Browsing Category

ଓଡିଶା

ବରିଷ୍ଠ ସାମ୍ବାଦିକ ମିହିର ମହାପାତ୍ରଙ୍କ ସ୍ମୃତିସଭା ଭୁବନେଶ୍ୱରରେ ଅନୁଷ୍ଠିତ

ବାଲେଶ୍ୱର,୨୯/୩(କୃଷ୍ଣ କୁମାର ମହାନ୍ତି) : ବରିଷ୍ଠ ସାମ୍ବାଦିକ ତଥା ସାହିତ୍ୟପ୍ରେମୀ ଓ ସାମାଜିକ କର୍ମୀ ମିହିର ମହାପାତ୍ରଙ୍କ ଏକାଦଶାହ ଉପଲକ୍ଷେ ଏକ ସ୍ମୃତିସଭା ଭୁବନେଶ୍ୱର ଠାରେ ଏକ ଭାବବିହ୍ୱଳ ପରିବେଶରେ  ଅନୁଷ୍ଠିତ ହୋଇଯାଇଛି। ପରିବାରବର୍ଗ, ସାହିତ୍ୟିକ, ସାମାଜିକ କର୍ମୀ ଓ…

ଓଏଏସ୍‌ ଅଧିକାରୀସ୍ତରରେ ଅଦଳବଦଳ : ୭ ଉପଜିଲାପାଳ ନିଯୁକ୍ତ

ଭୁବନେଶ୍ୱର : ରାଜ୍ୟ ସରକାରଙ୍କ ପକ୍ଷରୁ ରବିବାର ବରିଷ୍ଠ ଓଡ଼ିଶା ପ୍ରଶାସନିକ ସେବା (ଓଏଏସ୍‌)ଅଧିକାରୀସ୍ତରରେ ଅଦଳବଦଳ କରାଯାଇଛି। ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁଯାୟୀ, ୭ଜଣ ଓଏଏସ୍‌ ଅଧିକାରୀଙ୍କୁ ଉପଜିଲାପାଳ ଭାବେ ଏବଂ ଜଣଙ୍କୁ ଅତିରିକ୍ତ ଜିଲାପାଳ ଭାବେ ନିଯୁକ୍ତ…

ନୀତୀଶ MLC ଏବଂ ନୀତିନ MLA ପଦରୁ ଦେଲେ ଇସ୍ତଫା

ବିହାର :  ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଶେଷରେ ତାଙ୍କ ବିଧାନ ପରିଷଦ ସଦସ୍ୟତାରୁ ଇସ୍ତଫା ଦେଇଛନ୍ତି । ସେ ରାଜ୍ୟସଭାକୁ ନିର୍ବାଚିତ ହୋଇଛନ୍ତି । ବରିଷ୍ଠ ଜେଡିୟୁ ନେତା ଏବଂ ମନ୍ତ୍ରୀ ବିଜୟ ଚୌଧୁରୀ କହିଛନ୍ତି ଯେ, ନୀତୀଶ କୁମାର ଇସ୍ତଫା ଦେଇଛନ୍ତି । ଇସ୍ତଫାପତ୍ର ଏବେ ବାଚସ୍ପତିଙ୍କ…

ତେଲଙ୍ଗାନାରେ ନୂଆ ବିଲ୍ ଗୃହୀତ, ବାପାମା’ଙ୍କ ଯତ୍ନ ନ ନେଲେ କଟିବ ଦରମା

ତେଲଙ୍ଗାନା : ତେଲଙ୍ଗାନା ବିଧାନସଭାରେ ରବିବାର ‘ତେଲଙ୍ଗାନା ଏମ୍ପ୍ଲଇଜ୍ ଆକାଉଣ୍ଟାବିଲିଟି ଆଣ୍ଡ୍ ମନିଟରିଂ ଅଫ୍ ପ୍ୟାରେଣ୍ଟାଲ ସର୍ପୋଟ ବିଲ୍୨୦୨୬’ ଗୃହୀତ ହୋଇଛି । ବରିଷ୍ଠ ନାଗରିକଙ୍କ ଆର୍ଥିକ ନିରପତ୍ତା ସୁନିଶ୍ଚିତ କରିବା ଉଦ୍ଦେଶ୍ୟରେ ଏହି ବିଲ୍ ଅଣାଯାଇଛି । ଏହା ଅନୁସାରେ,…

ସଂଧ୍ୟାରେ ମୁଖ୍ୟମନ୍ତ୍ରୀ ଡାକିଲେ ଜିଲ୍ଲାପାଳମାନଙ୍କ ବୈଠକ

ଭୁବନେଶ୍ବର : ଓଡିଶାରେ ଯୁଦ୍ଧର କଣ ରହିଛି ପ୍ରଭାବ ସେ ନେଇ ଆଜି ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଡାକିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଲୋକସେବା ଭବନରେ ସେ ଭିଡିଓ କନଫ୍ରେସିଂ ମାଧ୍ୟମରେ ଜିଲ୍ଲାପାଳଙ୍କ ସହିତ ଏହି ବୈଠକ ନେବେ। ଏଥିରେ ଜିଲ୍ଲାରେ ଗ୍ୟାସ, ପେଟ୍ରୋଲ, ଡିଜେଲ କେତେ ମହଜୁଦ ଅଛି…

