ଥାନା ପୋଡି ଘଟଣାର ସ୍ଥିତି ଅନୁଧ୍ୟାନ କଲେ ବିଜେଡିର ସାତ ଜଣିଆ ପ୍ରତିନିଧି ଦଳ

ଫୁଲବାଣୀ: କନ୍ଧମାଳ ଜିଲ୍ଲାର ବହୁଚର୍ଚ୍ଚିତ ଫିରିଙ୍ଗିଆ ଥାନା ପୋଡି ଘଟଣାର ସ୍ଥିତି ଅନୁଧ୍ୟାନ କରିବା ସହ ଘଟଣା ବିଷୟରେ ଥାନା ଅଧିକାରୀ ଓ ସ୍ଥାନୀୟ ପୋଲିସ କର୍ମଚାରୀ ମାନଙ୍କ ସହ ଆଲୋଚନା କରିଛନ୍ତି ବିଜୁ ଜନତା ଦଳର ଏକ ସାତ ଜଣିଆ ପ୍ରତିନିଧି ଦଳ। ବିଜେଡିର କନ୍ଧମାଳ ପର୍ୟ୍ୟବେକ୍ଷକ ତଥା…

ରାଜ୍ୟ କ୍ୟାବିନେଟ୍‌ର ଗୁରୁତ୍ବପୂର୍ଣ୍ଣ ବୈଠକ ଶେଷ : ୧୯ଟି ପ୍ରସ୍ତାବକୁ ମୋହର

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ୍ ବୈଠକ ଶେଷ ହୋଇଛି। ଏଥିରେ ୧୯ ପ୍ରସ୍ତାବ ଉପରେ ଲାଗିଛି କ୍ୟାବିନେଟ ମୋହର। ଏଥିମଧ୍ୟରେ ନୂତନ ଉନ୍ନତ ଅଭିଳାଷ ବା ନୂଆ ଓଡ଼ିଶା ଯୋଜନାକୁ ମଞ୍ଜୁରି ମିଳିଛି। ଆସନ୍ତା ୩ ବର୍ଷ ମଧ୍ୟରେ ୧ ଲକ୍ଷ…

ଅବିବାହିତ ଦିବ୍ୟାଙ୍ଗ (ମୂକ) ଯୁବକଙ୍କୁ ବିବାହିତ ଦର୍ଶାଇ ପରିବାର ନିୟୋଜନ ଅସ୍ତ୍ରୋପଚାର

ମାଲକାନଗିରି: ମାଲକାନଗିରି ଜିଲ୍ଲା ଆମ୍ବଗୁଡା ଗାଁର ଦିବ୍ୟାଙ୍ଗ (ମୂକ) ଅବିବାହିତ ଯୁବକଙ୍କୁ ପରିବାର ନିୟୋଜନ ଘଟଣାର ତଦନ୍ତ ନିର୍ଦେଶ ଦେଇଛନ୍ତି ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ।ଜାତୀୟ ସ୍ବାସ୍ଥ୍ୟ ମିଶନ ଡିପିଏମ ଓ ଆଶା କୋର୍ଡିନେଟର ତଦନ୍ତ କରିବେ। ଏମାନେ ମାଥିଲି ବ୍ଲକ ଆମ୍ବଗୁଡା ଯାଇ…

ମହାରାଷ୍ଟ୍ରରେ କୋଭିଡ୍‌ ସଂକ୍ରମଣ ବୃଦ୍ଧିର ସଙ୍କେତ

ପୁନେ: ଦୀର୍ଘ ଦିନର ବ୍ୟବଧାନ ପରେ ମହାରାଷ୍ଟ୍ରରେ କୋଭିଡ୍‌ ସଂକ୍ରମଣ ବୃଦ୍ଧିର ସଙ୍କେତ ଦେଖିବାକୁ ମିଳିଛି। ବ୍ରି‌ଟେନରେ ଆତଙ୍କ ଖେଳାଇଥିବା ଓମିକ୍ରନ୍‌ ଉପପ୍ରଜାତି ‘ଇଜି.୫.୧’ ତଥା ଏରିସ୍‌ ଭାଇରସ ପ୍ରଥମ ଥର ପାଇଁ ମହାରାଷ୍ଟ୍ରରେ ଚିହ୍ନଟ ହୋଇଛି। ବିଜେ ମେଡିକାଲ କଲେଜର ଜଣେ ବରିଷ୍ଠ…

