Sign in
Sign in
Recover your password.
A password will be e-mailed to you.
Browsing Category
ମହାନଗର
ଭୁବନେଶ୍ବରରେ ପହଞ୍ଚିଲେ ଗୃହ ମନ୍ତ୍ରୀ ଅମିତ ଶାହ
ଭୁବନେଶ୍ୱର : ଓଡ଼ିଶାରେ ପହଞ୍ଚିଛନ୍ତି କେନ୍ଦ୍ରମନ୍ତ୍ରୀ ଅମିତ ଶାହ। ମୁଣ୍ଡଳୀ, ପାରାଦୀପ ଓ ଜଟଣୀ ପରେ ଭୁବନେଶ୍ୱରଭ ସ୍ଥିତ ଇଡ଼କୋ ପ୍ରଦର୍ଶନୀ ପଡିଆରେ ସରକାରୀ କାର୍ଯ୍ୟକ୍ରମରେ ଯୋଗଦେବେ ଶାହ।
ଓଡ଼ିଶାରେ ପହଞ୍ଚିଛନ୍ତି କେନ୍ଦ୍ର ଗୃହ ଓ ସମବାୟ ମନ୍ତ୍ରୀ ଅମିତ ଶାହ। ନିର୍ଦ୍ଧାରିତ ସମୟ…
ରାଜ୍ୟସଭା ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କଲେ ସନ୍ତୃପ୍ତ ମିଶ୍ର ଏବଂ ଦତ୍ତେଶ୍ବର ହୋତା
ଭୁବନେଶ୍ବର : ଆଜି ହେଉଛି ରାଜ୍ୟସଭା ନିର୍ବାଚନ ପାଇଁ ନାମାଙ୍କନ ଦାଖଲ କରିବାର ଶେଷ ଦିନ। ସେଥିପାଇଁ ଆଜି ଉଭୟ ବିଜେଡି ଓ ବିଜେପିର ପ୍ରାର୍ଥୀମାନେ ପ୍ରାର୍ଥୀ ପତ୍ର ଦାଖଲ କରିଛନ୍ତି। ଆଜି ବିଧାନସଭାରେ ପ୍ରକୋଷ୍ଠରେ ଖୋଲା ଯାଇଥିବା ରିଟର୍ଣ୍ଣି ଅଫିସରେ ପ୍ରଥମେ ବିଜେଡି ନାମାଙ୍କନ ଦାଖଲ…
ବିଜୁ ପଟ୍ଟନାୟକଙ୍କୁ ନେଇ କହିଦେଲେ ବଡ଼ କଥା ଦିଲ୍ଲୀପ ରାୟ
ଭୁବନେଶ୍ୱର : ଓଡ଼ିଶାରେ ଖାଲି ପଡ଼ିଥିବା ରାଜ୍ୟ ସଭା ଆସନ ପାଇଁ ଗୁରୁବାର ନାମାଙ୍କନ ଦାଖଲ କରିବେ ୫ ପ୍ରାର୍ଥୀ। ଓଡ଼ିଶାରୁ ଏଥର ୪ ପ୍ରାର୍ଥୀ ରାଜ୍ୟ ସଭାକୁ ଯିବେ। ଭାଜପା ପକ୍ଷରୁ ମନମୋହନ ସାମଲ ଓ ସୁଜିତ କୁମାର ପ୍ରାର୍ଥୀ ହୋଇଥିବାବେଳେ ତୃତୀୟ ଆସନ ପାଇଁ ବିଜେଡିର ସଂତୃପ୍ତ ମିଶ୍ର…
୫ରେ ରାଜ୍ୟବ୍ୟାପୀ ବିଜୁ ଜୟନ୍ତୀ ପାଳିବ ବିଜେଡି
ଭୁବନେଶ୍ୱର : ବିଜେଡି ପକ୍ଷରୁ ଆସନ୍ତା ୫ ତାରିଖରେ ରାଜ୍ୟବ୍ୟାପୀ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ପାଳନ କରାଯିବ । ସମସ୍ତ ନିର୍ବାଚନମଣ୍ଡଳୀରେ ଏ ନେଇ କାର୍ଯ୍ୟକ୍ରମ ହେବ ।
ଶଙ୍ଖ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଦଳର ବରିଷ୍ଠ ଉପସଭାପତି ଦେବୀ ପ୍ରସାଦ ମିଶ୍ର,…
ଜିନ୍ଦଲ ଏବଂ ବିଏମସିର ମିଳିତ ଉଦ୍ୟମରେ ମୋବାଇଲ୍ ସାନିଟେସନ୍ ୟୁନିଟ୍ ଆରମ୍ଭ
ଭୁବନେଶ୍ୱର : ଭୁବନେଶ୍ୱର ମ୍ୟୁନିସିପାଲ୍ କର୍ପୋରେସନ୍ (BMC) ସହିତ, ଜିନ୍ଦଲ ଫାଉଣ୍ଡେସନ ମିଳିତ ଭାବରେ ସହର ସାରା ସାର୍ବଜନୀନ କାର୍ଯ୍ୟକ୍ରମ, ଉତ୍ସବ ଏବଂ ବଡ଼ ସମାବେଶ ସମୟରେ ସୁବିଧାଜନକ ଏବଂ ସ୍ୱଚ୍ଛ ଶୌଚାଳୟ ସୁବିଧା ଯୋଗାଇବା ପାଇଁ ଡିଜାଇନ୍ କରାଯାଇଥିବା ଏକ ମୋବାଇଲ୍ ସାନିଟେସନ୍ ୟୁନିଟ୍…
