Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
ବିବାହିତ ଝିଅଙ୍କ ପାଇଁ ବଡ ନିଷ୍ପତ୍ତି ନେଲେ ସୁପ୍ରିମକୋର୍ଟ
ନୂଆଦିଲ୍ଲୀ : ବିବାହିତ ଝିଅଙ୍କ ସପକ୍ଷରେ ସର୍ବୋଚ୍ଚ ନ୍ୟାୟାଳୟ ଏକ ଐତିହାସିକ ନିଷ୍ପତ୍ତି ଦେଇଛନ୍ତି।
ସୁପ୍ରିମକୋର୍ଟ ଏକ ଅନୁକମ୍ପାମୂଳକ ନିଯୁକ୍ତି ମାମଲାରେ ଏକ ଐତିହାସିକ ନିଷ୍ପତ୍ତି ଦେଇଛନ୍ତି। କୋର୍ଟ କହିଛନ୍ତି ଯେ ବିବାହ ପରେ ମଧ୍ୟ ଝିଅ ତାଙ୍କ ପିତାମାତାଙ୍କ ପରିବାରର ସଦସ୍ୟ ହୋଇ…
ଖଡ଼ିଆଳ ରୋଡରେ ଚାରିଲକ୍ଷ ଟଙ୍କା ଓ ୨୦ ମୋବାଇଲ ଜବତ ସହ ୨୨ ଜୁଆଡ଼ି ଗିରଫ
ନୂଆପଡ଼ା : ନୂଆପଡ଼ା ଜିଲ୍ଲା ଖଡ଼ିଆଳ ରୋଡ ଜୋଙ୍କ ଥାନା ପକ୍ଷରୁ ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ଚଢ଼ାଉ କରାଯାଇଛି। ବିପୁଳ ଟଙ୍କା ସହ ୨୨ଜଣ ଜୁଆଡ଼ିଙ୍କୁ ଗିରଫ କରିଛି ପୁଲିସ।
ସୂଚନା ଅନୁଯାୟୀ ଜୋଙ୍କ ପୁଲିସ ଏକ ବିଶେଷ ସୂତ୍ରରୁ ଖବର ପାଇ ସଲିହା ପଞ୍ଚାୟତ ଝାଲବହାଲ ଜଙ୍ଗଲ ଅଞ୍ଚଳରେ ଏକ ଜୁଆ…
କନହେଇ ଲାଲ ଦାସ ସ୍ମୃତି ସଂସଦ ପକ୍ଷରୁ ବାଲେଶ୍ଵରରେ ପାଳିତ ହେବ ଜୟନ୍ତୀ ଉତ୍ସବ: ଗାଳ୍ପିକ ରଞ୍ଜନ ପ୍ରଧାନ ପାଇବେ କନହେଇ…
ବାଲେଶ୍ଵର,୨/୬ (କୃଷ୍ଣ କୁମାର ମହାନ୍ତି): ପ୍ରତିବର୍ଷ ପରି ଚଳିତ ବର୍ଷ କନହେଇଲାଲ ଦାସ ସ୍ମୃତି ସଂସଦ ପକ୍ଷରୁ ଜୁନ୍ ୨୭ ତାରିଖ ଦିନ ବାଲେଶ୍ୱର ସହର ସ୍ଥିତ ଆତିଥ୍ୟ ଭବନରେ ଅନୁଷ୍ଠିତ ହେବ କନହେଇ ଜୟନ୍ତୀ ଉତ୍ସବ ସମାରୋହ। ଏ ସମ୍ପର୍କରେ ଆଜି ସନ୍ଧ୍ୟାରେ ସ୍ଥାନୀୟ 'ସଙ୍କେତ' ପରିସରରେ ଏକ…
Tamil Nadu State Chapter Honoured with IYA’s Highest Membership Contribution Award at Yogotsav 2026
Lonavala, Maharashtra: The Tamil Nadu State Chapter Committee of the Indian Yoga Association (IYA) was honoured with the prestigious “IYA Award for Highest Membership Contributions (Best State Chapter in India)” during the 6th Conclave –…
ବେଦାନ୍ତ ଗ୍ରୁପ୍ ଉପରେ ED ର କାର୍ଯ୍ୟାନୁଷ୍ଠାନ: ଦିଲ୍ଲୀରୁ ମୁମ୍ବାଇ ପର୍ଯ୍ୟନ୍ତ ଚଢାଉ
ନୂଆଦିଲ୍ଲୀ : ବିଦେଶୀ ମୁଦ୍ରା ପ୍ରବନ୍ଧନ ଅଧିନିୟମ (FEMA) ଅନୁଯାୟୀ, ଦିଲ୍ଲୀ ଏବଂ ମୁମ୍ବାଇରେ ବେଦାନ୍ତ ଗ୍ରୁପ୍ ସହିତ ଜଡିତ ଦୁଇଟି ସ୍ଥାନରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED) ତଲାସ କରିଛି। ବରିଷ୍ଠ ଅଧିକାରୀଙ୍କ ଅନୁଯାୟୀ, ଏହି କାର୍ଯ୍ୟାନୁଷ୍ଠାନ ସମୂହ କମ୍ପାନୀଗୁଡ଼ିକ ଦ୍ୱାରା…
