Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
ସାପ କାମୁଡ଼ାରେ 11ବର୍ଷୀୟା ଝିଅ ଟୁନି ମୃତ।
ଗଜପତି,୧୪.୭ (ମନୋଜ ପାଢ଼ୀ): ଗଜପତି ଜିଲ୍ଲା ରାୟଗଡ ବ୍ଲକ ତଥା ରାୟଗଡ ଥାନା ଅନ୍ତର୍ଗତ ଚମ୍ପାପୁର ଗ୍ରାମର ଟୁନି ଶବର ଙ୍କ 11ବର୍ଷୀୟା ଝିଅ ଟି ସାପ କାମୁଡାରେ ମୃତ୍ୟୁ ବରଣ କରିଥିବା ସୂଚନା ମିଳିଛି। ଗତ କାଲି ରାତି ପ୍ରାୟ ୧୨ ଟା ବେଳେ ଝିଅଟି ଶୋଇଥିବା ବେଳେ ଅସୁସ୍ଥତା ଅନୁଭବ କରିଥିଲା।…
ଜିଲ୍ଲାସ୍ତରୀୟ ଜଙ୍ଗଲ ଅଧିକାର ଆଇନ (FRA),୨୦୦୬ କର୍ମଶାଳା ଅନୁଷ୍ଠିତ।
ଗଜପତି,୧୪.୭ (ମନୋଜ ପାଢ଼ୀ) ସମନ୍ୱିତ ଆଦିବାସୀ ବିକାଶ ସଂସ୍ଥା (ITDA), ପାରଳାଖେମୁଣ୍ଡି, ଭୁବନେଶ୍ୱରର ବସୁନ୍ଧରାର ମିଳିତ ଆନୁକୂଲ୍ୟରେ ଆଜି ଗ୍ରାମୀଣ ଆତ୍ମନିଯୁକ୍ତି ପ୍ରଶିକ୍ଷଣ ଅନୁଷ୍ଠାନ ସମ୍ମିଳନୀ କକ୍ଷରେ ଜଙ୍ଗଲ ଅଧିକାର ଆଇନ (FRA), ୨୦୦୬ କାର୍ଯ୍ୟାନ୍ୱୟନ ଉପରେ ଏକ ଜିଲ୍ଲାସ୍ତରୀୟ…
ଗଜପତି ଜିଲ୍ଲାରେ ବିଦ୍ୟାଳୟ ଏବଂ ଛାତ୍ରାବାସକୁ ପରିବର୍ତ୍ତନ କରିବା ପାଇଁ ‘ସଂକଳ୍ପ’ ଏବଂ ‘ସମର୍ପଣ’ ଉଦଘାଟନ।
ଗଜପତି,୧୪.୭ (ମନୋଜ ପାଢ଼ୀ) ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥା ଏବଂ ଜିଲ୍ଲା ମଙ୍ଗଳ ବିଭାଗ ର ମିଳିତ ଉଦ୍ୟମରେ ଶିକ୍ଷାର ଗୁଣବତ୍ତା ଏବଂ ଆଦିବାସୀ ଛାତ୍ରଛାତ୍ରୀଙ୍କ ସାମଗ୍ରିକ ବିକାଶ ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ୱରୂପକୁ ସ୍ଥାନୀୟ ଗ୍ରାମୀଣ ଆତ୍ମନିଯୁକ୍ତି ପ୍ରଶିକ୍ଷଣ ଅନୁଷ୍ଠାନ…
ଜେଲରୁ ମୁକୁଳିବେ ଦାରା ସିଂ!
ଭୁବନେଶ୍ୱର : ଜେଲରୁ ମୁକୁଳିବେ ଦାରା ସିଂ।ଦାରା ସିଂ ଅଷ୍ଟ୍ରେଲୀୟ ମିଶନାରୀ ଗ୍ରାହାମ ଷ୍ଟେନ୍ସ ଓ ତାଙ୍କର ଦୁଇ ଶିଶୁପୁତ୍ରଙ୍କ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିଲେ । ଆସନ୍ତା ଅଗଷ୍ଟ ୧୫ ତାରିଖ ସୁଦ୍ଧା ମୁକ୍ତ କରିବା ପାଇଁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଥିବା ସୂଚନା ଦେଇଛନ୍ତି…
ଓଲିଉଡ଼ ଅନ୍ତର୍ଜାତୀୟ ଫିଲ୍ମ ଫେଷ୍ଟିଭାଲ ଅନୁଷ୍ଠିତ
ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ଜୟଦେବ ଭବନଠାରେ ଅନୁଷ୍ଠିତ ଓଲିଉଡ଼ ଅନ୍ତର୍ଜାତୀୟ ଫିଲ୍ମ ଫେଷ୍ଟିଭାଲ ଅବସରରେ ସାରା ଭାରତର ଅନେକ ଫିଲ୍ମ ପ୍ରଯୋଜକ, ନିର୍ଦ୍ଦେଶକ, ବେଷ୍ଟ କଂସେପ୍ଟ କ୍ରିଏଟର, ସ୍କ୍ରିନପ୍ଲେ, ଅଭିନେତା, ଅଭିନେତ୍ରୀ, କାହାଣୀକାର, ସିନେମାଟୋଗ୍ରାଫର, ମେକଅପ ଆର୍ଟିଷ୍ଟ ଆଦି ଅନେକ…
୧୭୨୬ ବୈଷୟିକ ପଦବୀରେ ନିଯୁକ୍ତି ପାଇଁ ସ୍ୱାସ୍ଥ୍ୟ ବିଭାଗର ପଦକ୍ଷେପ
