Browsing Category

ଦେଶବିଦେଶ

୧୫ ଅଗଷ୍ଟ ପୂର୍ବରୁ ଦିଲ୍ଲୀରେ ବିମାନବନ୍ଦର ସମେତ ୫ ଟି ସ୍ଥାନରେ ବୋମା ଧମକ: ତଦନ୍ତ ଜାରି

ନୂଆଦିଲ୍ଲୀ: ସ୍ୱାଧୀନତା ଦିବସର ଗୋଟିଏ ଦିନ ପୂର୍ବରୁ ରାଜଧାନୀ ଦିଲ୍ଲୀର ଅନେକ ସ୍ଥାନରେ ବୋମା ଧମକ ମିଳିଛି। ଜାମା ନଗର ହାଉସ୍, ଝଣ୍ଡେୱାଲାନ୍ ବିଲଡିଂ, ଏମବି ସାକେତ ଅଫିସ୍, ଜିଲ୍ଲା ମାଜିଷ୍ଟ୍ରେଟ୍ ଅଫିସ୍, IGI ବିମାନବନ୍ଦରର ଟର୍ମିନାଲ ୩ ଏବଂ ଦିଲ୍ଲୀ କ୍ୟାଣ୍ଟନମେଣ୍ଟର SDM ଅଫିସ୍ ସମେତ…

ଗଲ୍ଫ ଓଡ଼ିଆ ଆସୋସିଏସନର ନବମ ବାର୍ଷିକ ଉତ୍ସବ ପାଳନ

ଭୁବନେଶ୍ୱର ତା ୧୩ .୦୮ ରିଖ ; ଗଲ୍ଫ ଓଡ଼ିଆ ଆସୋସିଏସନ (ଗଓଆ) ର ନବମ ବାର୍ଷିକ ଉତ୍ସବ ଭୁବନେଶ୍ୱରଠାରେ ମହାସମାରୋହରେ ପାଳିତ ହୋଇଯାଇଛି। ଏହି ଅବସରରେ ମଧ୍ୟପ୍ରାଚ୍ୟସ୍ଥିତ ସାଉଦି ଆରବ, କାତାର, ଓମାନ, କୁଏତ, ବାହାରିନ, ୟୁଏଇ ଏବଂ ଆବୁଧାବିରେ ବସବାସ କରୁଥିବା ଶତାଧିକ ଓଡ଼ିଆ ସେମାନଙ୍କର…

ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗୁରୁବାର (ଅଗଷ୍ଟ ୧୩, ୨୦୨୬) ନୂଆଦିଲ୍ଲୀରେ ୨୦୨୪ ଏବଂ ୨୦୨୫ ବର୍ଷ ପାଇଁ ବିଶିଷ୍ଟ କଳାକାରମାନଙ୍କୁ ସଙ୍ଗୀତ ନାଟକ ଏକାଡେମୀ ଫେଲୋସିପ୍ ଏବଂ ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର ପ୍ରଦାନ କରିଛନ୍ତି। ସେହିପରି ଓଡ଼ିଶୀ ନୃତ୍ୟ ଗୁରୁ ବିଚିତ୍ରା ନନ୍ଦ…

ସହରାଞ୍ଚଳରେ ନୂଆ ଜାତୀୟ ରାଜପଥ ନୀତି: ୪ ଲେନ୍‌ର ବାଇପାସ୍‌ ଓ ରିଙ୍ଗ୍‌ରୋଡ୍‌କୁ ଗୁରୁତ୍ୱ

ଭୁବନେଶ୍ୱର: ସହରାଞ୍ଚଳରେ ଟ୍ରାଫିକ୍‌ ଭିଡ଼ ଓ ଦୁର୍ଘଟଣା କମାଇବା ପାଇଁ ନୂଆ ଜାତୀୟ ରାଜପଥ ନୀତିରେ ୪ ଲେନ୍‌ ବିଶିଷ୍ଟ ବାଇପାସ୍‌ ଓ ରିଙ୍ଗ୍‌ରୋଡ୍‌ ନିର୍ମାଣକୁ ଗୁରୁତ୍ୱ ଦିଆଯାଇଛି। ସହର ଓ ଉପକଣ୍ଠରେ ନିର୍ମାଣ ହେବାକୁ ଥିବା ନୂଆ ବାଇପାସ୍‌ ଓ ରିଙ୍ଗ୍‌ରୋଡ୍‌ ସର୍ବନିମ୍ନ ୪ ଲେନ୍‌ର ହେବ ଏବଂ…

ଓଡିଶା ଡିଜିପି ନିଯୁକ୍ତିରେ ପାଞ୍ଚଦିନ ପାଇଁ ରୋକ ଲଗାଇଲେ ସୁପ୍ରିମ କୋର୍ଟ

ନୂଆଦିଲ୍ଲୀ: ଆଜି ଓଡିଶା ଡିଜିପି ନିଯୁକ୍ତିରେ ରୋକ ଲଗାଇଛନ୍ତି ସୁପ୍ରିମ କୋର୍ଟ। ଆଜି ୟୁପିଏସସି ବୈଠକରେ ଓଡିଶାର ଡିଜିପି କିଏ ହେବ ସେ ନେଇ ତିନିଜଣଙ୍କ ନାମ ବଛାଯାଇଥାଆନ୍ତି। ହେଲେ ସୁପ୍ରିମ କୋର୍ଟ ସେଥିରେ ରୋକ ଲଗାଇ ଅଗଷ୍ଟ ୧୮ ଯାଏଁ କୌଣସି ନିଷ୍ପତି ହେବ ନାହିଁ ବୋଲି ଜଣାଇ ଦେଇଛନ୍ତି।…

