Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
ସ୍ମରଣ
ସ୍ମରଣ
ଭକ୍ତି ଭିତରେ ଅଛେ ନବଧା ଭକ୍ତି
ସବୁନୁ ବଢିଆଁ ସ୍ମରଣ
ଭାବ ଥିଲେ ସିନା ଭକତି ହେବା
ସେ ଭକ୍ତିନେ ଭକ୍ତ ଲୀନ।।
ତାଙ୍କରଠାନେ ଅଗାଢ ଭକ୍ତି ତ
ମନସ୍କାମନା ଯେ ପୂରଣ
ଭଜନ କୀର୍ତ୍ତନ ଯେତେ ଯାହା
ଗୁଟେ ଅଛେ ମାର୍ଗ ସ୍ମରଣ।।
ଅନ୍ତର୍ଯ୍ୟାମୀ ବୋଲି ସବୁ ଜଣା
ଗୁହାରି…
ମହାଆଡ଼ମ୍ବରରେ ପିତାମାତା ଦିବସ ପାଳିତ:
ରାୟଗଡ଼ା ( ଭି ଗୌରୀଶଙ୍କର ରାଓ) : ସାଇ ପ୍ରିୟା ଲେଡିଜ୍ ୱାକର୍ସ କ୍ଲବ୍ ଆନୁକୂଲ୍ୟରେ ରବିବାର ଦିନ ଟି.ଓ.ଏସ୍. ଆନି ବେସାନ୍ତ ମଡେଲ୍ ସ୍କୁଲରେ ଜାତୀୟ ପିତାମାତା ଦିବସ ମହାଆଡ଼ମ୍ବରରେ ପାଳିତ ହୋଇଥିଲା।
ଏହି କାର୍ଯ୍ୟକ୍ରମରେ ସ୍କୁଲର ପ୍ରତିଷ୍ଠାତା, ପ୍ରିନ୍ସିପାଲ୍ ସତ୍ୟବତୀ ଏବଂ ତାଙ୍କ…
ଉତ୍କଳ ବୁଲେଟିନ ଚାରିଟେବଲ ଟ୍ରଷ୍ଟ ପକ୍ଷରୁ କାରଗିଲ ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳି
Kargil on behalf of Utkal Bulletin Charitable Trust
ବାହୁଡ଼ାଯାତ – ରଙ୍ଗତୁଳୀରେ ଜଗନ୍ନାଥ
ରାଉରକେଲା (୨୫/୭) : ଚିତ୍ରକଳାର ଅଗ୍ରଣୀ ଅନୁଷ୍ଠାନ "ରାଉରକେଲା କ୍ୟାନାଭାସ" ୨୦୧୪ ମସିହାରୁ ଚିତ୍ରକଳା ମାଧ୍ୟମରେ ଜଗନ୍ନାଥ ସଂସ୍କୃତିକୂ ଜନସାଧାରଣଙ୍କ. ନିକଟରେ ଚେତନା ଜାଗ୍ରତ କରୁଛି l ବାହୁଡ଼ାଯାତ୍ରା ଦିନ ଠାରୁ ଦୁଇ ଦିବସିୟ ଚିତ୍ରକଳା ପ୍ରଦର୍ଶନୀ ସେକ୍ଟର ୩ ପ୍ରଦର୍ଶନୀ ପଡିଆରେ ଆଜି…
କୋରାପୁଟ ଶୋଭା ସଂସ୍ଥାର ୩୩ତମ ପ୍ରତିଷ୍ଠା ଉତ୍ସବରେ ସମାଜସେବୀ ଶ୍ରୀ ଗୌରୀଶଙ୍କର ରାଓ ସମ୍ମାନିତ
କୋରାପୁଟ(ସୁରେନ୍ଦ୍ର ଖୋସଲା) : କୋରାପୁଟର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ଶୋଭା ସଂସ୍ଥାର ୩୩ତମ ପ୍ରତିଷ୍ଠା ଉତ୍ସବ ଗରିମାମୟ ପରିବେଶରେ ଅନୁଷ୍ଠିତ ହୋଇଯାଇଛି। ସଂସ୍ଥାର ସଭାପତି ଶ୍ରୀ ମଦନ ଖିରିଶାନିଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବହୁ ବିଶିଷ୍ଟ ଅତିଥି, ସଦସ୍ୟ ଏବଂ…
Vivekananda Adarsh Milan Mandir Empowers Youth Through Free Computer Education
