Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ଜୁଆଙ୍ଗ ଶିଶୁଙ୍କ ପାଠପଢ଼ାରେ ବାଧକ ଅସଜଡ଼ା ଭିତ୍ତିଭୂମି
କାଳିଆପାଣି: ସଚେତନତା ଅଭାବରୁ ନଗଡ଼ା ଓ ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ ରହୁଥିବା ଜନଜାତି ସଂପ୍ରଦାୟ ଅପପୁଷ୍ଟି, ଖାଦ୍ୟାଭାବ ଓ ସ୍ବାସ୍ଥ୍ୟଗତ ସମସ୍ୟାରେ ଘାଣ୍ଟି ହେଉଛନ୍ତି। ଲୋକଙ୍କୁ ସଚେତନ କରାଯିବା ଜରୁରି ବୋଲି ପ୍ରଶାସନିକ ଅଧିକାରୀ କହୁଛନ୍ତି। ତେଣୁ ଶିକ୍ଷା ହେଉଛି ଏମାନଙ୍କ ବିକାଶର…
ନିଶାସକ୍ତ ଯୁବକର ନାରକୀୟ କାଣ୍ଡ
ଭୁବନେଶ୍ବର: ମଧ୍ୟରାତ୍ରୀରେ ଜଣେ ଦୁର୍ବୃତ୍ତ ନାରକୀୟ କାଣ୍ଡ ଘଟାଇଛି। ସେ ଦମ୍ପତିକୁ ଆକ୍ରମଣ କରିଛି। ସେ ବ୍ଲେଡରେ ସ୍ୱାମୀର ତଣ୍ଟି କାଟିବା ସହ ସ୍ତ୍ରୀକୁ ଛୁରା ମାଡ଼ କରିଛି। ଉଭୟଙ୍କୁ ଗୁରୁତର ଅବସ୍ଥାରେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ୧୦୮ ଆମ୍ବୁଲାନ୍ସ ଯୋଗେ ରାତି ପ୍ରାୟ…
୧୪ ରୁ ୧୭ ଯାଏଁ ରାଜ୍ୟରେ ବଡ଼ ବର୍ଷା
ଭୁବନେଶ୍ୱର : ରାଜ୍ୟରେ ପୁଣି ବଡ଼ ବର୍ଷା ସମ୍ଭାବନା । ଆସନ୍ତା ୧୪ ରୁ ୧୭ ତାରିଖ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ପ୍ରଭାବିତ ହେବ ଉତ୍ତର ଉପକୂଳ ଓଡ଼ିଶାର ଅଧିକାଂଶ ଜିଲ୍ଲା । ୧୩ ତାରିଖରେ ଗାଙ୍ଗେୟ ଉପତ୍ୟାକା ଏବଂ ଉତ୍ତର ଓଡ଼ିଶା ଉପକୂଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବା…
ହୀରାକୁଦ ଡ୍ୟାମର ୧୦ଟି ସ୍ଲୁଇସ୍ ଗେଟ୍ ବନ୍ଦ
ସମ୍ବଲପୁର: ବନ୍ୟା ଜଳ ପ୍ରବେଶ ହ୍ରାସ ପାଇଥିବାରୁ ହୀରାକୁଦ ଡ୍ୟାମର ୧୦ଟି ସ୍ଲୁଇସ୍ ଗେଟ୍ ବନ୍ଦ ହୋଇଥିବା ଜଣାଯାଇଛି। ବାମ ପଟରୁ ୭ ଓ ଡାହାଣ ପଟରୁ ୩ଟି ଗେଟ୍ ବନ୍ଦ ସୂଚନା ମିଳିଛି। ଏବେ ୧୦ଟି ଗେଟ ଦେଇ ବନ୍ୟାଜଳ ନିଷ୍କାସିତ ହେଉଛି। ପୂର୍ବରୁ ମୋଟ ୨୦ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ…
ଭୁବନେଶ୍ୱରରୁ କଳାହାଣ୍ଡିକୁ ଉଡ଼ିବ ବିମାନ
କଳାହାଣ୍ଡି: ଖୁବଶୀଘ୍ର କଳାହାଣ୍ଡିକୁ ଉଡ଼ିବ ବିମାନ। ବହୁ ପ୍ରତିକ୍ଷିତ ଉତ୍କେଲା ଏୟାରପୋର୍ଟରୁ ବିମାନ ଚଳାଚଳ ଆରମ୍ଭ ହେବାକୁ ଯାଉଛି। କେନ୍ଦ୍ର ସରକାରଙ୍କ ‘ଉଡ଼ାନ୍’ ଯୋଜନାରେ ଏହାର ଭିଭିଭୂମି ପ୍ରସ୍ତୁତି ପ୍ରାୟ ଶେଷ ହୋଇଥିବାବେଳେ ଡ଼ି. ଜି.ସି.ଏ ବିମାନ ଉଡ଼ାଣ ନିମନ୍ତେ ଗ୍ରୀନ ସିଗ୍ନାଲ…
ରାଜ୍ୟରେ ବ୍ରିଟିଶ ଅମଳର ୧୭ଟି ବ୍ରିଜ ରହିଛି: ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ
ଭୁବନେଶ୍ବର: ଆଜି ବିଧାନସଭାରେ ଗୃହର ପୂର୍ବତନ ସଦସ୍ୟ ରାସମଞ୍ଜରୀ ଦେବୀଙ୍କ ଦେହାନ୍ତରେ ଶୋକ ପ୍ରସ୍ତାବ ଆଗତ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହାକୁ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ଏବଂ କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା ସମର୍ଥନ କରିଥିଲେ।
ଆଜି ପ୍ରଶ୍ନକାଳରେ ଏକ…
ନବ ଦାସ ହତ୍ୟା ଘଟଣା: ବିଧାୟକ ସୁଶାନ୍ତ ସିଂଙ୍କୁ ତଦନ୍ତ ପରିସରଭୁକ୍ତ କରିବାକୁ ସାଲୁଜାଙ୍କ ଦାବି
ନବ ଦାସ ହତ୍ୟା ମାମଲାରେ ବିଜେଡି ବିଧାୟକ ସୁଶାନ୍ତ ସିଂଙ୍କୁ ତଦନ୍ତ ପରିସରଭୁକ୍ତ କରିବାକୁ ଦାବି କରିଛନ୍ତି କଂଗ୍ରେସ ବିଧାୟକ ସନ୍ତୋଷ ସିଂହ ସାଲୁଜା। ଆଜି ବିଧାନସଭାରେ ଶୂନ୍ୟକାଳରେ ନବ ଦାସ ହତ୍ୟା ପ୍ରସଙ୍ଗ ଉଠିଥିବା ବେଳେ ବିଧାୟକ ଶ୍ରୀ ସାଲୁଜା ଏହି ଦାବି କରିଥିଲେ।
ସେ କହିଥିଲେ ଯେ…
ପାଟଣା ଅଞ୍ଚଳରେ ପ୍ରଚଣ୍ଡ ଶବ୍ଦ, ଥରିଲା ସବୁକିଛି
ପାଟଣା,୨୭ା୨(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ମୁଖ୍ୟାଳୟରେ ସୋମବାର ପୂର୍ବାହ୍ନରେ ୨ ଥର ପ୍ରଚଣ୍ତ ଶବ୍ଦ ଶୁଣିବାକୁ ମିଳିଛି। ଫଳରେ ଭୂମି ସହ ଘର କାନ୍ଥ, ଝରକା, କବାଟ ଥରି ଉଠିବା ଲୋକେ ଅନୁଭବ କରି ଭୟଭୀତ ହୋଇଛନ୍ତି। ଏହାକୁ କେହି ମୃଦୁ ଭୂକମ୍ପର ଝଟ୍କା କହୁଥିବା ବେଳେ କେହି…
ଆଜି ମୁମ୍ବଇ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ବର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର(ଆଜି) ମୁମ୍ବଇ ଗସ୍ତରେ ଯିବେ। ଦୁଇଟି କାର୍ଯ୍ୟକ୍ରମରେ ଯୋଗଦେବାକୁ ମୁଖ୍ୟମନ୍ତ୍ରୀ ମୁମ୍ବଇ ଯାଉଛନ୍ତି । ଓଡ଼ିଶା ନିବେଶକ ସମ୍ମିଳନୀ ଓ ସ୍ପୋର୍ଟସ ଷ୍ଟାର୍ ଏସେସ୍ ପୁରସ୍କାର ସମାରୋହରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଯୋଗଦେବେ ବୋଲି…
କୁଲର୍ ଉପରେ ମହମବତୀ ଲଗାଇ ଶୋଇଥିଲେ ୨ ଶ୍ରମିକ,୨ଜଣ ଶ୍ରମିକଙ୍କ ମୃତ୍ୟୁ
ସୁନ୍ଦରଗଡ଼: ଘରେ ନିଆଁ ଲାଗିଯିବାରୁ ଧୂଆଁରେ ଶ୍ୱାସରୁଦ୍ଧ ହୋଇ ୨ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ଏଭଳି ଘଟଣା ଘଟିଛି ସୁନ୍ଦରଗଡ଼ ଟାଉନ୍ ଥାନା ଅନ୍ତର୍ଗତ ଲୁହୁରାଢ଼ିପାରେ। ମୃତ ଶ୍ରମିକ ଦ୍ୱୟ ହେଲେ ଦିଲୀପ ଓ ମିଠୁ। ସେମାନଙ୍କ ଘର ସୁନ୍ଦରଗଡ଼ ଜିଲ୍ଲାର କିଞ୍ଜିରି ଥାନା ଅନ୍ତର୍ଗତ ବାଉଁରି ମୁଣ୍ଡା…