Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ରେଳବାଇ ସେବାରୁ ଇସ୍ତଫା ଦେଲେ ମନୋଜ କୁମାର ମିଶ୍ର
ଭୁବନେଶ୍ୱର: ପୂର୍ବତଟ ରେଳବାଇର ରେଲୱେ ଟ୍ରାଫିକ ସର୍ଭିସ(ଆଇଆରଟିଏସ) ଅଫିସର ମନୋଜ କୁମାର ମିଶ୍ର ରେଳବାଇ ସେବାରୁ ଇସ୍ତଫା ଦେଇଛନ୍ତି। ତାଙ୍କର ଇସ୍ତଫାକୁ ରାଷ୍ଟ୍ରପତି ସ୍ୱୀକାର କରିଛନ୍ତି। ଏନେଇ ନେଇ କେନ୍ଦ୍ର ରେଳ ମନ୍ତ୍ରଣାଳୟ ପକ୍ଷରୁ ବିଧିବଦ୍ଧ ସୂଚନା ଜାରି ହୋଇଛି। ତେବେ ଶ୍ରୀ ମିଶ୍ର…
ମହିଳା ସଶକ୍ତିକରଣ କେବଳ ସ୍ଲୋଗାନ୍ ନୁହେଁ, ଏକ ପବିତ୍ର ଦାୟିତ୍ଵ: ମୁଖ୍ୟମନ୍ତ୍ରୀ
ଭୁବନେଶ୍ବର: ଭୁବନେଶ୍ବରରେ ଚାଲିଥିବା ମେକ୍ ଇନ୍ ଓଡିଶା କନକ୍ଲେଭରେ ଆଜି ମହିଳା ଉଦ୍ୟୋଗୀ ଅଧିବେଶନ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ କହିଥିଲେ ଯେ ୨୦୦୧ରେ ଆରମ୍ଭ ହୋଇଥିବା ମିଶନ ଶକ୍ତି, ଆଜି ଓଡ଼ିଶାର ସତୁରି ଲକ୍ଷ…
ମାଛ ବୋଝେଇ ପିକଅପ ଦୁର୍ଘଟଣାଗ୍ରସ୍ତ: ଚାଳକ ମୃତ, ଦୁଇ ଗୁରୁତର
ଜଳେଶ୍ଵର: ବାଲେଶ୍ବର ଜିଲ୍ଲାର ଜଳେଶ୍ଵର-ଚନ୍ଦନେଶ୍ବର ୫୭ ନମ୍ବର ରାଜ୍ୟ ରାଜପଥର ବାଣିଦା ଛକ ନିକଟରେ ଗତକାଲି ମଧ୍ୟରାତ୍ରିରେ ବାହାବଳପୁରରୁ ଦୀଘାକୁ ଯାଉଥିବା ଏକ ମାଛ ବୋଝେଇ ପିକଅପ ଦୁର୍ଘଟଣାଗ୍ରସ୍ତ ହେବାରୁ ପିକଅପ ଚାଳକର ମୃତ୍ୟୁ ହୋଇଥିବା ବେଳେ ଆଉ ଦୁଇ ଜଣ ଗୁରୁତର ହୋଇଛନ୍ତି।…
ନ୍ୟାସନାଲ୍ ଷ୍ଟକ୍ ଏକ୍ସଚେଞ୍ଜ- ଓଡ଼ିଶା ସରକାର ବୁଝାମଣାପତ୍ର
ଭୁବନେଶ୍ୱର : ଭାରତର ଅଗ୍ରଣୀ ଷ୍ଟକ ଏକ୍ସଚେଞ୍ଜ ନ୍ୟାସନାଲ ଏସଏମ୍ଇ ପ୍ଲାଟଫର୍ମ- ଇମର୍ଜକୁ ଉପଯୋଗ କରି ଆଇପିଓ ବ୍ୟବସ୍ଥାରେ ରାଜ୍ୟର ଏମଏସ୍ଏମଇଗୁଡିକ ମଧ୍ୟରେ ପାଣ୍ଠି ସଂଗ୍ରହ ସମ୍ପର୍କିତ ସଚେତନତା ପ୍ରସାର କରିବାକୁ ଏକ ବୁଝାମଣାପତ୍ର (ଏମ୍ଓୟୁ) ରାଜ୍ୟ ସରକାର ସ୍ୱାକ୍ଷର କରିଛନ୍ତି। ଓଡ଼ିଶା…
ମେକ୍ ଇନ ଓଡ଼ିଶା କନକ୍ଲେଭକୁ ସିପିଆଇ(ମାଓବାଦୀ)ର ବିରୋଧ
କଲ୍ୟାଣସିଂହପୁର: ବାଂଶଧାରା ଘୁମୁସର ନାଗବଳୀ ଡିଭିଜନାଲ କମିଟି ସିପିଆଇ(ମାଓବାଦୀ) ପକ୍ଷରୁ ଏକ ପ୍ରେସ ବିବୃତି ବିଭିନ୍ନ ଗଣମାଧ୍ୟମକୁ ଡାକ ଯୋଗେ ମିଳିଛି। ଏଥିରେ ଡିସେମ୍ବର ୨ରୁ ୮ ପର୍ଯ୍ୟନ୍ତ ପିଏଲଜିଏ ସପ୍ତାହ ପାଳନ କରିବା ପାଇଁ ନିବେଦନ କରିଛନ୍ତି ମାଓବାଦୀ।
ଏଥିରେ ଉଲ୍ଲେଖ ରହିଛି ଯେ…
ଶୂନ୍ୟକାଳରେ ଉଠିଲା ଧାରଣାରତ ଶିକ୍ଷକଙ୍କ ପ୍ରସଙ୍ଗ: ପରସ୍ପରକୁ କଟାକ୍ଷ କଲେ ଶାସକ-ବିରୋଧୀ
ଭୁବନେଶ୍ବର: ଆଜି ବିଧାନସଭାର ଶୂନ୍ୟକାଳରେ ଉଠିଛି ଧାରଣାରତ ଶିକ୍ଷକଙ୍କ ପ୍ରସଙ୍ଗ। ଶିକ୍ଷକଙ୍କ ସହ ଆଲୋଚନା କରି ଦାବିପୂରଣ ଦିଗରେ ପଦକ୍ଷେପ ନେବାକୁ ଦାବି ଉଠାଇଲେ ବିରୋଧୀ।
କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଛନ୍ତି, ଶିକ୍ଷକଙ୍କ ଆନ୍ଦୋଳନ ଯୋଗୁଁ ଭୁବନେଶ୍ୱର ଅଚଳ, ଆମ୍ବୁଲାନ୍ସ…
ଆବାସ କାର୍ଯ୍ୟାଦେଶ ଦେଇ ଦିବ୍ୟାଙ୍ଗଙ୍କୁ ଠକିଦେଲା ପ୍ରଶାସନ; ଅଗ୍ରିମ ପାଇଁ ଲାଞ୍ଚ ଦାବି ଅଭିଯୋଗ, ଜିଲ୍ଲାପାଳଙ୍କୁ…
ଚିକିଟି: ଗଞ୍ଜାମ ଜିଲ୍ଲା ଚିକିଟି ବ୍ଲକ୍ରେ ସରକାରୀ ଆବାସ ଯୋଜନାରେ ବ୍ୟାପକ ଅନିୟମିତତା ଓ ଦୁର୍ନୀତି ହେଉଛି। ତଳତଳିଆ କର୍ମଚାରୀମାନେ ପ୍ରକୃତ ହିତାଧିକାରୀଙ୍କୁ ଆବାସ ପାଇଁ ଲାଞ୍ଚ ମାଗୁଛନ୍ତି। ଆଉ ଲାଞ୍ଚ ଦେଇ ନପାରିଲେ କାର୍ଯ୍ୟାଦେଶକୁ ରଦ୍ଦ କରିଦେଉଛନ୍ତି। ଚାନ୍ଦପୁର ପଞ୍ଚାୟତ ଡଭାର…
ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କଲା କଂଗ୍ରେସ: ସରକାର ଅପରାଧୀଙ୍କୁ କେବେ ସୁରକ୍ଷା ଦେଇନାହାନ୍ତି କହିଲେ ଗୃହ…
ଭୁବନେଶ୍ବର: ଆଜି ବିଧାନସଭାରେ ମୁଲତବୀ ପ୍ରସ୍ତାବରେ ଅର୍ଚ୍ଚନା ନାଗ ପ୍ରସଙ୍ଗରେ ଆଲୋଚନା ହୋଇଥିଲା। ଏହି ପ୍ରସଙ୍ଗରେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଛନ୍ତି, ଅର୍ଚ୍ଚନା ଘଟଣାରେ କାହିଁକି ମୁଖ୍ୟମନ୍ତ୍ରୀ ନିରବ। କଣ ବ୍ଲାକମେଲ ହୋଇଛି ତାହା ସମସ୍ତ ଜାଣିବାକୁ ଚାହୁଁଛନ୍ତି।…
ଆନ୍ଦୋଳନରତ ଓଡ଼ିଶା ଓକିଲଙ୍କ ଲାଇସେନ୍ସ ସସପେଣ୍ଡ୍ ପାଇଁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ
ନୂଆଦିଲ୍ଲୀ : ପଶ୍ଚିମଓଡ଼ିଶାରେ ଓଡ଼ିଶା ହାଇକୋର୍ଟର ଏକ ବେଞ୍ଚ ସ୍ଥାପନ ଓ ଅନ୍ୟାନ୍ୟ ଦାବି ନେଇ ଆନ୍ଦୋଳନ କରୁଥିବା ଓକିଲମାନଙ୍କ ପ୍ରତି କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି ସୁପ୍ରିମକୋର୍ଟ । ସେମାନଙ୍କ ଲାଇସେନ୍ସ ସସପେଣ୍ଡ କରିବାକୁ ବାର କାଉନସିଲ ଅଫ ଇଣ୍ଡିଆକୁ କହିଛନ୍ତି ସୁପ୍ରିମକୋର୍ଟ ।…
ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ କୁଲତା ସମାଜର ପ୍ରତିନିଧି ଦଳ: ପୁରୀରେ ଧର୍ମଶାଳା ନିର୍ମାଣ ଲାଗି ଦାବି
ଭୁବନେଶ୍ବର: ନୃସିଂହନାଥ ପୀଠର ଉନ୍ନତିକରଣ ପଦକ୍ଷେପ ନିଆଯାଇଥିବା ହେତୁ ମୁଖ୍ୟମନ୍ତ୍ରୀଙ୍କୁ ଭେଟି କୁଲତା ସମାଜର ସଦସ୍ୟମାନେ ଧନ୍ୟବାଦ ଜଣାଇଛନ୍ତି। ଆଜି ଓଡ଼ିଶା କୁଲତା ସମାଜର ଏକ ପ୍ରତିନିଧି ଦଳ ନବୀନ ନିବାସଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ସେମାନଙ୍କ ବିଭିନ୍ନ ଦାବି ବିଷୟରେ…