Browsing Category

ରାଜନୀତି

ଉପାସନା ମହାପାତ୍ରଙ୍କ ଭୋଟ ଆଚରଣ ବିଧି ଉଲ୍ଲଂଘନ : ଅଭିଯୋଗ କଲେ ନବୀନ ପଟ୍ଟନାୟକ

ଭୁବନେଶ୍ବର : ରାଜ୍ୟସଭା ନିର୍ବାଚନ ପାଇଁ ବିଧାନସଭାର ୫୪ ପ୍ରକୋଷ୍ଠରେ ଆରମ୍ଭ ହୋଇଛି ମତଦାନ ପକ୍ରିୟା। ଏଥିରେ ଚାରିଟି ଖାଲିଥିବା ଆସନ ପାଇଁ ଭୋଟ ଗ୍ରହଣ ଜାରି ରହିଛି। ଏହି ଆସନ ପାଇଁ ପାଞ୍ଚଜଣ ପ୍ରତିଦ୍ବନ୍ଦିତା କରୁଛନ୍ତି। ତେବେ ତିନୋଟି ଆସନରେ ବିଜେପି ଓ ବିଜେଡି ପ୍ରାର୍ଥୀ ଜିତୁଥିବା…

ବିଜେପିରେ ଯୋଗଦେଲେ ପୂର୍ବତନ ବ୍ଲକ ଅଧ୍ୟକ୍ଷା ଓ ସମିତିସଭ୍ୟ

ରେଢ଼ାଖୋଲ : ରେଢ଼ାଖୋଲ ବିଧାନସଭା ମଣ୍ଡଳୀ ନାକଟିଦେଉଳ ପଂଚାୟତ ସମିତିର ପୂର୍ବତନ ପୂର୍ବତନ ବ୍ଲକ ଅଧ୍ୟକ୍ଷା ଓ ସମିତିସଭ୍ୟ ବିଜେପିରେ ଯୋଗ ଦେଇଥିବା ଜଣାପଡିଛି। ଆଜି ବୁର୍ଲା ଏମସିଏଲ ଠାରେ ବିଜେପିର ଏକ କାର୍ଯ୍ୟକ୍ରମରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗ ଦେବା ଅବସରରେ…

୨ ନିଲମ୍ବିତ ବିଧାୟକଙ୍କୁ ନୋଟିସ ଜାରି କଲା ବିଜେଡି

ଭୁବନେଶ୍ଵର : ବିଜେଡିରୁ ନିଲମ୍ବିତ ହୋଇଥିବା ଚମ୍ପୁଆ ବିଧାୟକ ସନା ମହାକୁଡ ଓ ପାଟକୁରା ବିଧାୟକ ଅରବିନ୍ଦ ମହାପାତ୍ରଙ୍କ ବିଜେଡି ପକ୍ଷରୁ ନୋଟିସ ଜାରି। ଏନେଇ ୨ ନିଲମ୍ବିତ ବିଧାୟକଙ୍କୁ ନୋଟିସ ଜାରି କରାଯାଇଥିବା ନେଇ ସୂଚନା ଦେଲେ ଗୌତମ ବୁଦ୍ଧ ଦାସ। ନୋଟିସରେ ଉଲ୍ଲେଖ କରାଯାଇଛି ଯେ…

ପାରାଦୀପ ଗଲେ ବିଜେପି ବିଧାୟକ

ଭୁବନେଶ୍ଵର : ସୋମବାର ରାଜ୍ୟସଭା ନିର୍ବାଚନ। ହେଲେ ସଭିଙ୍କୁ ଘାରିଛି ଘୋଡ଼ା ବେପାରର ଭୟ। ଭୋଟ ନାକଚ ଭୟ। ଏହାରି ଭିତରେ ବିଜେପି ବିଧାୟକ ଯାଇଛନ୍ତି ପାରାଦୀପ। ଭୁବନେଶ୍ଵରରୁ ଦୁଇଟି ସ୍ଵତନ୍ତ୍ର ବସରେ ଯାଇଛନ୍ତି। ରାଜ୍ୟସଭା ପ୍ରାର୍ଥୀଙ୍କୁ କେମିତି ଭୋଟ୍ ଦିଆଯିବ ତାର ଟ୍ରେନିଂ…

ଘୋଡା ବେପାର କରୁଛି ବିଜେପି : ନବୀନ

ଭୁବନେଶ୍ୱର : ରାଜ୍ୟ ସଭା ନିର୍ବାଚନ ମାର୍ଚ୍ଚ ୧୬ରେ ଅନୁଷ୍ଠିତ ହେବ। ଏହାରି ମଧ୍ୟରେରାଜ୍ୟସଭା ନିର୍ବାଚନକୁ ନେଇ ଆଜି ଏକ ବଡ ମନ୍ତବ୍ୟ ଦେଇଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ସେ କହିଛନ୍ତି ବିଜେପି ଘୋଡ଼ା ବେପାର କରୁଛି। ବିଜେପି ପ୍ରାର୍ଥୀମାନେ ଘୋଡ଼ା ବେପାର ଚେଷ୍ଟା ଜାରି…

