Browsing Category

ମହାନଗର

ରାଜ୍ୟ କ୍ୟାବିନେଟ୍‌ରେ ଅନୁମୋଦନ: ମୋଟର ଯାନ ବକେୟା ଟିକସ ଓ ଜରିମାନାର ହେବ ଏକକାଳୀନ ପରିଶୋଧ

ଭୁବନେଶ୍ୱର: ମଙ୍ଗଳବାରେ ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ୍‌ ବୈଠକରେ ୧୦ଟି ପ୍ରସ୍ତାବକୁ ମଞ୍ଜୁରୀ ପ୍ରଦାନ କରାଯାଇଛି । ଗୋପାଳପୁରରେ ଶିଳ୍ପ କରିଡର ପ୍ରତିଷ୍ଠା ପାଇଁ ଏଥିରେ ନିଷ୍ପତ୍ତି ଗ୍ରହଣ କରାଯାଇଛି । ଏହା ସହ ଚୌଦ୍ୱାର ଓ ସମ୍ବଲପୁରରେ…

ଏମ୍‌ସ ଠିକା କର୍ମଚାରୀଙ୍କ ୫ ଘଣ୍ଟା କାର୍ଯ୍ୟବନ୍ଦ ଆନ୍ଦୋଳନ: ତେଜୁଛି ଏମସ ଠିକା କର୍ମଚାରୀ-ଠିକା ସଂସ୍ଥା ବିବାଦ

ଭୁବନେଶ୍ବର: ଏମ୍‌ସରେ ଠିକା ସଂସ୍ଥା ଏବଂ ଠିକା କର୍ମଚାରୀଙ୍କ ବିବାଦ ଥମିବାର ନାଁ ନେଉ ନାହିଁ। ବରଂ ବର୍ତ୍ତମାନ ମାମଲା ଥାନାରେ ପହଞ୍ଚିଛି। ଉଭୟ ପକ୍ଷ ପରସ୍ପର ବିରୋଧରେ ମାଡ଼ପିଟ ଓ ଆକ୍ରମଣର ଅଭିଯୋଗ କରିବା ପରେ ଖଣ୍ଡଗିରି ଥାନାରେ ମାମଲା ରୁଜ୍ଜୁ ହୋଇଛି। ଏହାକୁ ନେଇ ସକାଳ ୭ଟାରୁ ଏମ୍‌ସରେ…

ରାଜଧାନୀରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ବସକୁ ପିଟିଲା କାର୍, ଚାଲିଗଲା ଜଣଙ୍କ ଜୀବନ

ଭୁବନେଶ୍ବର: ରାଜଧାନୀରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଠାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ଓ ୩ ଆହତ ହୋଇଛନ୍ତି। ସୂଚନା ଅନୁଯାୟୀ, ଚନ୍ଦ୍ରଶେଖରପୁର ଥାନା ନିକଟ ପେଟ୍ରୋଲ ପମ୍ପ ପାଖରେ ଦୁର୍ଘଟଣା ଘଟିଛି। ଏଠାରେ ଭାରସାମ୍ୟ ହରାଇ ଏକ ଦ୍ରୁତଗାମୀ କାର୍ ଡିଭାଇଡର ଉପରକୁ…

ଶ୍ରାବଣୀଙ୍କୁ ୯ ଲକ୍ଷ ୪୦ ହଜାର ଟଙ୍କା ପୁରସ୍କାର ପ୍ରଦାନ

ଭୁବନେଶ୍ୱର: ଧାବିକା ଶ୍ରାବଣୀ ନନ୍ଦଙ୍କୁ କ୍ରୀଡ଼ା ଓ ଯୁବସେବା ବିଭାଗ ପକ୍ଷରୁ ୯ଲକ୍ଷ ୪୦ ହଜାର ଟଙ୍କାର ଅର୍ଥରାଶି ପୁରସ୍କାର ପ୍ରଦାନ କରାଯାଇଛି। ଗୋଆରେ ଆୟୋଜିତ ୩୭ ତମ ଜାତୀୟ କ୍ରୀଡ଼ାରେ ଉଲ୍ଲେଖନୀୟ ପ୍ରଦର୍ଶନ ଲାଗି ଏହି ପୁରସ୍କାର ପ୍ରଦାନ କରାଯାଇଛି। ଗତକାଲି କଳିଙ୍ଗ ଷ୍ଟାଡିୟମ ଠାରେ…

ଥାଇ ମସାଜ ସ୍ପା’ରେ ରାଜକୀୟ ମଉଜ: ଗ୍ରାହକଙ୍କ ପ୍ରଥମ ପସନ୍ଦ ଥାଇଲାଣ୍ଡ ଯୁବତୀ

ଭୁବନେଶ୍ୱର: ସତ୍ୟ ନଗର ଅଞ୍ଚଳରେ ଥିବା ‘ଭେଷ୍ଟେଜ୍‌ ସ୍ପା’ ବା ‘ଶିବାନୀ ୱେଲ୍‌ନେସ୍‌ ବିୟୁଟି ସ୍ପା ଆଣ୍ଡ ହମାମ’ରେ ଚଢ଼ଉ କରି ଖାରବେଳନଗର ଥାନା ପୁଲିସ ଯେଉଁସବୁ ତଥ୍ୟ ହାତେଇଛି, ଶୁଣିବା ଲୋକଙ୍କ ଆଖି ଟେରା ହେଇ ଯାଉଛି। ଦେଶର ବିଭିନ୍ନ ରାଜ୍ୟ ସମେତ ଥାଇଲ୍ୟାଣ୍ଡରୁ ଯୁବତୀମାନଙ୍କୁ ଆଣି…

