Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
ବିକଳ୍ପ ସମାଜର ରାଜ୍ୟସ୍ତରୀୟ ଚିନ୍ତନ କର୍ମଶାଳା : ଓଡ଼ିଶାରେ ଲୋକକୈନ୍ଦ୍ରିକ ବିକଳ୍ପ ଅର୍ଥନୀତି-ରାଜନୀତି ଉପରେ…
ବାଲେଶ୍ୱର, ୨୪/୫(କୃଷ୍ଣ କୁମାର ମହାନ୍ତି): ଓଡ଼ିଶାର ସାମଗ୍ରିକ ବିକାଶ ପାଇଁ ରାଜ୍ୟର ଅର୍ଥନୈତିକ ବ୍ୟବସ୍ଥା ଓ ଶାସନ ପ୍ରକ୍ରିୟାରେ ଲୋକକୈନ୍ଦ୍ରିକ ପରିବର୍ତ୍ତନ ଜରୁରୀ ବୋଲି ‘ବିକଳ୍ପ ସମାଜ’ର ରାଜ୍ୟସ୍ତରୀୟ ଚିନ୍ତନ କର୍ମଶାଳାରେ ମତ ପ୍ରକାଶ ପାଇଛି। ଭୁବନେଶ୍ୱରର ସପ୍ତସତୀ ବିହାରସ୍ଥିତ…
ଦିନ ୧୧ଟାରୁ ଅପରାହ୍ନ ୩ଟା ଯାଏଁ କାମ ବନ୍ଦ
ଭୁବନେଶ୍ବର :ପୂର୍ବାହ୍ନ ୧୧ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ କାମ ବନ୍ଦ ପାଇଁ ନିର୍ଦ୍ଦେଶ। ଶ୍ରମିକମାନଙ୍କୁ କାମରେ ନିୟୋଜିତ ନ କରିବାକୁ ପୂର୍ତ୍ତ ବିଭାଗର ନିର୍ଦ୍ଦେଶ। ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ପୂର୍ତ୍ତ ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି। ମୁଖ୍ୟ ନିର୍ମାଣ ଯନ୍ତ୍ରୀ…
ବିଜେଡି ଛାଡିଲେ ଦେବାଶିଷ
ଭୁବନେଶ୍ବର :ବିଜୁ ଜନତା ଦଳ (ବିଜେଡି) ର ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟ ସୋମବାର ଦିନ ଦଳରୁ ଇସ୍ତଫା ଦେଇଛନ୍ତି। ସେ ଦଳ ଭିତରେ ନିଜକୁ ଅବହେଳିତ ଏବଂ ଅପମାନିତ ଅନୁଭବ କରୁଥିବା ଦର୍ଶାଇ ଏହି ନିଷ୍ପତ୍ତି ନେଇଛନ୍ତି। ସେ ତାଙ୍କ ଇସ୍ତଫା ପତ୍ର ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ…
Vivekananda-Centric Quiz Competition Inspires Young Minds at Jhamapukur Sri Sri Ramakrishna Sangha.
Kolkata (24/5): Under the guidance of the Ramakrishna Mission Institute of Culture, the member organization Jhamapukur Sri Sri Ramakrishna Sangha, affiliated to the Vivekananda Bhavanuragi Yuva Sammelan, Kolkata District Committee,…
Students of Sri Sri Ramakrishna Pathachakra Extend a Helping Hand Amid Scorching Summer Heat
Kolkata (24/5): In the midst of the intense summer heatwave, the students of Sri Sri Ramakrishna Pathachakra came forward with a thoughtful and compassionate initiative to quench the thirst of pedestrians and commuters.