ରାଜ୍ୟ ସଭା ନିର୍ବାଚନ: କଂଗ୍ରେସ ବିଧାୟିକା ସୋଫିଆ ଫିରୋଦାସଙ୍କ ଆଶ୍ଚର୍ଯ୍ୟଜନକ ବିବୃତ୍ତି

ଭୁବନେଶ୍ବର : ରାଜ୍ୟସଭା ନିର୍ବାଚନରେ ପ୍ରାର୍ଥୀତ୍ବ ଓ ଦଳର ଆଭିମୁଖ୍ୟକୁ ନେଇ ଅସନ୍ତୋଷ ଝାଡ଼ିଛନ୍ତି କଂଗ୍ରେସ ବିଧାୟକ ସୋଫିଆ ଫିରଦୌସ୍ । ସେ କହିଛନ୍ତି, କଂଗ୍ରେସର ଅବସ୍ଥା ପାଇଁ ବିଜେଡି ଦାୟୀ , ଏଥିସହ ଏ ନେଇ ଆମ ସହ କୌଣସି ଆଲୋଚନା କରିନାହାନ୍ତି ଆଗରୁ ମଧ୍ୟ ନୂଆପଡା ଇଲେକ୍ସନ ସମୟରେ…

ଭୋଟ କାହାକୁ ଦେବି ନିର୍ବାଚନ ଦିନ ସ୍ଥିର କରିବି : ବିଧାୟକ ସନାତନ ମହାକୁଡ଼

ଭୁବନେଶ୍ବର : ନିଲମ୍ବିତ ବିଜେଡି ବିଧାୟକ ସନାତନ ମହାକୁଡ଼ ରାଜ୍ୟସଭା ନିର୍ବାଚନରେ କାହାକୁ ଭୋଟ୍‌ ଦେବେ ସେନେଇ ସସ୍‌ପେନ୍ସ ଜାରି ରହିଛି। ଏପର୍ଯ୍ୟନ୍ତ ତାଙ୍କ ସହ କେହି ଯୋଗାଯୋଗ କରିନଥିବାବେଳେ ଭୋଟ୍‌ ସମ୍ପର୍କରେ ସେ ନିର୍ବାଚନ ଦିନ ସ୍ଥିର କରିବେ ବୋଲି କହିଛନ୍ତି। ଶ୍ରୀ ମହାକୁଡ଼…

ହୁଇପ ଜାରୀ କଲା ବିଜେଡି, ଭୁବନେଶ୍ବର ନ ଛାଡିବାକୁ ନିର୍ଦ୍ଦେଶ

ଭୁବନେଶ୍ବର : ପାଖେଇଲାଣି ରାଜ୍ୟସଭା ନିର୍ବାଚନ। ବର୍ତ୍ତମାନ ସବୁ ରାଜନୈତିକ ଦଳ ମଧ୍ୟରେ ତତ୍ପରତା ପ୍ରକାଶ ପାଇଛି। ଆଜି ବିଜେଡି ତାଙ୍କ ଦଳିୟ ବିଧାୟକ ଉପରେ ହୁଇପ ଜାରୀ କରିଛି। ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ବିରୋଧୀ ଦଳର ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ଏହି ହୁଇପ ଜାରୀ…

ବିଜେଡିରୁ ଇସ୍ତଫା ଦେଲେ ପୂର୍ବତନ ସାଂସଦ ରବୀନ୍ଦ୍ର ଜେନା : ପଦ୍ମ ଧରିବେ ରବୀନ୍ଦ୍ର

ବାଲେଶ୍ବର : ବିଜେପିରେ ଯୋଗ ଦେଇ ପାରନ୍ତି ବାଲେଶ୍ବରର ପୂର୍ବତନ ସାଂସଦ ରବୀନ୍ଦ୍ର କୁମାର ଜେନା। ଆଜି ସନ୍ଧ୍ୟାରେ ବିଜୁ ଜନତା ଦଳରୁ ଇସ୍ତଫା ଦେଇଥିଲେ। ବାଲେଶ୍ୱରର ପୂର୍ବତନ ସାଂସଦ ରବୀନ୍ଦ୍ର ଜେନା ବିଜେଡିର ପ୍ରାଥମିକ ସଦସ୍ୟତାରୁ ଆଜି ସଂଧ୍ୟାରେ ଇସ୍ତଫା ଦେଇଛନ୍ତି। ବ୍ୟକ୍ତିଗତ କାରଣ ଓ…

ନବୀନଙ୍କୁ ଶ୍ରୀମୟୀଙ୍କ ପ୍ରଶ୍ନ : ବିଜୁବାବୁଙ୍କ ପ୍ରିୟ ଲୋକଙ୍କୁ ସମର୍ଥନ କରି କୃତଜ୍ଞତା ପ୍ରକାଶ କରିବା ଉଚିତ ନୁହେଁ…

ବି.ବି.ନିୟୁଜ :  ଆଜି ବିଜୁ ଜୟନ୍ତୀ ଅବସରରେ ବିଜେଡି ସଭାପତି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଶ୍ରୀମୟୀ ମିଶ୍ରଙ୍କ ଟାର୍ଗେଟ। ବିରୋଧୀ ଦଳ ନେତାଙ୍କ ଉଦ୍ଦେଶ୍ୟରେ ଅନେକ ପ୍ରଶ୍ନ ଉଠାଇଛନ୍ତି ଶ୍ରୀମୟୀ। କହିଛନ୍ତି, ଦୀର୍ଘ ତିନି ଦଶନ୍ଧି ଧରି ଯେଉଁ ବ୍ୟକ୍ତି କ୍ଷମତାରେ…