Sign in
Sign in
Recover your password.
A password will be e-mailed to you.
Browsing Category
ମହାନଗର
ଉତ୍କଳ ସଂସ୍କୃତି ବିଶ୍ବବିଦ୍ୟାଳୟର ୨୭ତମ ପ୍ରତିଷ୍ଠା ଦିବସ ।
ଭୁବନେଶ୍ଵର: ଉତ୍କଳ ସଂସ୍କୃତି ବିଶ୍ବବିଦ୍ୟାଳୟର ୨୭ତମ ପ୍ରତିଷ୍ଠା ଦିବସ ଅବସରରେ ଆୟୋଜିତ କାର୍ଯ୍ୟକ୍ରମର ଉଦଯାପନୀ ସମାରୋହ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ ରାଜ୍ୟପାଳ ଡକ୍ଟର ହରି ବାବୁ କମ୍ଭମପାଟି ଯୋଗ ଦେଇ ଏହି ଶିକ୍ଷାନୁଷ୍ଠାନ କେବଳ ଶିକ୍ଷାର ମନ୍ଦିର ନୁହେଁ ଏହା ଓଡ଼ିଶାର…
ମଧ୍ଯରାତ୍ର କବିତା ଆସର ଅନୁଷ୍ଠିତ ।
ଭୁବନେଶ୍ୱର (୪/୧) : ୨୦୨୫ ମସିହାକୁ ବିଦାୟ ଦେଇ ୨୦୨୬କୁ ସ୍ୱାଗତ କରିବା ପାଇଁ ଡିସେମ୍ବର ମାସ ୩୧ ତାରିଖ ରାତି ୧୧.୩୦ରୁ ୧୨.୩୦ ମିନିଟ୍ ପର୍ଯ୍ୟନ୍ତ ଟାଇମ ପାସ୍ ପକ୍ଷରୁ ସରୋଜ ବଳଙ୍କ ତତ୍ତ୍ବାବଧାନରେ ଏକ ଅନଲାଇନ୍ " ମଧ୍ଯ ରାତ୍ର କବିତା ଆସର"ର ଆୟୋଜନ କରାଯାଇଥିଲା। ଦେଶର ବିଭିନ୍ନ ସ୍ଥାନରୁ…
ଆମ-ବସ୍ ଚାଳକ ମାନଙ୍କୁ ନିୟମିତ ତାଲିମ ଦେବାକୁ ନିର୍ଦ୍ଦେଶ
ଭୁବନେଶ୍ବର : ରାଜଧାନୀରେ ଦିନକୁ ଦିନ ବୃଦ୍ଧି ପାଉଥିବା ଆମ-ବସ୍ ଦୁର୍ଘଟଣାକୁ ଦୃଷ୍ଟିରେ ରଖି ବଡ଼ ପଦକ୍ଷେପ ନେଇଛନ୍ତି ମୁଖ୍ୟମନ୍ତ୍ରୀ । ଚାଳକଙ୍କୁ ନିୟମିତ ତାଲିମ ନେବା ପାଇଁ ଦେଲେ ନିର୍ଦ୍ଦେଶ ଦେଇଛନ୍ତି ।
ରାଜଧାନୀରେ ବଢୁଥିବା ଆମ-ବସ୍ ଦୁର୍ଘଟଣା ଅଟକାଇବାକୁ ବଡ଼ ପଦକ୍ଷେପ ନେଇଛନ୍ତି…
ଭିଜିଲାନ୍ସ କବ୍ଜାରେ ସିଆରଆରଆଇ ଥାନା ଅଧିକାରୀ ବିଜୟ କୁମାର ବାରିକ:
ଭୁବନେଶ୍ୱର : ଜଣେ ଲାଇସେନ୍ସପ୍ରାପ୍ତ ମଦ ବ୍ୟବସାୟୀଙ୍କଠାରୁ ଲାଞ୍ଚ ନେଉଥିଲେ, ଧରାପଡ଼ିଲେ ଥାନା ବାବୁ ବିଜୟ କୁମାର ବାରିକ। ପୁଣି ଘରୁ ମିଳିଲା ନଗଦ ୫ ଲକ୍ଷ ଟଙ୍କା। ଏହାପରେ କଟକ ସିଆରଆରଆଇ ଥାନା ଆଇଆଇସି ବିଜୟ କୁମାର ବାରିକଙ୍କୁ ଗିରଫ କରିଛି ଭିଜିଲାନ୍ସ ।
ଅର୍ଥାତ୍ ଜାନୁଆରି ୪…
ରାଜରାସ୍ତାରେ ଗର୍ଜିଲେ ଅଙ୍ଗନବାଡ଼ି ଦିଦି :
ଭୁବନେଶ୍ବର : ରାଜଧାନୀ ରାଜରାସ୍ତାରେ ଅଙ୍ଗନବାଡ଼ି ଦିଦି । ଭୁବନେଶ୍ବର ଲୋୟର ପିଏମଜିରେ ଏକାଠି ହୋଇଛନ୍ତି ହଜାର ହଜାର ଅଙ୍ଗନବାଡି କର୍ମୀ । ୧୧ ଦଫା ଦାବି ନେଇ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି । ଭାରତୀୟ ମଜଦୂର ସଂଘ ସହ ବନ୍ଧିତ ଅଲ୍ ଓଡ଼ିଶା ଅଙ୍ଗନୱାଡି ଲେଡ଼ିଜ ୱର୍କର୍ସ ସଂଘ ତରଫରୁ…
