ଖୁଣ୍ଟରେ ବନ୍ଧା ଯାଇଥିବା ଅବସ୍ଥାରେ ଯୁବକଙ୍କ ମୃତଦେହ ଉଦ୍ଧାର । ମୃତ ଯୁବକ ହେଲେ ଚନ୍ଦନ ଦାସ ।
କେନ୍ଦ୍ରାପଡ଼ା : କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶାଘାଇ ଥାନା ହଳଦିଆ ଗାଁରେ ଅଭାବନୀୟ ଘଟଣା। ଖୁଣ୍ଟରେ ବନ୍ଧା ଯାଇଥିବା ଅବସ୍ଥାରେ ଯୁବକଙ୍କ ମୃତଦେହ ଉଦ୍ଧାର । ମୃତ ଯୁବକ ହେଲେ ଚନ୍ଦନ ଦାସ । ତାଙ୍କୁ କେହି ହତ୍ୟା କରି ଖୁଣ୍ଟରେ ବାନ୍ଧି ଦେଇଥିବା ଅଭିଯୋଗ ହୋଇଛି । ମୃତ୍ୟୁର କାରଣ ସ୍ପଷ୍ଟ ହୋଇନଥିବା ବେଳେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି ।.
Comments are closed.