Browsing Category

ଦେଶବିଦେଶ

ନେଇ ଯାଆ..ରେ ମେଘ ମୋତେ..ଗୀତର ଗାୟିକା ଏସ ଜାନକୀ ଆଉ ନାହାଁନ୍ତି, ୮୮ ବର୍ଷ ବୟସରେ ପରଲୋକ

ଭୁବନେଶ୍ବର: କିମ୍ୱଦନ୍ତୀ ଗାୟିକା ଏସ ଜାନକୀ ଙ୍କର କର୍ଣ୍ଣାଟକ ର ମହୀଶୂର ରେ ୮୮ ବର୍ଷ ବୟସରେ ଦେହାନ୍ତ ହୋଇଯାଇଛି। ସେ ବୟସାଧିକ ରୋଗରେ ପିଡିତ ହୋଇ ଏକ ଘରୋଇ ହସପିଟାଲରେ ଚିକିତ୍ସିତ ହେଉଥିଲେ। ଆଜି ସକାଳେ ତାଙ୍କର ଦେହାନ୍ତ ହୋଇଯାଇଛି। ଏସ ଜାନକୀ ଓଡିଆ ସହିତ ୨୦ ଟି ଭିନ୍ନ ଭିନ୍ନ…

‘ଜୟପ୍ରକାଶ ନାରାୟଣ ପୁସ୍ତକାଳୟ’ର ଉଦ୍‌ଘାଟନ କଲେ ଅମିତ ଶାହ

ନୂଆଦିଲ୍ଲୀ: କେନ୍ଦ୍ର ଗୃହ ଓ ସମବାୟ ମନ୍ତ୍ରୀ ଅମିତ ଶାହ ଆଜି ନୂଆଦିଲ୍ଲୀଠାରେ ‘ଜୟପ୍ରକାଶ ନାରାୟଣ ପୁସ୍ତକାଳୟ’ ଉଦଘାଟନ କରିଛନ୍ତି। ଏହି ଅବସରରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ରେଖା ଗୁପ୍ତା, ଦିଲ୍ଲୀ ସରକାରଙ୍କ ମନ୍ତ୍ରୀ ପରବେଶ ବର୍ମା, ନୂଆଦିଲ୍ଲୀ ନଗରପାଳିକା ପରିଷଦ (ଏନ୍. ଡି. ଏମ୍.…

ଦି ହେରିଟେଜ୍ ସ୍କୁଲର ଐତିହାସିକ ସଫଳତା: ଆଇବି ଡିପ୍ଲୋମା ପରୀକ୍ଷାରେ ରୋଶନୀ ହମିରୱାସିଆଙ୍କ ୪୫/୪୫ ପୂର୍ଣ୍ଣାଙ୍କ,…

କୋଲକାତା, ୧୧ ଜୁଲାଇ: ଦି ହେରିଟେଜ୍ ସ୍କୁଲ ଆନ୍ତର୍ଜାତୀୟ ବ୍ୟାକାଲୋରିଏଟ୍ ଡିପ୍ଲୋମା ପ୍ରୋଗ୍ରାମ୍ (IBDP)ର ମେ–୨୦୨୬ ପରୀକ୍ଷାରେ ନିଜ ଛାତ୍ରଛାତ୍ରୀଙ୍କ ଅସାଧାରଣ ସଫଳତା ଘୋଷଣା କରି ଗର୍ବିତ। ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଉଲ୍ଲେଖନୀୟ ଅଙ୍କ ହାସଲ କରି ବିଶ୍ୱସ୍ତରରେ ସ୍ୱୀକୃତି ଲାଭ…

ଉତ୍ତେଜନା ହ୍ରାସ ପାଇଁ କାତାରର ମଧ୍ୟସ୍ଥତା ପ୍ରୟାସ; ଇରାନ ଗସ୍ତରେ ପ୍ରତିନିଧି ଦଳ

ଦୋହା/ତେହରାନ:ଉପସାଗରୀୟ ଅଞ୍ଚଳରେ ବଢ଼ୁଥିବା ଉତ୍ତେଜନା ମଧ୍ୟରେ ମଧ୍ୟସ୍ଥତା ଭୂମିକାକୁ ସୁଦୃଢ଼ କରିବା ପାଇଁ କାତାର ଉଦ୍ୟମ ଆରମ୍ଭ କରିଛି। ଏହି କ୍ରମରେ ଶୁକ୍ରବାର କାତାରର ଏକ ପ୍ରତିନିଧି ଦଳ ଇରାନ ଗସ୍ତ କରିଥିବା ନେଇ ରିପୋର୍ଟରେ ପ୍ରକାଶ ପାଇଛି ।ରିପୋର୍ଟ ଅନୁଯାୟୀ, ହର୍ମୁଜ୍ ପ୍ରଣାଳୀରେ…

