Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
କେରଳରେ ୩ ଆସନ ଜିତିଲା ବିଜେପି
କେରଳ:କେରଳରେ କଂଗ୍ରେସ ନେତୃତ୍ଵାଧୀନ ୟୁଡିଏଫ ବହୁମତ ହାସଲ କରିଛି। ବାମପନ୍ଥୀଙ୍କ ୧୦ ବର୍ଷର ଶାସନରେ ପଡ଼ିଲା ପୂର୍ଣ୍ଣଛେଦ। କେରଳରେ ଜନାଦେଶ ସପକ୍ଷରେ କଂଗ୍ରେସ ନେତୃତ୍ୱାଧୀନ ୟୁଡିଏଫ। ଦୀର୍ଘ ୧୦ ବର୍ଷ ଧରି କ୍ଷମତାରେ ଥିବା ବାମପନ୍ଥୀ ଗୋଷ୍ଠୀ କୁ ଶକ୍ତ ଝଟକା ଦେଇ କଂଗ୍ରେସ ନେତୃତ୍ୱାଧୀନ …
ଶ୍ରୀରାମଙ୍କ ଅତିଥି ଭଗବାନ୍ ଶଙ୍କର
ଶ୍ରୀରାମଙ୍କ ଅତିଥି ଭଗବାନ୍ ଶଙ୍କର
==================
ଲଙ୍କାରୁ ବନ୍ଦିନୀ ମାଆ ଜାନକୀଙ୍କ ଉଦ୍ଧାର ପରେ ପ୍ରଭୁ ଶ୍ରୀରାମ, ଅଯୋଧ୍ୟା ସିଂହାସନରେ ଅଭିଷିକ୍ତ ହୋଇ ସୁଖରେ ପ୍ରଜା ପାଳୁଥାନ୍ତି। ରାମରାଜ୍ଯରେ କୌଣସି ଦୁଖ ଦୈନ୍ୟ ନଥାଏ। ଏହି ଅବସରରେ ଦିନେ ଶ୍ରୀରାମ ନିଜ ପିତୃପୁରୁଷଙ୍କ…
ଗୁରୁଗ୍ରାମଠାରେ ଅଷ୍ଟମ ରଜ ମହୋତ୍ସବ ପାଇଁ ବ୍ୟାପକ ପ୍ରସ୍ତୁତି
ନୂଆଦିଲ୍ଲୀ / ଗୁରୁଗ୍ରାମ ତା ୦୩.୦୫.ରିଖ ; ଗୁରୁଗ୍ରାମଠାରେ ଅଷ୍ଟମ ରଜ ମହୋତ୍ସବ ପାଇଁ ଏବେ ବ୍ୟାପକ ପ୍ରସ୍ତୁତି ଚାଲିଥିବା ଲକ୍ଷ୍ୟ କରାଯାଉଛି। 'ରଜ' ଓଡ଼ିଶାର ସବୁଠୁ ବୃହତ ଓ ଲୋକପ୍ରିୟ ପର୍ବ ଭାବରେ ବିଶ୍ୱବିଦିତ। ରାଜ୍ୟର ଉତ୍କର୍ଷତା, ଉତ୍କୃଷ୍ଟତା ଓ ଉପାଦେୟତାକୁ ଜାତୀୟ ରାଜଧାନୀ…
Dr. S. K. Agarwal appointed as Vice President of Akhil Bharatiya Agarwal Mahasabha
Kolkata( 4/5): Dr. Suresh Kumar Agarwal, a noted social worker and prominent member of the Agarwal community from Kolkata, has been appointed as the Vice President of the Akhil Bharatiya Agarwal Mahasabha on 26th April, 2026.
