Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
ଆସନ୍ତା କାଲି ରାଜ୍ୟର ସବୁ ଘରୋଇ ମେଡିସିନ ଷ୍ଟୋର ବନ୍ଦ ରହିବ।
ଭୁବନେଶ୍ବର :ବନ୍ଦ ରହିବ ଦେଶର ସବୁ ଔଷଧ ଦୋକାନ। ଘରୋଇ ମେଡିସିନ୍ ଷ୍ଟୋରରେ ପଡିବ ତାଲା। ଦିନ ତମାମ ଚାଲିବ ପ୍ରତିବାଦ। ଆଉ ଆଜି ଯଦି ଆପଣଙ୍କ ଔଷଧ ଶେଷ ହୋଇଯାଇଛି ତେବେ ତୁରନ୍ତ ଯାଇ କିଣିନିଅନ୍ତୁ । ନଚେତ ଆସନ୍ତା କାଲି ମେଡିସିନ୍ ପାଇଁ ନାକେଦମ ହେବାକୁ ପଡିପାରେ। କାରଣ ଆସନ୍ତାକାଲି ଦେଶର…
ରାଜ୍ୟରେ ଏତେ ଧାନ ଉତ୍ପାଦନ ହେଉଛି ଯେ ତାକୁ ସାଇତି ରଖିବା ପାଇଁ ଜାଗା ନାହିଁ ।
ଭୁବନେଶ୍ବର : ବରଗଡ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଶହ ଶହ ସଂଖ୍ୟାରେ ଚାଷୀଙ୍କ ଭିଡ଼। ରବି ଯାଇ ଖରିଫ ଋତୁ ଆସିଲାଣି। ହେଲେ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ଜିଲ୍ଲାର ଅଧିକାଂଶ ମଣ୍ଡିରେ ଏଯାଏଁ ଚାଷୀଙ୍କ ଧାନ ବିକ୍ରୀ ହୋଇ ପାରିନାହିଁ। ପ୍ରତିବାଦରେ ସଂଯୁକ୍ତ କିଷାନ ମୋର୍ଚ୍ଚା …
ଭୋଟର ତାଲିକା ସଂଶୋଧନ ପାଇଁ ସର୍ବଦଳୀୟ ବୈଠକ: ସ୍ୱଚ୍ଛ ତାଲିକା ପ୍ରସ୍ତୁତିରେ ବିଏଲଏ ନିଯୁକ୍ତି ଉପରେ ଜିଲ୍ଲାପାଳଙ୍କ…
ବାଲେଶ୍ୱର, ୧୯/୫(କୃଷ୍ଣ କୁମାର ମହାନ୍ତି): ଭାରତୀୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶକ୍ରମେ ଓଡ଼ିଶାରେ ଆରମ୍ଭ ହେବାକୁ ଥିବା ଭୋଟର ତାଲିକାର ସ୍ୱତନ୍ତ୍ର ସଂକ୍ଷିପ୍ତ ସଂଶୋଧନ କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ବାଲେଶ୍ୱରରେ ଏକ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଛି।
ନୂତନ ଜିଲ୍ଲାପାଳ…
ଏବେ ନିୟମିତ ଏକ୍ସପ୍ରେସ୍ ଭାବେ ଚଳାଚଳ କରିବ ଭଞ୍ଜପୁର-ପୁରୀ-ଭଞ୍ଜପୁର ସ୍ପେଶାଲ୍ ଟ୍ରେନ୍
ଭୁବନେଶ୍ୱର: ଯାତ୍ରୀମାନଙ୍କର ଚାହିଦାକୁ ଦୃଷ୍ଟିରେ ରଖି ଭାରତୀୟ ରେଳବାଇ ପକ୍ଷରୁ ଭଞ୍ଜପୁର-ପୁରୀ-ଭଞ୍ଜପୁର ସ୍ପେଶାଲ୍ ଟ୍ରେନକୁ ନିୟମିତ ଏକ୍ସପ୍ରେସ୍ ଟ୍ରେନରେ ରୂପାନ୍ତରିତ କରାଯାଇଛି।
ଗାଡ଼ି ନମ୍ବର ୦୮୦୧୧/୦୮୦୧୨ ଭଞ୍ଜପୁର-ପୁରୀ-ଭଞ୍ଜପୁର ସ୍ପେଶାଲ୍ ଟ୍ରେନ୍ ଏବେ ଗାଡ଼ି ନମ୍ବର…
ଦେଶରେ ମହଜୁଦ ରହିଛି ପ୍ରଚୁର ସାର: ଖୁଚୁରା ମୂଲ୍ୟରେ ହୋଇନି ପରିବର୍ତ୍ତନ
ନୂଆଦିଲ୍ଲୀ: ପଶ୍ଚିମ ଏସିଆର ବଦଳୁଥିବା ସ୍ଥିତି ବାବଦରେ ଭାରତ ସରକାର ନିୟମିତ ଅପଡେଟ୍ ମାଧ୍ୟମରେ ନାଗରିକମାନଙ୍କୁ ସୂଚିତ କରି ଆସୁଛନ୍ତି। ଏହିକ୍ରମରେ ଆଜି ନ୍ୟାସନାଲ ମିଡିଆ ସେଣ୍ଟରରେ ଏକ ଗଣମାଧ୍ୟମ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି, ଯେଉଁଠାରେ ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ…
