Browsing Category

ମହାନଗର

କଂଗ୍ରେସରେ ଯୋଗଦେଲେ ପ୍ୟାରୀ ମହାପାତ୍ରଙ୍କ ଝିଅ

ଭୁବନେଶ୍ବର : ପୂର୍ବତନ ସାଂସଦ ସ୍ବର୍ଗତ ପ୍ୟାରୀମୋହନ ‌ମହାପାତ୍ରଙ୍କ ଝିଅ ସିକ୍ତା ପତି ବୁଧବାର ଦିନ ବିଧିବଦ୍ଧ ଭାବେ କଂଗ୍ରେସରେ ଯୋଗ ଦେଇଛନ୍ତି। ପ୍ୟାରୀ‌େମାହନଙ୍କ ମୃତ୍ୟୁର କିଛି ମାସ ପରେ ସିକ୍ତା ବିଜେଡିରେ ମିଶିଥିବାବେଳେ ବୁଧବାର ଦିନ ସେ ବିଜେଡି ଛାଡ଼ି କଂଗ୍ରେସରେ ମିଶିଛନ୍ତି।…

୧୦ ଜିଲ୍ଲାରେ ହେବ ଘନ କୁହୁଡ଼ି

ଭୁବନେଶ୍ବର : ୧୬ ଓ ୧୭ ତାରିଖରେ ଉପକୂଳବର୍ତ୍ତୀ ଓ ସଂଲଗ୍ନ ଜିଲ୍ଲାଗୁଡ଼ିକରେ ଘନ କୁହୁଡ଼ି ହେବାର ସମ୍ଭାବନା ରହିଛି। ୧୬ ତାରିଖରେ କଟକ, ଜଗତ୍‌ସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ, ଖୋର୍ଦ୍ଧା ଓ ଢେଙ୍କାନାଳ ଏବଂ ୧୭ ତାରିଖ ଭୋର ସମୟରେ ଗଞ୍ଜାମ, କନ୍ଧମାଳ, ନୟାଗଡ଼, ଖୋର୍ଦ୍ଧା, କଟକ,…

ସଫ୍ଟୱେର୍ ଇଞ୍ଜିନିୟର ଶ୍ୱେତା ଉତ୍କଳ କୁମାରୀଙ୍କ ଆତ୍ମହତ୍ୟା ମାମଲା: ବୟଫ୍ରେଣ୍ଡ ସୌମ୍ୟଜିତ୍ ଗିରଫ

ଭୁବନେଶ୍ୱର: ସଫ୍ଟୱେର୍ ଇଞ୍ଜିନିୟର ଶ୍ୱେତା ଉତ୍କଳ କୁମାରୀଙ୍କ ଆତ୍ମହତ୍ୟା ମାମଲାରେ ବୟଫ୍ରେଣ୍ଡ ସୌମ୍ୟଜିତ୍ ମହାପାତ୍ର ଗିରଫ ହୋଇଥିବାର ଖବର ମିଳିଛି। ବିଳମ୍ବିତ ରାତିରେ ସମ୍ବଲପୁର ବଂଶୀଧରନଗରସ୍ଥିତ ଘରୁ ସୌମ୍ୟଜିତକୁ ଉଠାଇଥିଲା କମିଶନରେଟ୍ ପୁଲିସ। ଆଉ କିଛି ସମୟ ପରେ ପୁଲିସ…

ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି: ରାଜଭବନ ସମ୍ମୁଖରେ ବିଜେପିର ବିକ୍ଷୋଭ ପ୍ରଦର୍ଶନ

ଭୁବନେଶ୍ବର: ମନ୍ତ୍ରୀ ନବ ଦାସ ହତ୍ୟା ଘଟଣା ଏବଂ ବିପର୍ଯ୍ୟସ୍ତ ଆଇନଶୃଙ୍ଖଳାକୁ ନେଇ ରାଜଭବନ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛି ବିଜେପି। ମୁଖ୍ୟମନ୍ତ୍ରୀ ଗାଦି ଛାଡ଼, ମନ୍ତ୍ରୀ ହତ୍ୟାକାରୀ ମୁଖ୍ୟମନ୍ତ୍ରୀ ଲେଖାଥିବା ପ୍ଲାକାର୍ଡ ଧରି ଧାରଣାରେ ବସିଛନ୍ତି ବିଜେପି ନେତା ଓ କର୍ମୀ । ଦଳ…

ଆନ୍ତର୍ଜାତିକ ଶୋଭନୀୟ ଉତ୍ସବ-୨୦୨୩ ଆୟୋଜିତ

ଉଦୟଗିରି / ଭୁବନେଶ୍ୱର: ଆଜିର ସମାଜରେ ଅଶୋଭନୀୟତା, ଅସହିଷ୍ଣୁତା ଏବଂ ଅସାମାଜିକତାର ମାତ୍ରାଧିକ ବୃଦ୍ଧି ନେଇ ଘୋର ଉଦ୍‍ବେଗ ପ୍ରକାଶ କରାଯାଇଛି । ଏହି ପୃଷ୍ଠଭୂମିରେ ଆନ୍ତର୍ଜାତିକ ସ୍ତରରେ ଶୋଭନୀୟ ଆନ୍ଦୋଳନର ପ୍ରଚାର, ପ୍ରସାର ଓ ଏନେଇ ସଚେତନତାର ପ୍ରାସଙ୍ଗିକତା ଓ ଆବଶ୍ୟକତା ଯଥେଷ୍ଟ…

