେ ଇସ୍ତଫାପତ୍ର ପ୍ରତ୍ୟାହାର କରି ନେଇଥିଲେ। କଂଗ୍ରେସ ସଭାପତିଙ୍କୁ ପଠାଇଥିବା ଇସ୍ତଫାପତ୍ରରେ ଭୂପେନ କୁମାର ବୋରା ଏହାକୁ ଦାଖଲ କରିବାର…