Browsing Category

ଦେଶବିଦେଶ

ରୁଷ ସହ ୧୦,୦୦୦ କୋଟିର ଚୁକ୍ତି, ୨୮୮ଟି କ୍ଷେପଣାସ୍ତ୍ର କିଣିବ ଭାରତ

ନୂଆଦିଲ୍ଲୀ : ଗୁରୁବାର ଭାରତର ସୁରକ୍ଷା କ୍ଷମତାକୁ ଆହୁରି ମଜବୁତ କରିବା ପାଇଁ ଏକ ବଡ଼ ନିଷ୍ପତ୍ତି ନିଆଯାଇଛି। ପ୍ରତିରକ୍ଷା ମନ୍ତ୍ରଣାଳୟର ପ୍ରତିରକ୍ଷା ଅଧିଗ୍ରହଣ ପରିଷଦ ରୁଷଠାରୁ ଏସ-୪୦୦ ବାୟୁ ପ୍ରତିରକ୍ଷା ପ୍ରଣାଳୀ ପାଇଁ ୨୮୮ଟି କ୍ଷେପଣାସ୍ତ୍ର କ୍ରୟକୁ ଅନୁମୋଦନ କରିଛି। ଏହି ଚୁକ୍ତିର…

ମାସିକ ସାହିତ୍ୟ ଆସରରେ ଇ-ପତ୍ରିକା” “ସୂର୍ଯ୍ୟପ୍ରଭା” ଉନ୍ମୋଚିତ।

କଲକାତା ( ୧୨/୨): ଗତ ବୁଧବାର ସନ୍ଧ୍ୟାରେ ଲୋକାର୍ପିତ ହେଲା ମାସିକ ଇ- ପତ୍ରିକା "ସୂର୍ଯ୍ୟପ୍ରଭା" ର ଦ୍ଵିତୀୟ ବର୍ଷ ତୃତୀୟ ଅଙ୍କ । ସରସ୍ୱତୀ ବନ୍ଦନା ସହିତ ଉତ୍ସବର ଶୁଭାରମ୍ଭ କରିଥିଲେ ସମ୍ପାଦକ ଡା ବାମନ ଚନ୍ଦ୍ର ଦୀକ୍ଷିତ। ବିଶିଷ୍ଟ କବୟିତ୍ରୀ ଶ୍ରୀମତୀ ମୈତ୍ରେୟୀ କମିଳାଙ୍କ…

ଆଜି ବାଂଲାଦେଶରେ ସାଧାରଣ ନିର୍ବାଚନ

ଢାକା,୧୨/୦୨: ଆଜି ଭାରତର ପଡ଼ୋଶୀ ଦେଶ ବାଂଲାଦେଶରେ ସାଧାରଣ ନିର୍ବାଚନ । ୧୨.୭୭ କୋଟି ଭୋଟର ମୋଟ ୨୦୩୪ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ । ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ୧୫ ବର୍ଷର ଶାସନ ପରେ ଦେଶରେ ପାଖାପାଖି ୧୮ ମାସ ଧରି ଅନ୍ତରୀଣ ସରକାର ଚାଲିଆସୁଛି । ତ୍ରୟୋଦଶ…

ଜାତୀୟ ସଙ୍ଗୀତ ପୂର୍ବରୁ ବାଜିବ “ବନ୍ଦେ ମାତରମ୍”

ନୂଆଦିଲ୍ଲୀ : ବନ୍ଦେ ମାତରମ୍ ସମ୍ପର୍କରେ ନୂତନ ନିର୍ଦ୍ଦେଶାବଳୀ ଜାରି କରାଯାଇଛି। କେନ୍ଦ୍ର ଗୃହ ମନ୍ତ୍ରଣାଳୟର ନୂତନ ନିର୍ଦ୍ଦେଶାବଳୀ ଅନୁଯାୟୀ, “ବନ୍ଦେ ମାତରମ୍” ପାଇଁ ଠିଆ ହେବା ବାଧ୍ୟତାମୂଳକ ହେବ। ସିନେମା ହଲରେ “ବନ୍ଦେ ମାତରମ୍” ପାଇଁ ଠିଆ ହେବା ଆବଶ୍ୟକ ହେବ ନାହିଁ, କିନ୍ତୁ ସରକାରୀ…