Through this small…
ଦନ୍ତାହାତୀର ମୃତଦେହ ଠାବ
ଭବାନୀପାଟଣା : କଳାହାଣ୍ଡି ଉତ୍ତର ବନଖଣ୍ଡ ଅନ୍ତର୍ଗତ ନର୍ଲା ରେଞ୍ଜ ଅନ୍ତର୍ଗତ କମର୍ଦ୍ଧା ଗାଁ ଠାରୁ ପ୍ରାୟ ୧ କିମି ଦୂରରେ ଏକ ଦନ୍ତା ହାତୀର ଗଳିତ ମୃତ ଦେହ ଠାବ ହେଇଛି।
ରବିବାର ସକାଳୁ ଗାଁ ଲୋକଙ୍କ ଠାରୁ ଖବର ପାଇ ବନ କର୍ମଚାରୀ ମାନେ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ହାତୀ ଟି କିପରି ମଲା…
ଚଳନ୍ତା ବସରୁ ବାହାରିଗଲା ଚକ, ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ୫୦ ଯାତ୍ରୀ
ମୋହନା : ଚଳନ୍ତା ବସ୍ ରୁ ବାହାରିଗଲା ଚକ, ବଡ ଦୁର୍ଘଟଣାରୁ ବର୍ତ୍ତି ଗଲେ ୫୦ ଯାତ୍ରୀ l ଗଜପତି ମୋହନା ପୂର୍ତ୍ତ ବିଭାଗ କାର୍ଯ୍ୟାଳୟ ନିକଟରେ ଘଟିଛି ଏହି ଅଘଟଣ l ହରିହର ନାମକ ଘାରୋଇ ବସ୍ ପ୍ରାୟ ୫୦ ଜଣ ଯାତ୍ରୀଙ୍କୁ ନେଇ ବ୍ରହ୍ମପୁର ଠାରୁ ବ୍ରାହ୍ମଣୀ ଗାଁ ଅଭମୁଖେ ଯାଉଥିଲା। ହଠାତ୍ ମୋହନା…
ଏ ବର୍ଷ ରଜ ସଂକ୍ରାନ୍ତିରେ ବାଲେଶ୍ଵର କୁମ୍ଭକ୍ଷେତ୍ର ପରଷିବ ୨୫ ପ୍ରକାର ବ୍ୟଞ୍ଜନର ‘ବୁଢୀମା ଥାଳି’ ସହ…
ବାଲେଶ୍ୱର, ୨୪/୫(କୃଷ୍ଣ କୁମାର ମହାନ୍ତି): ବାଲେଶ୍ଵରର ବହୁ ଚର୍ଚ୍ଚିତ କୁମ୍ଭକ୍ଷେତ୍ର ଚଳିତ ରଜ ସଂକ୍ରାନ୍ତି ୨୦୨୬କୁ ଏକ ସ୍ମରଣୀୟ ଉତ୍ସବରେ ପରିଣତ କରିବା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ତିନି ଦିନ ଧରି ପାଳିତ ହେବାକୁ ଥିବା ଏହି ନିଆରା ରଜ ମହୋତ୍ସବରେ ପରମ୍ପରା ସହ ଆଧୁନିକତାର…
ବାଲେଶ୍ୱରରେ ତାତିର ତାଣ୍ଡବ: ଜନଜୀବନ ଅସ୍ତବ୍ୟସ୍ତ, ରାସ୍ତାଘାଟ ଜନଶୂନ୍ୟ
ବାଲେଶ୍ୱର, ୨୪/୫(କୃଷ୍ଣ କୁମାର ମହାନ୍ତି): ଆଜି ବାଲେଶ୍ୱର ସହରରେ ପ୍ରଚଣ୍ଡ ଖରା ଯୋଗୁଁ ଜନଜୀବନ ସମ୍ପୂର୍ଣ୍ଣ ଅସ୍ତବ୍ୟସ୍ତ ହୋଇପଡିଛି। ସକାଳ ୯ଟାରୁ ହିଁ ସୂର୍ଯ୍ୟଙ୍କ ପ୍ରଖର ତାପ ଯୋଗୁଁ ଲୋକେ ଘରୁ ବାହାରିବାକୁ ଡରୁଛନ୍ତି। ଆଜି ସହରର ସର୍ବାଧିକ ତାପମାତ୍ରା ୩୬ ଡିଗ୍ରୀ ସେଲସିୟସ ରେକର୍ଡ…
ଚାନ୍ଦିପୁର ରେଞ୍ଜରେ ଅଲିଭ ରିଡ଼ଲେ କଇଁଛଙ୍କ ରେକର୍ଡ ସଂଖ୍ୟକ ପ୍ରଜନନ: ୧୩୦ ବସାରୁ ୯,୭୬୫ ଛୁଆ ସମୁଦ୍ରକୁ ଫେରିଲେ,…
ବାଲେଶ୍ୱର, ୨୪/୫(କୃଷ୍ଣ କୁମାର ମହାନ୍ତି): ‘ବିଶ୍ୱ କଇଁଛ ଦିବସ’ ଅବସରରେ ଚାନ୍ଦିପୁର ୱାଇଲ୍ଡଲାଇଫ୍ ରେଞ୍ଜ ପକ୍ଷରୁ ୨୦୨୬ ମସିହାର ଅଲିଭ ରିଡ଼ଲେ କଇଁଛ ପ୍ରଜନନ ରିପୋର୍ଟ ପ୍ରକାଶ ପାଇଛି। ଚଳିତ ବର୍ଷ ରେଞ୍ଜ ଅଧୀନରେ ଥିବା ୬ଟି କ୍ୟାମ୍ପ ବା ବିଟ୍ ରେ ମୋଟ ୧୩୦ ଟି ବସାରୁ ସଫଳ ପ୍ରଜନନ…