ଇଗ୍ନୋର ନାମଲେଖା ଅବଧି ୧୫ ମାର୍ଚ୍ଚ ପର୍ଯ୍ୟନ୍ତ ବୃଦ୍ଧି
ଭୁବନେଶ୍ଵର : ଶିକ୍ଷାର୍ଥୀମାନଙ୍କ ସୁବିଧା ଓ ବିଭିନ୍ନ ବର୍ଗର ଆବଶ୍ୟକତାକୁ ଦୃଷ୍ଟରେ ରଖି ଇନ୍ଦିରା ଗାନ୍ଧୀ ଜାତୀୟ ମୁକ୍ତ ବିଶ୍ୱବିଦ୍ୟାଳୟ (ଇଗ୍ନୋ) ଜାନୁଆରୀ-୨୦୨୬ ଶିକ୍ଷାସତ୍ର ପାଇଁ ନାମଲେଖା ଅବଧିକୁ ଚଳିତ ମାର୍ଚ୍ଚ ୧୫ ତାରିଖ ପର୍ଯ୍ୟନ୍ତ ବଢ଼ାଇଛି। ସାର୍ଟିଫିକେଟ୍ ଓ ସେମିଷ୍ଟାର-ଆଧାରିତ…
ରେଳ ସୁରକ୍ଷା ବଳର ମହାନିର୍ଦ୍ଦେଶକଙ୍କ ଦ୍ୱାରା ପୂର୍ବତଟ ରେଳପଥର ଅଧିକାରୀମାନଙ୍କ ସହ ସମୀକ୍ଷା ବୈଠକ
ଭୁବନେଶ୍ୱର : ରେଳ ସୁରକ୍ଷା ବଳ (RPF)ର ମହାନିର୍ଦ୍ଦେଶକ ସୋନାଲି ମିଶ୍ର, ଆଇପିଏସ, ଆଜି ଭୁବନେଶ୍ୱରର ରେଳ ସଦନରେ ପୂର୍ବତଟ ରେଳପଥର ମହାପ୍ରବନ୍ଧକ ପରମେଶ୍ୱର ଫୁଙ୍କୱାଲ ଏବଂ ବରିଷ୍ଠ ଅଧିକାରୀଙ୍କ ସହିତ ଏକ ସମୀକ୍ଷା ବୈଠକ କରିଛନ୍ତି।
ଏହି ବୈଠକରେ ରେଳ ସୁରକ୍ଷାକୁ ସୁଦୃଢ଼ କରିବା,…
ଭୁବନେଶ୍ୱରରେ ପୁଣି ସିମ ବକ୍ସ ଜବତ : ୨ କେରଳ ଯୁବକ ଗିରଫ
ଭୁବନେଶ୍ବର: ରାଜଧାନୀରେ ପୁଣି ସିମ୍ ବକ୍ସ ନେଟୱର୍କ ଠାବ ହୋଇଛି । ଏଥର ଏହି ସିମ୍ ବକ୍ସରେ ଚୀନ ଓ ବାଂଲାଦେଶ ଲିଙ୍କ୍ ରହିଥିବା ଜଣାପଡିଛି । ଚନ୍ଦ୍ରଶେଖରପୁର ଥାନା ଅଞ୍ଚଳରେ ଆଜି (ସୋମବାର) କମିଶନରେଟ୍ ପୋଲିସ ଆଜି ଏକ ଭଡାଘରେ ଚଢ଼ାଉ କରି ୧୨ଟି ସିମ୍ ବକ୍ସ ଜବତ କରିଛି । ଘଟଣାରେ ୨ ଜଣ କେରଳ…
ମୁଖ୍ୟମନ୍ତ୍ରୀ ଡାକିଲେ ଗୁରୁତ୍ଵପୂର୍ଣ୍ଣ ବୈଠକ।
ଭୁବନେଶ୍ଵର : ରାଜ୍ୟସଭା ନିର୍ବାଚନ ପ୍ରସଙ୍ଗର ଆଲୋଚନା ନେଇ ମୁଖ୍ୟମନ୍ତ୍ରୀ ଡାକିଲେ ଗୁରୁତ୍ଵପୂର୍ଣ୍ଣ ବୈଠକ। ଏହି ବୈଠକ ମୁଖ୍ୟମନ୍ତ୍ରୀଙ୍କ ସରକାରୀ ବାସଭବନରେ ହେବା ନେଇ ସୂଚନା ମିଳିଛି। ଏହି ବୈଠକରେ ବିଧାୟକ ଓ ମନ୍ତ୍ରୀ ରହିବା ନେଇ ଜଣାପଡିଛି। ସୃତ୍ରରୁ ଜଣାପଡିଛି ଯେ ବିଜେପି ଆଜି…
ମହାଆଡମ୍ବର ପାଳିତ ହେଲା ସାନ୍ତାଳୀ ସମ୍ପ୍ରଦାୟର ବଡ଼ ପର୍ବ ବାହା ବଙ୍ଗା
ଭୁବନେଶ୍ଵର : ସାନ୍ତାଳୀ ସମ୍ପ୍ରଦାୟର ବଡ଼ ପର୍ବ ବାହା ପରବ ବା ବାହା ବଙ୍ଗା ଭୁବନେଶ୍ୱରସ୍ଥିତ ନିଳାଦ୍ରୀବିହାରଠାରେ ମହାଆଡମ୍ବର ସହିତ ପାଳନ କରାଯାଉଛି। ପାରମ୍ପରିକ ପୋଷାକ ପିନ୍ଧି ସାନ୍ତାଳୀ ସମ୍ପ୍ରଦାୟର ପୁରୁଷ ଏବଂ ମହିଳାମାନେ ବିଭିନ୍ନ ବାଦ୍ୟ ଯନ୍ତ୍ରର ତାଳେତାଳେ ନୃତ୍ୟଗୀତରେ…