Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ଆର୍ଥିକ ସାକ୍ଷରତା ସପ୍ତାହ ୨୦୨୬ ର ଉଦ୍ଘାଟନ
ଭୁବନେଶ୍ୱର: ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ୨୦୧୬ ମସିହାରୁ ପ୍ରତିବର୍ଷ ଏକ ନିର୍ଦ୍ଦିଷ୍ଟ ବିଷୟବସ୍ତୁ ଉପରେ ଆର୍ଥିକ ସାକ୍ଷରତା ସପ୍ତାହ (ଏଫଏଲଡବ୍ଲୁ) ପାଳନ କରିଆସୁଛି। ଏହି କ୍ରମରେ ଆର୍ଥିକ ସାକ୍ଷରତା ସପ୍ତାହ ୨୦୨୬ ଫେବୃଆରୀ ୦୯ ରୁ ୧୩ ତାରିଖ ପର୍ଯ୍ୟନ୍ତ ସାରା ଦେଶରେ ପାଳନ…
ପୁଣି ମଣିପୁରରେ ହିଂସା
ବି.ବି.ନିୟୁଜ : ପୁଣି ମଣିପୁରରେ ହିଂସା ଦେଖିବାକୁ ମିଳିଛି । ନାଗା ସମ୍ପ୍ରଦାୟର ଜଣଙ୍କ ଉପରେ ଆକ୍ରମଣ ପରେ ପରସ୍ପର ଉପରେ ଆକ୍ରମଣ ସହ ଘରପୋଡ଼ି ପରିସ୍ଥିତି ସୃଷ୍ଟି ହୋଇଛି ।
ମଣିପୁରର ଉଖ୍ରୁଳ ଜିଲ୍ଲାରେ ହିଂସା ଉଗ୍ର ରୂପ ନେଇଛି । ସଶସ୍ତ୍ର ହିଂସାକାରୀ ଅନେକ ଘରେ ନିଆଁ ଲଗାଇ ଦେଇଥିବା…
ସକାଳେ ବିଜେଡ଼ି ଛାଡି ଥିବା ଛାତ୍ରନେତା ସୌମ୍ୟ ପ୍ରକାଶ ସନ୍ଧ୍ୟାରେ ବିଜେପି ରେ ଯୋଗ ଦେଇଛନ୍ତି ।
ଧର୍ମଶାଳା: ସୋମବାର ସକାଳେ ବିଜେଡ଼ି ଛାଡି ଥିବା ଛାତ୍ରନେତା ସୌମ୍ୟ ପ୍ରକାଶ ସନ୍ଧ୍ୟାରେ ବିଜେପି ରେ ଯୋଗ ଦେଇଛନ୍ତି । ସୌମ୍ୟଙ୍କ ସହ ଏକାଧିକ ନେତା ପଦ୍ମ ଧରିଛନ୍ତି ।
ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କୁ ପୁଣି ବଡ଼ ଝଟକା । ଧର୍ମଶାଳା ନିର୍ବାଚନ ମଣ୍ଡଳୀରୁ ଜଣକ ପରେ ଜଣେ ବିଜେଡ଼ି…
ବୁଗୁଡ଼ା ରେ ଜିଲ୍ଲାସ୍ତରୀୟ ଅଭିଯୋଗ ଶୁଣାଣି
ବୁଗୁଡ଼ା - ୯/ ୨/୨୬ (ଡ . କୁମୁଦ ଚନ୍ଦ୍ର ବେହେରା) ବୁଗୁଡ଼ା ବିରଞ୍ଚି ନାରାୟଣ କଲ୍ୟାଣ ମଣ୍ଡପ ଠାରେ ଆଜି ଗଞ୍ଜାମ ଜିଲ୍ଲାସ୍ତରୀୟ ମିଳିତ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି । ଏହି ଅଭିଯୋଗ ଶୁଣାଣି ଶିବିରରେ ମୋଟ ୧୦୪ଟି ଅଭିଯୋଗ ପତ୍ର ଗ୍ରହଣ କରାଯାଇଥିଲା । ସେଥି ମଧ୍ୟରୁ ୭୧ ଟି…
ପଶ୍ଚିମବଙ୍ଗରେ SIR ପ୍ରକ୍ରିୟା
ପଶ୍ଚିମବଙ୍ଗରେ SIR ପ୍ରକ୍ରିୟା
ସ୍ୱତନ୍ତ୍ର ସଘନ ସଂଶୋଧନର ଲକ୍ଷ୍ୟ ହେଉଛି ଭୋଟର ତାଲିକାକୁ ଅଦ୍ୟତନ କରିବା ଏବଂ ଅବୈଧ ପ୍ରବାସୀମାନଙ୍କୁ ହଟାଇବା, ଏହା ଆଗାମୀ ବିଧାନସଭାରେ ଦଖଲ କରିବାକୁ ବିଜେପିର ଯୋଜନା
ଗୃହ ମନ୍ତ୍ରଣାଳୟ ଭାରତରୁ ଅବୈଧ ବାଂଲାଦେଶୀ ନାଗରିକଙ୍କୁ ଚିହ୍ନଟ ଏବଂ…
Dr. S. K. Agarwal honored with Professional Excellence Award .