Kolkata: Vivekananda Adarsh Milan Mandir continues its commitment to community development by offering free computer education at its Maju Centre. The initiative aims to equip students and underprivileged youth with essential digital…
ବିଜେଡି ଛାଡି ବିଜେପିରେ ମିଶିଲେ କଳାହାଣ୍ଡିର ନେତା ପୁଷ୍ପେନ୍ଦ୍ର ସିଂହଦେଓ
ଭୁବନେଶ୍ବର: ଭୁବନେଶ୍ବର ରାଜ୍ୟ କାର୍ଯ୍ୟାଳୟରେ ରାଜ୍ୟ ସଭାପତି ତଥା ରାଜ୍ୟସଭା ସାଂସଦ ଶ୍ରୀ ମନମୋହନ ସାମଲଙ୍କ ଉପସ୍ଥିତିରେ କଳାହାଣ୍ଡି ଜିଲ୍ଲା ପରିଷଦ ଅଧ୍ୟକ୍ଷ ଶ୍ରୀ ପୁଷ୍ପେନ୍ଦ୍ର କୁମାର ସିଂହଦେଓ ବିଜେପିରେ ଯୋଗଦେଇଛନ୍ତି। ତାଙ୍କ ସହିତ ୭ ଜଣ ଜିଲ୍ଲା ପରିଷଦ ସଦସ୍ୟ ଏବଂ କର୍ଲାମୁଣ୍ଡା…
ପାଟଣାଗଡ଼ ବ୍ଲକ୍ ଠାରେ ନୂତନ ମିନି ଷ୍ଟାଡିୟମର ଶୁଭ ଉଦଘାଟନ କଲେ ଉପମୁଖ୍ୟମନ୍ତ୍ରୀ
ବଲାଙ୍ଗୀର : ପାଟଣାଗଡ଼ ବ୍ଲକ୍ ତମିଆଁ ଏବଂ ଭଇଁସା ଠାରେ ନୂତନ ମିନି ଷ୍ଟାଡିୟମର ଶୁଭ ଉଦଘାଟନ କରିଛନ୍ତି ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ। ଏହି କ୍ରୀଡ଼ାଙ୍ଗନ ଗ୍ରାମାଞ୍ଚଳର ଲୁକ୍କାୟିତ କ୍ରୀଡ଼ା ପ୍ରତିଭାମାନଙ୍କୁ ଚିହ୍ନଟ କରି ସେମାନଙ୍କୁ ଆଗକୁ ବଢ଼ିବା ପାଇଁ ଉପଯୁକ୍ତ ମଞ୍ଚ ପ୍ରଦାନ…
ରାଜ୍ୟଗୋଷ୍ଠୀ କ୍ରୀଡ଼ା: ଓଡ଼ିଆ ଏବଂ ଭାରତୀୟ ଖେଳାଳିମାନଙ୍କୁ ଶୁଭକାମନା ଜଣାଇଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ଵର: ରାଜ୍ୟଗୋଷ୍ଠୀ କ୍ରୀଡ଼ା ୨୦୨୬ରେ ଭାଗ ନେଇଥିବା ଓଡ଼ିଆ ଏବଂ ଭାରତୀୟ ଖେଳାଳିମାନଙ୍କୁ ଶୁଭକାମନା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାଗ ନେଇଥିବା ଓଡ଼ିଶାର ତପନ ମହାନ୍ତି, ତପେଶ୍ବରନାଥ ଦାସ, ପ୍ରଣତୀ ନାୟକ, ଦୀନେଶ କୁମାର ଏବଂ ଅନିମେଶ…
ଛାତ୍ର ଆନ୍ଦୋଳନ ସମୟରେ ଭଙ୍ଗାରୁଜା ଅଭିଯୋଗ: ଜେଲ ଗଲେ ତେଜ ପ୍ରତାପ ଯାଦବ
ନୂଆଦିଲ୍ଲୀ: ଛାତ୍ର ଆନ୍ଦୋଳନକୁ ସମର୍ଥନ କରିବା ପାଇଁ ପାଟନା ଆସିଥିବା ପୂର୍ବତନ ମନ୍ତ୍ରୀ ତଥା ଜନଶକ୍ତି ଜନତା ଦଳ (JJD) ମୁଖ୍ୟ ତେଜ ପ୍ରତାପ ଯାଦବଙ୍କୁ ପୋଲିସ ଗିରଫ କରି ୧୪ ଦିନିଆ ନ୍ୟାୟିକ ହାଜତକୁ ପଠାଇ ଦେଇଛି। ଛାତ୍ର ଆନ୍ଦୋଳନ ସମୟରେ ହିଂସା ଏବଂ ଭଙ୍ଗାରୁଜା କରିବା ଅଭିଯୋଗରେ ପୋଲିସ…