Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
ପ୍ଲଟ ବ୍ୟବସାୟୀ ସୁଧୀର ହତ୍ୟା କେସ୍ରେ ପୁତୁରା-ଝିଆରୀ ସହ ୮ ଗିରଫ
ବରହମପୁର: ଗୋପାଳପୁର ବ୍ୟବସାୟୀ ଅପହରଣ ଓ ହତ୍ୟାକାଣ୍ଡ ଘଟଣାରେ ପୋଲିସ ୮ ଜଣଙ୍କୁ ଅଟକ ରଖି ପଚରାଉଚୁରା କରୁଛି। ତେବେ ଏଇ 8 ଜଣଙ୍କ ମଧ୍ୟରେ ଜଣେ ଯୁବତୀ ରହିଥିବାର ସୂଚନା ରହିଛି। ଆହୁରି ମଧ୍ୟ ଏଇ ଅଭିଯୁକ୍ତଙ୍କ ମଧ୍ୟରେ ବ୍ୟବସାୟୀଙ୍କ ସମ୍ପର୍କୀୟ ମଧ୍ୟ ରହିଛନ୍ତି । ତେବେ ବ୍ୟବସାୟୀ ଜଣକ…
କାମାକ୍ଷାନଗରରେ ଜନଗଣନା କରିବାକୁ ଯାଇଥିବା କର୍ମଚାରୀଙ୍କୁ ଆକ୍ରମଣ ଘଟଣାରେ ବାପା, ପୁଅ ଗିରଫ।
କାମାକ୍ଷାନଗର : କାମାକ୍ଷାନଗରରେ ଜନଗଣନା କରିବାକୁ ଯାଇଥିବା କର୍ମଚାରୀଙ୍କୁ ଆକ୍ରମଣ ଘଟଣାରେ ବାପା, ପୁଅ ଗିରଫ। ପୋଲିସ ବାପା ଓ୨ ପୁଅଙ୍କୁ ଗିରଫକରି କୋର୍ଟ ଚାଲାଣ କରିଛି l ଅଭିଯୁକ୍ତମାନେ ହେଲେ ବାପା ନିକୁଞ୍ଜ ରମଣ ଶତପଥୀ ଏବଂ ତାଙ୍କ ଦୁଇ ପୁଅ ଭାନୁପ୍ରକାଶ ଶତପଥୀ ଓ ଉଦିତ ସପ୍ନ ଶତପଥୀ l…
୨ ବର୍ଷ ଭିତରେ ଦ୍ବିତୀୟ ଥର ମିଳିପାରିବ ମାତୃତ୍ବକାଳୀନ ଛୁଟି
ଲକ୍ଷ୍ନୌ: ଆହ୍ଲାବାଦ ହାଇକୋର୍ଟଙ୍କ ଲକ୍ଷ୍ନୌ ପୀଠ କର୍ମଜୀବୀ ମହିଳାଙ୍କ ମାତୃତ୍ବକାଳୀନ ଛୁଟିକୁ ନେଇ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ଶୁଣାଇଛନ୍ତି। ପ୍ରଥମ ଥର ଛୁଟି ନେବାର ଦୁଇ ବର୍ଷ ଭିତରେ ପୁନଃ ମାତୃତ୍ବକାଳୀନ ଛୁଟି ନେବାକୁ ମନା କରାଯାଇପାରିବ ନାହିଁ ବୋଲି ହାଇକୋର୍ଟ ମଙ୍ଗଳବାର ଏକ…
ଓଡ଼ିଆ ଭାଷା ବିକାଶ ଆନ୍ଦୋଳନର ‘ବସନ୍ତ ସଂଖ୍ୟା-୨୦୨୬’ ଉନ୍ମୋଚିତ : ପରିବେଷିତ ହେଲା ନାଟକ ‘ଭାଷା…
ବାଲେଶ୍ୱର - ୨୩/୦୪ :(କୃଷ୍ଣ କୁମାର ମହାନ୍ତି) ସାଧାରଣତଃ ଗୋଟିଏ ଅନୁଷ୍ଠାନର ଇତିହାସକୁ ପ୍ରବନ୍ଧ ମାଧ୍ୟମରେ ପ୍ରକାଶ କରାଯାଇପାରେ। ମାତ୍ର 'ଓଡ଼ିଆ ଭାଷା ବିକାଶ ଆନ୍ଦୋଳନ' (ଓବିବିଏ) ତରଫରୁ ‘ଭାଷାବିକାଶ ଇତିହାସ’ ଏକ ଐତିହାସିକ ନାଟକ ସ୍ରଷ୍ଟା ପ୍ରେକ୍ଷାଳୟ ପରିସରରେ ପ୍ରଦର୍ଶିତ ହୋଇଯାଇଛି।…
ଟ୍ରମ୍ପ ଦେଲେ ଖୁସି ଖବର: ଇରାନ ସହିତ ହୋଇପାରେ ଶାନ୍ତି ଆଲୋଚନା
ୱାଶିଂଟନ : ଇରାନ-ଆମେରିକା ମଧ୍ୟରେ ଉତ୍ତେଜନା ପରିସ୍ଥିତି ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ତ୍ରମ୍ପ ଖୁସି ଖବର ଦେଇଛନ୍ତି । ରାଷ୍ଟ୍ରପତି ଟ୍ରମ୍ପ କହିଛନ୍ତି ଯେ ଶୁକ୍ରବାର ଇରାନ ସହିତ ଶାନ୍ତି ଆଲୋଚନା ହୋଇପାରେ;
ଆମେରିକା ଏବଂ ଇରାନ ମଧ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ଆଲୋଚନା ବିଷୟରେ…
ହରମୁଜରେ ଚାଲିଥିବା ଉତ୍ତେଜନା ମଧ୍ୟରେ ରୁଷ ସହିତ ଭାରତ ନେଲା ପଦକ୍ଷେପ!
