Sign in
Sign in
Recover your password.
A password will be e-mailed to you.
Browsing Category
ଅପରାଧ
ଲୋମଟାଙ୍କୁରା ଘଟଣା: ୯ବର୍ଷର ଶିଶୁ ଶୋଇଥିବା ଅବସ୍ଥାରେ ପାଚେରୀ ଆରପାଖକୁ ଫିଙ୍ଗି ଦୁଷ୍କର୍ମ କଲା ଯୁବକ
ନୂଆଦିଲ୍ଲୀ: ମଧ୍ୟପ୍ରଦେଶର ଇନ୍ଦୋରରେ ୯ବର୍ଷର ଜଣେ ଶିଶୁ ସହିତ ଦୁଷ୍କର୍ମ ଘଟଣାର ଏକ ଭିଡିଓ ସାମ୍ନାକୁ ଆସିଛି। ଏହି ଦୁଷ୍କର୍ମ ଘଟଣା ରାଜେନ୍ଦ୍ର ନଗର ଥାନା ଅଞ୍ଚଳ ଅନ୍ତର୍ଗତ ଅମିତେଶ ନଗରରେ ଘଟିଛି। ଏଠାରେ ଘର ବାହାରେ ଶୋଇଥିବା ଜଣେ ୯ବର୍ଷ ଶିଶୁକୁ ଦୁଷ୍କର୍ମକାରୀ ଶୁକ୍ରବାର ରାତିରେ…
ଆଦିବାସୀ ନାବାଳିକାଙ୍କୁ ଗର୍ଭବତୀ କରିବା ଅଭିଯୋଗରେ ସରପଞ୍ଚଙ୍କ ସ୍ବାମୀ ଗିରଫ
ଅଡ଼ବା: ଆଦିବାସୀ ନାବାଳିକାଙ୍କୁ ଗର୍ଭବତୀ କରିବା ଅଭିଯୋଗରେ ସରପଞ୍ଚଙ୍କ ସ୍ବାମୀ ଗିରଫ ହୋଇଥିବାର ଖବର ମିଳିଛି। ଗତକାଲି ବିଳମ୍ବିତ ରାତିରେ ପୁଲିସ ତାଙ୍କୁ ଗିରଫ କରିଛି। ଏନେଇ ଅଡ଼ବା ଥାନାଧିକାରୀ ଶୁଭ୍ରାନ୍ତ କୁମାର ପଣ୍ଡା ସୂଚନା ଦେଇଛନ୍ତି।
ସୂଚନାଯୋଗ୍ୟ, ଗଜପତି ଜିଲ୍ଲା ଅଡ଼ବା…
ମହଙ୍ଗା ପଡ଼ିଲା କମେଣ୍ଟମରା; ଗଛରେ ବାନ୍ଧିଲେ, ଲଣ୍ଡାକରି ଛେଚିଲେ
ମେଣ୍ଢାଶାଳ: ଜଣେ ଯୁବତୀଙ୍କୁ କମେଣ୍ଟ ମାରିବା ଦୁଇ ଯୁବକଙ୍କ ପାଇଁ ବେଶ୍ ମହଙ୍ଗା ସାବ୍ୟସ୍ତ ହୋଇଛି। ଉତ୍ତ୍ୟକ୍ତ ଲୋକେ ଦୁଇ ଯୁବକଙ୍କୁ ଗଛରେ ବାନ୍ଧି ବହେ ଛେଚିବା ସହ ଲଣ୍ଡା କରି ଗାଁ ବୁଲାଇବା ପରେ ପୁଲିସ ଜିମା ଦେଇଛନ୍ତି। ଅଭିଯୁକ୍ତ ଯୁବକଦ୍ବୟ ହେଲେ ଚନ୍ଦକା ଥାନା ପଳାସପୁର ଗାଁର…
ମଉସାକୁ ଶିଳପୁଆରେ ଛେଚି ହତ୍ୟା କଲା ପୁତୁରା
ରାଉରକେଲା : ସୁନ୍ଦରଗଡ଼ ଜିଲ୍ଲା ଚାନ୍ଦିପୋଷ ଥାନାର ହାତୀଆଡା ଗ୍ରାମରେ ମଉସାକୁ ଶିଳପୁଆରେ ଛେଚି ହତ୍ୟା କରିଛି ପୁତୁରା। ଦୀର୍ଘ ଦିନ ହେଲା ଜମିବାଡ଼ିକୁ କେନ୍ଦ୍ର କରି ଦୁଇ ପରିବାର ଭିତରେ କଳହ ଲାଗି ରହୁଥିଲା। ଗତକାଲି ମଉସା ଜୁହୁରୁ ମାଝୀ ଗାଁରେ ସାମୁହିକ କାର୍ଯ୍ୟରେ ଯୋଗ ଦେଇ ବିଳମ୍ବିତ…
ଡକାୟତି ଉଦ୍ୟମ, ୫ ଗିରଫ
ଖୋର୍ଦ୍ଧା: ଆଜି ଭୋର ପ୍ରାୟ ୨ଟା ବେଳେ ୧୬ ନମ୍ବର ଜାତୀୟ ରାଜପଥ ଓ ଜଟଣୀ ସଂଲଗ୍ନ ଗୋଶାଳା ପଡ଼ିଆ ନିକଟରୁ ୫ଜଣ ଯୁବକଙ୍କୁ ଗିରଫ କରାଯାଇଛି। ଗିରଫ ହୋଇଥିବା ଯୁବକମାନେ ହେଲେ ଢେଙ୍କାନାଳ ଜିଲ୍ଲା କାରିଆଁର ବିଶ୍ୱନାଥ ମଲ୍ଲିକ ଓରଫ ବିଶୁ (୩୧) ଓ ରାଜୁ ମଲ୍ଲିକ (୪୦), ଖୋର୍ଦ୍ଧା ଗୁଡ଼ୁମ…
ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ ମାମଲା: ସହଯୋଗୀ ଖଗେଶ୍ୱରଙ୍କୁ ଗିରଫ କଲା ଇଡି
ଭୁବନେଶ୍ବର/କେସିଙ୍ଗା/ବାଙ୍କୀ/ଜଳେଶ୍ବର : ବହୁଚର୍ଚ୍ଚିତ ଅର୍ଚ୍ଚନା ନାଗ ମାମଲାରେ ଇଡି (ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ) ତାର ତଦନ୍ତକୁ ଜୋରଦାର କରିଛି। ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗଙ୍କ ସହଯୋଗୀ ଖଗେଶ୍ୱରଙ୍କୁ ଆଜି ଇଡି ଗିରଫ କରିଥିବା ଜଣାଯାଇଛି। ଅର୍ଚ୍ଚନାଙ୍କ ସହ ଖଗେଶ୍ୱରଙ୍କ ଏକାଧିକ…
ପ୍ରଧାନମନ୍ତ୍ରୀ ରାହତ କୋଷ ଯୋଜନା ନାଆଁରେ ଠକେଇ: ୨ କୋଟି ୩୫ ଲକ୍ଷ ଟଙ୍କା ହଡ଼ପ, ଜଣେ ଅଭିଯୁକ୍ତ ଗିରଫ
ଭୁବନେଶ୍ବର: ପ୍ରଧାନମନ୍ତ୍ରୀ ରାହତ କୋଷ ଯୋଜନା ନାଆଁରେ ଠକେଇ ମାମଲାର ଜଣେ ଅଭିଯୁକ୍ତଙ୍କୁ ଇଓଡବ୍ଲୁ ଗିରଫ କରିଥିବା ଜଣାଯାଇଛି। ପ୍ରଧାନମନ୍ତ୍ରୀ ରାହତକୋଷ ଯୋଜନାରେ ୩ କୋଟି ଟଙ୍କା ମିଳିବ କହି ଇନ୍ସୁରାନ୍ସ ପଲିସି ହୋଲଡରଙ୍କଠାରୁ ୨ କୋଟି ୩୫ ଲକ୍ଷ ଟଙ୍କା ଲୁଟିନେଲେ ବିଜୟ ଭରଦ୍ୱାଜ। …
ପୁଅ ମାଡ଼ ମାରୁଥିବାରୁ ଅତିଷ୍ଠ ହୋଇ ହତ୍ୟା କଲେ ବାପା-ମା’
ହାଇଦ୍ରାବାଦ: ବୟସ ବଢ଼ିବା ପରେ ସାହାରା ବନିବା ପରିବର୍ତ୍ତେ ମାରପିଟ କରୁଥିଲା ପୁଅ। ସୁପାରୀ ଦେଇ ହତ୍ୟା କଲେ ବାପା-ମା’। ଏହି ଖବର ଆପଣଙ୍କୁ ଆଶ୍ଚର୍ଯ୍ୟ କରୁଥିଲେ ବି ଏହା ସତ। ଏଭଳି ଛାତି ଥରାଇ ଦେବା ଭଳି ଘଟଣା ଘଟିଛି ତେଲେଙ୍ଗାନାରେ। ପୁଅର ଅତ୍ୟାଚାରରେ ଅତିଷ୍ଠ ହୋଇ ବାପା-ମା’ ନିଜ ପୁଅକୁ…
ରାଜଧାନୀରେ ଅପରାଧ: ନିଶା ଦେଇ ଲୁଟିଲେ, ପାର୍କରେ ଫିଙ୍ଗିଦେଲେ
ଭୁବନେଶ୍ୱର: ଆଜି ସକାଳେ ଖାରବେଳନଗର ପାର୍କରୁ ଜଣେ ଯୁବକଙ୍କୁ ସଂଜ୍ଞାହୀନ ଅବସ୍ଥାରେ ଉଦ୍ଧାର କରାଯାଇଛି। ଯୁବକଙ୍କ ପରିଚୟ ମିଳିପାରିନାହିଁ। ଖାରବେଳନଗର ଥାନା ପୁଲିସ ତାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରିଛି। ତାଙ୍କ ନିକଟରୁ ପର୍ସ, ମୋବାଇଲ୍ ଫୋନ୍ କିମ୍ବା ଅନ୍ୟ କୌଣସି…
ବିବାହିତାଙ୍କୁ ହତ୍ୟା ଘଟଣା: ବାଲିଅନ୍ତା ଥାନା ଆଗରେ ପ୍ରତିବାଦ କରିଲେ ଶତାଧିକ ଲୋକ
ବାଲିଅନ୍ତା: ଜଣେ ବିବାହିତା ମହିଳାଙ୍କୁ ହତ୍ୟା ଘଟଣାରେ ପୁଲିସ ନ୍ୟାୟ ଦେଉ ନ ଥିବା ଅଭିଯୋଗରେ ଆଜି ଥାନାରେ ଆଗରେ ପ୍ରତିବାଦ ଦେଖିବାକୁ ମିଳିଛି। ଭୁବନେଶ୍ୱର ଉପକଣ୍ଠ ବାଲିଅନ୍ତା ଥାନା ଆଗରେ ଝାଡ଼ଖଣ୍ଡ ଷଢ଼େଇଖଳା ଖରସୁଆଁର ଶତାଧିକ ଲୋକ ହାତରେ ପ୍ଲାକାର୍ଡ ଧରି ପ୍ରତିବାଦ କରିଥିବାର…