ରାଜ୍ୟ ସରକାରଙ୍କ ୨ ବର୍ଷ ପୂର୍ତ୍ତି, ରାଇରଙ୍ଗପୁରରେ ହେବ ଉତ୍ସବ, ଯୋଗ ଦେବେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ
ଭୁବନେଶ୍ୱର: ସରକାରଙ୍କ ୨ ବର୍ଷ ପୂର୍ତ୍ତି ଅବସରରେ ଆସନ୍ତା ୨୦ ତାରିଖରେ ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଠାରେ ଆୟୋଜିତ କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ଯୋଗଦେବା ପାଇଁ ସ୍ୱୀକୃତି ଦେଇଛନ୍ତି। ଏହି କାର୍ଯ୍ୟକ୍ରମର ସଫଳ ରୂପାୟନ ପାଇଁ ଆଜି ଲୋକସେବା ଭବନ ଠାରେ ମୁଖ୍ୟମନ୍ତ୍ରୀ…
କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ଧର୍ମେନ୍ଦ୍ର ପ୍ରଧାନଙ୍କ ନାମରେ ଅପପ୍ରଚାର : କିନ୍ତୁ ସତ୍ୟ କ’ଣ? ଆସନ୍ତୁ ଜାଣିବା।
ଭୁବନେଶ୍ଵର : କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନାମ ଜଡ଼ିତ କରି ସୋସିଆଲ୍ ମିଡିଆରେ ଏକ ମିଥ୍ୟା ପ୍ରଚାର କରାଯାଉଛି। ଆମେରିକାର ମେଲରୋଜ୍ ଅଞ୍ଚଳରେ ଥିବା ଏକ ଘର ତାଙ୍କ ସହ ଜଡ଼ିତ ବୋଲି ପ୍ରଚାର ଚାଲିଚି। କିନ୍ତୁ ସତ୍ୟ କ’ଣ? ଆସନ୍ତୁ ଜାଣିବା।
ପ୍ରଚାରିତ ଦାବି…
ରାଜଧାନୀରେ ମ୍ୟାଙ୍ଗୋ ଫେଷ୍ଟିଭାଲ୍, ୧୦ ଯାଏଁ ଚାଲିବ ମେଳା
ଭୁବନେଶ୍ୱର : ରାଜଧାନୀରେ ଓରମାସ ପକ୍ଷରୁ ମ୍ୟାଙ୍ଗୋ ଫେଷ୍ଟିଭାଲ୍। ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ଅଧୀନସ୍ଥ ଓଡ଼ିଶା ଗ୍ରାମୀଣ ବିକାଶ ଏବଂ ମାର୍କେଟିଂ ସୋସାଇଟି ବା ଓରମାସ ପକ୍ଷରୁ ମ୍ୟାଙ୍ଗୋ ଫେଷ୍ଟିଭାଲ-୨୦୨୬ ଆୟୋଜନ କରାଯାଉଛି। ଭୁବନେଶ୍ୱର ନନ୍ଦନକାନନ ପଟିଆଠାରେ ମନ୍ତ୍ରୀ ରବି ନାରାୟଣ…
ରାଜସ୍ୱ ଆଦାୟ ବଢାଇବାକୁ ସରକାରଙ୍କ କଡା ନିର୍ଦ୍ଦେଶ
ଭୁବନେଶ୍ଵର : ରାଜସ୍ୱ ଆଦାୟ ବଢାଇବାକୁ ସରକାରଙ୍କ କଡା ନିର୍ଦ୍ଦେଶ । ଆର୍ଥିକ ବର୍ଷରେ ଅତି କମରେ ୧୦ ପ୍ରତିଶତ ଆଦାୟ ବୃଦ୍ଧି କରିବାକୁ ଟାର୍ଗେଟ ଦେଇଛନ୍ତି ସରକାର । ସମସ୍ତ ରାଜସ୍ୱ ଆଦାୟକାରୀ ବିଭାଗକୁ କଡା ନିର୍ଦ୍ଦେଶ ଦେଇଛନ୍ତି ସରକାର । ଭୂ ରାଜସ୍ୱ ଆଦାୟରେ ବଡ ହ୍ରାସକୁ ନେଇ ସରକାର…
ମତ୍ସ୍ୟ ଓ ପ୍ରାଣିସମ୍ପଦ ବିକାଶ ବିଭାଗ ପକ୍ଷରୁ ବିଶ୍ଵ ଦୁଗ୍ଧ ଦିବସ ପାଳିତ
କଟକ : କଟକ ଜିଲ୍ଲାର ଅରିଲୋସ୍ଥିତ ଓମଫେଡ଼ ଡାଏରୀଠାରେ ଆଜି ମତ୍ସ୍ୟ ଓ ପ୍ରାଣିସମ୍ପଦ ବିକାଶ ବିଭାଗ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକଙ୍କ ଦ୍ଵାରା ବିଶ୍ଵ ଦୁଗ୍ଧ ଦିବସ-୨୦୨୬ (World Milk Day) କାର୍ଯକ୍ରମ ଉଦଘାଟିତ ହୋଇଯାଇଛି। ଚଳିତ ବର୍ଷର ଥିମ୍ ରହିଛି ମହିଳା ଚାଷୀଙ୍କୁ ସମ୍ମାନିତ କରିବା।…