Browsing Category

ଦେଶବିଦେଶ

କର୍ମଚାରୀଙ୍କୁ ଛଟେଇ କରିବାକୁ ଏଲନ୍‌ ମସ୍କ୍‌ କହିବା ପରେ ବାନ୍ତି କରିପକାଇଲେ ‘ଟୁଇଟର୍‌’ ମ୍ୟାନେଜର୍‌: ରିପୋର୍ଟ

ନୂଆଦିଲ୍ଲୀ: କର୍ମଚାରୀମାନଙ୍କୁ ଛଟେଇ କରିବା ଲାଗି ନୂଆ ମାଲିକ ଏଲନ୍‌ ମସ୍କ୍‌ କହିବାରୁ ‘ଟୁଇଟର୍‌’ର ଜଣେ ମ୍ୟାନେଜର୍‌ ବାନ୍ତି କରିପକାଇଥିବା କଥା ‘ନ୍ୟୁୟର୍କ ଟାଇମ୍ସ୍’ ରିପୋର୍ଟ କରିଛି। ‘ଦୁଇ ସପ୍ତାହର ଗୋଳମାଳ: ଏଲନ୍‌ ମସ୍କ୍‌ ଟୁଇଟର୍‌ ଗ୍ରହଣ କରିବା ଭିତରେ’ ଶୀର୍ଷକ ରିପୋର୍ଟରେ…

ମୁମ୍ବାଇ ବିମାନବନ୍ଦରରେ ଶାହରୁଖ ଅଟକ

ମୁମ୍ବାଇ : ବଲିଉଡ୍ ଅଭିନେତା ଶାହରୁଖ ଖାନ୍‌ଙ୍କୁ ଶନିବାର ସକାଳେ ମୁମ୍ବାଇ ବିମାନବନ୍ଦରରେ ହଟହଟା ହେବାକୁ ପଡ଼ିଛି। ତାଙ୍କ ବ୍ୟାଗ୍‌ରେ କେତେକ ବିଳାସପୂର୍ଣ୍ଣ ଘଣ୍ଟା ଥିବାର ଦେଖି ତାଙ୍କୁ କଷ୍ଟମ୍ସ ଡ୍ୟୁଟି (ବହିଃଶୁଳ୍କ) ବିଭାଗର ଅଧିକାରୀମାନେ ୪ ଘଣ୍ଟା ଧରି ଅଟକାଇଥିଲେ। ସେ ୬ ଲକ୍ଷ ୮୩…

ଲାଲ୍‌ ପିମ୍ପୁଡ଼ି କାମୁଡ଼ାରେ ୩ ବର୍ଷିୟ ବାଳକ ମୃତ

ଅଲ୍‌ମୋରା: ଲାଲ୍‌ ପିମ୍ପୁଡ଼ି କାମୁଡ଼ି ଦେବାରୁ ଉତ୍ତରାଖଣ୍ଡ ଅନ୍ତର୍ଗତ ବାଗେଶ୍ବର ଅଞ୍ଚଳରେ ଜଣେ ୩ ବର୍ଷିୟ ବାଳକର ମୃତ୍ୟୁ ଘଟିଛି ଓ ଆଉ ଜଣେ ୫ ବର୍ଷିୟ ବାଳକ ଆହତ ହୋଇଛି। ସଂଗୃହୀତ ସୂଚନା ଅନୁସାରେ, ଗୁରୁବାର ଅପରାହ୍ଣ ୨ଟା ବେଳେ ବାଗେଶ୍ବର ଜିଲ୍ଲାର କପକୋଟ୍‌ ତହସିଲ ଅନ୍ତର୍ଗତ…

ପୋଷା କୁକୁର କାମୁଡ଼ିଲେ ୧୦,୦୦୦ ଟଙ୍କା ଜରିମାନା ଦେବା ସହ ଆହତଙ୍କ ଚିକିତ୍ସା ଦାୟିତ୍ବ ନେବେ ମାଲିକ: ନଏଡ଼ା…