ଆସନ୍ତାକାଲି ଭାରତ ବନ୍ଦ

ବି. ବି. ନିୟୁଜ :  ୧୦ଟି କେନ୍ଦ୍ରୀୟ ଟ୍ରେଡ୍ ୟୁନିଅନର ଏକ ମିଳିତ ମଞ୍ଚ ଘୋଷଣା କରିଛନ୍ତି ଯେ ଫେବୃଆରୀ ୧୨ ତାରିଖ ଅର୍ଥାତ ଆସନ୍ତାକାଲି ଭାରତ ବନ୍ଦ । ଦେଶବ୍ୟାପୀ ସାଧାରଣ ଧର୍ମଘଟରେ ଦେଶବ୍ୟାପୀ ପ୍ରାୟ ୩୦ କୋଟି ଶ୍ରମିକ ଅଂଶଗ୍ରହଣ କରିବେ ବୋଲି ଆଶା କରାଯାଉଛି। ଏହି ୟୁନିଅନ ଗୁଡ଼ିକ…

ଛତିଶଗଡ଼ରେ ବସ୍ତର ପାଣ୍ଡମ ୨୦୨୬ର ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ଅମିତ ଶାହ

ନୂଆଦିଲ୍ଲୀ: କେନ୍ଦ୍ର ଗୃହ ଏବଂ ସମବାୟ ମନ୍ତ୍ରୀ ଅମିତ ଶାହ ଛତିଶଗଡ଼ରେ ବସ୍ତର ପାଣ୍ଡମ ୨୦୨୬ର ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଏହି ଅବସରରେ ଛତିଶଗଡ଼ର ମୁଖ୍ୟମନ୍ତ୍ରୀ ବିଷ୍ଣୁ ଦେଓ ସାଇ ଏବଂ ଉପମୁଖ୍ୟମନ୍ତ୍ରୀ ବିଜୟ ଶର୍ମାଙ୍କ ସମେତ ଅନେକ ମାନ୍ୟଗଣ୍ୟ ବ୍ୟକ୍ତି…

ଗୁରୁବାର ଭାରତ ବନ୍ଦ ଡାକରା

ନୂଆଦିଲ୍ଲୀ,୯।୨: କେନ୍ଦ୍ରୀୟ ଟ୍ରେଡ ୟୁନିଅନ ଦ୍ୱାରା କୃଷକ ସଂଗଠନଗୁଡ଼ିକର ଦୃଢ଼ ସମର୍ଥନ ସହିତ ଦେଶବ୍ୟାପୀ ଧର୍ମଘଟ ଡାକରା ଦିଆଯାଇଛି। ଫେବୃଆରୀ ୧୨ ତାରିଖ ଅର୍ଥାତ୍‌ ଗୁରୁବାର ଭାରତରେ ବ୍ୟାପକ ବାଧା ଉପୁଜିବାର ସମ୍ଭାବନା ରହିଛି। ଏହି ଧର୍ମଘଟ ବିଭିନ୍ନ ରାଜ୍ୟରେ ଦୈନନ୍ଦିନ ଜୀବନକୁ…

ପୁଣି ମଣିପୁରରେ ହିଂସା

ବି.ବି.ନିୟୁଜ : ପୁଣି ମଣିପୁରରେ ହିଂସା ଦେଖିବାକୁ ମିଳିଛି । ନାଗା ସମ୍ପ୍ରଦାୟର ଜଣଙ୍କ ଉପରେ ଆକ୍ରମଣ ପରେ ପରସ୍ପର ଉପରେ ଆକ୍ରମଣ ସହ ଘରପୋଡ଼ି ପରିସ୍ଥିତି ସୃଷ୍ଟି ହୋଇଛି । ମଣିପୁରର ଉଖ୍ରୁଳ ଜିଲ୍ଲାରେ ହିଂସା ଉଗ୍ର ରୂପ ନେଇଛି । ସଶସ୍ତ୍ର ହିଂସାକାରୀ ଅନେକ ଘରେ ନିଆଁ ଲଗାଇ ଦେଇଥିବା…