Browsing Category

ଓଡିଶା

‘ମୁଁ କୁଳଡିହା କହୁଛି’ର ପ୍ରଥମ ଅଧିବେଶନ ଅନୁଷ୍ଠିତ: କୁଳଡିହା ପାଇଁ ସଚେତନତା ସୃଷ୍ଟିରେ ଏକାଠି ହେଲେ କବି, ଲେଖକ ଓ…

ବାଲେଶ୍ୱର, ୬/୪(କୃଷ୍ଣ କୁମାର ମହାନ୍ତି): ବାଲେଶ୍ୱର ଜିଲ୍ଲାର କୁଳଡିହାର ପ୍ରାକୃତିକ ସମ୍ପଦ ଓ ପରିବେଶ ସୁରକ୍ଷା ପାଇଁ ଗଠିତ ସାଂସ୍କୃତିକ ସଚେତନଧର୍ମୀ ମଞ୍ଚ ‘ମୁଁ କୁଳଡିହା କହୁଛି’ର ପ୍ରଥମ ଅଧିବେଶନ ସ୍ଥାନୀୟ ସିଆଡ଼ିମାଳର କୁମ୍ଭକ୍ଷେତ୍ର ପରିସରରେ ଆୟୋଜିତ ହୋଇଯାଇଛି। ଏଥିରେ…

‘ଅଭିଳାଷା’ ପକ୍ଷରୁ ଉନ୍ମୋଚିତ ହେଲା ସଂଗ୍ରାମ କେଶରୀ ସେନାପତିଙ୍କ ଇଂରାଜୀ ଉପନ୍ୟାସ ‘ଦି ଇଅର୍ ସି…

ବାଲେଶ୍ୱର, ୬/୫ (କୃଷ୍ଣ କୁମାର ମହାନ୍ତି): ଗତକାଲି ଆଜିମାବାଦ ଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ସଂଗ୍ରାମ କେଶରୀ ସେନାପତିଙ୍କ ଇଂରାଜୀ ଉପନ୍ୟାସ 'ଦି ଇଅର୍ ସି ଡିସାପିଅର୍‌ଡ୍' ଉନ୍ମୋଚିତ ହୋଇଯାଇଛି । ମିଶନ୍ ସକ୍ସେସ୍‌ ଠାରେ ଆୟୋଜିତ 'ଅଭିଳାଷା ଓପନ୍ ମାଇକ୍' କାର୍ଯ୍ୟକ୍ରମରେ ଅତିଥି…

ସଫଳତାର ସହିତ ଅନୁଷ୍ଠିତ ହେଲା ଐତିହ୍ୟ ପଦଯାତ୍ରା : ଭାଗ ନେଲେ ୨୫ ଐତିହ୍ୟ ପଦଯାତ୍ରୀ 

ବାଲେଶ୍ଵର, ୬/୪ (କୃଷ୍ଣ କୁମାର ମହାନ୍ତି): ଜଗତସିଂହପୁର ଐତିହ୍ୟ ପଦଯାତ୍ରାର ୧୪ତମ ସଂସ୍କରଣ ଗତକାଲି ରବିବାର ଦିନ ସଫଳତାର ସହିତ ଅନୁଷ୍ଠିତ ହୋଇଛି। ଏହି ଅବସରରେ ଐତିହ୍ୟାନୁରାଗୀମାନେ ବନମାଳୀପୁର ଓଉଶୁଣି ପୀଠର ବାରଭୂଜା ଚାମୁଣ୍ଡା, ପଣସପଡ଼ାର ଭଗବତୀ ମନ୍ଦିର ଓ ନାସିକର…

୯ ଯାଏଁ ଜାରି ରହିବ ଝଡ଼ବର୍ଷା, ୪ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ

ଭୁବନେଶ୍ୱର : ଆସନ୍ତା ୯ ତାରିଖ ଯାଏଁ ରାଜ୍ୟରେ ଜାରି ରହିବ ଝଡ଼ବର୍ଷା ପ୍ରଭାବ। ଆଜି ୨୬ ଜିଲ୍ଲାକୁ ପାଣିପାଗ ବିଭାଗର ୟେଲୋ ଆଲର୍ଟ ଜାରି କରାଯାଇଛି। ସେହିପରି ଆସନ୍ତାକାଲି ୪ଟି ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି। ଏହି ୪ ଜିଲ୍ଲା ହେଉଛି ବାଲେଶ୍ବର, ଭଦ୍ରକ, ମୟୂରଭଞ୍ଜ ଏବଂ…

