Browsing Category

ଦେଶବିଦେଶ

ବିବାହ ଭୋଜି ପୂର୍ବରୁ ମୃତାବସ୍ଥାରେ ଉଦ୍ଧାର ହେଲେ ନବବିବାହିତ ଦମ୍ପତି

ରାୟପୁର: ବିବାହ ଭୋଜି ପୂର୍ବରୁ ଛତିଶଗଡ଼ର ରାଜଧାନୀ ରାୟପୁରସ୍ଥିତ ଗୋଟାଏ ଘର ପ୍ରକୋଷ୍ଠରୁ ନବବିବାହିତ ଦମ୍ପତିଙ୍କର ଛୁରାଘାତରେ କ୍ଷତବିକ୍ଷତ ଶବ ଉଦ୍ଧାର କରାଯାଇଥିବା କଥା ଆଜି ପୁଲିସ କହିଛି। ଦୁହିଁଙ୍କ ମଧ୍ୟରେ ଝଗଡ଼ା ହେବାରୁ ସ୍ବାମୀ ସ୍ତ୍ରୀଙ୍କୁ ଛୁରି ଭୁସି ହତ୍ୟା କରିବା ପରେ…

ଭାରତୀୟ ବଂଶୋଭବ ନୀଲ ମୋହନ ହେବେ ୟୁ-ଟ୍ୟୁବ୍‌ ସିଇଓ

ଗୁଗଲ, ଆଡୋବ, ପେପସି ପରେ ଏବେ ୟୁଟ୍ୟୁବର ସିଇଓ ହେବେ ଜଣେ ଭାରୟତୀ ବଂଶୋଭବ । YOUTUBEର ସିଇଓ ସୁସାନ୍ ବୋଜିକି ନିଜ ପଦରୁ ଇସ୍ତଫା ଦେବା ପରେ ଚିଫ୍ ପ୍ରଡକ୍ଟ ଅଫିସର ଥିବା ନୀଲ ମୋହନ ହେବେ ପରବର୍ତ୍ତି ସିଇଓ । ଏନେଇ ବିଧିବଦ୍ଧ ଭାବେ ଘୋଷଣା କରାଯାଇଛି। ୯ ବର୍ଷ ଧରି YOUTUBEର ସିଇଓ ପଦରେ…

ବେଙ୍ଗାଲୁରୁ ବିଶ୍ବର ଦ୍ବିତୀୟ ଜନାକୀର୍ଣ୍ଣ ସହର

ବେଙ୍ଗାଲୁରୁ : ବେଙ୍ଗାଲୁରୁ ବିଶ୍ବର ଦ୍ବିତୀୟ ଜନାକୀର୍ଣ୍ଣ ସହର ଭାବେ ପରିଗଣିତ ହୋଇଛି। ଡଚ୍‌ ଲୋକେସନ ଟେକ୍ନୋଲୋଜି ସ୍ପେସାଲିଷ୍ଟ ଟମ୍ ଟମ୍‌ର ଟ୍ରାଫିକ ଇଣ୍ଡେକ୍ସ ଅନୁଯାୟୀ ୨୦୨୨ ରେ ବେଙ୍ଗାଲୁରୁ ବିଶ୍ବର ଦ୍ବିତୀୟ ଜନଗହଳି ସହର ରହିଥିଲା। ବେଙ୍ଗାଲୁରୁ ଟ୍ରାଫିକ ଇଣ୍ଡେକ୍ସ ଜିଏଫଏକ୍ସ…

ବିସିସିଆଇ ମୁଖ୍ୟ ଚୟନକର୍ତ୍ତା ପଦରୁ ଇସ୍ତଫା ଦେଲେ ଚେତନ ଶର୍ମା

ମୁମ୍ବଇ : ବିସିସିଆଇ ମୁଖ୍ୟ ଚୟନକର୍ତ୍ତା ପଦରୁ ଚେତନ ଶର୍ମା ଇସ୍ତଫା ଦେଇ​ଛନ୍ତି । ବିସିସିଆଇ ସଂପାଦକ ଜୟ ଶାହାଙ୍କ ପାଖକୁ ସେ ନିଜର  ଇସ୍ତଫା ପତ୍ର ପଠାଇଛନ୍ତି । ଏକ ବିବାଦୀୟ ମନ୍ତବ୍ୟକୁ ନେଇ ସେ ଚର୍ଚ୍ଚାରେ ଥିଲେ। ଜୟ ଶାହା ମଧ୍ୟ ତାଙ୍କ ଇସ୍ତଫା ପତ୍ର ଗ୍ରହଣ କରିଥିବା ଜଣାପଡିଛି। ଏକ…

ତୁର୍କୀ ଓ ସିରିଆ ଭୂକମ୍ପ : ମୃତ୍ୟୁ ସଂଖ୍ୟା ୪୨ ହଜାର ଟପିଲା, ୨୪୮ ଘଣ୍ଟା ପରେ ନାବାଳକ ଉଦ୍ଧାର

ଅଙ୍କାରା : ତୁର୍କୀ ଓ ସିରିୟାରେ ହୋଇଥିବା ଭୂମିକମ୍ପରେ ମୃତ୍ୟୁ ସଂଖ୍ୟା ୪୨ ହଜାର ଟପିଛି । ପ୍ରଭାବିତ ଅଞ୍ଚଳରେ ରିଲିଫ ଓ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଏବେ ମଧ୍ୟ ଭଗ୍ନାବଶେଷ ମଧ୍ୟରୁ ଜୀବନ୍ତ ଓ ମୃତକଙ୍କୁ ଉଦ୍ଧାର କରାଯାଉଛି । ଭୂମିକମ୍ପର ୨୪୮ ଘଣ୍ଟା ପରେ ତୁର୍କୀର ଖାରମାନମାର୍ସ ସହରର…

