ଓଡ଼ଗାଁ ବ୍ଲକ୍ ଶିକ୍ଷକ ସଂଘର ବିଶାଳ ରାଲି

ଓଡ଼ଗାଁ:   ଆଜି ପୂର୍ବାହ୍ନ ସାଢ଼େ ଏଗାରଟା ସମୟରେ ରାଜରାସ୍ତା କିଛି ସମୟ ପାଇଁ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କ ଗଣବେଶରେ ଛାଇ ହୋଇଯାଇଥିଲା।ସ୍ଥାନୀୟ ଶ୍ରୀ ରଘୁନାଥ ମନ୍ଦିର ପରିସରରେ ଓଡ଼ଗାଁ ବ୍ଲକ୍ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କର ବିଶାଳ ସମାବେଶ ଦେଖିବାକୁ ମିଳିଥିଲା।ସରକାରଙ୍କ ଉଦ୍ଦେଶ୍ୟରେ…

ଗିରଫ ହେଲେ ହାଇସ୍କୁଲର ସଭାପତି

କଣ୍ଟାବାଞ୍ଜି: ଦଶମ ଶ୍ରେଣୀର ୪ ଜଣ ଛାତ୍ରୀଙ୍କୁ ଶୌଚାଳୟ ଭିତରେ ତାଲା ମାରିବା ଘଟଣାରେ ହାଇସ୍କୁଲର ସଭାପତି ଗିରଫ ହୋଇଛନ୍ତି। ବଲାଙ୍ଗୀର ଜିଲ୍ଲା ତୁରେକେଲା ବ୍ଲକ ବୁରୋମାଲ ହାଇସ୍କୁଲର ପରିଚାଳନା କମିଟିର ସଭାପତି ସଦାନନ୍ଦ ବନଛୋରଙ୍କୁ ପୁଲିସ ଗିରଫ କରିଛି। ସୂଚନାଯୋଗ୍ୟ, ‌ମଙ୍ଗଳବାର ଦିନ…

ଜୁଆଙ୍ଗ ଶିଶୁଙ୍କ ପାଠପଢ଼ାରେ ବାଧକ ଅସଜଡ଼ା ଭିତ୍ତିଭୂମି

କାଳିଆପାଣି: ସଚେତନତା ଅଭାବରୁ ନଗଡ଼ା ଓ ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ ରହୁଥିବା ଜନଜାତି ସଂପ୍ରଦାୟ ଅପପୁଷ୍ଟି, ଖାଦ୍ୟାଭାବ ଓ ସ୍ବାସ୍ଥ୍ୟଗତ ସମସ୍ୟାରେ ଘାଣ୍ଟି ହେଉଛନ୍ତି। ଲୋକଙ୍କୁ ସଚେତନ କରାଯିବା ଜରୁରି ବୋଲି ପ୍ରଶାସନିକ ଅଧିକାରୀ କହୁଛନ୍ତି। ତେଣୁ ଶିକ୍ଷା ହେଉଛି ଏମାନଙ୍କ ବିକାଶର…

୨୧ ଶିକାରୀ ଗିରଫ ୧୬୫ ବନ୍ଧୁକ ଜବତ

ଶିମିଳିପାଳ: ଶିକାରୀଙ୍କ କବଜାରେ ଶିମିଳିପାଳ ଅଭୟାରଣ୍ୟ । ବନ୍ଧୁକ ମୁନରେ ଅବାଧରେ ଚାଲିଛି ବନ୍ୟା ପ୍ରାଣୀ ଶିକାର। ଆଉ ଏହାକୁ ବିରୋଧ କରୁଥିବା ତଥା ପାଟ୍ରୋଲିଂକୁ କଡ଼ାକଡ଼ି କରୁଥିବା ବନ କର୍ମଚାରୀଙ୍କୁ ଆକ୍ରମଣ କରିବାକୁ ପଛାଉ ନାହାନ୍ତି ଦୁର୍ଦ୍ଦାନ୍ତ ଶିକାରୀ। ଏଥିପାଇଁ ଗତ କିଛି ମାସ…

ଆଜି ମହାପ୍ରଭୁଙ୍କ ବନକଲାଗି: ସନ୍ଧ୍ୟା ୬ରୁ ଦର୍ଶନ ବନ୍ଦ

ପୁରୀ: ଶ୍ରୀମନ୍ଦିର ପ୍ରଶାସନ ଓ ଦତ୍ତ ମହାପାତ୍ରଙ୍କ ଭିତରେ ଦେଖା ଦେଇଥିବା ବିବାଦର ଅନ୍ତ ଘଟିଛି। ଦେଢ଼ ମାସ ପରେ ଆଜି (୯ ତାରିଖ ବୁଧବାର) ମହାପ୍ରଭୁଙ୍କ ବନକଲାଗି ହେବାକୁ ନିଷ୍ପତ୍ତି ହୋଇଛି। ସେହି ଅନୁଯାୟୀ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଦତ୍ତ ମହାପାତ୍ର ସେବକଙ୍କୁ ଅବଗତ କରାଯାଇଛି।…