ସ୍ବତନ୍ତ୍ର ‌ଉନ୍ନୟନ ପରିଷଦ ଘୋଷଣା, ୨୩ ଜିଲ୍ଲାରେ ଅଧ୍ୟକ୍ଷ ଓ ଉପାଧ୍ୟକ୍ଷ ନିଯୁକ୍ତ

ଭୁବନେଶ୍ୱର : ଘୋଷଣା ହେଲା ସ୍ବତନ୍ତ୍ର ଉନ୍ନୟନ ପରିଷଦ। ୨୩ ଜିଲ୍ଲା ପାଇଁ ଘୋଷଣା ହେଲା ସ୍ବତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷ ଓ ଉପାଧ୍ୟକ୍ଷଙ୍କ ନାମ ଘୋଷଣା କରାଯାଇଛି। ଅନୁଗୁଳ ପାଇଁ ବଶିଷ୍ଠ ନାୟକ (ଅଧ୍ୟକ୍ଷ), ସୁରୁମୁଣି ଛତର (ଉପାଧ୍ୟକ୍ଷ); ବଲାଙ୍ଗିର ପାଇଁ ବଲ୍ଲଭ ଧରୁଆ (ଅଧ୍ୟକ୍ଷ),…

ମା’ ତାରାତାରିଣୀ ମନ୍ଦିରରେ ପୂଜାର୍ଚ୍ଚନା କଲେ ପ୍ରଧାନମନ୍ତ୍ରୀଙ୍କ ଦ୍ୱିତୀୟ ପ୍ରମୁଖ ସଚିବ ଶକ୍ତିକାନ୍ତ ଦାସ

ଗଞ୍ଜାମ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱିତୀୟ ପ୍ରମୁଖ ସଚିବ ଶକ୍ତିକାନ୍ତ ଦାସ ଓଡ଼ିଶା ଗସ୍ତରେ ଅଛନ୍ତି। ସେ ସପତ୍ନୀକ ଗଞ୍ଜାମ ଗସ୍ତ କରି ଆଦିଶକ୍ତି ମା’ ତାରାତାରିଣୀ ମନ୍ଦିରରେ ପୂଜାର୍ଚ୍ଚନା କରିଛନ୍ତି। ମା’ ଙ୍କ ଦର୍ଶନଲାଭ କରି ଆଶୀର୍ବାଦ ପ୍ରାପ୍ତ କରିବା ସହ ସେ ଦେଶବାସୀଙ୍କ…

ବ୍ରହ୍ମପୁର ଅବକାରୀ ଗୋଇନ୍ଦା ବିଭାଗ ପକ୍ଷରୁ ବିପୁଳ ପରିମାଣର ଗଞ୍ଜେଇ ସହ କାର୍ ଜବତ

ବ୍ରହ୍ମପୁର : ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ରବିବାର ବଢ଼ି ଭୋରରେ ବ୍ରହ୍ମପୁର ଅବକାରୀ ଗୋଇନ୍ଦା ବିଭାଗ ପକ୍ଷରୁ ସଦଳବଳେ ସହର ଉପକଣ୍ଠ ଅଙ୍କୁଶପୁର ଛକରେ ଛକି ରହିଥିବା ବେଳେ ଗୋଟିଏ ଟାଟା ଇଣ୍ଡିଗୋ କାରକୁ ଅଟକାଇ ଥିଲେ। କିନ୍ତୁ ଗାଡ଼ିକୁ ଅଟକାଇ ଅନ୍ଧାରର ସୁଯୋଗ ନେଇ ଦୁଇ ଜଣ ଅଜଣା ବ୍ୟକ୍ତି…

ଓଡ଼ିଶାର ଶିକ୍ଷା କ୍ଷେତ୍ରରେ ରାଜ୍ୟ କ୍ୟାବିନେଟ୍‌ର ନିଷ୍ପତ୍ତିକୁ କେନ୍ଦ୍ର ମନ୍ତ୍ରୀଙ୍କ ସ୍ଵାଗତ

ଭୁବନେଶ୍ୱର : ଓଡ଼ିଶାର ଶିକ୍ଷା କ୍ଷେତ୍ରରେ ସଂସ୍କାର ଆଣିବା ସହ ସାମାଜିକ ନ୍ୟାୟ ପ୍ରଦାନ ଦିଗରେ ରାଜ୍ୟ କ୍ୟାବିନେଟ୍‌ର ଐତିହାସିକ ନିଷ୍ପତ୍ତିକୁ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସ୍ୱାଗତ କରିଛନ୍ତି। ମେଡ଼ିକାଲ, ଇଞ୍ଜିନିୟରିଂ, କୃଷି, ଅନ୍ୟାନ୍ୟ ଉଚ୍ଚ ଶିକ୍ଷା ତଥା…

ଆସାମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିର୍ବାଚନ ପ୍ରଚାର

ଆସାମ : ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରବିବାର ଆସାମରେ ନିର୍ବାଚନ ପ୍ରଚାର କରିଛନ୍ତି। ଶ୍ରୀ ମାଝୀ ଆସାମର ସୋନାରି ଓ ମାରିଆନି ବିଧାନସଭା ନିର୍ବାଚନ ମଣ୍ଡଳୀରେ ଭାରତୀୟ ଜନତା ପାର୍ଟି ପ୍ରାର୍ଥୀମାନଙ୍କ ପାଇଁ ନିର୍ବାଚନ ପ୍ରଚାର କରିଛନ୍ତି। ଏହି ଅବସରରେ ଶ୍ରୀ ମାଝୀ ଗଣମାଧ୍ୟମକୁ କହିଛନ୍ତି,…