Browsing Category

ଓଡିଶା

ତୁମ ଆଖି ସହ 

ତୁମ ଆଖି ସହ ******* ଆକାଂକ୍ଷା ମୟୀ ଦାଶ ତୁମ ଆଖି ସହ ମୋ ଆଖିକୁ ପ୍ରଭୁ ମିଶାଇଛି ବହୁବାର ତୁମ ମନ ସହ ଏ ମନ ମିଶାଇ ହଜିଛି ଅନେକ ଥର ||(0) ଆକାଶ ପାତାଳ ବାୟୁମଣ୍ଡଳରେ ସବୁଠାରେ ତୁମ ସତ୍ତା ରହିଥାଅ ତୁମେ ଜଗତେ ଅଦୃଶ୍ୟ ରଖି ଚିର ନୀରବତା ସୁକ୍ଷ୍ମ ଲୋକେ ଥାଇ ସବୁରି…

ସାରଦା ସଙ୍ଗୀତାୟନର ବାର୍ଷିକ ଉତ୍ସବ ସହ ଓଡିଶୀ ସଙ୍ଗୀତ ଓ ଭଜନ ସମାରୋହ 

ଗଞ୍ଜାମ ବୁଗୁଡ଼ା: ୩/୨/୨୬ ବୁଗୁଡ଼ା ସଙ୍ଗମ କଲ୍ଯାଣ ମଣ୍ଡପରେ ସାରଦା ସଙ୍ଗୀତାୟନର ବାର୍ଷିକ ଉତ୍ସବ ସହ ଓଡିଶୀ ଓ ଭଜନ ସମାରୋହ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ସଙ୍ଗୀତ ଗୁରୁ ସୁରେନ୍ଦ୍ର ନାଥ ଦାସଙ୍କ ସଭାପତିତ୍ବରେ ଅନୁଷ୍ଠିତ ଉକ୍ତ ଭବ୍ଯ ଉତ୍ସବରେ ମୁଖ୍ଯ ଅତିଥି ରୂପେ ବୁଗୁଡ଼ା ପିପୁଲ୍ସ…

ଘୁମୁସର ଜିଲ୍ଲା ପାଇଁ ଚିଠିଲେଖା ଅଭିଯାନ

ଗଞ୍ଜାମ ବୁଗୁଡ଼ା ୩/୨/୨୬ : ଭଞ୍ଜନଗର ଉପଖଣ୍ଡକୁ ଘୁମୁସର ଜିଲ୍ଲା ମାନ୍ୟତା ଦାବିରେ ଘୁମୁସର ବାହିନୀ ପକ୍ଷରୁ ବୁଗୁଡ଼ା ମିଡ଼ିଆ କ୍ଲବ ଠାରେ ଚିଠିଲେଖା ଅଭିଯାନ  ଅନୁଷ୍ଠିତ ହୋଇଯାଇଛି। ବୁଗୁଡ଼ା ସହର ସମେତ ଗ୍ରାମାଞ୍ଚଳରୁ ବହୁ ସଂଖ୍ୟାରେ ନସାଧାରଣ ସାମିଲ ହୋଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ…

ଫକୀର ମୋହନ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ସମାରୋହରେ ଯୋଗ ଦେଲେ ରାଷ୍ଟ୍ରପତି

ବାଲେଶ୍ୱର : ଭାରତର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ବାଲେଶ୍ୱରଠାରେ ଫକୀର ମୋହନ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ସମାରୋହରେ ଯୋଗ ଦେଇଛନ୍ତି। ସେ କାର୍ଯ୍ୟକ୍ରମରେ ଉଦବୋଧନ ଦେବା ସହିତ ଏହାର ନୂତନ ଅଡିଟୋରିୟମ୍ ଉଦଘାଟନ କରିଛନ୍ତି। ଏହି ଅବସରରେ ରାଷ୍ଟ୍ରପତି ବ୍ୟାସକବି ଫକୀର ମୋହନ…

କାର ସହ ୨୨ କେଜି ଗଂଜେଇ ଜବତ। ଜଣେ ଗିରଫ

ରେଢ଼ାଖୋଲ : ରେଢ଼ାଖୋଲ ଥାନା ପୁରୁଣାଗଡ଼ ଛକରୁ ଅବକାରୀ ବିଭାଗ ଏକ କାରରୁ ୨୨ କେଜି ଗଂଜେଇ ଜବତକରିବା ସହ ଜଣେ ଅଭିଯୁକ୍ତକୁ ଗିରଫ କରିଛି। ଅବକାରୀ ସୂତ୍ରରୁ ପ୍ରକାଶ ଯେ, ବୌଦ୍ଧ ପଟୁ ରେଢ଼ାଖୋଲ ରାସ୍ତାରେ ଏକ ମାରୁତି ସୁଜୁକି କାରରେ (ଓଡିଓ ୨ ବିଇ ୬୩୧୦) ଗଂଜେଇ ଚାଲାଣ ହେଉଥିବା ଅବକାରୀ…