ରାଜସ୍ଥାନରେ ବନ୍ଦ ହେବ ଅଦିନିଆ ରଥଯାତ୍ରା, ବନ୍ଦ ନିର୍ଦ୍ଦେଶ ଦେଲେ ଜିଲ୍ଲାପାଳ

ରାଜସ୍ଥାନ : ରାଜସ୍ଥାନ ସିକରରେ ବନ୍ଦ ହେବ ଅଦିନିଆ ରଥଯାତ୍ରା। ବନ୍ଦ ନିର୍ଦ୍ଦେଶ ଦେଲେ ସିକର ଜିଲ୍ଲାପାଳ । ଅଦିନିଆ ରଥଯାତ୍ରା ପ୍ରସଙ୍ଗରେ ପୁରୀ ଶ୍ରୀମନ୍ଦିର ପ୍ରଶାସନର ଚିଠି ପରେ ସିକର ଜିଲ୍ଲାପାଳଙ୍କ ତୁରନ୍ତ କାର୍ଯ୍ୟାନୁଷ୍ଠାନ। ବିଶ୍ୱ ସନାତନ ଧର୍ମ ସେବା ସଂସ୍ଥାନ ଓ ଶ୍ରୀ ଖଟୁ ଶ୍ୟାମ…

ଅଷ୍ଟ୍ରେଲିଆରେ ଭାରତୀୟ ପ୍ରବାସୀଙ୍କୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଷ୍ଟ୍ରେଲିଆର ମେଲବୋର୍ଣ୍ଣସ୍ଥିତ ମାର୍ଭେଲ ଷ୍ଟାଡିୟମରେ ଭାରତୀୟ ସମୁଦାୟର ଏକ ବିଶାଳ ସମାବେଶକୁ ସମ୍ବୋଧିତ କରିଛନ୍ତି। ଏକ ସ୍ୱତନ୍ତ୍ର ସଦିଚ୍ଛା ପ୍ରଦର୍ଶନ କରି ଅଷ୍ଟ୍ରେଲିଆର ପ୍ରଧାନମନ୍ତ୍ରୀ ମାନ୍ୟବର ଆଣ୍ଟୋନି ଆଲବାନିଜ୍‌ ମଧ୍ୟ ଏହି ପ୍ରବାସୀ…

ସୀମାନ୍ତ ଜିଲ୍ଲା ପୁଲିସ ଅଧୀକ୍ଷକ ସମ୍ମିଳନୀ-୨୦୨୬କୁ ସମ୍ବୋଧିତ କଲେ ଅମିତ ଶାହ

ନୂଆଦିଲ୍ଲୀ: କେନ୍ଦ୍ର ଗୃହ ତଥା ସମବାୟ ମନ୍ତ୍ରୀ ଅମିତ ଶାହ ନୂଆଦିଲ୍ଲୀରେ ସୀମାନ୍ତ ଜିଲ୍ଲା ପୁଲିସ ଅଧୀକ୍ଷକ ସମ୍ମିଳନୀ-୨୦୨୬କୁ ସମ୍ବୋଧିତ କରିଛନ୍ତି। ଏହି ଅବସରରେ କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ ଏବଂ ବନ୍ଦୀ ସଞ୍ଜୟ କୁମାର, କେନ୍ଦ୍ର ଗୃହ ସଚିବ, ଗୁଇନ୍ଦା ନିର୍ଦ୍ଦେଶକ…

ଭାରତ-ଅଷ୍ଟ୍ରେଲିଆ ଶିଖର ସମ୍ମିଳନୀ ; ସାମୁଦ୍ରିକ ସୁରକ୍ଷା ଓ ପରମାଣୁ ଶକ୍ତି କ୍ଷେତ୍ରରେ ବୁଝାମଣା

ଲବୋର୍ଣ୍ଣ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର ମେଲବୋର୍ଣ୍ଣରେ ଅଷ୍ଟ୍ରେଲିଆର ପ୍ରଧାନମନ୍ତ୍ରୀ ଆଣ୍ଟୋନୀ ଆଲବାନିଜଙ୍କ ଦ୍ୱାରା ଆୟୋଜିତ ଭାରତ-ଅଷ୍ଟ୍ରେଲିଆ ତୃତୀୟ ବାର୍ଷିକ ଶିଖର ସମ୍ମିଳନୀରେ ଯୋଗ ଦେଇଛନ୍ତି। ମୋଦୀଙ୍କୁ ପ୍ରଧାନମନ୍ତ୍ରୀ ଆଲବାନିଜ ଆନୁଷ୍ଠାନିକ ସ୍ୱାଗତ କରିବା ପରେ…

୨୦୦୦ ଟଙ୍କିଆ ନୋଟ୍ ଉପରେ ବଡ଼ ଅପଡେଟ୍: ଜରୁରୀ ସୂଚନା ଜାରି କଲା RBI

ନୂଆଦିଲ୍ଲୀ: ୨୦୧୬ରେ ଯେତେବେଳେ ବିମୁଦ୍ରାକରଣ ହୋଇଥିଲା, ସରକାର ଶୀଘ୍ର ସମସ୍ତ ପୁରୁଣା ନୋଟ୍ ବନ୍ଦ କରିଦେଇଥିଲେ। ଏହା ପରେ ନୂତନ ୧୦୦, ୨୦୦, ୫୦୦ ଏବଂ ୨୦୦୦ ଟଙ୍କିଆ ନୋଟ୍ ପ୍ରଚଳନ କରିଥିଲେ। ଏଥିମଧ୍ୟରୁ ୧୦୦, ୨୦୦ ଏବଂ ୫୦୦ ଟଙ୍କିଆ ନୋଟ୍ ଏବେ ବି ପ୍ରଚଳନରେ ଅଛି। ତଥାପି ୨୦୦୦ ଟଙ୍କିଆ…