“ପ୍ରଧାନମନ୍ତ୍ରୀ ମୋଦି କାହିଁକି ସାମ୍ବାଦିକ ସମ୍ମିଳନୀ କରୁନାହାଁନ୍ତି?”: ରାହୁଲ ଗାନ୍ଧୀଙ୍କ ବଡ଼ ଆକ୍ରମଣ

ନୂଆଦିଲ୍ଲୀ: “ରଚନାତ୍ମକ କଂଗ୍ରେସ ସମ୍ମିଳନୀ’ ରେ ରାହୁଲ ଗାନ୍ଧୀ କେନ୍ଦ୍ର ସରକାରଙ୍କ ଉପରେ କଡ଼ା ଆକ୍ରମଣ କରିଛନ୍ତି। ସେ ଅଭିଯୋଗ କରିଛନ୍ତି ଯେ, ଦେଶର ବ୍ୟବସ୍ଥା ଠିକ୍ ଭାବରେ କାର୍ଯ୍ୟ କରୁନାହିଁ ଏବଂ ଜନତା, ଛାତ୍ରଛାତ୍ରୀ ଏବଂ ପୀଡିତଙ୍କ କଥା ଶୁଣିବା ପରିବର୍ତ୍ତେ ସରକାର ନିଜ ଆଦେଶ…

ଗ୍ରାମୀଣ ଜ୍ଞାନ ସେତୁ ଆପର ଶୁଭାରମ୍ଭ କଲେ ଅମିତ ଶାହ

ନୂଆଦିଲ୍ଲୀ: କେନ୍ଦ୍ର ଗୃହ ତଥା ସମବାୟ ମନ୍ତ୍ରୀ ଅମିତ ଶାହ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଗୁଜରାଟର ଗାନ୍ଧୀନଗର ଲୋକସଭା ନିର୍ବାଚନମଣ୍ଡଳୀର ପାଠାଗାରଗୁଡ଼ିକୁ ସମନ୍ୱିତ କରିବା ପାଇଁ ବିକଶିତ ‘ଗ୍ରାମୀଣ ଜ୍ଞାନ ସେତୁ’ ଆପ୍ ର ଶୁଭାରମ୍ଭ କରିଛନ୍ତି। ଏହି କାର୍ଯ୍ୟକ୍ରମକୁ ଭର୍ଚୁଆଲ…

ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଆତ୍ମଜୀବନୀ ଉନ୍ମୋଚନ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଆଜି ନୂଆଦିଲ୍ଲୀର ବିଜ୍ଞାନ ଭବନଠାରେ ଭାରତର ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଆତ୍ମଜୀବନୀ “ଟ୍ରାୟମ୍ଫ ଅଫ୍ ଦି ଇଣ୍ଡିଆନ୍ ରିପବ୍ଲିକ୍: ମାଇଁ ଲାଇଫ୍, ମାଇଁ ଷ୍ଟ୍ରଗଲ୍ସ”କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉନ୍ମୋଚନ କରିଛନ୍ତି। ଏହି ଅବସରରେ ଉପସ୍ଥିତ ଜନସାଧାରଣଙ୍କୁ…

LAC ନିକଟରେ ଉତ୍ତେଜନା ଖବର ମଧ୍ୟରେ ଚୀନ୍ ଜାରି କଲା ବଡ଼ ବିବୃତ୍ତି

ନୂଆଦିଲ୍ଲୀ: ଅରୁଣାଚଳ ପ୍ରଦେଶର ପ୍ରକୃତ ନିୟନ୍ତ୍ରଣ ରେଖା (LAC) ନିକଟରେ ଭାରତ ଏବଂ ଚୀନ୍ ମଧ୍ୟରେ ସାମରିକ ଗତିରୋଧ ରିପୋର୍ଟ ମଧ୍ୟରେ ଚୀନ୍ ର ଏକ ବଡ଼ ବିବୃତ୍ତି ଆସିଛି। ବୁଧବାର ଦିନ ଏହି ପରିସ୍ଥିତିକୁ ଚୀନ ଗମ୍ଭୀର ବୋଲି କହି ହାଲୁକା ଭାବରେ ଦର୍ଶାଇଛି ଏବଂ କହିଛି ଯେ, ଦୁଇ ଦେଶ ମଧ୍ୟରେ…

ଲୋକସଭା ଅନିଶ୍ଚିତକାଳ ପାଇଁ ମୁଲତବୀ

ନୂଆଦିଲ୍ଲୀ: ସଂସଦର ମୌସୁମୀ ଅଧିବେଶନରେ ହଟ୍ଟଗୋଳ ମଧ୍ୟରେ ଲୋକସଭା କାର୍ଯ୍ୟ ଅନିଶ୍ଚିତକାଳ ପାଇଁ ମୁଲତବୀ ରଖାଯାଇଛି। ପ୍ରଧାନମନ୍ତ୍ରୀ ମୋଦି ଏବଂ ଅମିତ ଶାହ ମଧ୍ୟ ଶେଷ ଦିନରେ ପହଞ୍ଚିଥିଲେ। ଜୁଲାଇ ୨୦ ତାରିଖ ପରେ ପ୍ରଥମ ଥର ପାଇଁ ଅଧିବେଶନର ଶେଷ ଦିନର ସମାପ୍ତି ସମୟରେ ଅମିତ ଶାହ ଗୃହରେ…