ପୁରୀରେ ପହଞ୍ଚିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ପୁରୀ : ପୁରୀରେ ପହଞ୍ଚିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ।ଆଜି ପୁରୀରେ ରାତ୍ରି ଯାପନ କରିବା  ନେଇ ସୂଚନା ରହିଛି। ବୁଧବାର ସକାଳ ୭ଟା ସମୟରେ ପୁରୀର ବାଲିସାହି ଶ୍ଵେତଗଙ୍ଗା ଠାରେ ପିଣ୍ତ ଦାନ କରିବାର କାର୍ଯ୍ୟକ୍ରମ ରହିଛି। ପିଣ୍ତଦାନ କରିବା ପରେ ୭ଟା ୪୦ ମିନିଟ୍ ସମୟରେ ମହାପ୍ରଭୁଙ୍କୁ…

ତୃତୀୟ ବିଳାସୁଣୀ ମହୋତ୍ସବ ମହାସମାରୋହରେ ଆୟୋଜିତ

କଟକ/ଭୁବନେଶ୍ୱର ତା୦୩.୦୨.ରିଖ କଟକ ଜିଲ୍ଲାର ନିଆଳି ବ୍ଲକ ଅନ୍ତର୍ଗତ ବିଳାସୁଣୀ ଗ୍ରାମରେ ତିନିଦିନିଆ ତୃତୀୟ ବିଳାସୁଣୀ ମହୋତ୍ସବ ମହା ସମାରୋହରେ ସମାପ୍ତ ହୋଇଯାଇଛି।ଏହି କ୍ରୀଡ଼ା ଓ ସାଂସ୍କୃତିକ ମହାକୁମ୍ଭରେ ପ୍ରାୟ ଦଶ ହଜାର ସ୍ଥାନୀୟ ବାସିନ୍ଦା ଯୋଗ ଦେଇଥିବା ଦେଖାଯାଇଥିଲା। ଗୋପବନ୍ଧୁ…

ଭାମଶ୍ୟାଳୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ର ବାର୍ଷିକ ଉତ୍ସବ

ବୁଗୁଡ଼ା ୩/୨/୨୬ : ( ଡ. କୁମୁଦ ଚନ୍ଦ୍ର ବେହେରା) ବୁଗୁଡ଼ା ବ୍ଳକ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ର ବାର୍ଷିକ ଉତ୍ସବ ରେ ପ୍ରଧାନ ଶିକ୍ଷକ ଜି. ନାଗେଶ୍ୱର ରାଓ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ମହାର୍ଘ୍ୟ ଉତ୍ସବ ରେ ତହସିଲଦାର ଶ୍ରୀ ତାପସ ରାଉତ ମୁଖ୍ୟ ଅତିଥି, ଗୋଷ୍ଠୀ ଶିକ୍ଷା…

ସିନ୍ଧୁ ଜଳ ଚୁକ୍ତି ଶୁଣାଣିରେ ସାମିଲ ହେବନି ଭାରତ

ନୂଆଦିଲ୍ଲୀ : ସିନ୍ଧୁ ଜଳ ଚୁକ୍ତି (ଆଇଡବ୍ଲ୍ୟୁଟି)କୁ ନେଇ ଗଠିତ ଏକ ଅନ୍ତର୍ଜାତୀୟ ଅଦାଲତ କୋର୍ଟ ଅଫ୍‌ ଆର୍ବିଟ୍ରେସନ (ସିଓଏ)ର କାର୍ଯ୍ୟକୁ ଭାରତ ଖାରଜ କରିଛି। ଏହି ଅଦାଲତର ବୈଧତାକୁ ଭାରତ ସ୍ୱୀକାର କରେ ନାହିଁ ଏବଂ ଏହାର କୌଣସି ପ୍ରକାର କାର୍ଯ୍ୟ ପ୍ରକ୍ରିୟାରେ ସାମିଲ ହେବ ନାହିଁ ବୋଲି…

ଆଜି ରାଷ୍ଟ୍ରପତିଙ୍କ ବିରଜା ମନ୍ଦିର ପରିଦର୍ଶନ: ନାଭିଗୟାରେ କରିବେ ପୂଜାର୍ଚ୍ଚନା

ଭୁବନେଶ୍ବର : ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ୬ ଦିନିଆ ଓଡ଼ିଶା ଗସ୍ତରେ ଆସି ଭୁବନେଶ୍ବରରେ ପହଞ୍ଚିଛନ୍ତି। ସେ ବାୟୁସେନାର ଏକ ସ୍ବତନ୍ତ୍ର ବିମାନରେ ଆସି ଭୁବନେଶ୍ବରସ୍ଥିତ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଅବତରଣ କରିଥିଲେ। ବିମାନ ବନ୍ଦରରେ ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁଙ୍କୁ…