ନବମ ଶ୍ରେଣୀରେ ପଢ଼ୁଥିବା ଦୁଇ ଭାଇଙ୍କ ପ୍ରଶଂସନୀୟ ପ୍ରୟାସ

କଟକ: ମୋମୋ ଓ ସୁପ୍‌ ବ୍ୟବସାୟ କରୁଛନ୍ତି ନବମ ଶ୍ରେଣୀର ଛାତ୍ର ତଥା ଦୁଇ ଭାଇ ଦର୍ଶିନୀ ପ୍ରଧାନ ଓ ଧ୍ରୁବ ପ୍ରଧାନ। ପାଠପଢ଼ା ବଜାୟ ରଖିବା ସହ ଦୁଇ ପଇସା ରୋଜଗାର କରି ନିଜ ମା’ଙ୍କୁ ସହାୟତା କରିବା ପାଇଁ ଅଣ୍ଟା ଭିଡ଼ିଛନ୍ତି ଏହି ଦୁଇ ଭାଇ। ନିଜ ସଞ୍ଚୟ ଅର୍ଥରୁ ପ୍ରଥମ କରି ଏହି ମୋମୋ ଓ…

ପୌର ନିଗମରେ ବିପର୍ଯ୍ୟସ୍ତ ପରିମଳ, ଅନୁମତି ପରେ ବି ସବୁ ୱାର୍ଡରେ ଆରମ୍ଭ ହେଲାନି ସଫେଇ

କଟକ: ସହରର ପରିମଳ ଟେଣ୍ଡରକୁ ନେଇ ସରକାରଙ୍କ ପକ୍ଷରୁ ଗଲା ସେପ୍ଟେମ୍ବର ମାସରେ ଅନୁମତି ମିଳିଥିଲା। ମାତ୍ର ଏହା ମଧ୍ୟରେ ୨ମାସ ବିତି ଯାଇଥିଲେ ବି ଏହାକୁ ସଂପୂର୍ଣ୍ଣ ଭାବେ ନିଗମର ସବୁ ୱାର୍ଡରେ କାର୍ଯ୍ୟକ୍ଷମ କରାଯାଇ ପାରିଲା ନାହିଁ। ଦୁଇ ମାସ ମଧ୍ୟରେ ନିଗମର ୫୯ଟି ୱାର୍ଡରୁ କେବଳ ୨୫ଟି…

ରୁଚିକା ଆତ୍ମହତ୍ୟା ମାମଲା: ନବନିର୍ମାଣ ଯୁବ ଛାତ୍ର ସଂଗଠନର ବିଧାନସଭା ଘେରାଉ ଉଦ୍ୟମ, ଟେକିନେଲା ପୁଲିସ୍‌

ଭୁବନେଶ୍ବର: ରୁଚିକାକୁ ନ୍ୟାୟ ଦେବାକୁ ନବନିର୍ମାଣ ଯୁବ ଛାତ୍ର ସଂଗଠନ ବିଧାନସଭା ଘେରାଉ ଉଦ୍ୟମ ବେଳେ ବିଧାନସଭା ଆଗରୁ ଉଠାଇ ନେଲା ପୁଲିସ। ନବନିର୍ମାଣ ଯୁବ ଛାତ୍ର ସଂଗଠନର ଏକାଧିକ ଯୁବକ ଓ ରୁଚିକାଙ୍କ ମାଆ ଝିଅର ନ୍ୟାୟ ପାଇଁ ବିଧାନସଭା ଆଡକୁ ଧସେଇ ପଶିଲା ବେଳେ ଗିରଫ କଲା କମିଶନରେଟ୍…

୩ ଦଫା ଦାବି ପୂରଣ ପାଇଁ ଦ୍ୱିତୀୟ ଦିନରେ ମିଳିତ ପ୍ରାଥମିକ ଶିକ୍ଷକ ମହାସଂଘର ଧାରଣା

ଭୁବନେଶ୍ବର: ଦ୍ୱିତୀୟ ଦିନରେ ଜାରି ରହିଛି ମିଳିତ ପ୍ରାଥମିକ ଶିକ୍ଷକ ମହାସଂଘର ଧାରଣା। ପ୍ରାଥମିକ ଶିକ୍ଷାରେ ଚୁକ୍ତିଭିତ୍ତିକ ନିଯୁକ୍ତି ଉଚ୍ଛେଦ ସହ ୨୦୦୧ରୁ ନିଯୁକ୍ତ ସମସ୍ତ ସ୍ବେଚ୍ଛାସେବୀ ଶିକ୍ଷା ସହାୟକ, ଶିକ୍ଷା ସହାୟକ ଓ କନିଷ୍ଠ ଶିକ୍ଷକଙ୍କ ମୂଳ ଚାକିରିକୁ ସରକାରୀ ସେବା ରୂପେ ଗଣନା…

ଫ୍ଲାଟ୍‌ ଦେବା ନାଁରେ ୧.୭୨ କୋଟି ଚଳୁ, ବିଲ୍ଡରଙ୍କୁ ବାନ୍ଧିଲା ଇଓଡବ୍ଲୁ

ଭୁବନେଶ୍ବର: ଫ୍ଲାଟ୍‌ ଦେବା ନାଁରେ କୋଟି କୋଟି ଟଙ୍କା ଠକେଇ କରି ଫେରାର୍‌ ଥିବା ଜଣେ ବିଲ୍ଡରକୁ କ୍ରାଇମ୍‌ବ୍ରାଞ୍ଚ ଅର୍ଥନୈତିକ ଅପରାଧ ଶଖା(ଇଓଡବ୍ଲୁ) ଗିରଫ କରିଛି। ସେ ହେଲେ, ବାସେରା ଡିଜାଇନ୍‌ ପ୍ରାଇଭେଟ୍‌ ଲିମିଟେଡ୍‌ର ଏମ୍‌ଡି ମନୋଜ ପଟ୍ଟନାୟକ। ଉକ୍ତ ସଂସ୍ଥା ଏକ କୋଟି ୭୨ଲକ୍ଷରୁ…