Sign in
Sign in
Recover your password.
A password will be e-mailed to you.
Browsing Category
ସ୍ୱାସ୍ଥ୍ୟ
ଏମ୍ସ ଭୁବନେଶ୍ୱରରେ ପ୍ରଥମ କିଡ୍ନି ପ୍ରତିରୋପଣ ସଫଳ
ଭୁବନେଶ୍ୱର: ଏମ୍ସ ଭୁବନେଶ୍ୱର ଏହାର ପ୍ରଥମ ଦଶନ୍ଧିର ସଫଳ ଯାତ୍ରାରେ ଆଉ ଏକ ମାଇଲଖୁଣ୍ଟ ଯୋଡ଼ିଛି। ସ୍ବାସ୍ଥ୍ୟସେବା କ୍ଷେତ୍ରରେ ପୂର୍ବ ଭାରତରେ ଭରସାର କେନ୍ଦ୍ରବିନ୍ଦୁ ପାଲଟିଥିବା ଏମ୍ସ ଭୁବନେଶ୍ବରରେ ସଫଳତାର ସହିତ ବହୁପ୍ରତିକ୍ଷୀତ ପ୍ରଥମ କିଡ୍ନି ପ୍ରତିରୋପଣ ସମ୍ପନ୍ନ ହୋଇଛି। ଗତମାସ…
ନିଦ୍ରାହୀନତା ଦୂରକରିବ ଚେରି ଜୁସ୍
ନିଦ୍ରାହୀନତା ଆଜିକାଲି ଏକ ସାଧାରଣ ସମସ୍ୟା। କାମ ଚାପ ପାଇଁ ହେଉ କିମ୍ବା ମୋବାଇଲ୍ ଫୋନ୍ର ବହୁଳ ବ୍ୟବହାର ପାଇଁ ହେଉ, ବିଳମ୍ବିତ ରାତି ପର୍ଯ୍ୟନ୍ତ ଆଖିକୁ ନିଦ ନଆସିବା ଅଧିକାଂଶ ଲୋକଙ୍କ ଭିତରେ ଦେଖିବାକୁ ମିଳୁଛି। ମାତ୍ର ସୁସ୍ଥକର ଖାଦ୍ୟ ଓ ପାନୀୟ ଗ୍ରହଣ କରିବା ଦ୍ବାରା ଏହି…
ସକାଳୁ ଖାଆନ୍ତୁ ମାଣ୍ଡିଆ, ଶାଗୁ ପରି ଖାଦ୍ୟ; ଦୂର ହେବ ଶାରୀରିକ ସମସ୍ୟା
ସୁସ୍ଥ ରହିବାକୁ ଚାହୁଁଥିଲେ ନିଜର ଖାଦ୍ୟ, ପାନୀୟ ଓ ଶୟନକୁ ଗୁୁରୁତ୍ବ ଦିଅନ୍ତୁ। ସବୁଠାରୁ ଗୁରୁତ୍ବପୂର୍ଣ୍ଣ ହେଉଛି ସକାଳ ଜଳଖିଆ। ଆଜିକାଲିର କାର୍ଯ୍ୟବ୍ୟସ୍ତତା ହେତୁ ସକାଳ ଜଳଖିଆ ପ୍ରତି ଆମେ ଟିକେ ଟିକେ ଯତ୍ନଶୂନ୍ୟ ହୋଇପଡୁ। ମାତ୍ର ମନେରଖନ୍ତୁ ଦିନ ଭିତରେ ସବୁଠାରୁ ଗୁରୁତ୍ବପୂର୍ଣ୍ଣ…
ଭୁସଙ୍ଗପତ୍ରରେ ରହିଛି ଚମତ୍କାରୀ ସ୍ୱାସ୍ଥ୍ୟ ଉପକାରୀ ଗୁଣ
ବିଭିନ୍ନ ଖାଦ୍ୟର ସ୍ୱାଦ ବଢାଇବା ସହ କିଛି ଏପରି ସ୍ୱତନ୍ତ୍ର ଖାଦ୍ୟ ରହିଛି ଯେଉଁଥିରେ ଭୁସଙ୍ଗପତ୍ର ବ୍ୟବହାର ନିତାନ୍ତ ଜରୁରୀ। ମାତ୍ର ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଏହାକୁ ଖୁବ ଉପକାରୀ।
ଭୁସଙ୍ଗପତ୍ରରେ ଫାଇବର ପ୍ରଚୁର ପରିମାଣରେ ରହିଛି। ଏହା ରକ୍ତରେ ଶର୍କରାର ମାତ୍ରାକୁ ନିୟନ୍ତ୍ରଣ କରି…
ଜଙ୍କ୍ଫୁଡ୍ ଓ ମାତ୍ରାଧିକ ମାଂସ ଖାଇଲେ ହୋଇପାରନ୍ତି ଏହି ବଡ଼ ସମସ୍ୟାର ସମ୍ମୁଖୀନ
ସବୁ ସୁଆଦିଆ ଖାଦ୍ୟ ପାଟି ପାଇଁ ଭଲ ହୋଇଥାଉ ପଛେ ଶରୀର ପାଇଁ କିନ୍ତୁ ଭଲ ହୋଇ ନଥାଏ। ଅନେକ ଖାଦ୍ୟ ଅଛି ଯାହା ଶରୀର ଉପରେ ଖରାପ ପ୍ରଭାବ ପକାଇଥାଏ। ଯକୃତ ହେଉଛି ଶରୀରର ଏକ ପ୍ରମୁଖ ଅଙ୍ଗ । ଯକୃତ ହିଁ ଶରୀରର ସବୁ କ୍ରିୟାକୁ ସନ୍ତୁଳିତ କରି ରଖିଥାଏ । ଆମ ଶରୀରର ୪୦୦ ରୁ ଅଧିକ କାମ କରିଥାଏ…