ଆସନ୍ତା ୨୦ରେ ଯୁକ୍ତ ଦୁଇ ରେଜଲ୍ଟ :ଗଣଶିକ୍ଷା ମନ୍ତ୍ରୀ
ଭୁବନେଶ୍ଵର : ଆସନ୍ତା ୨୦ ତାରିଖରେ ପ୍ରକାଶ ପାଇବ ଓଡ଼ିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (CHSE) ଦ୍ୱାରା ପରିଚାଳିତ ଯୁକ୍ତ ଦୁଇ ରେଜଲ୍ଟ। ଏ ନେଇ ସୂଚନା ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । ମନ୍ତ୍ରୀ କହିଛନ୍ତି ଯେ, ଏକାସଙ୍ଗେ କଳା, ବିଜ୍ଞାନ, ବାଣିଜ୍ୟ ଓ…
ଭୁବନେଶ୍ୱରରେ ଖୋଲିବ SEBIର ଆଞ୍ଚଳିକ କାର୍ଯ୍ୟାଳୟ
ଭୁବନେଶ୍ୱରରେ ଖୋଲିବ SEBIର ବ୍ରାଞ୍ଚ ଅଫିସ । ଇନଭେଷ୍ଟମେଣ୍ଟ କ୍ଷେତ୍ରରେ ଓଡିଶାରେ ବଢୁଛି ଚାହିଦା । ଏନେଇ ସୂଚନା ଦେଲେ ସେବି ଅଧକ୍ଷ ତୁହିନ କାନ୍ତ ପାଣ୍ଡେ। ଆଜି ରେଣ୍ଟାଲ କଣ୍ଟ୍ରାକ୍ଟ ସାଇନ ହୋଇଯିବ। କିଛିମାସ ମଧରେ ଆରମ୍ଭ ହେବ ଆଞ୍ଚଳିକ କାର୍ଯ୍ୟାଳୟ। ପୂର୍ବ ଭାରତରେ ସେବିର କାର୍ଯ୍ୟାଳୟ…
ସାଉଦି ଆରବରେ ୮ ହଜାର ସୈନ୍ୟ ଓ ଯୁଦ୍ଧବିମାନ ମୁତୟନ କଲା ପାକିସ୍ତାନ
ନୂଆଦିଲ୍ଲୀ : ଇରାନ-ଆମେରିକା ମଧ୍ୟରେ ଚାଲିଥିବା ଯୁଦ୍ଧ ପରିପ୍ରେକ୍ଷୀରେ ପାକିସ୍ତାନ ବଡ଼ ପଦକ୍ଷେପ ଗ୍ରହଣ କରିଛି। ନିଜର ଦ୍ୱିପାକ୍ଷିକ ପ୍ରତିରକ୍ଷା ଚୁକ୍ତି ଆଧାରରେ ପାକିସ୍ତାନ, ସାଉଦି ଆରବକୁ ୮,୦୦୦ ସୈନ୍ୟ, ଯୁଦ୍ଧବିମାନ ସ୍କ୍ୱାଡ୍ରନ ଏବଂ ଏୟାର ଡିଫେନ୍ସ ସିଷ୍ଟମ ପଠାଇଛି। ଆଶ୍ଚର୍ଯ୍ୟର…
ରାଷ୍ଟ୍ର ପତି ସମର୍ପିତ ହୁଅ । ବିକାଶ ଦିଗରେ କାମ କର । ତଳ ସ୍ତରରୁ ସଙ୍ଗଠନ ସ୍ଥିତି ସୁଦୃଢ କର । ଜେନ୍ ଜିଙ୍କ ମନରେ ନ…
ଭୁବନେଶ୍ବର : ରାଷ୍ଟ୍ର ପତି ସମର୍ପିତ ହୁଅ । ବିକାଶ ଦିଗରେ କାମ କର । ତଳ ସ୍ତରରୁ ସଙ୍ଗଠନ ସ୍ଥିତି ସୁଦୃଢ କର । ଜେନ୍ ଜିଙ୍କ ମନରେ ନ ରହୁ ନେଗେଟିଭିଟି । ଦେଶର ଗଣତନ୍ତ୍ରରେ ଭାଗିଦାରୀ ହୁଅନ୍ତୁ ନାହିଁ ଅନୁପ୍ରବେଶକାରୀ । ବିଜେପି ନେତା ଓ କର୍ମୀଙ୍କୁ ଏଭଳି ୫ ଗୁରୁ ମନ୍ତ୍ର ଦେଇଛନ୍ତି…
ବାଲେଶ୍ୱରରେ ମାନବିକତାର ମହାପର୍ବ : ଟିମ୍ ସ୍ନୋ ଫେଷ୍ଟ୍ ପକ୍ଷରୁ ଆୟୋଜିତ ହେଲା ମେଗା ରକ୍ତଦାନ ଶିବିର
ବାଲେଶ୍ୱର, ୧୮/୫(କୃଷ୍ଣ କୁମାର ମହାନ୍ତି) ବାଲେଶ୍ୱର ସ୍ଥିତ ଟପ୍ ଏନ୍ ଟେଷ୍ଟି ହୋଟେଲରେ ଟିମ୍ ସ୍ନୋ ଫେଷ୍ଟ୍ ପକ୍ଷରୁ ଏକ ମେଗା ରକ୍ତଦାନ ଶିବିର ଆୟୋଜନ କରାଯାଇ ୨୦୯ ବୋତଲ ରକ୍ତ ସଂଗୃହୀତ ହୋଇଛି।
ଫକୀରମୋହନ ମହାବିଦ୍ୟାଳୟର ପୂର୍ବତନ ଛାତ୍ର ସଭାପତି ତଥା ଯୁବନେତା ଶୁଭମ ସାଇ…