ନୂଆଦିଲ୍ଲୀ : ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଯୁଦ୍ଧ ଏବଂ ହରମୁଜ ପ୍ରଣାଳୀର ଅବରୋଧ ବିଶ୍ୱବ୍ୟାପୀ ତୈଳ ଏବଂ ଗ୍ୟାସ ଯୋଗାଣ ନେଇ ଚିନ୍ତା ବଢ଼ାଇ ଦେଇଛି। ଏହି ସମୟରେ, ଭାରତ ତେଲ ଅଭାବର ସମ୍ମୁଖୀନ ନ ହେବା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଏବଂ ବୁଦ୍ଧିମାନ ପଦକ୍ଷେପ ନେଇଛି। ଭାରତ ସରକାର ରୁଷ…
ଉଚ୍ଛେଦ ହେଲା ବୃତ୍ତି କର
ଭୁବନେଶ୍ବର : କର୍ମଜୀବୀଙ୍କ ପାଇଁ ଏକ ବଡ଼ ସହାୟତା ସଦୃଶ ରାଜ୍ୟ ସରକାର ବୃତ୍ତି କର (ପ୍ରଫେସନାଲ ଟ୍ୟାକ୍ସ) ଉଚ୍ଛେଦ କରିଛନ୍ତି। ଚଳିତ ମାସରୁ କର୍ମଚାରୀମାନଙ୍କଠାରୁ ଆଉ ବୃତ୍ତି କର ସଂଗ୍ରହ କରାଯିବ ନାହିଁ। ଏ ନେଇ ଅର୍ଥ ବିଭାଗ ପକ୍ଷରୁ ଗେଜେଟ ବିଜ୍ଞପ୍ତି ପ୍ରକାଶ ପାଇଛି। ସରକାରୀ…
ଝାରସୁଗୁଡ଼ା ଦେଶର ଉତ୍ତପ୍ତ ସହର
ଭୁବନେଶ୍ୱର : ସାରା ରାଜ୍ୟରେ ସର୍ବାଧିକ ତାପମାତ୍ରା ବଢ଼ିଛି। ବୁଧବାର ଦିନ ତାପମାତ୍ରା ବୃଦ୍ଧି ପାଇବାରୁ ରାଜ୍ୟର ଅନେକ ସ୍ଥାନରେ ପାରଦ ୪୦ ଡିଗ୍ରୀ ଅତିକ୍ରମ କରିଛି। ବୁଧବାର ଦେଶର ସର୍ବାଧିକ ଉତ୍ତପ୍ତ ସହର ପାଲଟିଛି ଝାରସୁଗୁଡ଼ା। ଝାରସୁଗୁଡ଼ାରେ ତାପମାତ୍ରା ୪୪.୬ଡିଗ୍ରୀ ଛୁଇଁଛି। ସେହିପରି…
ଓଡ଼ିଶା ସିଟି ଗ୍ୟାସ୍ ବିତରଣ ନୀତିକୁ କ୍ୟାବିନେଟ ମଞ୍ଜୁରୀ,
ଭୁବନେଶ୍ବର : ସାରା ରାଜ୍ୟରେ ପାଇପ୍ ଯୋଗେ ପ୍ରାକୃତିକ ଗ୍ୟାସ (ପିଏନ୍ଜି) ଓ କେମ୍ପ୍ରସଡ୍ ନ୍ୟାଚୁରାଲ ଗ୍ୟାସ (ସିଏନ୍ଜି) ଯୋଗାଣ ଭିତ୍ତିଭୂମି ସୁଦୃଢ଼ କରିବା ପାଇଁ ରାଜ୍ୟ କ୍ୟାବିନେଟ ଓଡ଼ିଶା ସିଟି ଗ୍ୟାସ୍ ବିତରଣ ନୀତିକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି। ସମ୍ପ୍ରତି ଏଥିପାଇଁ ବିଭିନ୍ନ…
ସୁଦିପ୍ତା ମହାନ୍ତିଙ୍କ ବିୟୋଗରେ ପ୍ରବାସୀ ଓଡ଼ିଆ ମହଲରେ ଶୋକର ଛାୟା
ନୋଏଡା ତା ୨୦.୦୪ରିଖ ; ସୁଦିପ୍ତା ମହାନ୍ତିଙ୍କର ଅକାଳ ବିୟୋଗ ଯୋଗୁଁ ଦିଲ୍ଲୀ ଏବଂ ଜାତୀୟ ରାଜଧାନୀ କ୍ଷେତ୍ରର ଓଡ଼ିଆ ସମ୍ପ୍ରଦାୟଙ୍କ ମଧ୍ୟରେ ଗଭୀର ଶୋକ ଓ ଅଭୂତପୂର୍ବ ସମବେଦନା ପ୍ରକାଶ ପାଇଥିବା ଦେଖାଯାଇଛି। ଚଉବନ ବର୍ଷୀୟା ଶ୍ରୀମତୀ ମହାନ୍ତିଙ୍କର ଗତ ୧୮ ତାରିଖ ଶନିବାର ଦିନ ସକାଳ ୮ ଟା…