Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
କଏଦୀଙ୍କୁ ବିବାହ କଲେ ଜେଲର
ଭୋପାଳ : ମଧ୍ୟପ୍ରଦେଶର ସତନା ଜିଲାରେ ଏକ ବିଚିତ୍ର ଘଟଣା ଦେଖିବାକୁ ମିଳିଛି। ହତ୍ୟା ଅଭିଯୋଗରେ ଆଜୀବନ କାରାଦଣ୍ଡାଦେଶ ଭୋଗିସାରିଥିବା ଜଣେ କଏଦୀଙ୍କୁ ଉକ୍ତ ଜେଲ୍ ଦାୟିତ୍ବରେ ଥିବା ଜଣେ ମହିଳା ଜେଲର ବିବାହ କରିଥିବା ଘଟଣା ବର୍ତ୍ତମାନ ଆଲୋଚନାର ବିଷୟ ପାଲଟିଛି।
ସୂଚନାଯୋଗ୍ୟ ଜଣେ…
ବିହାରରେ ସମ୍ରାଟଙ୍କ କ୍ୟାବିନେଟ୍ ବିସ୍ତାର: ମନ୍ତ୍ରୀ ହେଲେ ନୀତିଶଙ୍କ ପୁଅ
ପାଟନା: ବିହାରର ନବନିଯୁକ୍ତ ମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀଙ୍କ କ୍ୟାବିନେଟ୍ ବିସ୍ତାର କରାଯାଇଛି। ପାଟନାର ଐତିହାସିକ ଗାନ୍ଧୀ ମଇଦାନରେ ଅନୁଷ୍ଠିତ ଶପଥ ଗ୍ରହଣ ଉତ୍ସବରେ ରାଜ୍ୟପାଳ ସୟଦ ଅତା ହସନେନ୍ ବିଜୟ ସିହ୍ନା, ଦିଲୀପ ଜୟସ୍ଵାଲ, ଶ୍ରବଣ କୁମାର, ନିଶାନ୍ତ କୁମାର ଏବଂ ଲେସି ସିଂହଙ୍କୁ…
ବାଲିଅନ୍ତାରେ ଯୁବକଙ୍କୁ ହତ୍ୟା ଘଟଣା: କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ
ଭୁବନେଶ୍ୱର : ଭୁବନେଶ୍ୱରର ବାଲିଅନ୍ତା ଅଞ୍ଚଳରେ ଜଣେ ଯୁବକଙ୍କୁ ହତ୍ୟା ଘଟଣାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଦୁଃଖ ପ୍ରକାଶ କରିଛନ୍ତି।
ଏହି ଘଟଣା ସମ୍ପର୍କରେ ମୁଖ୍ୟମନ୍ତ୍ରୀ ପୋଲିସ ମହାନିର୍ଦ୍ଦେଶକ ୱାଇ.ବି ଖୁରାନିଆଙ୍କ ସହିତ କଥା ହୋଇ ଘଟଣାର ପୁଙ୍ଖାନୁପୁଙ୍ଖ ଯାଞ୍ଚ୍ କରିବା…
ଗୁଜରାଟରୁ ଫେରିଲେ ମୁଖ୍ୟମନ୍ତ୍ରୀ: ୬୭,୮୩୮ ରୁ ଅଧିକ ନିଯୁକ୍ତି ସୁଯୋଗ
ଭୁବନେଶ୍ୱର: ଶିଳ୍ପାୟନ ଓ ନିଯୁକ୍ତି କ୍ଷେତ୍ରରେ ଆଗାମୀ ଦଶ ବର୍ଷ ଓଡ଼ିଶା ପାଇଁ ହେବ ‘ସୁବର୍ଣ୍ଣ ଦଶକ’। ଓଡ଼ିଶାରେ ପୁଞ୍ଜି ନିବେଶ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ତିନିଦିନିଆ ଗୁଜରାଟ ଗସ୍ତ ସାରି ଆଜି ସନ୍ଧ୍ୟାରେ ଭୁବନେଶ୍ୱର ଫେରିବା ଅବସରରେ ଗଣମାଧ୍ୟମକୁ ଏହା କହିଛନ୍ତି।…
ପଶ୍ଚିମବଙ୍ଗ କ୍ୟାବିନେଟକୁ ବରଖାସ୍ତ କଲେ ରାଜ୍ୟପାଳ
କଲକତା: ମମତା ବାନାର୍ଜୀ ଇସ୍ତଫା ଦେବାକୁ ମନା କରିବା ପରେ ରାଜ୍ୟପାଳ ପଶ୍ଚିମବଙ୍ଗ କ୍ୟାବିନେଟକୁ ବରଖାସ୍ତ କରିଛନ୍ତି। ବଙ୍ଗଳା ନିର୍ବାଚନରେ ଶୋଚନୀୟ ପରାଜୟ ପରେ ମମତା ବାନାର୍ଜୀ ଇସ୍ତଫା ଦେବାକୁ ମନା କରି ଦେଇଥିଲେ, ଯାହା ଫଳରେ ରାଜ୍ୟପାଳଙ୍କ ନିଷ୍ପତ୍ତି ନିଆଯାଇଥିଲା।
ତୃଣମୂଳ…