ଭୁବନେଶ୍ୱର: ରାଜ୍ୟରେ ସ୍ୱାସ୍ଥ୍ୟସେବାକୁ ଆହୁରି ଦକ୍ଷ ଓ ସୁଦୃଢ଼ କରିବା ଦିଗରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛି। ସାଧାରଣ ଲୋକଙ୍କୁ ଉନ୍ନତମାନର ଚିକିତ୍ସା ସେବା ଯୋଗାଇବା ପାଇଁ ବିଭାଗ ଅଧୀନରେ ବହୁ ସଂଖ୍ୟକ ନୂତନ ବୈଷୟିକ ପଦବୀରେ ନିଯୁକ୍ତି କରାଯିବ।…
କେନ୍ଦୁପତ୍ର ଦର ବୃଦ୍ଧି ଏବଂ କେନ୍ଦୁପତ୍ର ଶ୍ରମିକମାନଙ୍କୁ ବୋନସ ଘୋଷଣା କରିଥିବାରୁ ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କୁ…
ବରଗଡ : ଓଡ଼ିଶା ସରକାରଙ୍କ କେବିନେଟ୍ ମିଟିଙ୍ଗରେ ଓଡ଼ିଶା ରାଜ୍ୟରେ କାର୍ଯ୍ୟରତ ୧୨ ଲକ୍ଷ କେନ୍ଦୁପତ୍ର ଶ୍ରମିକମାନଙ୍କ ପାଇଁ କେନ୍ଦୁପତ୍ର ଦର ବୃଦ୍ଧି ଓ ବୋନସ ପ୍ରଦାନ ପାଇଁ ନିଷ୍ପତି ନେଇଥିବାରୁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଓଡ଼ିଶା କେନ୍ଦୁପତ୍ର କର୍ମଚାରୀ ସଂଘ କୃତଜ୍ଞତା…
ଉଚ୍ଚଶିକ୍ଷା ବିଭାଗ ଆନୁକୂଲ୍ୟରେ ଯୁବ ରେଡ଼କ୍ରସ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ
ଭୁବନେଶ୍ୱର: ଉଚ୍ଚଶିକ୍ଷା ବିଭାଗ ଆନୁକୂଲ୍ୟରେ ଭୁବନେଶ୍ୱର ସ୍ଥିତ ରେଡ଼କ୍ରସ ଭବନ ଠାରେ ଯୁବ ରେଡ଼କ୍ରସ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି। ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଏହି ବୈଠକରେ ଅଧ୍ୟକ୍ଷତା କରିଥିଲେ।
ଏହି ବୈଠକରେ ରାଜ୍ୟର ବିଶ୍ୱ ବିଦ୍ୟାଳୟ ଓ…
ଆଜି ନବ ଯୌବନ ଦର୍ଶନ, ଦିନକ ପରେ ଶ୍ରୀଗୁଣ୍ଡିଚା, ସଜେଇ ହେଲାଣି ବଡ ଦାଣ୍ଡ
ଭୁବନେଶ୍ବର: ଆଜି ମହାପ୍ରଭୃ ଅଣସର ଘରୁ ବାହାରି ସାଧାରଣରେ ଦର୍ଶନ ଦେବେ। କାରଣ ଆଜି ହେଉଛି ନବ ଯୌବନ ଦର୍ଶନ। ତେବେ ଚତୁର୍ଦ୍ଦଶୀ କ୍ଷୟ ହେଉଥିବାରୁ ନବ ଯୌବନ ଦର୍ଶନ ମାତ୍ର ଦୁଇ ଘଣ୍ଟା ପାଇଁ ଅଛି। ତେବେ ତାହା ମଧ୍ୟ ସାଧାରଣ ଦର୍ଶନ ମିଳିପାରିବ କି ନାହିଁ ସନ୍ଦେହ। ସେଥିପାଇଁ ଗତକାଲିଠାରୁ…
ଉତ୍କଳମଣିଙ୍କ ଶ୍ରାଦ୍ଧ ଦିବସ ଅବସରରେ ବିଧାନସଭା ପରିସରରେ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର : ପୁଣ୍ୟାତ୍ମା ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ମଙ୍ଗଳବାର ୯୮ତମ ଶ୍ରାଦ୍ଧ ଦିବସ। ଏହି ଅବସରରେ ବିଧାନସଭା ପରିସରରେ ଥିବା ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତିରେ ବାଚସ୍ପତି, ମୁଖ୍ୟମନ୍ତ୍ରୀ, ଉପମୁଖ୍ୟମନ୍ତ୍ରୀ, ବିଧାୟକ ଓ ବିଶିଷ୍ଟ ବ୍ୟକ୍ତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।…