The…
ପାଲଲହଡ଼ା ପେଚାମୁଣ୍ଡି ଗାଁ ଚାଷୀଙ୍କ ଆୟ ବଢ଼ାଉଛି ‘ଆଇସ୍ବକ୍ସ’ ତରଭୁଜ ।
ପାଲଲହଡ଼ା : ଧାନ ଚାଷ ପରେ ପଡ଼ିଆ ପଡ଼ୁଥିବା ଜମିରେ ଏବେ ଫଳିଛି ସୁଆଦିଆ ତରଭୁଜ। ଅନୁଗୁଳ ଜିଲ୍ଲା ପାଲଲହଡ଼ା ବ୍ଳକର ପେଚାମୁଣ୍ଡି ପଞ୍ଚାୟତ ଏବେ ତରଭୁଜ ଚାଷର ହବ୍ ପାଲଟିଛି । ପାରମ୍ପରିକ ଚାଷ ଛାଡ଼ି ଏବେ 'ଆଇସବକ୍ସ' ତରଭୁଜ ଚାଷ କରି ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି ସ୍ଥାନୀୟ ଚାଷୀ ।…
ଚ଼ିଲିକା ବିଜେପିର ମିଶ୍ରଣ ପର୍ବ
ଭୁବନେଶ୍ଵର : ଭୁବନେଶ୍ୱର ସ୍ଥିତ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚ଼ନ୍ଦନଙ୍କ ସରକାରୀ ବାସଭବନ ଠାରେ ଚ଼ିଲିକା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କୁଲେଇ ପଞ୍ଚାୟତର ଏକ ଭବ୍ୟ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ପରିଷଦ ସଭ୍ୟାଙ୍କ ପ୍ରତିନିଧି ତପନ ପ୍ରଧାନଙ୍କ…
ବିଜୟଙ୍କ ଦଳର ବିଜୟ ତାଙ୍କ ପରିବାରରେ ଉତ୍ସବ ଆଣିଛି।
ତାମିଲନାଡୁ : ତାମିଲନାଡୁ ବିଧାନସଭା ନିର୍ବାଚନ ପାଇଁ ଭୋଟ ଗଣତି ଚାଲିଛି। ବିଜୟ ଥାଲାପତି ମଧ୍ୟ ଏହି ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ତାଙ୍କ ଦଳ, ତାମିଲନାଡୁ ଭେଟ୍ରି କାଝାଗମ, ୧୧୦ ଆସନରେ ଆଗୁଆ ଅଛି। ବିଜୟଙ୍କ ଦଳର ବିଜୟ ତାଙ୍କ ପରିବାରରେ ଉତ୍ସବ ଆଣିଛି। ତାଙ୍କ ସଫଳତାରେ…
ଶିକ୍ଷକତା ବୃତ୍ତିରୁ ଅବସର ନେଲେ ଓଡିଶାର ସୁଖ୍ୟାତ ଗାଳ୍ପିକ ଅଞ୍ଜନ ଚାନ୍ଦ : ବିଦାୟ ସଭାରେ ଲୋକାର୍ପିତ ହେଲା ଗଳ୍ପ…
ବାଲେଶ୍ୱର, ୩/୫ (କୃଷ୍ଣ କୁମାର ମହାନ୍ତି): ଓଡ଼ିଶାର ଜଣେ ସୁପରିଚିତ ଗାଳ୍ପିକ ଅଞ୍ଜନ ଚାନ୍ଦ ସମ୍ପ୍ରତି ନିଜର ଶିକ୍ଷକତା ବୃତ୍ତିରୁ ଅବସର ଗ୍ରହଣ କରିଛନ୍ତି। ସେ ବାଲେଶ୍ୱର ଜିଲ୍ଲାର ବରୁଣସିଂ ସ୍ଥିତ ନୀଳଗିରି ରୋଡ଼ ହାଇସ୍କୁଲରେ ବରିଷ୍ଠ ସଂସ୍କୃତ ଶିକ୍ଷକ ଭାବେ ଦୀର୍ଘ ୩୫ ବର୍ଷ ଧରି…
ଓଡ଼ିଶା ଉପକୂଳରୁ ନାଭାଲ ଆଣ୍ଟି-ଶିପ୍ ମିସାଇଲର ସଫଳ ପରୀକ୍ଷଣ
ବାଲେଶ୍ୱର,୩/୫(କୃଷ୍ଣ କୁମାର ମହାନ୍ତି): ଭାରତର ପ୍ରତିରକ୍ଷା ବିଭାଗ ଆଉ ଏକ ବଡ଼ ସଫଳତା ହାସଲ କରିଛି। ଓଡ଼ିଶା ଉପକୂଳସ୍ଥ ପ୍ରତିରକ୍ଷା କେନ୍ଦ୍ରରୁ ଦୂରଗାମୀ ହାଇପରସୋନିକ୍ ନାଭାଲ ଆଣ୍ଟି-ସିପ୍ ମିସାଇଲ୍ ର ଫେଜ୍-୨ ପରୀକ୍ଷଣ ସଫଳତାର ସହ ଗତକାଲି କରାଯାଇଛି। ପ୍ରତିରକ୍ଷା ଅନୁସନ୍ଧାନ ଓ ବିକାଶ…
ବାଲେଶ୍ୱର ସାଇବର ସେଲ୍ ପକ୍ଷରୁ ଉଦ୍ଧାର ହୋଇଥିବା ୩୫ଟି ମୋବାଇଲ୍ ପ୍ରକୃତ ମାଲିକଙ୍କୁ ହସ୍ତାନ୍ତର ହେଲା
ବାଲେଶ୍ୱର, ୩/୫(କୃଷ୍ଣ କୁମାର ମହାନ୍ତି): ଜିଲ୍ଲା ପୋଲିସର ସାଇବର ସେଲ୍ ବିଭିନ୍ନ ସମୟରେ ହଜି ଯାଇଥିବା କିମ୍ବା ଚୋରି ହୋଇଥିବା ୩୫ଟି ମୋବାଇଲ୍ ଫୋନ୍ ଉଦ୍ଧାର କରି ସେଗୁଡ଼ିକୁ ପ୍ରକୃତ ମାଲିକଙ୍କୁ ଫେରାଇଛି।
ଆଜି ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ…