Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
New Song of Nil Swarnali would be Released .
Kolkata( 7/2) : On Valentine’s Day, Nil Swarnali’s new song “Ae Tumhe Kya Hogaya” will fill everyone with love. The lyrics and tune of the song have been written and composed by Apurba Saha. The melody and words of the song will carry you…
ବିଜୟ ସହିତ ବିଶ୍ଵକପ ଅଭିଯାନ ଆରମ୍ଭ କଲା ଭାରତ: ୨୯ ରନ୍ ରେ ଆମେରିକା ପରାସ୍ତ
ନୂଆଦିଲ୍ଲୀ: ଭାରତ ଏକ ବଡ଼ ବିଜୟ ସହିତ ବିଶ୍ୱକପ୍ ଅଭିଯାନ ଆରମ୍ଭ କରିଛି। ଟିମ୍ ଇଣ୍ଡିଆ ୨୯ ରନ୍ ରେ ଆମେରିକାକୁ ପରାସ୍ତ କରିଛି। ୨୦୨୬ ଟି-୨୦ ବିଶ୍ୱକପ୍ ର ଏହି ମ୍ୟାଚ୍ ମୁମ୍ବାଇର ୱାଙ୍ଖଡେ ଷ୍ଟାଡିୟମରେ ଖେଳାଯାଇଥିଲା। ଭାରତୀୟ ଦଳ ପ୍ରଥମେ ବ୍ୟାଟିଂ କରି ୧୬୧ ରନ୍ କରିଥିଲା। ଜବାବରେ…
ସଫଳତାର ସହ ଅଗ୍ନି-୩ କ୍ଷେପଣାସ୍ତ୍ର ପରୀକ୍ଷଣ
ବି.ବି.ନିୟୁଜ: ପ୍ରତିରକ୍ଷା ପ୍ରସ୍ତୁତିକୁ ଆହୁରି ମଜବୁତ କରି, ଭାରତ ଅଗ୍ନି-୩ ମଧ୍ୟବର୍ତ୍ତୀ-ଦୂରବର୍ତ୍ତୀ ବାଲିଷ୍ଟିକ୍ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ କରିଛି। ଏହି ପରୀକ୍ଷଣ ଓଡ଼ିଶାର ଚାନ୍ଦିପୁରରେ ଥିବା ସମନ୍ୱିତ ପରୀକ୍ଷଣ ରେଞ୍ଜ (ITR) ରୁ କରାଯାଇଥିଲା। ପ୍ରତିରକ୍ଷା ମନ୍ତ୍ରଣାଳୟ…
ବେଦାନ୍ତ ଆଲୁମିନି ୟମ୍ ନୂଆ ଅଧ୍ୟାୟ ଆରମ୍ଭ କରିଛି ଗୋଷ୍ଠୀ ସମ୍ପର୍କ ଅଭିଯାନ ‘ମିଳାପ’ ।
କଳାହାଣ୍ଡି, ୦୫/୦୨/୨୦୨୬: ଶିଳ୍ପ ଏବଂ ସମାଜ ମଧ୍ୟରେ ଥିବା ଦୂରତାକୁ ଦୂର କରି ବିଶ୍ୱାସର ଏକ ନୂଆ ଅଧ୍ୟାୟ ଆରମ୍ଭ କରିଛି ବେଦାନ୍ତ ଆଲୁମିନିୟମ୍ । କଳାହାଣ୍ଡି ଜିଲ୍ଲାର ଲାଞ୍ଜିଗଡ଼ ପ୍ରକଳ୍ପ ଅଞ୍ଚଳରେ କମ୍ପାନୀ ପକ୍ଷରୁ କାର୍ଯ୍ୟକାରୀ ହେଉଥିବା ଗୋଷ୍ଠୀ ସମ୍ପର୍କ ଅଭିଯାନ ‘ମିଳାପ’ (Milap) …
ସାରା ରାଜ୍ୟରେ ପାଳନ ହେବ ଓଡ଼ିଆ ପକ୍ଷ
ଭୁବନେଶ୍ୱର: ଓଡ଼ିଶା ସରକାରଙ୍କ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ସାରା ରାଜ୍ୟରେ ପାଳନ କରାଯିବ ଓଡ଼ିଆ ପକ୍ଷ। ଏପ୍ରିଲ ମାସ ୧ ତାରିଖ ଓଡ଼ିଶା ଦିବସ ଠାରୁ ନେଇ ଏପ୍ରିଲ ୧୪ ତାରିଖ ଓଡ଼ିଆ ନବବର୍ଷ ପର୍ଯ୍ୟନ୍ତ ଓଡ଼ିଆ ପକ୍ଷ ପାଳନ କରାଯିବ।
ଗତବର୍ଷ ପ୍ରଥମ ଥର ପାଇଁ…