ମାଲକାନଗିରି ସୀମାନ୍ତ ଛତିଶଗଡ଼ରେ ମାଓ ଏନକାଉଣ୍ଟର। ସୁକମା ଜିଲ୍ଲାରେ ନକ୍ସଲ ଏନକାଉଣ୍ଟର।

ମାଲକାନଗିରି : ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ସୁକମା ଜିଲ୍ଲାରେ ମାଓ ଏନକାଉଣ୍ଟର। ପାଲମପଲ୍ଲୀ ଜଙ୍ଗଲରେ ପୋଲିସ ଓ ମାଓବାଦୀ ମଧ୍ୟରେ ଗୁଳିବିନିମୟ ଘଟିଥିଲା। ପୋଲିସର ଏନକାଉଣ୍ଟରରେ ୫ ଲକ୍ଷ ଟଙ୍କା ପୁରସ୍କାର ଥିବା ହାର୍ଡକୋର ମାଓବାଦୀ ନିହତ ହୋଇଥିବା ଜଣାପଡିଛି। ମୃତ ମାଓବାଦୀ ଜଣକ…

ଇରାନ-ଆମେରିକା ଯୁଦ୍ଧ ପ୍ରସଙ୍ଗ: ମଧ୍ୟସ୍ଥତା କରିବାକୁ ଆଗ୍ରହୀ ପାକିସ୍ତାନ।

ଇସଲାମାବାଦ :  ଇରାନ - ଆମେରିକା ଯୁଦ୍ଧ ପ୍ରସଙ୍ଗରେ ପାକିସ୍ତାନର ମଧ୍ୟସ୍ଥତା। ଆରବ, ତୁର୍କି ଓ ଇଜିପ୍ଟ ପ୍ରତିପକ୍ଷଙ୍କ ସହ ଆଲୋଚନା କରିଛନ୍ତି ପାକିସ୍ତାନ ବୈଦେଶିକ ମନ୍ତ୍ରୀ ଇସାକ ଡାର। ମଧ୍ୟପ୍ରାଚ୍ୟରେ ଚାରି ସପ୍ତାହରୁ ଅଧିକ ସମୟ ଧରି ଚାଲିଥିବା ଯୁଦ୍ଧର ଅନ୍ତ ଏବଂ ଶାନ୍ତି ପ୍ରତିଷ୍ଠା…

କାଳବୈଶାଖୀ ତାଣ୍ଡବ, ଲକ୍ଷାଧିକ ଟଙ୍କାର କଦଳୀ ଚାଷ ନଷ୍ଟ

ନୟାଗଡ : କାଳବୈଶାଖୀ ଉଜାଡ଼ିଦେଲା ଲକ୍ଷାଧିକ ଟଙ୍କାର କଦଳୀ ବାଡ଼ି। ନୟାଗଡ ଜ଼ିଲ୍ଲା ରଣପୁରରେ କାଳବୈଶାଖୀର ତାଣ୍ଡବ। ଉଜୁଡ଼ିଗଲା ଲକ୍ଷାଧିକ ଟଙ୍କାର କଦଳୀ ଚାଷ। ରଣପୁର ବ୍ଲକ ସୁର୍କାବାଡ଼ି ଗାଁର ସୂର୍ଯ୍ୟକାନ୍ତ ମହାପାତ୍ର ପାଞ୍ଚ ଏକର ଜାଗାରେ ଋଣ କରି କଦଳୀ ଚାଷ କରିଥିଲେ। ଠିକ ଅମଳ…

ପିଏମ୍ ମୋଦିଙ୍କ ‘ମନ୍ କୀ ବାତ୍’ କାର୍ଯ୍ୟକ୍ରମରେ ଓଡ଼ିଶାର ସଫଳତା ଗାଥା ପୁଣିଥରେ ସ୍ଥାନ ପାଇଛି।

ଭୁବନେଶ୍ବର : ପିଏମ୍ ମୋଦିଙ୍କ ସାପ୍ତାହିକୀ ରେଡ଼ିଓ କାର୍ଯ୍ୟକ୍ରମ ‘ମନ୍ କୀ ବାତ’ରେ ପୁଣି ଓଡ଼ିଆଙ୍କ ଗାଥା। ସମ୍ବଲପୁର ମୋଦିପଡ଼ାର ମହିଳା ସଫଳ ମାଛ ଚାଷୀ ସୁଜା ଭୂୟାଁ ଏବଂ ମହିଳାଙ୍କୁ ସଶକ୍ତ କ୍ଷେତ୍ରରେ ନିବନ୍ଧ ପ୍ରସ୍ତୁତ କରିଥିବା କେନ୍ଦ୍ରାପଡ଼ା ଚାନ୍ଦୋଳର ଛାତ୍ର ଓମ୍ ପ୍ରକାଶ ରଥଙ୍କୁ…