Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
ବାଇ ଠାକୁରାଣୀ
ବାଇ ଠାକୁରାଣୀ
===========
ଜୟ ଜୟ ମହାଲକ୍ଷ୍ମୀ ଶ୍ରୀ ପୀଠରେ ରହୁ l
ବାଇଠାକୁରାଣୀ ତୁହି ଜଗତେ ବୋଲାଉ ll
ଘରେଘରେ ପୂଜ୍ୟା ମାଆ ଉତ୍କଳଭୂମିରେ l
ମାଣବସା ଓଷା ହୁଏ ପୁଣ୍ୟ ମାର୍ଗଶୀରେ ll
ଭକତ ଭାବରେ ବାଇ ମାତେ ପଦ୍ମାଳୟା l
ଲୋକ ଜନନୀ କମଳା ବିଷ୍ଣୁଙ୍କର ଜାୟା ll
ଚଣ୍ଡାଳ ଗୃହରେ…
ଭଗବାନଙ୍କ ଚବିଶ ଅବତାର
ଭଗବାନଙ୍କ ଚବିଶ ଅବତାର
=================
ଜୀବନିସ୍ତାରଣ ଅର୍ଥେ ଲୀଳାମୟ ହରି l
ଯୁଗେଯୁଗେ ଆସିଥାନ୍ତି ଅବତାର ଧରି ll
ଧର୍ମସଂସ୍ଥାପନ ଜୀବେ ଜ୍ଞାନର ପ୍ରକାଶ l
ଭାବରେ ଧରିଲେ ହରି ରୂପ ଚତୁର୍ବିଂଶ ll
ପ୍ରଥମାବତାରେ ଚାରି ସନତ କୁମାରେ l
ଜ୍ଞାନ ବିତରିଲେ ହରି ତିନି ଜଗତରେ ll…
ଭକ୍ତିର ଶକ୍ତି
ଭକ୍ତିର ଶକ୍ତି
============
ସ୍ୱାମୀ ବିବେକାନନ୍ଦଙ୍କ ବାଲ୍ୟ ଜୀବନର ଗୋଟିଏ ଘଟଣା l ବାଲ୍ୟକାଳରେ ସ୍ୱାମୀଜୀଙ୍କ ନାମ ଥିଲା ନରେନ୍ଦ୍ର l ଶ୍ରଦ୍ଧାରେ ସଭିଏଁ ଡାକୁଥିଲେ ନରେନ l ନରେନ ଛାତ୍ର ଥିବା ବେଳେ ତାଙ୍କୁ ଜଣେ ସଂସ୍କୃତ ପଣ୍ଡିତ ସଂସ୍କୃତ ଶିକ୍ଷାଦେଉଥିଲେ l ନାମ ତାଙ୍କର ପଣ୍ଡିତ…
ବାଣୀ ବନ୍ଦନା
ବାଣୀ ବନ୍ଦନା
=============
ନମସ୍ତେ ମାତ ବୀଣାପାଣି l
ବୀଣା ଝଂକାରେ ବେଦ ଭଣି ll
ନମସ୍ତେ ମାତ ନାରାୟଣୀ l
ତୁ କାବ୍ୟକଳା ଠାକୁରାଣି ll
ନମସ୍ତେ ଗାୟତ୍ରୀ ସାବିତ୍ରୀ l
ଗାୟତ୍ରୀ ଛନ୍ଦେ ତୋର ସ୍ତୁତି ll
ନମସ୍ତେ ନମଃ ଆଦିମାତେ l
କବି ଜନନୀ ନମସ୍ତୁତେ ll
ନମସ୍ତେ ମାତ ତୁ…
ମୋ ନାମ ଉତ୍କଳଘଣ୍ଟ
ମୋ ନାମ ଉତ୍କଳଘଣ୍ଟ
===============
ଗଡ଼ଜାତ ରାଜ୍ୟ ନୟାଗଡ଼ l ସେହି ରାଜ୍ୟର ରାଜା ଥାଆନ୍ତି କାବ୍ୟ, କବିତା ଓ କଳାପ୍ରିୟ ଶ୍ରୀବିନାୟକ ସିଂହ ମାନଧାତା l ଥରେ ସେ ଗୋଟିଏ ବଣ ଭୋଜି ଆୟୋଜନ କରି ପଡ଼ୋଶୀ ରାଜା ମାନଙ୍କୁ ନିମନ୍ତ୍ରଣ କଲେ l ରଣପୁର,ଦଶପଲ୍ଲା, ଖଣ୍ଡପଡା ରାଜାମାନେ…