Vishwa Shanti Homyagna & Mandir Bhumi Pujan organised by Anandam Foundation
Cuttack( 4/2): Anandam Foundation organized a grand Vishwa Shanti Homyagna and Mandir Bhumi Pujan at Sukuasahi, Agrahat, Choudwar, Cuttack District on the auspicious occasion of Magh Purnima (1 February 2026, Sunday). The event began at 10…
ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
ଗଞ୍ଜାମ ବୁଗୁଡା, ୦୫/୦୨/୨୬ : ଗଞ୍ଜାମର ଜିଲ୍ଲା ବୁଗୁଡ଼ା ଥାନା ଅନ୍ତର୍ଗତ ଗୌଡ଼ିଆ ବୋରଦା ଗ୍ରାମ ନିକଟସ୍ଥ ଏକ ଆମ୍ବ ତୋଟାରୁ ଗଛରେ ଝୁଲନ୍ତା ଗଳିତ ମୃତଦେହ ବୁଗଡା ପୋଲିସ ଉଦ୍ଧାର କରିଥିବା ଜଣାପଡିଛି। ମୃତ ଯୁବକ ଜଣକ ବେଲଗୁଣ୍ଠା ଥାନା ଇନ୍ଦ୍ରଗଡ ଗ୍ରାମର ଶ୍ରୀକାନ୍ତ କୁମାର ସ୍ବାଇଁ(୨୮)…
ଜୀବନ ହାରିଲେ କନଷ୍ଟେବଳ
ନୟାଗଡ: ନୟାଗଡ ଜିଲ୍ଲା ପୁଲିସ୍ ବାରାକରେ ଅଭାବନୀୟ ଘଟଣା ଘଟିଛି। ନିଜ ସର୍ଭିସ ବନ୍ଧୁକରୁ ଗୁଳି ଫୁଟାଇ ନିଜକୁ ମାରିଛନ୍ତି କନଷ୍ଟେବଳ । ମୃତକ ବାହାଡାଝୋଲା ଅଞ୍ଚଳର ସୁନିଲ ସେଠୀ ବୋଲି ଜଣାପଡିଛି । କିଛିଦିନ ତଳେ ସୁନୀଲଙ୍କ ନିର୍ବନ୍ଧ ହୋଇଥିଲା। ମିଳିଥିବା ସୂଚନା ଅନୁଯାୟୀ ଗତକାଲି ରାତିରେ…
ଜନଜାତିଙ୍କ ସଂଖ୍ୟା ଏବଂ ଓଡ଼ିଶାକୁ କେନ୍ଦ୍ରୀୟ ଅନୁଦାନ
ନୂଆଦିଲ୍ଲୀ: ରାଜ୍ୟସଭା ସଦନରେ କେନ୍ଦ୍ର ମନ୍ତ୍ରୀ ଜୁଆଲ ଓରାମ ଏକ ବିବୃତ୍ତି ଉପସ୍ଥାପନ କରିଥିଲେ ଯେ, ୨୦୧୧ ଜନଗଣନା ଅନୁଯାୟୀ, ସର୍ବଶେଷ ଉପଲବ୍ଧ ତଥ୍ୟ ଅନୁସାରେ ଓଡ଼ିଶାରେ ବସବାସ କରୁଥିବା ଅନୁସୂଚିତ ଜନଜାତି (ଏସଟି)ଙ୍କ ମୋଟ ସଂଖ୍ୟା ୯୫,୯୦,୭୫୬।
ଜନଜାତି ସମ୍ପ୍ରଦାୟର କଲ୍ୟାଣ ଏବଂ…
ଲିଙ୍ଗରାଜ ମହାପ୍ରଭୁଙ୍କ ଶୃଙ୍ଖଳିତ ରୀତିନୀତି ଓ ପୂଜାବିଧି ଉପରେ ମୁଖ୍ୟ ଶାସନ ସଚିବଙ୍କ ବୈଠକ
ଭୁବନେଶ୍ବର: ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଲିଙ୍ଗରାଜ ମହାପ୍ରଭୁଙ୍କ ଶୃଙ୍ଖଳିତ ରୀତିନୀତି ଓ ପୂଜାବିଧି ନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଲୋକସେବା ଭବନ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏହି ବୈଠକରେ ଲିଙ୍ଗରାଜ ମନ୍ଦିରର ଶୃଙ୍ଖଳିତ ରୀତିନୀତି ଏବଂ ପୂଜାବିଧି ସୁଚାରୁ ରୂପେ…