ଆରଜି କର ପିଡୀତାଙ୍କ ମାଆ ଉପରେ ରାଜନୈତିକ ଆକ୍ରୋଶ ; ଘର ବାହାରେ ବୋମା ମାଡ଼
କଲକତା : ପଶ୍ଚିମବଙ୍ଗ ନିର୍ବାଚନରେ ବିଜୟୀ ହୋଇଥିବା ବହୁ ଚର୍ଚ୍ଚିତ ଆର ଜି କର ପୀଡିତାଙ୍କ ମାଙ୍କ ଘର ବାହାରେ ବୋମାମାଡ଼। ପଶ୍ଚିମବଙ୍ଗ ଗଣମାଧ୍ୟମ ସୂଚନା ଅନୁସାରେ ଉତ୍ତର ୨୪ ପ୍ରଗଣା ଜିଲ୍ଲାର ପାଣିହାଟିରେ ଥିବା ତାଙ୍କ ଘର ବାହାରେ ବୋମା ମାଡ଼ ହୋଇଛି।ଫଳରେ ୫ଜଣ ବିଜେପି କର୍ମୀ ଆହତ…
ସୀମା ଟପିଲା ବର୍ବରତା। ହାତଗୋଡ ବାନ୍ଧି ଘୋଷାଡି ଘୋଷାଡି ବିଚ୍ ରାସ୍ତାରେ ପିଟିଲେ।ଜଣେ ଯୁବକଙ୍କ ଜୀବନ ଚାଲିଗଲା। ଆଉ…
ଭୁବନେଶ୍ବର : ସୀମା ଟପିଲା ବର୍ବରତା। ହାତଗୋଡ ବାନ୍ଧି ଘୋଷାଡି ଘୋଷାଡି ବିଚ୍ ରାସ୍ତାରେ ପିଟିଲେ। ଏମିତି ଅମଣିଷ ହୋଇ ମାଡ ମାରିଲେ ଯେ, ଜଣେ ଯୁବକଙ୍କ ଜୀବନ ଚାଲିଗଲା। ଆଉ ଜଣେ ଲହୁଲୁହାଣ। ରାଜଧାନୀ ଭୁବନେଶ୍ବରର ବାଲିଅନ୍ତାରେ ଘଟିଛି ଏଭଳି ଅମାନବୀୟ କାଣ୍ଡ। ଯୁବତୀଙ୍କୁ ଅସଦାଚରଣ ଅଭିଯୋଗରେ…
ODISHA INVESTORS’ MEET AT VADODARA , GUJARAT IN HOTEL VIVANTA ( TAJ) HOTEL . MORE THAN 150…
GUJARAT : UTKALIKA ORISSA SEVA TRUST , BARODA TEAM WAS PRESENT (VICE PRESIDENT, EX PRESIDENT. EX VICE PRESIDENT, GEN SECY AND SOME OTHER MEMBERS) WERE PRESENT & HONOURED TO HON'BLE CM OF ODISHA SRI MOHAN CHARAN MAJHI AND INDUSTRIES…
ଜାତୀୟ ରାଜପଥରୁ ଟୋଲ୍ ପ୍ଲାଜା ଗୁଡ଼ିକୁ ସମ୍ପୂର୍ଣ୍ଣ ଭାବେ ଉଚ୍ଛେଦ କରାଯିବ
ନୂଆଦିଲ୍ଲୀ : ୨୦୨୬ ମସିହା ଶେଷ ସୁଦ୍ଧା ଦେଶର ସମସ୍ତ ଜାତୀୟ ରାଜପଥରୁ ଟୋଲ୍ ପ୍ଲାଜା ଗୁଡ଼ିକୁ ସମ୍ପୂର୍ଣ୍ଣ ଭାବେ ଉଚ୍ଛେଦ କରାଯିବ ବୋଲି ଟାଇମ୍ସ ଗ୍ରୁପ୍ ପକ୍ଷରୁ ଗୁରୁବାର ଆୟୋଜିତ ‘ଟାଇମ୍ସ ଡ୍ରାଇଭ୍ ଅଟୋ ସମିଟ୍ ଆଣ୍ଡ୍ ଆଵାର୍ଡସ୍ ୨୦୨୬’ରେ କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ…
ନିଜର ସପନର ଘରଟିଏ ତିଆରି କରିବା ପାଇଁ ଆଉ ମାସ ମାସ ଧରି ଅଫିସ୍ ଦୌଡ଼ିବାକୁ ପଡ଼ିବନି।
ଭୁବନେଶ୍ଵର : ଘର କରିବାକୁ ପ୍ଲାନ ଆପ୍ରୁଭାଲ ପାଇଁ ଆଉ ମାସ ମାସ ଧରି ଅଟକିବନି ଫାଇଲ। ସପ୍ତାହେ ଭିତରେ ହେବ କାମ। ପ୍ଲାନ ଆପ୍ରୁଭାଲ ପାଇଁ ସୁଯୋଗ ଆପ୍ ରେ ଆବେଦନ କରି ଦୀର୍ଘ ଦିନ ଧରି ଲୋକଙ୍କୁ ଅପେକ୍ଷା କରିବାକୁ ପଡୁଥିଲା। ଏଣିକି ସପ୍ତାହରୁ ଅଧିକ ଦିନ ଅଫିସରଙ୍କ ପାଖରେ ଆଉ ଅଟକିବନି ଫାଇଲ।…