Browsing Category

ମହାନଗର

ରାଜ୍ୟରେ ବଦଳିବ ପ୍ରାଥମିକ ଶ୍ରେଣୀ ଗୃହର ପରିବେଶ ।

ଭୁବନେଶ୍ବର: ରାଜ୍ୟରେ ବଦଳିବ ପ୍ରାଥମିକ ଶ୍ରେଣୀ ଗୃହର ପରିବେଶ । ଆଉ ତଳେବସି ପଢିବେନି ପ୍ରାଥମିକ ସ୍କୁଲର ଛାତ୍ରଛାତ୍ରୀ । ଏଣିକି ପିଲାମାନେ ଦରିରେ ବସିବେ, ରଙ୍ଗୀନ ଡେସ୍କରେ ଲେଖିବେ । ଛାତ୍ରଛାତ୍ରୀଙ୍କୁ ଆକର୍ଷଣୀୟ ଶ୍ରେଣୀଗୃହ ସହିତ ଅତ୍ୟାଧୁନିକ ଶୈକ୍ଷିକ ଉପକରଣ ଯୋଗାଇଦିଆଯିବ ।…

ସାପ କାମୁଡ଼ା: ୭ବର୍ଷରେ ମଲେଣି ୬୩୫୧

ଭୁବନେଶ୍ବର: ରାଜ୍ୟରେ ଯେତିକି ଲୋକଙ୍କର ବିପର୍ଯ୍ୟୟ ଜନିତ ମୃତ୍ୟୁ ହେଉଛି ସେଥିରୁ ୪୦% ଲୋକଙ୍କର କେବଳ ସାପ କାମୁଡ଼ାରେ ମୃତ୍ୟୁ ହେଉଛି। ଦିନକୁ ଦିନ ସାପ କାମୁଡ଼ା ଏବଂ ସାପ କାମୁଡ଼ା ଜନିତ ମୃତ୍ୟୁ ବଢ଼ି ଚାଲିଥିବାବେଳେ ଗତ ୭ବର୍ଷରେ ୬୩୫୧ଜଣଙ୍କର ମୃତ୍ୟୁ ହେଲାଣି। ଏପରିକି ସାପ କାମୁଡ଼ିଲେ…

ଶୁଭଲକ୍ଷ୍ମୀ ମୃତ୍ୟୁ ଘଟଣାକୁ ନେଇ ରାଜ୍ୟ ମହିଳା କମିଶନଙ୍କ ଉଦବେଗ

ଭୁବନେଶ୍ବର: ଦୀପାଲି ବାରରେ ବାର ଡ୍ୟାନ୍ସର ଭାବେ କାମ କରୁଥିବା ଶୁଭଲକ୍ଷ୍ମୀ ମୃତ୍ୟୁ ଘଟଣାକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି ରାଜ୍ୟ ମହିଳା କମିଶନ। ୧୫ ଦିନ ମଧ୍ୟରେ ଘଟଣାର ତଦନ୍ତ ରିପୋର୍ଟ ଦେବାକୁ କମିଶନରେଟ ପୁଲିସକୁ ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା ନିର୍ଦ୍ଦେଶ ଦେଇଛନ୍ତି। ସେପଟେ…

ଭୁବନେଶ୍ବର ନନ୍ଦନବିହାରରେ ଭୟାବହ ଅଗ୍ନିକାଣ୍ଡ

ଭୁବନେଶ୍ବର: ଭୁବନେଶ୍ବର ଚନ୍ଦ୍ରଶେଖରପୁର ନନ୍ଦନବିହାରରେ ଭୟାବହ ଅଗ୍ନିକାଣ୍ଡ। ଭୋରରୁ ୩ ମହଲା କୋଠାରେ ଲାଗିଲା ନିଆଁ। ଏମ୍ବାସୀ ବାର ମାଲିକଙ୍କ ଘରେ ସର୍ଟସର୍କିଟରୁ ଅଗ୍ନିକାଣ୍ଡ ହୋଇଛି। ହଠାତ ନିଆଁ ଦେଖି ଘର ମାଲିକଙ୍କ ସ୍ତ୍ରୀ ଓ ପିଲା ବାଥରୁମରେ ପଶିଯାଇଥିଲେ। ସାଓ୍ବାର ଖୋଲି ଦୀର୍ଘ ସମୟ…

ନିଶାସକ୍ତ ଯୁବକର ନାରକୀୟ କାଣ୍ଡ

ଭୁବନେଶ୍ବର: ମଧ୍ୟରାତ୍ରୀରେ ଜଣେ ଦୁର୍ବୃତ୍ତ ନାରକୀୟ କାଣ୍ଡ ଘଟାଇଛି। ସେ ଦମ୍ପତିକୁ ଆକ୍ରମଣ କରିଛି। ସେ ବ୍ଲେଡରେ ସ୍ୱାମୀର ତଣ୍ଟି କାଟିବା ସହ ସ୍ତ୍ରୀକୁ ଛୁରା ମାଡ଼ କରିଛି। ଉଭୟଙ୍କୁ ଗୁରୁତର ଅବସ୍ଥାରେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ୧୦୮ ଆମ୍ବୁଲାନ୍ସ ଯୋଗେ ରାତି ପ୍ରାୟ…

