ପରୀକ୍ଷାର୍ଥିନୀଙ୍କ ଶିଶୁର ଯତ୍ନ ନେଇ ଚର୍ଚ୍ଚାରେ ମାଲକାନଗିରିର ମହିଳା କନେଷ୍ଟବଳ

ମାଲକାନଗିରି: ଚର୍ଚ୍ଚାରେ ମହିଳା କନେଷ୍ଟବଳ ବାସନ୍ତୀ ଚୌଧୁରୀ। ମାଲକାନଗିରିର ଏହି ମହିଳା କନେଷ୍ଟବଳ ମାନବିକତାର ବଡ଼ ଉଦାହରଣ ସୃଷ୍ଟି କରିଛନ୍ତି। ପରୀକ୍ଷା ଦେଉଥିଲେ ମାଆ। ପରୀକ୍ଷା କେନ୍ଦ୍ରରେ ଛୁଆକୁ କାଖେଇ ତା’ର ଯତ୍ନ ନେଇଥିଲେ ମହିଳା କନଷ୍ଟେବଳ ବାସନ୍ତୀ ଚୌଧୁରୀ(୨୮)। ଏପରିକି ଶିଶୁକୁ…

ଆଗାମୀ ଦିନରେ ରାଜ୍ୟରେ ୫ହଜାର ଡାକ୍ତରଙ୍କୁ ନିଯୁକ୍ତି ଦିଆଯିବ: ମନ୍ତ୍ରୀ

ଭୁବନେଶ୍ବର: ଆଜି ପ୍ରଶ୍ନକାଳରେ ରାଜ୍ୟରେ ସ୍ବାସ୍ଥ୍ୟସେବାକୁ ନେଇ ପ୍ରସଙ୍ଗରେ ସଦସ୍ୟମାନେ ଉଦବେଗ ପ୍ରକାଶ କରିଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଅଞ୍ଚଳ ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟରେ ଆବଶ୍ୟକସଂଖ୍ୟକ ଡାକ୍ତର ନଥିବା ହେତୁ ବିଧାନସଭାରେ ଅସନ୍ତୋଷ ପ୍ରକାଶ କରି ଛନ୍ତି…

୨୦୨୪ରେ କଂଗ୍ରେସ ନେତୃତ୍ବରେ ସରକାର: ଖଡ଼ଗେ

ନୂଆଦିଲ୍ଲୀ : କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ ବୁଧବାର ଦିନ ନାଗାଲାଣ୍ଡରେ ନିର୍ବାଚନ ପ୍ରଚାର କରି ବିଜେପି ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିରୋଧରେ ବର୍ଷିଛନ୍ତି। ଖଡ଼ଗେ କହିଛନ୍ତି, କଂଗ୍ରେସ ବିରୋଧୀ ମେଣ୍ଟର ନେତୃତ୍ବ ନେବ ଏବଂ ଏହି ମେଣ୍ଟ ୨୦୨୪ ଲୋକସଭା ନିର୍ବାଚନରେ…

ମେଘାଳୟ: ସବୁଠୁ ଧନୀ ପ୍ରାର୍ଥୀଙ୍କ ସମ୍ପତ୍ତି ୧୪୬ କୋଟି

ଶିଲଂ : ଆଗାମୀ ବିଧାନସଭା ନିର୍ବାଚନ ପାଇଁ ପ୍ରାର୍ଥୀ ହୋଇଥିବା ମେଘାଳୟ ବିଧାନସଭା ବାଚସ୍ପତି ମେତବାହ ଲିଙ୍ଗଡ଼ୋ ହେଉଛନ୍ତି ସବୁଠୁ ଧନୀ ପ୍ରାର୍ଥୀ, ଯାହାଙ୍କ ସମ୍ପତ୍ତିର ପରିମାଣ ଗତ ୫ ବର୍ଷରେ ୬୮ ପ୍ରତିଶତ ବୃଦ୍ଧି ପାଇ ୧୪୬.୩୧ କୋଟିରେ ପହଞ୍ଚିଛି। ୟୁଡିପି ପାର୍ଟିର ମୁଖ୍ୟ ଲିଙ୍ଗଡ଼ୋ…

ଜାତୀୟ ରାଜପଥ ନକ୍ସା ପରିବର୍ତ୍ତନକୁ ନେଇ ଅସନ୍ତୋଷ: ସରକାରଙ୍କ ଉଦ୍ଦେଶ୍ୟରେ ତହସିଲଦାରଙ୍କୁ ଦାବିପତ୍ର

ଅସ୍ତରଙ୍ଗ: ଅସ୍ତରଙ୍ଗ ଉପକୂଳ ଦେଇ ଯିବାକୁ ଥିବା ଜାତୀୟ ରାଜପଥର ନକ୍ସା ପରିବର୍ତ୍ତନକୁ ନେଇ ଅସନ୍ତୋଷ ଘନେଇବାରେ ଲାଗିଛି। ଉପକୂଳ କ୍ରିୟାନୁଷ୍ଠାନ କମିଟି ସଭାପତି ଓ ଆବାହକ ଅଶୋକ କୁମାର ସ୍ୱାଇଁଙ୍କ ନେତୃତ୍ୱରେ ଅସ୍ତରଙ୍ଗରେ ଏକ ବିଶାଳ ସମାବେଶ ଅନୁଷ୍ଠିତ ହୋଇଥିଲା। ବ୍ଲକର ୧୫ଟି ପଞ୍ଚାୟତରୁ…

