Browsing Category

ମହାନଗର

ଏଗ୍ରିଷ୍ଟାକ ପଞ୍ଜୀକରଣକୁ ନେଇ ଚାଷୀଙ୍କ ଦ୍ୱନ୍ଦ୍ୱ ଦୂର କଲେ ମନ୍ତ୍ରୀ

ଭୁବନେଶ୍ୱର: ଏଗ୍ରିଷ୍ଟାକ ପଞ୍ଜୀକରଣକୁ ନେଇ ଚାଷୀମାନେ କୌଣସି ଦ୍ୱନ୍ଦ୍ୱରେ ନରହିବାକୁ ମନ୍ତ୍ରୀ ଶ୍ରୀ ପାତ୍ର ପରାମର୍ଶ ଦେଇଛନ୍ତି। ସେ ସ୍ପଷ୍ଟ କରିଛନ୍ତି ଯେ ଏଗ୍ରିଷ୍ଟାକ ପଞ୍ଜୀକରଣ ବାଧ୍ୟତାମୂଳକ ନୁହେଁ। ଏହା ଯୋଗୁଁ କୌଣସି ଚାଷୀ ପଞ୍ଜୀକରଣରୁ ବାଦ ପଡ଼ିବେ ନାହିଁ। ସମସ୍ତ ଚାଷୀଙ୍କ…

ବୈଧ ବୀମା ନଥିବା ଗାଡ଼ି ଉପରେ କଡ଼ା ନଜର: ଜବତ ହେବ ଗାଡ଼ି

ଭୁବନେଶ୍ୱର: ବୈଧ ବୀମା ନଥିବା ଗାଡ଼ି ବିରୋଧରେ ପରିବହନ ବିଭାଗ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛି। ଏଣିକି ଟୋଲଗେଟ୍‌ଗୁଡ଼ିକରେ ଇ-ଡିଟେକ୍ସନ ପଦ୍ଧତି ମାଧ୍ୟମରେ ଗାଡ଼ିଗୁଡ଼ିକର କଡ଼ାକଡ଼ି ଯାଞ୍ଚ କରାଯିବ। ଏହି ବ୍ୟବସ୍ଥାରେ ଗାଡ଼ିର ବୀମା, ଫିଟନେସ ଓ ପ୍ରଦୂଷଣ ପ୍ରମାଣପତ୍ର ସ୍ୱୟଂକ୍ରିୟ…

ଓଡିଶା ରାଜ୍ୟ ପଣ୍ୟାଗାର ନିଗମ ପକ୍ଷରୁ ସରକାରଙ୍କୁ ଲାଭାଂଶ ଅର୍ଥ ପ୍ରଦାନ

 ଭୁବନେଶ୍ୱର: ଓଡିଶା ରାଜ୍ୟ ପଣ୍ୟାଗାର ନିଗମ ପକ୍ଷରୁ ଓଡ଼ିଶା ରାଜ୍ୟ ସରକାରଙ୍କୁ ଲାଭାଂଶ (ଡିଭିଡେଣ୍ଡ୍) ଅର୍ଥ ପ୍ରଦାନ କରାଯାଇଛି। ସମବାୟ, ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ ପ୍ରଦିପ ବଳ ସାମନ୍ତଙ୍କୁ ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ୨,୮୮,୩୭,୯୧୩/- ଟଙ୍କା ଲାଭାଂଶ ପ୍ରଦାନ…

ଆଜି ଲଘୁଚାପ କ୍ଷେତ୍ର ସୃଷ୍ଟି

ଭୁବନେଶ୍ବର : ଉତ୍ତର ବଙ୍ଗୋପସାଗର ଓ ସଂଲଗ୍ନ ଅଞ୍ଚଳରେ ସୋମବାର ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ଆସନ୍ତା ୧୨ ତାରିଖରେ ଲଘୁଚା‌ପ କ୍ଷେତ୍ର ସୃଷ୍ଟି ହେବା ସମ୍ଭାବନା ଅଛି। ବିଭିନ୍ନ ଜିଲାରେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ଶୁକ୍ରବାର…

ଗଜପତି ଜିଲ୍ଲା ବ୍ରାହ୍ମଣ ମହାସଂଘର ବୈଠକ ଅନୁଷ୍ଠିତ।

ଗଜପତି,୧୦.୮(ମନୋଜ ପାଢ଼ୀ) :- ଗଜପତି ଜିଲ୍ଲା ସଦରମହକୁମା ବସନ୍ତ ବିହାରଠାରେ ଗଜପତି ଜିଲ୍ଲା ବ୍ରାହ୍ମଣ ମହାସଂଘର ଏକ ବୈଠକ ସଂଘର ଉପଦେଷ୍ଟା ଉପାନ୍ତ ପ୍ରହରୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି ।ଆସନ୍ତା ତା :- ୧୬.୦୮.୨୬ ରିଖ ରବିବାର ଦିନ କେଉଁଝର ଜିଲ୍ଲା…

