Sign in
Sign in
Recover your password.
A password will be e-mailed to you.
Browsing Category
ଦେଶବିଦେଶ
୩-୪ ଘଣ୍ଟା ମଧ୍ୟରେ ପାଇବେ ଗ୍ୟାସ ସିଲିଣ୍ଡର: ନୂତନ ସେବା ଆରମ୍ଭ କଲା ଇଣ୍ଡିଆନ ଅଏଲ
ନୂଆଦିଲ୍ଲୀ: ଯଦି ଆପଣ ଆପଣଙ୍କ ରୋଷେଇ ଘରେ LPG ବ୍ୟବହାର କରୁଛନ୍ତି ଏବଂ ବୁକିଂ ପରେ ସିଲିଣ୍ଡର ପାଇଁ ଦୀର୍ଘ ସମୟ ଅପେକ୍ଷା କରୁଛନ୍ତି, ତେବେ ଏହି ଖବର ଉପଯୋଗୀ। LPG ଗ୍ରାହକଙ୍କ ସୁବିଧାକୁ ଦୃଷ୍ଟିରେ ରଖି, IndianOil “Indane Extralite Now” ନାମକ ଏକ ନୂତନ ସେବା ଆରମ୍ଭ କରିଛି। ଏହି…
ଏହି ବ୍ୟାଙ୍କଗୁଡ଼ିକ ପାଇଁ ନିୟମ ପରିବର୍ତ୍ତନ କରୁଛି RBI: ଗୃହ ଋଣରେ ରିହାତି ପ୍ରଦାନ ବ୍ୟବସ୍ଥା
ନୂଆଦିଲ୍ଲୀ: ଯେତେବେଳେ ଆମେ ଋଣ ନେବା କଥା ଚିନ୍ତା କରୁ, ପ୍ରଥମେ SBI, HDFC ବ୍ୟାଙ୍କ କିମ୍ବା ICICI ବ୍ୟାଙ୍କର ନାମ ମନରେ ଆସେ। ତଥାପି, ଦେଶର ଦୂରଦୂରାନ୍ତ ଗ୍ରାମୀଣ ଅଞ୍ଚଳରେ ଗ୍ରାମୀଣ ସମବାୟ ବ୍ୟାଙ୍କ (RCB) ର ଏକ ନେଟୱାର୍କ ଚୁପଚାପ୍ ଘର, ଫାର୍ମ ଏବଂ ଛୋଟ ବ୍ୟବସାୟକୁ ଆର୍ଥିକ ସହାୟତା…
ଭାରତର ଆଉ ଏକ ଶତ୍ରୁ ନିହତ: ପାକିସ୍ତାନରେ ଲସ୍କର କମାଣ୍ଡର କାରୀ ସଇଦ ମୃତ
ନୂଆଦିଲ୍ଲୀ: ପଡ଼ୋଶୀ ପାକିସ୍ତାନରେ ଆତଙ୍କବାଦୀ ସଂଗଠନ ଲସ୍କର-ଏ-ତୈୟବାର କମାଣ୍ଡର କାରୀ ସଇଦ ଓରଫ ଅବଦୁଲ ଅଜିଜର ସନ୍ଦେହଜନକ ପରିସ୍ଥିତିରେ ମୃତ୍ୟୁ ହୋଇଛି। ଆତଙ୍କବାଦୀ କାରୀ ସଇଦ ଓରଫ ଅବଦୁଲ ଅଜିଜ ଦକ୍ଷିଣ ପଞ୍ଜାବରେ ଲସ୍କର-ଏ-ତୈୟବାର ଶୋବା-ଏ-ୱାରସା-ଏ-ଶୋହାଦା ବିଭାଗର ମୁଖ୍ୟ ଥିଲା, ଯାହା…
ଆଜି ଦେଶରେ ଆମ ଯୁବବର୍ଗଙ୍କ ପାଇଁ ନୂଆ ନୂଆ କ୍ଷେତ୍ରର ବିକାଶ ଘଟୁଛି: ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଆଇଆଇଟି ଦିଲ୍ଲୀର ୫୭ତମ ସମାବର୍ତ୍ତନ ଉତ୍ସବକୁ ସମ୍ବୋଧିତ କରିଛନ୍ତି। ଏହି ଉତ୍ସବର ଗଭୀର ଭାବନାତ୍ମକ ମହତ୍ତ୍ବ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କ୍ୟାମ୍ପସର ଜୀବନ୍ତ ଓ ସ୍ୱପ୍ନଭରା ପରିବେଶକୁ ମନେ ପକାଇଥିଲେ। କୋଭିଡ୍ ମହାମାରୀ ସମୟରେ…
ନୂଆଦିଲ୍ଲୀରେ ଓଡ଼ିଶାର ଖାଦ୍ୟ ପ୍ରକ୍ରିୟାକରଣ ଭିଜନ ଉପସ୍ଥାପିତ କଲେ ମୁଖ୍ୟମନ୍ତ୍ରୀ
ନୂଆଦିଲ୍ଲୀ: “ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ ହେଉଛି ଆମର କୃଷକମାନଙ୍କ ସମୃଦ୍ଧି, ଗ୍ରାମାଞ୍ଚଳର ରୂପାନ୍ତର ଏବଂ ଓଡ଼ିଶାର ଶିଳ୍ପ ଭବିଷ୍ୟତ ମଧ୍ୟରେ ଏକ ସେତୁ। ଏହି କ୍ଷେତ୍ରରେ କରାଯାଉଥିବା ପ୍ରତ୍ୟେକ ନିବେଶ କୃଷିକ୍ଷେତ୍ରକୁ ଉନ୍ନତ କରିବା ସହିତ ଗ୍ରାମାଞ୍ଚଳରେ ନିଯୁକ୍ତି ସୃଷ୍ଟି କରେ,…
