Browsing Category

ସ୍ୱତନ୍ତ୍ର

ଧାମନଗର ଉପନିର୍ବାଚନ

ଭଦ୍ରକ: ଧାମନଗର ଉପନିର୍ବାଚନର ଦ୍ବିତୀୟ ରାଉଣ୍ଡର ଗଣତିରେ ବି ବିଜେପି ପ୍ରାର୍ଥୀ ଆଗୁଆ ଥିବାର ସୂଚନା ରହିଛି। ବିଜେପି ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୂରଜ ୬୧୦ରୁ ଅଧିକ ଭୋଟରେ ଆଗୁଆ ଅଛନ୍ତି। ବିଜେପିର ସୂର୍ଯ୍ୟବଂଶୀ ସୂରଜ ଦ୍ଵିତୀୟ ରାଉଣ୍ଡ ସୁଦ୍ଧା ୧୩୭୯ ଖଣ୍ଡ ଭୋଟରେ ଆଗୁଆ ଥିବା ଜଣାଯାଇଛି।…

ମନ୍ଦିରକୁ ଆସୁଥିବା ସାପକୁ ‘ଅଜଗର ବାବା’ କହି ଲୋକେ ପୂଜାର୍ଚ୍ଚନ କରୁଛନ୍ତି

 ଭୋପାଳ: ଦୁଇ ତିନି ବର୍ଷରେ ଥରେ ମଧ୍ୟପ୍ରଦେଶର ସାଗର ନଗରୀସ୍ଥିତ ଗୋଟାଏ ମନ୍ଦିରକୁ ଆସୁଥିବା ଏକ ଅଜଗର ସାପକୁ ଲୋକେ ‘ଅଜଗର ବାବା’ କହି ଦର୍ଶନ କରିବାକୁ ଆସୁଛନ୍ତି।ସଂଗୃହୀତ ସୂଚନା ଅନୁସାରେ, ‘ବାଘରାଜ ହରସିଦ୍ଧି ମଠ ମନ୍ଦିର’କୁ ଆସୁଥିବା ସେ ସାପକୁ ପୂଜା କରିବା ଲାଗି ଲୋକେ ଧାଡ଼ି…

ପ୍ରେମିକା ବନାଇବାକୁ ରାସ୍ତା କଡ଼ରେ ବଡ଼ ଫଟୋ ଲଗାଇ ‘ଡେଟ୍‌ ମି’ ବୋଲି ଲେଖି ଚର୍ଚ୍ଚାରେ ଯୁବକ

ମୁମ୍ବାଇ: ଆଜିକାଲି ପିଲା ସ୍କୁଲ୍‌ ସମୟରୁ ହିଁ ଡେଟିଂ ଆରମ୍ଭ କରି ଦେଉଛନ୍ତି। ମାତ୍ର ଯେ‌ତେବେଳେ ୨୩ ବର୍ଷ ହେବା ପରେ ବି ଜଣେ ଯୁବକ ଡେଟିଂରେ ଯାଇପାରିନାହାନ୍ତି ତ ସେ ଏକ ନିଆରା ଉପାୟ ଆପଣେଛନ୍ତି। ସେ ତାଙ୍କ ସହ ଡେଟ୍‌ରେ ଯିବାକୁ ଏକ ବିଜ୍ଞାପନ ଦେଇଛନ୍ତି। ଯୁବକ ଜଣକ ଏକ ବିଲ୍‌ ବୋର୍ଡ…

ଟିନା ଡାବିଙ୍କ ପରେ ଆଇଏଏସ୍‌ ସୃଷ୍ଟି ଦେଶମୁଖଙ୍କ ମାର୍କସିଟ୍‌ ଭାଇରାଲ୍‌

ମୁମ୍ବାଇ: ସୋସିଆଲ୍‌ ମିଡିଆରେ କିଛି ଆଇଏଏସ୍‌ ଅଧିକାରୀ ସଦା ଚର୍ଚ୍ଚାରେ ରହିଥାନ୍ତି। ତାହା ସେମାନଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ହେଉ କିମ୍ବା ବୃତ୍ତିଗତ ଜୀବନକୁ ନେଇ ହେଉ। ସେମାନଙ୍କ ସହ ଜଡ଼ିତ କିଛି ନା କିଛି ସବୁବେଳେ ଭାଇରାଲ୍‌ ହେଉଥାଏ। କିଛି ଦିନ ତଳେ ଆପଣ ଆଇଏଏସ୍‌ ଟିନା ଡାବିଙ୍କ…

DRDOରେ ୧୯୦୧ ପଦ ପାଇଁ କାଲି ଆବେଦନର ଶେଷ ତାରିଖ:

ନୂଆଦିଲ୍ଲୀ: ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂଗଠନ (DRDO) ପକ୍ଷରୁ ସିନିୟର ବୈଷୟିକ ସହାୟକ ସମେତ ଅନେକ ପଦବୀକୁ ନେଇ ଜାରି ହୋଇଥିବା ନିଯୁକ୍ତି ପାଇଁ ଆବେଦନ ପ୍ରକ୍ରିୟା କାଲି ଅର୍ଥାତ୍ ୨୩ ସେପ୍ଟେମ୍ବର ୨୦୨୨ରେ ବନ୍ଦ ହୋଇଯିବ । ଏହି ଖାଲି ପଦବୀ ମାଧ୍ୟମରେ ମୋଟ ୧୯୦୯ଟି ପଦବୀ ପାଇଁ…