ସେଲ୍‌ଫି ହେଲା କାଳ

କଟକ/ବାରଙ୍ଗ/କଣାସ/ଗଡ଼ିଶାଗୋଦା: ଆଜି ଗୋଟିଏ ଦିନରେ ରାଜ୍ୟର ବିଭିନ୍ନ ସ୍ଥାନରେ ନଦୀରେ ଭାସି ୪ଜଣ ନିଖୋଜ ହୋଇଯାଇଛନ୍ତି। ବିପଜ୍ଜନକ ସେଲ୍‌ଫି ନେବା ବେଳେ ଦୁଇ ଛାତ୍ର ଓ ଦେବୀଦ୍ବାର ଘାଟ‌ରେ ଗାଧୋଉଥିବା ବେଳେ ଜଣେ ଯୁବକ ମହାନଦୀର ପ୍ରଖର ସ୍ରୋତରେ ଭାସିଯାଇଥିବା ବେଳେ ପୁରୀ ଜିଲ୍ଲା ଦେଇ…

ରାମକୃଷ୍ଣ ସେବାଶ୍ରମରେ ବୃକ୍ଷରୋପଣ ନିମନ୍ତେ ସମ୍ବର୍ଦ୍ଧନା

ଖୋର୍ଦ୍ଧା :  ବୋଲଗଡ ବ୍ଲକ୍ ପିଚୁକୁଳି ପଞ୍ଚାୟତ ଅନ୍ତର୍ଗତ ଟିକାତାଳ ରାମକୃଷ୍ଣ ସେବାଶ୍ରମରେ ଭୁବନେଶ୍ୱରସ୍ଥିତ ପ୍ରେରଣା ଗ୍ରୀନ୍ ଆର୍ମି ଇଣ୍ଟରନ୍ୟାସନାଲ୍ ଅନୁଷ୍ଠାନ ତରଫରୁ ଆଶ୍ରମ ପ୍ରାଙ୍ଗଣରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ସଭାପତି ବିଜୟ କୁମାର ମହାପାତ୍ରଙ୍କ ନେତୃତ୍ବରେ ଅନୁଷ୍ଠିତ ହୋଇଯାଇଛି…

ବିଲମାନପୁର ବିଦ୍ୟାଳୟ ରେ ଖୋଲିଲା କବ୍ ଓ ବୁଲବୁଲ

ଓଡ଼ଗାଁ: ଆଜି ଓଡ଼ଗାଁ ବ୍ଲକ୍ ଅନ୍ତର୍ଗତ ସରକାରୀ ପ୍ରାଥମିକ ବିଦ୍ୟାଳୟ ବିଲାମାନପୁର ରେ ଓଡ଼ିଶା ରାଜ୍ୟ ଭାରତ ସ୍କାଉଟ୍ସ୍ ଓ ଗାଇଡସ୍ ଆନୁକୂଲ୍ୟରେ ଦୁଇଟି କବ୍ , ବୁଲବଲ୍ ୟୁନିଟ ଖୋଲା ଯାଇଛି। ଏଥିରେ ରାଜ୍ୟ ସଂଯୋଜକ ତଥା ଅତିରିକ୍ତ ମଣ୍ଡଳ ଶିକ୍ଷା ଅଧିକାରୀ ରବିନ୍ଦ୍ର କୁମାର ନାୟକ ଯୋଗ ଦେଇ…

ଅଜଣା ଗାଡ଼ି ଧକ୍କାରେ କଲରାପତରିଆ ବାଘର ମୃତ୍ୟୁ

ଭଞ୍ଜନଗର:  ଅଜଣା ଗାଡ଼ି ଧକ୍କାରେ ଏକ କଲରାପତରିଆ ବାଘର ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ସୂଚନା ଅନୁସାରେ, ଗଞ୍ଜାମ ଜିଲ୍ଲା ଉତ୍ତର ଘୁମୁସର ବନଖଣ୍ଡ ମୁଜାଗଡ଼ ଗାଁ ନିକଟ ମୁଖ୍ୟରାସ୍ତାରୁ ଗୁରୁତର ଭାବେ ଆହତ ହୋଇ ପଡ଼ିଥିବା କଲରାପତରିଆ ବାଘକୁ ଉଦ୍ଧାର କରାଯିବା ପରେ ତାର ମୃତ୍ୟୁ ଘଟିଛି।…

ଲୋକସଭାରେ ଆରମ୍ଭ ହେଲା ଅନାସ୍ଥା ପ୍ରସ୍ତାବ ଉପରେ ଚର୍ଚ୍ଚା

ନୂଆଦିଲ୍ଳୀ: ମଣିପୁର ପ୍ରସଙ୍ଗରେ ଲୋକସଭାରେ ମୋଦୀ ସରକାର ବିରୋଧରେ ଇଣ୍ଡିଆ ମେଣ୍ଟର ସାଂସଦମାନେ ଆଣିଥିବା ଅନାସ୍ଥା ପ୍ରସ୍ତାବ ଉପରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ପୂର୍ବରୁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏହାର ନେତୃତ୍ବ ନେବେ ବୋଲି ଶୁଣା ହେଉଥିଲା। ମାତ୍ର କଂଗ୍ରେସର ଅନ୍ୟତମ ବରିଷ୍ଠ…