Browsing Category

ଓଡିଶା

ଯାଜପୁର ନିକଟରେ ନିୟୁ ଜଲପାଇଗୁଡି ଏକ୍ସପ୍ରେସ ଲାଇନଚ୍ୟୁତ

ଜାଖପୁରା : ଆଜି ସକାଳ ପ୍ରାୟ ୮:୫୧ ମିନିଟରେ ଟ୍ରେନ ନଂ ୨୨୬୧୧ ଚେନ୍ନାଇ-ନୂଆ ଜଳପାଇଗୁଡ଼ି (MAS–NJP) ଏକ୍ସପ୍ରେସ ଜଖପୁରା ୟାର୍ଡ (JKPR) ଦେଇ ଯାଉଥିବା ସମୟରେ ସାମାନ୍ୟ ଲାଇନଚ୍ୟୁତ ହୋଇଛି। ରେଳ ଅଧିକାରୀଙ୍କ ଅନୁଯାୟୀ, ଟ୍ରେନଟି ବହୁତ ଧୀର ଗତିରେ ଯାଉଥିବା ସମୟରେ ୟାର୍ଡ ସୀମା ମଧ୍ୟରେ…

ଗାଁ ଦାଣ୍ତରେ ଚାଲିଚାଲି ଗଲେ ରାଷ୍ଟ୍ରପତି

ବି.ବି.ନିୟୁଜ:  ୩ ଦିନିଆ ମୟୂରଭଞ୍ଜ ଗସ୍ତରେ ରାଷ୍ଟ୍ରପତି ଦୌପଦୀ ମୁର୍ମୁ । ଦ୍ବିତୀୟ ଦିବସରେ ରାଷ୍ଟ୍ରପତି ପାହାଡପୁର ଗସ୍ତ କରିଛନ୍ତି। ପାରମ୍ପରିକ ନୂତ୍ୟ ଓ ବାଦ୍ୟଯନ୍ତ୍ର ରେ ପାହାଡପୁରବାସୀ ସ୍ବାଗତ କରିଛନ୍ତି। ସେଠାରେ ଅନେକ   କାର୍ଯ୍ୟକ୍ରମରେ ଯୋଗ ଦେ​‌ବେ ରାଷ୍ଟ୍ରପତି । ସେ ନିଜେ…

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି : ମାଲକାନଗିରି ଛତିଶଗଡ ସିମାନ୍ତ ବିଜାପୁର ଜିଲ୍ଲାରେ ଆଜି ୧୨ ଜଣ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି । ଆତ୍ମସମର୍ପଣ କରିଥିବା ୧୨ ଜଣ ମାଓବାଦୀଙ୍କ ମଧ୍ୟରୁ ୮ ଜଣ ମହିଳା ଓ ୪ ଜଣ ପୁରୁଷ ମାଓବାଦୀ ରହିଛନ୍ତି । ହିଂସାର ରାସ୍ତା ଛାଡି ସମାଜର ମୁଖ୍ୟ ସ୍ରୋତକୁ ଫେରିଛନ୍ତି ଏହି ୧୨ ଜଣ…

ଓଡ଼ିଶା, କେରଳ, ଆନ୍ଧ୍ର ପ୍ରଦେଶ ଏବଂ ତାମିଲନାଡୁ ସମେତ ଖଣିଜ ସମୃଦ୍ଧ ରାଜ୍ୟଗୁଡ଼ିକ ପାଇଁ ସମର୍ପିତ ବିରଳ ମୂର୍ତ୍ତିକା…

ଓଡ଼ିଶା, କେରଳ, ଆନ୍ଧ୍ର ପ୍ରଦେଶ ଏବଂ ତାମିଲନାଡୁ ସମେତ ଖଣିଜ ସମୃଦ୍ଧ ରାଜ୍ୟଗୁଡ଼ିକ ପାଇଁ ସମର୍ପିତ ବିରଳ ମୂର୍ତ୍ତିକା ଖଣିଜ (Rare Earth) କରିଡର ପ୍ରତିଷ୍ଠା ମଧ୍ୟ ଆତ୍ମନିର୍ଭରର ଏକ ଅଂଶ ।  ଭାରତ ବିରଳ ପୃଥିବୀ ଉପାଦାନ (REEs) ଏବଂ ଚୁମ୍ବକ ପାଇଁ ଚୀନ୍ ଉପରେ ଅତ୍ୟନ୍ତ ନିର୍ଭରଶୀଳ,…

ହ୍ବାଟ୍‌ସ ଆପ୍‌ରେ ମିଳିବ ରାଜସ୍ୱ ସେବା

  ବି.ବି.ନିୟୁଜ : ଏଣିକି ହ୍ବାଟ୍‌ସ ଆପ୍‌ରେ ମିଳିବ ରାଜସ୍ୱ ସେବା। ଏ ନେଇ ଆଜି ବଡ ସୂଚନା ଦେଇଛନ୍ତି ରାଜସ୍ଵ ମନ୍ତ୍ରୀ ସୁରେଶ ପୂଜାରୀ। ୨୪ ଘଣ୍ଟିଆ ସେବା ଯୋଗାଇ ଦେବ ବିଭାଗ। ହ୍ଵାଟସ୍‌ ଆପ୍‌ରେ ଜମିଜମା ବାବଦରେ ସବୁ ଅଭିଯୋଗ ଓ ଆବେଦନ ଗ୍ରହଣ କରାଯିବ। ଦୁର୍ନୀତି ଅଭିଯୋଗ ଆସିଲେ ବଡ଼…