ନଏଡ଼ା: ଗତ ଅଳ୍ପ କେତେ ମାସ ହେବ ସହର ଓ ତା’ର ଆଖପାଖ ଅଞ୍ଚଳରେ କୁକୁର କାମୁଡ଼ା ଘଟଣା ବୃଦ୍ଧି ପାଉଥିବାରୁ କୁକୁର ମାଲିକଙ୍କ ଉପରେ ୧୦, ୦୦୦ ଟଙ୍କା ଜରିମାନା କରିବା ପାଇଁ ନଏଡ଼ା କର୍ତ୍ତୃପକ୍ଷ ନିଷ୍ପତ୍ତି ଗ୍ରହଣ କରିଛନ୍ତି। କର୍ତ୍ତୃପକ୍ଷଙ୍କ ନିଷ୍ପତ୍ତି ଅନୁସାରେ, ଯଦି କୌଣସି ପୋଷା…

ବିଜୁଳି ଟାୱାର୍‌ ଚଢ଼ି ଜୀବନ ହାରିବାକୁ ଧମକ ଦେଲେ ‘ଏମ୍‌ସିଡି’ ନିର୍ବାଚନ ଟିକେଟରୁ ବଞ୍ଚିତ ପୂର୍ବତନ ‘ଆପ୍‌’…

ନୂଆଦିଲ୍ଲୀ: ଦଳର ତ୍ରୁଟିପୂର୍ଣ୍ଣ ନୀତି ବିରୋଧରେ ପ୍ରତିବାଦ ପ୍ରଦର୍ଶନ କରିବାକୁ ଯାଇ ଆଜି ‘ଆମ୍‌ ଆଦ୍‌ମି ପାର୍ଟି’ର ପୂର୍ବତନ କାଉନ୍‌ସିଲର୍‌ ହସୀବ୍‌-ଉଲ୍‌-ହସନ୍‌ ଆଜି ଦିଲ୍ଲୀସ୍ଥିତ ଶାସ୍ତ୍ରୀ ପାର୍କ ମେଟ୍ରୋ ଷ୍ଟେସନ୍‌ ସମ୍ମୁଖ ଉଚ୍ଚ-କ୍ଷମତାସମ୍ପନ୍ନ ତାର ଟଣାଯାଇଥିବା ବିଜୁଳି…

ଆଜି ୮୦୦ ତଳେ ଦେଶର ଦୈନିକ କୋଭିଡ୍‌-୧୯ ସଂକ୍ରମଣ; ୧୩୦୦୦ ତଳେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା

ନୂଆଦିଲ୍ଲୀ: ଆଜି ଦେଶରେ ଦୈନିକ କୋଭିଡ୍‌-୧୯ ସଂକ୍ରମଣ ୮୦୦ ତଳେ ଥିବା ବେଳେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା କିଛି ବୃଦ୍ଧି ପାଇ ଥିଲେ ବି ୧୩୦୦୦ ତଳେ ଥିବା କଥା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ସୂଚନାରୁ ଜଣାପଡ଼ିଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳାୟ ତଥ୍ୟ ଅନୁସାରେ, ରବିବାର ସକାଳ…

୧୮ ବର୍ଷ ଧରି ପ୍ୟାରିସ୍‌ର ‘ସାର୍ଲେସ୍‌ ଡି ଗଉଲି ବିମାନ ବନ୍ଦର’ରେ ବାସ କରୁଥିବା ଇରାନୀୟ ବ୍ୟକ୍ତିଙ୍କ ଦେହାନ୍ତ

ପ୍ୟାରିସ୍‌: ବାସଭବନ ବୋଲି କହି ଦୀର୍ଘ ୧୮ ବ‌ର୍ଷ ଧରି ପ୍ୟାରିସ୍‌ର ‘ସାର୍ଲେସ୍‌ ଡି ଗଉଲି ବିମାନବନ୍ଦର’ରେ ବାସ କରୁଥିବା ଜଣେ ଇରାନୀୟ ବ୍ୟକ୍ତିଙ୍କର ଶନିବାର ଦିନ ଦେହାନ୍ତ ହୋଇଯାଇଥିବା କଥା ସରକାରୀ ଅଧିକାରୀମାନେ କହିଛନ୍ତି। ‘ଦି ଟର୍ମିନାଲ୍‌’ ଶୀର୍ଷକ ଷ୍ଟଭେନ୍‌ ସ୍ପିଲ୍‌ବର୍ଗଙ୍କ…