Kolkata (9/2): Renowned physician Dr. Suresh Kumar Agarwal was conferred with the Professional Excellence Award for 12 Point Lifestyle Medicine by the International Media Guild at a distinguished ceremony held at Jibanananda Sabhaghar,…
ପି.ଏମ.ଶ୍ରୀ ବାଲିପଦର ହାଇ ସ୍କୁଲର ୬୯ ତମ ବାର୍ଷିକ ଉତ୍ସବ
ବୁଗୁଡା, ୦୯/୦୨/୨୬ : ଡ. କୁମୁଦ ଚନ୍ଦ୍ର ବେହେରା ) ଗଞ୍ଜାମ ଜିଲ୍ଲାର ବୁଗୁଡା ବ୍ଲକ ଅନ୍ତର୍ଗତ ବାଲିପଦର ଗ୍ରାମର ପି.ଏମ.ଶ୍ରୀ ବାଲିପଦର ଉଚ୍ଚ ବିଦ୍ୟାଳୟର ୬୯ ତମ ବାର୍ଷିକ ଉତ୍ସବ ଓ ପୁରସ୍କାର ବିତରଣ କାର୍ଯ୍ୟକ୍ରମ ୦୭/୦୨/୨୬ ତାରିଖ ଦିନ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ବିଦ୍ୟାଳୟର…
“ବସୁଧୈବ କୁଟୁମ୍ବକମ୍” ନିତୀ ଅବଲମ୍ବନ କରିବାକୁ ଛାତ୍ରଛାତ୍ରୀଙ୍କୁ ପରାମର୍ଶ
ବୁଗୁଡ଼ା, ୦୯-୦୨-୨୬ : (ଡ. କୁମୁଦ ଚନ୍ଦ୍ର ବେହେରା) ଗଞ୍ଜାମ ଜିଲ୍ଲାର ବାଲିପଦର ଗ୍ରାମର ମା' ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରର ଦଶମ ବାର୍ଷିକ ଉତ୍ସବରେ ଯୋଗଦେଇ ଅତିଥି ବୃନ୍ଦ ସମଗ୍ର ବସୁଧା ଏକ କୁଟୁମ୍ବ ଭାବେ ମାନସିକ ସ୍ତରରେ ଚିନ୍ତା କରିବା ଆବଶ୍ଯକତା ରହିଛି ବୋଲି ଛାତ୍ରଛାତ୍ରୀ ବୃନ୍ଦକୁ…
ବିବାହ ଏକ ସାମାଜିକ କର୍ତ୍ତବ୍ୟ, କେବଳ ଶାରୀରିକ ସମ୍ପର୍କ ନୁହେଁ : ମୋହନ ଭାଗବତ
ନାଗପୁର,୮।୨: ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (RSS) ମୁଖ୍ୟ ମୋହନ ଭାଗବତ ରବିବାର ଦେଶର ଜନସଂଖ୍ୟା, ଅର୍ଥନୀତି ଏବଂ ସୁରକ୍ଷା ଭଳି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ନିଜର ମତ ରଖିଛନ୍ତି। ବିଶେଷ କରି ଜନସଂଖ୍ୟା ସନ୍ତୁଳନ ରକ୍ଷା ପାଇଁ ସେ ‘୩ ସନ୍ତାନ’ ନୀତି ଏବଂ ପାରିବାରିକ ମୂଲ୍ୟବୋଧ ଉପରେ…
SIR ପ୍ରସଙ୍ଗ : ନିର୍ବାଚନ କମିଶନଙ୍କ ଉପରେ ବର୍ଷିଲେ ଅଖିଳେଶ
ନୂଆଦିଲ୍ଲୀ : SIR କୁ ନେଇ ସାରା ଦେଶରେ ଜାରି ରହିଛି ହଙ୍ଗାମା । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପରେ ଏବେ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ SIR ପ୍ରସଙ୍ଗରେ ବର୍ଷିଛନ୍ତି । ସେ ନିର୍ବାଚନ କମିଶନଙ୍କୁ ଟାର୍ଗେଟ କରିଛନ୍ତି । କହିଛନ୍ତି କି, ସମାଜବାଦୀ ପାର୍ଟି…