ବିନା ରାଜ୍ୟରେ ରାଜା: ଗଜପତି ପୁସ୍ତକ ଉନ୍ମ‌ୋଚନ

ନୁଆଦିଲ୍ଲୀ :  ତା ୧୯.୦୯ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କର ଆଦ୍ୟ ସେବକ ଗଜପତିଙ୍କର ନିଜ ପାଇଁ କୌଣସି ରାଜ୍ୟର ଆବଶ୍ୟକତା ନାହିଁ। ବରଂ ଜଗତର ନାଥଙ୍କର ଅନ୍ତରଙ୍ଗ ସେବାକାରୀ ହିସାବରେ ସାରା ଦୁନିଆର ଆଧ୍ୟାତ୍ମିକ ରାଜତ୍ବ ତାଙ୍କ ଅଧିନରେ ରହିଥିବା ବିଖ୍ୟାତ ବୁଦ୍ଧିଜିବୀ ଡଃ କରଣ ସିଂହ ମତପ୍ରକାଶ…

୨୦ ବେଳକୁ ଲଘୁଚାପରେ ପରିଣତ ହୋଇପାରେ ଘୂର୍ଣ୍ଣିବଳୟ ।

୨୦ ବେଳକୁ ଲଘୁଚାପରେ ପରିଣତ ହୋଇପାରେ ଘୂର୍ଣ୍ଣିବଳୟ । ୨୦ ଓ ୨୧ରେ ବିଭିନ୍ନ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା । ବଙ୍ଗୋପ ସାଗରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ଆଜିଠୁ ପୁଣି ବର୍ଷା ସମ୍ଭାବନା । ଆଜି ପାଇଁ ୯ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ ଜାରି କରାଯାଇଛି ।…

ଦୀର୍ଘ ୭୦ ବର୍ଷ ପରେ ଭାରତ ଦେଖିଛି ଚିତାବାଘ ।

ଦକ୍ଷିଣ ଆଫିକ୍ରୀୟ ଦେଶ ନାମିବ୍ୟାରୁ ସ୍ୱତନ୍ତ୍ର ବିମାନରେ ୮ ଚିତାବାଘ ପହଞ୍ଚିବା ପରେ ମଧ୍ୟପ୍ରଦେଶର କୁନୋ ଜାତୀୟ ଉଦ୍ୟାନରେ ଛଡ଼ା ହୋଇଛନ୍ତି । ଆଜି ନିଜର ୭୨ତମ ଜନ୍ମିଦନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ଚିତା ଭେଟି ଦେଇଛନ୍ତି । ଏହାକୁ ନେଇ ପଶୁପ୍ରେମୀଙ୍କ ମଧ୍ୟରେ ଆନନ୍ଦ…

ସେପ୍ଟେମ୍ବର ୧ରୁ ୫ ମଧ୍ୟରେ ମିଳିବ +୨ ମାର୍କସିଟ୍‌ ଏବଂ ସାର୍ଟିଫିକେଟ।

ଭୁବନେଶ୍ୱର: ଚଳିତବର୍ଷ ଯୁକ୍ତ ଦୁଇ ପରୀକ୍ଷା ଦେଇଥିବା ଛାତ୍ରଛାତ୍ରୀଙ୍କୁ ମାର୍କସିଟ୍‌, ସାର୍ଟିଫିକେଟ୍ ଏବଂ ମାଇଗ୍ରେସନ ଯୋଗାଇଦେବା ଲାଗି +୨ ପରିଷଦ ପକ୍ଷରୁ ପକ୍ରିୟା ଆରମ୍ଭ ହୋଇଛି । ଗତ ୨ବର୍ଷ ହେବ କୋଭିଡ ଲାଗି ପରୀକ୍ଷା ବାତିଲ ହୋଇଥିବା ବେଳେ ଚଳିତବର୍ଷ ଅଫ୍‌ଲାଇନ୍ ପଦ୍ଧତିରେ ପରୀକ୍ଷା…

ନୂଆଖାଇରେ ବ୍ୟାଙ୍କବନ୍ଦ

ଭୁବନେଶ୍ୱର : ନୂଆଖାଇରେବ୍ୟାଙ୍କବନ୍ଦ , ସେପ୍ଟେମ୍ବର ୧ ନୂଆଖାଇ ଦିନ ବ୍ୟାଙ୍କ ବନ୍ଦ ରଖାଯିବାକୁ ଘୋଷଣା , ବ୍ୟାଙ୍କ ଓ ଅନ୍ୟ ବିତ୍ତୀୟ ସଂସ୍ଥା ବନ୍ଦ ରଖାଯିବାକୁ ସରକାରଙ୍କ ଘୋଷଣା କରାଯାଇଛି , ରାଜ୍ୟରେ ବ୍ୟାଙ୍କ ବନ୍ଦ ରଖାଯିବାକୁ ଘୋଷଣା କଲା ରାଜସ୍ୱ ବିଭାଗ ,