୬୪ ଲକ୍ଷ ଟଙ୍କାରେ ନିଲାମ ହେବ ଷ୍ଟିଭ୍‌ ଜବ୍‌ସ୍‌ଙ୍କ ଘୋରି ହୋଇଯାଇଥିବା ପୁରୁଣା ଚପଲ!

ନୂଆଦିଲ୍ଲୀ: ଏକଦା ‘ଆପ୍‌ଲ୍‌’ର ସହ-ସଂସ୍ଥାପକ ଷ୍ଟିଭ୍‌ ଜବ୍‌ସ୍‌ ପିନ୍ଧୁଥିବା ଗୋଟାଏ ପୁରୁଣା ତଥା ଘୋରି ହୋଇଯାଇଥିବା ‘ବର୍କେନ୍‌ଷ୍ଟକ୍‌ ଆରିଜୋନ’ ଚମଡ଼ା ସାଣ୍ଡଲ୍‌ ୬୦, ୦୦୦ରୁ ୮୦,୦୦୦ ଡଲାର୍‌ ମଧ୍ୟରେ ନିଲାମ କରାଯିବ ବୋଲି ‘ଜୁଲିଏନ୍‌ସ୍‌ ଅକ୍ସନ୍‌ସ୍‌’ କହିଛି। ଚମଡ଼ା ସିଲାଇ କରି…

ବିଚାରପତି ନିଯୁକ୍ତି ନେଇ କେନ୍ଦ୍ରକୁ ସୁପ୍ରିମ୍‌କୋର୍ଟଙ୍କ ପ୍ରଶ୍ନ: ନାମ ସୁପାରିସ ସତ୍ତ୍ବେ ମଂଜୁରିରେ ବିଳମ୍ବ…

ନୂଆଦିଲ୍ଲୀ : ସୁପ୍ରିମକୋର୍ଟ ଏବଂ ହାଇକୋର୍ଟରେ ବିଚାରପତିଙ୍କ ନିଯୁକ୍ତିରେ ବିଳମ୍ବ ହେଉଥିବାରୁ ସୁପ୍ରିମକୋର୍ଟ ଶୁକ୍ରବାର ଦିନ କେନ୍ଦ୍ର ସରକାରଙ୍କ ଉପରେ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି। ସୁପ୍ରିମକୋର୍ଟ ଏବଂ ବିଭିନ୍ନ ଉଚ୍ଚ ନ୍ୟାୟାଳ‌ୟରେ ବିଚାରପତି ନିଯୁକ୍ତି ପାଇଁ କଲେଜିୟମ…

ମହିଳାଙ୍କ ହାତରେ ନାକ ବିକଶିତ କରି ମୁହଁରେ ପ୍ରତିରୋପଣ କଲେ ଫ୍ରାନ୍‌ସର୍‌ ସର୍ଜନ୍‌

ପ୍ୟାରିସ୍‌: ଜଣେ ମହିଳାଙ୍କ ହାତରେ ନାକ ବିକଶିତ କରି ଫ୍ରାନ୍‌ସର ଶଲ୍ୟ ଚିକିତ୍ସକମାନେ ସଫଳତାର ସହିତ ତାଙ୍କ ନାକରେ ପ୍ରତିରୋପଣ କରିଛନ୍ତି। କର୍କଟ ରୋଗ ଚିକିତ୍ସା ସମୟରେ ମହିଳାଜଣକ ତାଙ୍କ ନାକର ବହୁଳାଂଶ ହରାଇଥିଲେ। ସୂଚନାଯୋଗ୍ୟ, ନାସିକା ଗହ୍ବର କର୍କଟ ରୋଗରେ ଆକ୍ରାନ୍ତ…