ପ୍ରଭାତୀ ତାରା
ପ୍ରଭାତୀ ତାରା
==========
ପାହିଲା ଅନ୍ଧାର ରଜନୀ ଉଷା
ହୋଇଲା ପରା l
ପ୍ରାଚୀ ନଭେ ଦେଖ ଉଦ୍ଭାସେ
ଏକ ବିଚିତ୍ର ତାରା ll
ଝଟ ଝଟ ଝଟ ଝଟକେ ଯଥା
ଝଟକ ମଣି l
ମଥାମଣି କିବା ସିନ୍ଥିରେ ଶୋଭା
ଉଷା ରମଣୀ ll
କରଟ, କୁମ୍ଭାଟ ରାବନ୍ତି ଡାକି
ବୁଲେ ଡାମରା l
ଦପ ଦପ ଜଳେ ନାମ ଟି ତାର…
ବ୍ୟାସ କବିଙ୍କ ଗୁପ୍ତ ଭାଗବତ
ବ୍ୟାସ କବିଙ୍କ ଗୁପ୍ତ ଭାଗବତ
==============
କେନ୍ଦୁଝରର ରାଜା ଶ୍ରୀଧନୁର୍ଜୟ ନାରାୟଣ ଭଞ୍ଜଙ୍କ ରାଜୁତି କାଳରେ 1891 ମସିହାରେ ଭୂୟାଁ ବିଦ୍ରୋହ ମୁଣ୍ଡ ଟେକି ଥିଲା l ବିଦ୍ରୋହର ନେତୃତ୍ୱ ନେଇଥିଲେ ଧରଣୀଧରଭୂୟାଁ l ସେତେବେଳେ ରାଜାଙ୍କ ଦେୱାନ ଥିଲେ ଫକୀରମୋହନ ସେନାପତି l…
ଥକାମନ ଚାଲ ଏଥର
ଥକାମନ ଚାଲ ଏଥର
============
ଥକାମନ ଚାଲ ଏଥର,
କାଳିଆର ଆଜି ପର୍ବ ମକର l
ଫେରି ଆସିଛନ୍ତି ଲକ୍ଷ୍ମୀ ବାପଘରୁ,
ସଙ୍ଗେ ଧରି ପୁଣି ମକର ଭାର ll
ଗରୁଡ଼ ଆସନେ ମୁରାରୀ,
ସଙ୍ଗେ ଭାଈ ଭଉଣୀ ଧରି l
ମହା ଐଶ୍ୱର୍ଯ୍ୟରେ ଶ୍ରୀକ୍ଷେତ୍ର ବିହାର,
ଶଶୁର ଯାହାର ରତନାକର ll
ଧନୁ ମାସେ ପହିଲି…
ମୋକ୍ଷପର୍ବ ଉତ୍ତରାୟଣ
ମୋକ୍ଷପର୍ବ ଉତ୍ତରାୟଣ
=============
ଧର୍ମେଚାର୍ଥେ ଚ କାମେଚ ମୋକ୍ଷେଚ ଭରତର୍ଷଭ l
ଯଦିହାସ୍ତୀ ତଦନ୍ୟତ୍ର ଯନ୍ନେ ହାସ୍ତୀ ନ କୁତ୍ରଚିତ ll
ଧର୍ମ, ଅର୍ଥ,କାମ, ମୋକ୍ଷ ହେଉଛି ମହା ଭାରତୀୟ ଜୀବନଧାରାର ଚାରିଗୋଟି ପ୍ରଧାନ ପୁରୁଷାର୍ଥ l ସେ ସମସ୍ତ ବିଷୟରେ ଏଥିରେ (ମହାଭାରତରେ) ଯାହା…
ମକର ସଂକ୍ରାନ୍ତି ପାଇଁ ଧବଳେଶ୍ୱର ପୀଠରେ ଅସମ୍ଭାଳ ଭିଡ଼
କଟକ : ପ୍ରସିଦ୍ଧ ଶୈବପୀଠ ଧବଳେଶ୍ୱରରେ ମକର ସଂକ୍ରାନ୍ତି ପାଇଁ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଛି। ପ୍ରଭୁଙ୍କ ଦର୍ଶନ ଓ ପୂଜା ପାଇଁ ଭୋର ୫ଟାରୁ ଶ୍ରଦ୍ଧାଳୁମାନେ ଦର୍ଶନ ପାଇଁ ଭିଡ଼ ଲଗାଇଥିଲେ। ଶ୍ରଦ୍ଧାଳୁଙ୍କ ଭିଡ଼କୁ ନିୟନ୍ତ୍ରଣ କରିବା ପାଇଁ ଚୌଦ୍ୱାର ଏସଡିପିଓ ଉମାକାନ୍ତ…