ରାଇରଙ୍ଗପୁରରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କଲେ ରାଷ୍ଟ୍ରପତି

ଭୁବନେଶ୍ଵର: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି (୪ ଫେବୃଆରୀ, ୨୦୨୬) ରାଇରଙ୍ଗପୁରଠାରେ ମହାରାଜା ଶ୍ରୀରାମ ଚନ୍ଦ୍ର ଭଞ୍ଜ ଦେଓ ବିଶ୍ୱବିଦ୍ୟାଳୟର ସୂଚନା ପ୍ରଯୁକ୍ତିବିଦ୍ୟା କ୍ୟାମ୍ପସ ଉଦଘାଟନ କରିଛନ୍ତି। ଏଥିସହିତ ସେ ଆୟୁଷ ହସ୍ପିଟାଲ ତଥା ଆୟୁର୍ବେଦିକ କଲେଜ, ଓଡିଶା କୃଷି ଓ ବୈଷୟିକ…

ଶପଥ ନେଲେ ମଣିପୁର ମୁଖ୍ୟମନ୍ତ୍ରୀ

ବି.ବି.ନିୟୁଜ: ମଣିପୁର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି ବିଜେପିର ୟୁମନାମ୍ ଖେମଚାନ୍ଦ ସିଂହ । ଆଜି ଅପରାହ୍ନରେ ମଣିପୁରରୁ ରାଷ୍ଟ୍ରପତି ଶାସନ ହଟିଥିଲା । ମଣିପୁରର ନୂତନ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି ୟୁମନାମ୍ ଖେମଚାନ୍ଦ ସିଂହ । ମଣିପୁର ଲୋକଭବନରେ ରାଜ୍ୟପାଳ…

ରାଷ୍ଟ୍ରପତିଙ୍କୁ ପତ୍ନୀଙ୍କ ସହ ଭେଟିଲେ ମୁଖ୍ୟମନ୍ତ୍ରୀ

ବି.ବି.ନିୟୁଜ  : ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କୁ ଭେଟିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ମୁଖ୍ୟମନ୍ତ୍ରୀଙ୍କ ସହ ତାଙ୍କ ପତ୍ନୀ ମଧ୍ୟ ରାଷ୍ଟ୍ରପତିଙ୍କୁ ଭେଟିଥିଲେ । ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କୁ ଭେଟିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ…

ଏନ୍ଏସି ସଡକ ମଝିରେ ବିପଦଜ୍ଜନକ ଭଙ୍ଗା କଭର ପ୍ଲଟ୍ ,ଘଟୁଛି ଦୁର୍ଘଟଣା, ପ୍ରତିକାର ଦାବି

 ଗଞ୍ଜାମ ବୁଗୁଡ଼ା : ତା ୦୪/୦୨/୨୬: ବୁଗୁଡ଼ା ସହର ମଧ୍ୟସ୍ଥ ମଦନ ମୋହନ ଛକଠାରୁ ପୋଲସରା ଅଭିମୁଖେ ଲମ୍ବିଥିବା ସଡକର ମଝିରେ ଡ୍ରେନ ଉପରେ ପଡିଥିବା ଏକ କଭର ପ୍ଲେଟ ଭାଙ୍ଗିଯାଇ ନାନାଦି ଦୁର୍ଘଟଣାର କାରଣ ପାଲଟିଛି।  ତେଣୁ ଦୁର୍ଘଟଣାକୁ ଏଡାଇବା ପାଇଁ ଏହାର ଅସ୍ଥାୟୀ ପ୍ରତିକାର ଭାବେ ଲୋକେ…

ପିପୁଲ୍ସ କଲେଜର ୪୮ତମ ବାର୍ଷିକ କ୍ରୀଡା ଉତ୍ସବ ଉଦଯାପିତ

ଗଞ୍ଜାମ ବୁଗୁଡା : ତା ୦୪/୦୨/୨୬ : ସ୍ଥାନୀୟ ପିପୁଲ୍ସ କଲେଜର ୪୮ତମ ବାର୍ଷିକ କ୍ରୀଡା ଉତ୍ସବ ଉଦଯାପିତ ହୋଇଯାଇଛି। ଉକ୍ତ ଦ୍ବିଦିବସୀୟ କ୍ରୀଡାର ଉଦଯାପନୀ ଉତ୍ସବ କଲେଜ ଅଧ୍ୟକ୍ଷ ଡ.ପୁରୁଷୋତ୍ତମ ମିଶ୍ରଙ୍କ ପୌରୋହିତ୍ଯରେ ଅନୁଷ୍ଠିତ ହୋଇଥିବା ବେଳେ ଏଥିରେ ମୁଖ୍ୟ ଅତିଥି ଭାବେ ଓଡଗାଁସ୍ଥିତ…