୫ ଦଫା ଦାବିକୁ ନେଇ ନଳକୂପ ମିସ୍ତ୍ରୀ ଓ ପମ୍ପ ଚାଳକମାନଙ୍କର ବିଧାନସଭା ସମ୍ମୁଖରେ ଗଣଧାରଣା

ଭୁବନେଶ୍ଵର: ଓଡିଶା ରାଜ୍ୟ ମିଳିତ ସ୍ବାବଲମ୍ବୀ କାରିଗର ସଂଘ ନେତୃତ୍ଵରେ ଆଜି ପଞ୍ଚାୟତ ନଳକୂପ ମିସ୍ତ୍ରୀ ଓ ପମ୍ପ ଚାଳକ ମାନଙ୍କର ଏକ ବିଶାଳ ବିକ୍ଷୋଭ ଲୋୟର ପିଏମଜିରେ ପ୍ରଦର୍ଶନ କରାଯାଇଛି। ଗ୍ରାମାଞ୍ଚଳରେ ପାନୀୟ ଜଳଯୋଗାଣ ବ୍ୟବସ୍ଥାରେ ନିୟୋଜିତ ଏସଇଏମ ତଥା ନଳକୂପ ମିସ୍ତ୍ରୀ ଓ ପମ୍ପ…

ଦୁଇ ବରିଷ୍ଠ ଆଇପିଏସଙ୍କୁ ଡିଜି ପ୍ୟାହାକୁ ପଦନ୍ନୋତି, ଖୁବ ଶିଘ୍ର ନୂଆ ଡିଜିଙ୍କ ନାମ ଘୋଷଣା

ଭୁବନେଶ୍ବର: ଆଜି ରାଜ୍ୟ ସରକାର ଦୁଇଜଣ ବରିଷ୍ଠ ଆଇପିଏସଙ୍କୁ ଡିଜି ପ୍ୟାହାକୁ ପଦନ୍ନୋତି କରିଛନ୍ତି। ସେମାନେ ହେଲେ ସଂଜୀବ ପଣ୍ଡା ଏବଂ ଯଶୱନ୍ତ ଜେଠୱା। ଏହି ଦୁଇଜଣ ହେଉଛନ୍ତି 1994 ମସିହା ବ୍ୟାଚର ଅଫିସର। ଏହି ଦୁଇ ଅଧିକାରୀଙ୍କୁ ପଦନ୍ନୋତି ମିଳିବା ପରେ ନୂଆ ଡିଜିପି ହେବା ପାଇଁ ଉଭୟଙ୍କ…

ଆଜି ଶ୍ରାବଣ ମାସର ଦ୍ୱିତୀୟ ସୋମବାର। ଚଳଚଞ୍ଚଳ ହୋଇ ଉଠିଛି ରାଜ୍ୟର ସମସ୍ତ ଶୈବପୀଠ।

ଭୁବନେଶ୍ଵର:ଆଜି ଶ୍ରାବଣ ମାସର ଦ୍ୱିତୀୟ ସୋମବାର। ଚଳଚଞ୍ଚଳ ହୋଇ ଉଠିଛି ରାଜ୍ୟର ସମସ୍ତ ଶୈବପୀଠ। ଶିବାଳୟରେ ଭକ୍ତଙ୍କ ନାହିଁନଥିବା ଭିଡ ଦେଖିବାକୁ ମିଳିଛି। ସକାଳୁ ସକାଳୁ କାଉଡିଆମାନେ ମହାଦେବଙ୍କ ନିକଟରେ ଜଳଲାଗି କରୁଛନ୍ତି। ଭୁବନେଶ୍ବରର ଲିଙ୍ଗରାଜ, ପୁରୀର ଲୋକନାଥ, ନୟାଗଡର ଲଡୁବାବା,…

IIRF ରାଙ୍କିଂରେ ଚମକିଲା ଓଡ଼ିଶା। ଏମ୍ସକୁ ପଛରେ ପକାଇ ଆଗରେ SCB।

ଭୁବନେଶ୍ଵର : IIRF ରାଙ୍କିଂରେ ଚମକିଲା ଓଡ଼ିଶା। ଏମ୍ସକୁ ପଛରେ ପକାଇଲା SCB। ଜାତୀୟ ସ୍ତରରେ ୩ ପ୍ରମୁଖ ମେଡିକାଲ କଲେଜର ଉଲ୍ଲେଖନୀୟ ସଫଳତା। ସବୁଠାରୁ ବଡ଼ କଥା ହେଉଛି, କଟକର SCB ମେଡିକାଲ କଲେଜ ଓ ହସ୍ପିଟାଲ ୧୫ତମ ସ୍ଥାନରେ ରହି ଏମ୍ସ ଭୁବନେଶ୍ୱରକୁ ପଛରେ ପକାଇଛି। ଏମ୍ସ ଭୁବନେଶ୍ୱର…

‘ଘରେ ଘରେ ତ୍ରିରଙ୍ଗା’: ଯୁବଶକ୍ତିକୁ ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ, ‘ବାହ୍ୟଶକ୍ତିରୁ ଦୂରେଇ ରୁହ’

ଭୁବନେଶ୍ୱର: ଦେଶପ୍ରେମର ଭାବନାକୁ ଆହୁରି ଦୃଢ଼ କରିବା ଲକ୍ଷ୍ୟରେ ରାଜ୍ୟରେ ଆରମ୍ଭ ହୋଇଛି ‘ଘରେ ଘରେ ତ୍ରିରଙ୍ଗା’ ଅଭିଯାନ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ୱାନରେ ‘ହର୍ ଘର୍ ତ୍ରିରଙ୍ଗା’ ଅଭିଯାନ ଏବେ ଜନଆନ୍ଦୋଳନର ରୂପ ନେଇଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।…