ଆମେରିକା ହାତରେ ଦେଶ
ନୂଆଦିଲ୍ଲୀ: ଆମେରିକାର ସିନେଟ୍ ୮୬-୧୧ ଭୋଟର ବହୁମତରେ ଭାରତ ସମେତ ପାଞ୍ଚଟି ଦେଶ ଉପରେ ୧୦୦% ପର୍ଯ୍ୟନ୍ତ ଟାରିଫ୍ ଲଗାଇବା ପାଇଁ ଏକ ବିଲ୍ ପାସ୍ କରିଛି। ଆପ୍ ସଂଯୋଜକ ଅରବିନ୍ଦ କେଜରିୱାଲ୍ ଏବେ ଏହି ବିଲ୍ ଉପରେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି। କେଜରିୱାଲ୍ ଏକ ପୋଷ୍ଟରେ ବିଲ୍ ଉପରେ…
ସ୍ବଦେଶୀ ହସ୍ତତନ୍ତ ବିଶ୍ବର ବ୍ରାଣ୍ଡ୍ ହୋଇପାରିବ: ରାଷ୍ଟ୍ରପତି
ନୂଆଦିଲ୍ଲୀ : ‘‘ଏବେ ଆସିଛି ନୂଆ ଯୁଗାନ୍ତର, ଗାନ୍ଧୀ କହିଛନ୍ତି ବୁଲି ବାରବାର, ଖାଅ ଭାତ ମୁଠେ ଘର ଢିଙ୍କି କୁଟା, ପିନ୍ଧ ଲୁଗା ଖଣ୍ଡେ ହାତେ କାଟି ସୂତା।’’ ଆଜି ଜାତୀୟ ହସ୍ତତନ୍ତ ଦିବସ ଅବସରରେ ନୂଆଦିଲ୍ଲୀସ୍ଥିତ ରାଷ୍ଟ୍ରପତି ଭବନରେ ଆୟୋଜିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଯୋଗଦେଇ…
ଭାରତ ସମେତ ୫ ଦେଶ ଉପରେ ୧୦୦ % ଟାରିଫ୍ ଲଗାଇବ ଆମେରିକା!
ନୂଆଦିଲ୍ଲୀ : ରୁଷରୁ ତେଲ କିଣିବା ପଡ଼ିପାରେ ମହଙ୍ଗା। ପୁଣି ଭାରତ ଉପରେ ଲାଗି ପାରେ ୧୦୦ ପ୍ରତିଶତ ଟାରିଫ୍। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ, ତାଙ୍କ ଦ୍ୱିତୀୟ କାର୍ଯ୍ୟକାଳରେ ଅନେକ ଦେଶ ଉପରେ ଶୁଳ୍କ ଲଗାଇ ବେଶ ଚର୍ଚ୍ଚାରେ ରହିଛନ୍ତି। ସେନେଟରେ ପାରିତ ଏକ ବିଲ୍ ଟ୍ରମ୍ପଙ୍କୁ ନୂତନ ଶକ୍ତି…
ଓଡିଶାର ୨ ବୁଣାକାରଙ୍କ ସମେତ ମୋଟ ୨୨ ବୁଣାକାରଙ୍କୁ ସମ୍ମାନିତ କଲେ ରାଷ୍ଟ୍ରପତି
ନୂଆଦିଲ୍ଲୀ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି (୮ ଅଗଷ୍ଟ, ୨୦୨୬) ନୂଆଦିଲ୍ଲୀର ରାଷ୍ଟ୍ରପତି ଭବନ ସାଂସ୍କୃତିକ କେନ୍ଦ୍ରରେ ଆୟୋଜିତ ଦ୍ୱାଦଶ ଜାତୀୟ ହସ୍ତତନ୍ତ ଦିବସ ସମାରୋହରେ ଯୋଗ ଦେଇଛନ୍ତି। ଏହି ଅବସରରେ ସେ ସନ୍ଥ କବୀର ହସ୍ତତନ୍ତ ପୁରସ୍କାର ଏବଂ ୨୦୨୫ ଜାତୀୟ ହସ୍ତତନ୍ତ ପୁରସ୍କାର…
ରାହୁଲ ଗାନ୍ଧୀଙ୍କ ବାସଭବନ ବାହାରେ ସାଧୁ ଏବଂ ସନ୍ଥଙ୍କ ପ୍ରତିବାଦ: ଅଟକ ରଖିଲା ପୋଲିସ
ନୂଆଦିଲ୍ଲୀ: ଆଜି ଲୋକସଭା ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ଦିଲ୍ଲୀ ବାସଭବନ ବାହାରେ ସାଧୁ ଏବଂ ସନ୍ଥଙ୍କ ସମେତ ଅନେକ ଲୋକ ପ୍ରତିବାଦ କରିଥିଲେ। ପ୍ରତିବାଦ ସମ୍ପର୍କରେ ସୂଚନା ପାଇବା ପରେ ଦିଲ୍ଲୀ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅନେକ ପ୍ରତିବାଦକାରୀ ସାଧୁ ଏବଂ ସନ୍ଥଙ୍କୁ ଅଟକ ରଖିଛି।