କେଜ୍ରିୱାଲ୍‌ଙ୍କ ବ୍ୟକ୍ତିଗତ ସହକାରୀଙ୍କୁ ଜେରା କଲା ‘ଇଡି’

ନୂଆଦିଲ୍ଲୀ: ଦିଲ୍ଲୀ ଅବକାରୀ ନୀତିରେ ହୋଇଥିବା ଦୁର୍ନୀତି ଅଭିଯୋଗକୁ ଭିତ୍ତିକରି ‘ପ୍ରବର୍ତ୍ତନ ନିର୍ଦେଶାଳୟ’ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍‌ଙ୍କ ବ୍ୟକ୍ତିଗତ ସହକାରୀ ବିଭବ କୁମାରଙ୍କୁ ଆଜି ହାଜର ହେବା ପାଇଁ ସମନ୍‌ ଜାରି କରିଥିଲା। ସେ ‘ପ୍ରବର୍ତ୍ତନ ନିର୍ଦେଶାଳୟ’ରେ…

ପୁରୁବାଈ କନ୍ୟାଶ୍ରମର ଅନ୍ତେବାସିନୀ ଅସୁସ୍ଥ ଘଟଣା: ପ୍ରତିକ୍ରିୟା ରଖିଲେ ଜନସ୍ୱାସ୍ଥ୍ୟ ନିର୍ଦେଶକ

ଭୁବନେଶ୍ବର: ବାଲେଶ୍ୱର ଜିଲ୍ଲା ସୋର ପୂରୁବାଈ କନ୍ୟାଶ୍ରମ ଘଟଣା ଉପରେ ପ୍ରତିକ୍ରିୟା ରଖିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦେଶକ ନିରଞ୍ଜନ ମିଶ୍ର। ସେ କହିଛନ୍ତି, ରିପୋର୍ଟକୁ ନେଇ ଦ୍ୱନ୍ଦ୍ୱରେ ସ୍ୱାସ୍ଥ୍ୟ ବିଭାଗ। ଲକ୍ଷଣ ଥିବା ରୋଗୀଙ୍କ ଟେଷ୍ଟ ରିପୋର୍ଟ ନେଗେଟିଭ, ଲକ୍ଷଣ ନଥିବା ରୋଗୀଙ୍କ ଟେଷ୍ଟ…

ଓଡ଼ିଆ ଜାତି ସର୍ବଦା ଗୋପବନ୍ଧୁଙ୍କ ନିକଟରେ ଋଣୀ: ମୁଖ୍ୟମନ୍ତ୍ରୀ

ପୁରୀ: ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଜନ୍ମପୀଠ ସୁଆଣ୍ଡୋ ଏକ ଐତିହାସିକ ଗ୍ରାମରେ ରୂପାନ୍ତରିତ ହୋଇଛି। ସୁଆଣ୍ଡୋକୁ ଯାଇ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁନଃବିକଶିତ ଜନ୍ମପୀଠର ଲୋକାର୍ପଣ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦବୋଧନ ଦେଇ କହିଛନ୍ତି, ଉତ୍କଳମଣି…

ଦୁଇ ଦିନ ପରେ ସ୍ୱାଭାବିକ ହେଲା ପ୍ରଶ୍ନକାଳ: ଗୃହରେ ଜଳ ସମ୍ପଦ ବିଭାଗ ଉପରେ ଆଲୋଚନା ଜାରି

ଭୁବନେଶ୍ବର: ବିଧାନସଭା ବଜେଟ ଅଧିବେଶନର ତୃତୀୟ ଦିନରେ ସ୍ବାଭାବିକ ଚାଲିଛି ଗୃହ କାର୍ଯ୍ୟ। ଚାଲିଛି ପ୍ରଶ୍ନକାଳ। ପାନୀୟ ଜଳ ଯୋଗାଣ, ଜଳ ସେଚନ ଓ ଜଳ ସଂରକ୍ଷଣ ନେଇ ଗୃହରେ ସରଗରମ ଆଲୋଚନା  ଜାରି ରହିଛି। ପଦ୍ମନାଭ ବେହେରାଙ୍କ ଏକ ପ୍ରଶ୍ନରେ ଜଳ ସମ୍ପଦ ମନ୍ତ୍ରୀ ଟୁକୁନି ସାହୁ କହିଛନ୍ତି,…

ବିଧାନସଭାରେ ବାଚସ୍ପତି ପକ୍ଷପାତିତା କରୁଥିବା ଅଭିଯୋଗ: କକ୍ଷତ୍ୟାଗ କଲେ ପ୍ରଦୀପ ପାଣିଗ୍ରାହୀ

ଭୁବନେଶ୍ବର: ବାଚସ୍ପତି ପକ୍ଷପାତିତା କରୁଥିବା ଅଭିଯୋଗ କରି ଗୋପାଳପୁର ବିଧାୟକ ଡକ୍ଟର ପ୍ରଦୀପ ପାଣିଗ୍ରାହୀ କକ୍ଷତ୍ୟାଗ କରିଛନ୍ତି। ଗୃହରେ କହିବା ପାଇଁ ସୁଯୋଗ ଦିଆଯାଉନି ବୋଲି ପ୍ରଦୀପ କହିଛନ୍ତି। ମୁଖ୍ୟମନ୍ତ୍ରୀ  ନବୀନ ପଟ୍ଟନ‌ାୟକ ଏବଂ ବାଚସ୍ପତି ବିକ୍ରମ କେଶରୀ ଆରୁଖଙ୍କ ନିର୍ଦେଶରେ,…