ନବୀନ ନିବାସରେ ପ୍ରଫୁଲ୍ଲ ଘଡ଼େଇ: ଏକ ଦଶନ୍ଧି ପରେ ଗଲେ,

ଦୀର୍ଘ ପ୍ରାୟ ଏକ ଦଶନ୍ଧି ପରେ ନବୀନ ନିବାସରେ ବରିଷ୍ଠ ନେତା ପ୍ରଫୁଲ୍ଲ ଘଡ଼େଇ । ବିଜେଡିରେ ବିଧିବଦ୍ଧ ଯୋଗ ଦେଇଥିବା ଅବସରପ୍ରାପ୍ତ ଆଇଏଏସ୍ ଭିକେ ପାଣ୍ଡିଆନଙ୍କୁ ଭେଟିଛନ୍ତି । ପାଣ୍ଡିଆନ ବିଜେଡିରେ ଯୋଗ ଦେବାପରେ ତାଙ୍କୁ ବିଭିନ୍ନ ସଂଗଠନ ଓ ବ୍ୟକ୍ତିବିଶେଷ ନବୀନ ନିବାସ ଯାଇ ଶୁଭେଚ୍ଛା…

ଆନନ୍ଦମ ଫାଉଣ୍ଡେସନର ବିଶିଷ୍ଟ ସମ୍ପର୍କ ଅଭିଯାନ

ଭୁବନେଶ୍ୱର (1/12);ଆନନ୍ଦ ଫାଉଣ୍ଡେସନ, ଏକ ସାମାଜିକ-ଆଧ୍ୟାତ୍ମିକ ସେବା ସଂସ୍ଥା ଦ୍ୱାରା ଭାରତର ଲୋକପ୍ରିୟ ତଥା ବିଶିଷ୍ଟ ବ୍ୟକ୍ତିତ୍ୱମାନଙ୍କୁ ସାକ୍ଷାତ କରି ସଂଗଠନର ଉଦ୍ଦେଶ୍ୟ ଏବଂ କାର୍ଯ୍ୟକଳାପ ବିଷୟରେ ସୂଚନା ଦେବାକୁ ନିଷ୍ପତ୍ତି ନେଇଛି | ଏହି କାଯ୍ୟକ୍ରମର ଗତ 20 ନଭେମ୍ବର 2023…

ଭାଷା ଓ ସାହିତ୍ୟର ପ୍ରସାର ଏବଂ ପ୍ରକାଶନ ଶିଳ୍ପର ଅଭିବୃଦ୍ଧି ଦିଗରେ ଉଲ୍ଲେଖନୀୟ ଭୂମିକା ଗ୍ରହଣ କରିଛି ପୁସ୍ତକ ମେଳା…

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପଞ୍ଚମ ଓଡ଼ିଶା ରାଜ୍ୟ ପୁସ୍ତକ ମହୋତ୍ସବ ‘ଅକ୍ଷର’ର ଶୁଭ ଉଦ୍‌ଘାଟନ କରିଛନ୍ତି । ଏକ ବାର୍ତ୍ତାରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ପୁସ୍ତକ ମେଳା ଭାଷା ଓ ସାହିତ୍ୟର ପ୍ରସାର ସହିତ ପ୍ରକାଶନ ଶିଳ୍ପର ଅଭିବୃଦ୍ଧି ଦିଗରେ ଉଲ୍ଲେଖନୀୟ ଭୂମିକା ଗ୍ରହଣ…

ଓଡ଼ିଶା ସରକାର ନିଜେ ଅସୁସ୍ଥ ହୋଇ ଭୁବନେଶ୍ଵର ଲୋକଙ୍କୁ ଅସୁସ୍ଥ କରୁଛନ୍ତି: ବିଜେପି ସଭାପତି ମନମୋହନ ସାମଲ

ଭୁବନେଶ୍ୱର: ଗାଡକଣ ସୈନିକ ସ୍କୁଲ ଠାରେ ଥିବା ଡମ୍ପିଂ ୟାର୍ଡକୁ ସଂପୂର୍ଣ୍ଣ ଉଚ୍ଛେଦ ଦାବିରେ ଚତୁର୍ଥ ଦିନରେ ପହଞ୍ଚିଲା ବିଜେପିର ସତ୍ୟାଗ୍ରହ | ଦଳର ସତ୍ୟାଗ୍ରହରେ ସାମିଲ ହେଲେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ | ଡ଼ମ୍ପିଂ ୟାର୍ଡ ସମସ୍ୟାର ସ୍ଥାୟୀ ସମାଧାନ ନହେବା ଯାଏଁ ବିଜେପି…

ଘଟଗାଁ ସଡକ ଦୁର୍ଘଟଣା ; ଅନୁକମ୍ପା ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର : ଘଟଗାଁ ଥାନା ୨୦ ନମ୍ବର ଜାତୀୟ ରାଜପଥର ବାଲିଯୋଡି ନିକଟ ଦୁର୍ଘଟଣାରେ ୮ ଜଣ ବ୍ୟକ୍ତିଙ୍କ ମୃତ୍ୟୁ ସହ ୧୨ ଆହତ ହୋଇଥିବା ମର୍ମନ୍ତୁଦ ଦୁର୍ଘଟଣାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ଗଭୀର ଶୋକ ପ୍ରକାଶ କରିଛନ୍ତି। ୧ ଡିସେମ୍ବର ୨୦୨୩ ଘଟଗାଁ ନିକଟରେ ସଡକ ଦୁର୍ଘଟଣାରେ…