ବର୍ବର କାଣ୍ଡ: ରାଜସ୍ଥାନରୁ ଅପହରଣ କରି ମାରିଦେଲେ, ହରିୟାଣାରେ ବୋଲେରୋ ସହ ଜାଳି ଦେଲେ

ହରିୟାଣାର ଭିବାନୀରେ ଘଟିଛି ଏକ ବର୍ବର କାଣ୍ଡ। ରାଜସ୍ଥାନରୁ ଅପହରଣ କରି ହତ୍ୟା ପରେ ହରିୟାଣାରେ ଏକ ବୋଲେରୋ ସହ ୨ ଜଣଙ୍କୁ ଜାଳିଦେଲେ ଦୁର୍ବୃତ୍ତ। ଗୋ-ଚାଲାଣକୁ ନେଇ ଏପରି ଅଭାବନୀୟ ଘଟଣା ଘଟିଥିବା କୁହାଯାଉଥିବା ବେଳେ ବଜରଙ୍ଗ ଦଳର ବହୁ ସଦସ୍ୟଙ୍କର ଏଥିରେ ସମ୍ପୃକ୍ତି ଥିବା ଅନୁମାନ…

୬୦ ଘଣ୍ଟା ପରେ ସରିଲା ଚଢ଼ାଉ, ବିବିସି କାର୍ଯ୍ୟାଳୟ ଛାଡ଼ିଲା ଆୟକର ଟିମ୍‌

ଦୀର୍ଘ ୬୦ ଘଣ୍ଟା ଧରି ବିବିସି ଅଫିସରେ ଘାଣ୍ଟିବା ପରେ ବାହାରିଲା ଆୟକର ବିଭାଗ ଟିମ୍‌। ବାହାରିବା ବେଳେ ହାତରେ ଥିଲା କିଛି ଡକ୍ୟୁମେଣ୍ଟ ଓ କାଗଜପତ୍ର। ଇଡି ପକ୍ଷରୁ ମଙ୍ଗଳବାରଠାରୁ ବିବିସିର ଦିଲ୍ଲୀ ଓ ମୁମ୍ବାଇ କାର୍ଯ୍ୟାଳୟରେ ଚଢ଼ାଉ ଚାଲିଥିବା ବେଳେ ଗତକାଲି ଏହା ସମାପ୍ତ ହୋଇଛି। ଚଢ଼ାଉ…

ଗାଡ଼ି ପାର୍କିଂକୁ ନେଇ ଫୁଟିଲା ଗୁଳି, ବାପପୁଅ ଗୁରୁତର

ଗାଡ଼ି ପାର୍କିଂକୁ ନେଇ ରାଜଧାନୀ ଦିଲ୍ଲୀର ଯମୁନା ବିହାର ଅଞ୍ଚଳରେ ଫୁଟିଛି ଗୁଳି। ଏଥିରେ ବାପପୁଅ ଗୁରୁତର ହୋଇଛନ୍ତି। ଏହାକୁ କେନ୍ଦ୍ର କରି ସ୍ଥାନୀୟ ଅଞ୍ଚଳରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଥିବା ବେଳେ ବ୍ୟାପକ ପୁଲିସ୍‌ ଫୋର୍ସ ମୁତୟନ ହୋଇଛନ୍ତି। ଗୁଳି ମାଡ଼ର ଶିକାର ଦ୍ୱୟ ହେଲେ ବୀରେନ୍ଦ୍ର…

ମୋର ପ୍ରଧାନମନ୍ତ୍ରୀ ହେବାର କୌଣସି ଇଚ୍ଛା ନାହିଁ : ନୀତୀଶ

ବେଗୁସରାଇ : ୨୦୨୪ରେ ମହାମେଣ୍ଟର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ହେବା ସଂକ୍ରାନ୍ତରେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ପ୍ରଶ୍ନ କରାଯିବାରୁ ସେ କହିଛନ୍ତି, ପ୍ରଧାନମନ୍ତ୍ରୀ ହେବାର ମୋର କୌଣସି ଇଚ୍ଛା ନାହିଁ। ମହାମେଣ୍ଟର ନେତାମାନେ ନୀତୀଶ ପ୍ରଧାନମନ୍ତ୍ରୀ ହେବା ନେଇ ସ୍ଲୋଗାନ…

ନିତି ଆୟୋଗଙ୍କ ରିପୋର୍ଟ: ଓଡ଼ିଶା: ୩୧୩୭ ଆଇଟିଆଇ ତାଲିମପ୍ରାପ୍ତଙ୍କ ମଧ୍ୟରୁ ୨ ଜଣଙ୍କୁ ନିଯୁକ୍ତି

ନୂଆଦିଲ୍ଲୀ : ଓଡ଼ିଶାର ବିଭିନ୍ନ ଆଇଟିଆଇରୁ ୨୦୨୦ରେ ପାସ କରିଥିବା ପ୍ରଶିକ୍ଷାର୍ଥୀଙ୍କ ମଧ୍ୟରୁ କେବଳ ୨ ଜଣଙ୍କୁ ନିଯୁକ୍ତି ମିଳିଛି। ଛତ୍ରପୁରର ଏକ ସରକାରୀ ଆଇଟିଆଇରୁ ଏହି ଦୁଇ ଜଣ ନିଯୁକ୍ତି ପାଇଥିଲେ। ନିତି ଆୟୋଗଙ୍କ ଦ୍ବାରା ସଦ୍ୟ ପ୍ରକାଶିତ ‘ ଟ୍ରାନ୍ସଫର୍ମିଂ ଇଣ୍ଡଷ୍ଟ୍ରିଆଲ୍‌ ଟ୍ରେନିଂ…