୧୪ ରୁ ୧୭ ଯାଏଁ ରାଜ୍ୟରେ ବଡ଼ ବର୍ଷା

ଭୁବନେଶ୍ୱର : ରାଜ୍ୟରେ ପୁଣି ବଡ଼ ବର୍ଷା ସମ୍ଭାବନା । ଆସନ୍ତା ୧୪ ରୁ ୧୭ ତାରିଖ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ପ୍ରଭାବିତ ହେବ ଉତ୍ତର ଉପକୂଳ ଓଡ଼ିଶାର ଅଧିକାଂଶ ଜିଲ୍ଲା । ୧୩ ତାରିଖରେ ଗାଙ୍ଗେୟ ଉପତ୍ୟାକା ଏବଂ ଉତ୍ତର ଓଡ଼ିଶା ଉପକୂଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବା…

ପୁଣି ବିଧାନସଭାରେ ଉଠିଲା ନବ ଦାସଙ୍କ ହତ୍ୟାକାଣ୍ଡ ପ୍ରସଙ୍ଗ: ପୂର୍ବାହ୍ନ ସାଢ଼େ ୧୧ଟା ଯାଏ ଗୃହ ମୁଲତବୀ

ଭୁବନେଶ୍ବର: ଆଜି ପୁଣି ବିଧାନସଭାରେ ଉଠିଲା ନବ ଦାସଙ୍କ ହତ୍ୟାକାଣ୍ଡ ପ୍ରସଙ୍ଗ। ପ୍ରଶ୍ନକାଳରେ ବିରୋଧୀ ବିଜେପି ଓ କଂଗ୍ରେସ ସଦସ୍ୟମାନେ ପୂର୍ବତନ ମନ୍ତ୍ରୀ ନବ ଦାସଙ୍କ ହତ୍ୟାକାଣ୍ଡ ପ୍ରସଙ୍ଗ ନେଇ ଆଲୋଚନା କରିବାକୁ ଦାବି କରିଥିଲେ, ହେଲେ ସେଥିଲାଗି ବାଚସ୍ପତି ଅନୁମତି ଦେଇ ନ ଥିଲେ।…

ଆଜି ମୁମ୍ବଇ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ

ଭୁବ‌ନେଶ୍ବର :  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର(ଆଜି) ମୁମ୍ବଇ ଗସ୍ତରେ ଯିବେ। ଦୁଇଟି କାର୍ଯ୍ୟକ୍ରମରେ ଯୋଗଦେବାକୁ ମୁଖ୍ୟମନ୍ତ୍ରୀ ମୁମ୍ବଇ ଯାଉଛନ୍ତି । ଓଡ଼ିଶା ନିବେଶକ ସମ୍ମିଳନୀ ଓ ସ୍ପୋର୍ଟସ ଷ୍ଟାର୍ ଏସେସ୍ ପୁରସ୍କାର ସମାରୋହରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଯୋଗଦେବେ ବୋଲି…

କପି କର, ପାସ କର!

କପି କର, ପାସ କର। ଏହି ଢାଞ୍ଚାରେ ଚାଲିଛି କି ବିଜେଡି। କେନ୍ଦ୍ର ବଜେଟ ପରେ ସବୁଠି ଚର୍ଚ୍ଚା ଓ ଆଲୋଚନା କରୁଛନ୍ତି ବିଜେପି ନେତା। ଖୋଦ କେନ୍ଦ୍ର ଅର୍ଥମନ୍ତ୍ରୀ ଓଡ଼ିଶା ଆସି ବଜେଟ ଉପରେ ଆଲୋଚନା କରିଥିଲେ। ଏବେ ସମାନ ବାଟ ଆପଣାଇଛି ବିଜେଡି।

ପୁରୁବାଈ କନ୍ୟାଶ୍ରମର ଅନ୍ତେବାସିନୀ ଅସୁସ୍ଥ ଘଟଣା: ପ୍ରତିକ୍ରିୟା ରଖିଲେ ଜନସ୍ୱାସ୍ଥ୍ୟ ନିର୍ଦେଶକ

ଭୁବନେଶ୍ବର: ବାଲେଶ୍ୱର ଜିଲ୍ଲା ସୋର ପୂରୁବାଈ କନ୍ୟାଶ୍ରମ ଘଟଣା ଉପରେ ପ୍ରତିକ୍ରିୟା ରଖିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦେଶକ ନିରଞ୍ଜନ ମିଶ୍ର। ସେ କହିଛନ୍ତି, ରିପୋର୍ଟକୁ ନେଇ ଦ୍ୱନ୍ଦ୍ୱରେ ସ୍ୱାସ୍ଥ୍ୟ ବିଭାଗ। ଲକ୍ଷଣ ଥିବା ରୋଗୀଙ୍କ ଟେଷ୍ଟ ରିପୋର୍ଟ ନେଗେଟିଭ, ଲକ୍ଷଣ ନଥିବା ରୋଗୀଙ୍କ ଟେଷ୍ଟ…