ସୁରୁଖୁରୁରେ ହେବ ମହାପ୍ରଭୁଙ୍କ ଅଶୋକାଷ୍ଟମୀ ରଥଯାତ୍ରା, ଖରାକୁ ଦୃଷ୍ଟିରେ ରହିବ ବ୍ୟବସ୍ଥା: ଜିଲ୍ଲାପାଳ
ଭୁବନେଶ୍ବର: ଲିଙ୍ଗରାଜ ମହାପ୍ରଭୁଙ୍କ ଅଶୋକାଷ୍ଟମୀ ରାଥଯାତ୍ରାର ସୂପରିଚାଳନା ନିମନ୍ତେ ଶନିବାର ସମନ୍ୱୟ ବୈଠକ ହୋଇଯାଇଛି। ଖୋର୍ଦ୍ଧା ଜିଲ୍ଲାପାଳ ଏହି ବୈଠକରେ ଅଧ୍ୟକ୍ଷତା କରିଥିଲେ। ଜିଲ୍ଲାପାଳ କହିଛନ୍ତି, ଖରାକୁ ଦୃଷ୍ଟିରେ ରଖି ସମସ୍ତ ସୁବିଧା ହୋଇଛି ଏବଂ ସୁରୁଖୁରୁରେ ରଥଯାତ୍ରା ହେବ…
ବିଜେଡି ଛାଡିଲେ ଆଉ ଜଣେ ପୂର୍ବତନ ବିଧାୟକ
ଭୁବନେଶ୍ୱର: ବିଜେଡି ଛାଡିଛନ୍ତି ଖଲ୍ଲିକୋଟର ପୂର୍ବତନ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠୀ । ଦଳରେ ତାଙ୍କୁ ଅଣଦେଖା କରାଯାଇଥିବା ଅଭିଯୋଗ କରି ନିଜର ଇସ୍ତଫା ପତ୍ର ସଭାପତି ନବୀନ ପଟ୍ଟନାୟକଙ୍କୁ ପଠାଇଛନ୍ତି ପୂର୍ଣ୍ଣଚନ୍ଦ୍ର । ୨୦୦୯ ଓ ୨୦୧୪ରେ ବିଜେଡିରୁ ନିର୍ବାଚନ ଲଢି ଦୁଇ ଥର ବିଧାୟକ ହୋଇଥିଲେ…
ସ୍ୱାଧୀନ ଭାବେ ଲଢିବି: ବାଜପେୟୀଙ୍କ ଫଟୋ ରଖି ଭୋଟ ମାଗିବି
ଭୁବନେଶ୍ୱର: ବାଲେଶ୍ୱରରୁ ସ୍ୱାଧୀନ ଭାବେ ଲଢିବେ ଖାରବେଳ ସ୍ୱାଇଁ । ରବିବାର ବିଜେପି ଦଳରୁ ସାଂସଦ ପ୍ରାର୍ଥୀ ଭାବେ ପ୍ରତାପ ଷଡଙ୍ଗୀଙ୍କ ନାମ ଘୋଷଣା ହେବା ପରେ ସୋମବାର ସାମ୍ବାଦିକ ସମ୍ମିଳନୀ କରି ଏପରି କହିଛନ୍ତି ପୂର୍ବତନ ସାଂସଦ ଖାରବେଳ ସ୍ୱାଇଁ । ଏହାସହିତ ସେ ବାଜପେୟୀଙ୍କ ଫଟୋ ରଖି…
ସମଗ୍ର ବିଶ୍ୱରେ ଆଜି ପାଳନ ହେବ ଆର୍ଥ ଆୱାର ।
ଭୁବନେଶ୍ୱର: ସମଗ୍ର ବିଶ୍ୱରେ ଆଜି ପାଳନ ହେବ ଆର୍ଥ ଆୱାର । ଘଣ୍ଟାକ ପାଇଁ ଅନ୍ଧାର ହେବ ପୁରା ଦୁନିଆ । ଆଜି ରାତି ୮ଟା ୩୦ରୁ ୯ଟା ୩୦ ପର୍ଯ୍ୟନ୍ତ ଆର୍ଥ ଆୱାର ପାଳନ କରାଯିବ ସହ ୧ଘଣ୍ଟା ବିଦ୍ୟୁତ କାଟ ହେବ । ବିନା ବିଦ୍ୟୁତରେ ଘଣ୍ଟାଏ ସମୟ ବିତାଇବେ ବିଶ୍ୱବାସୀ । ଏହି ଦିବସଟି ପ୍ରତି ବର୍ଷ…
ବରିଷ୍ଠ ରାଜନେତା ଡା. ଦାମୋଦର ରାଉତଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ହୋଇପଡ଼ିଛି।
ଭୁବନେଶ୍ବର: ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ରାଜନେତା ଡା. ଦାମୋଦର ରାଉତଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ହୋଇପଡ଼ିଛି। ସେ ଏବେ କିମ୍ସ ହସ୍ପିଟାଲରେ ଲାଇଫ୍ ସପୋର୍ଟ ସିଷ୍ଟମରେ ଅଛନ୍ତି। ତାଙ୍କର ବ୍ରେନଡେଡ୍ ହୋଇଥିବା ତାଙ୍କ ପୁଅ ବିଧାୟକ ସମ୍ବିତ ରାଉତରାୟ ସୂଚନା ଦେଇଛନ୍ତି। ଦୀର୍ଘ ଦିନ…