ପ୍ରଧାନମନ୍ତ୍ରୀଙ୍କୁ ମଣିପୁର ବିଧାୟକଙ୍କ ଚିଠି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପାଖକୁ ମଣିପୁର ବିଧାୟକମାନେ ଏକ ଚିଠି ଲେଖିଛନ୍ତି । ମଣିପୁରୁର ୪୦ ଜଣ ବିଧାୟକ ରାଜ୍ୟରୁ ଆସାମ ରାଇଫଲ୍ସକୁ ଉଠାଇ ଆଣିବାକୁ ଏହି ଚିଠିରେ ଉଲ୍ଲେଖ କରିଛନ୍ତି। ସୂଚନା ଅନୁସାରେ, ଆସାମ ରାଇଫଲ୍ସକୁ ଫେରାଇ ନେଇ ଅନ୍ୟ ଯେକୌଣସି କେନ୍ଦ୍ରୀୟ ବଳ…

୫୦ ବର୍ଷ ପରେ ରକେଟ୍‌ରେ ଚନ୍ଦ୍ରକୁ ‘ଲୁନା-୨୫’ ଲ୍ୟାଣ୍ଡର୍‌ ପଠାଇଲା ରୁଷ୍‌

ମସ୍କୋ: ପ୍ରାୟ ୫୦ ବର୍ଷ ପରେ ଗୁରୁବାର ରାତିରେ ରୁଷ୍‌ ରକେଟ୍‌ ଯୋଗେ ଚନ୍ଦ୍ରକୁ ମହାକାଶ ଯାନ ପଠାଇଥିବା କଥା ‘ଦି ନ୍ୟୁୟର୍କ ଟାଇମ୍‌ସ୍‌’ ରିପୋର୍ଟ କରିଛି। ରିପୋର୍ଟ ଅନୁସାରେ, ଗୁରୁବାର ରାତିରେ ରୁଷ୍‌ର ସୁଦୂର ପୂର୍ବ ପ୍ରାନ୍ତରେ ଥିବା ‘ସ୍ପେସ୍‌ପୋର୍ଟ’ରୁ ମଧ୍ୟମଧରଣର ‘ରୋବୋଟିକ୍‌…

ଯଜ୍ଞ ସମ୍ଭୂତା ଯାଜ୍ଞସେନୀ

 ପାଞ୍ଚାଳରାଜ ଦ୍ରୁପଦ ଓ ଗୁରୁ ଦ୍ରୋଣାଚାର୍ଯ୍ୟ ଥିଲେ ସହପାଠୀ ଓ ବାଲ୍ୟବନ୍ଧୁ l ସେମାନେ ପିଲାଦିନେ ଭରଦ୍ୱାଜଙ୍କ ଆଶ୍ରମରେ ଏକାଠି ରହି, ଖେଳକୁଦ, ବିଦ୍ୟାଶିକ୍ଷା କରୁଥିଲେ l ବିଦ୍ୟାଶିକ୍ଷା ଶେଷହେବା ପରେ ଦ୍ରୁପଦ ଯାଇ, ପାଞ୍ଚାଳ ରାଜ ସିଂହାସନରେ ବସିଲେ l ମାତ୍ର ଅବସ୍ଥା ଚକ୍ରରେ ଦ୍ରୋଣ…

ତୁର୍କୀ ଓ ଜାପାନରେ ଭୂମିକମ୍ପ

ନୂଆଦିଲ୍ଲୀ: ତୁର୍କୀ ଏବଂ ଜାପାନରେ ଭୂମିକମ୍ପ ଅନୁଭୂତ ହୋଇଥିବା ସୂଚନା ଦେଇଛି ୟୁରୋପୀୟ ଭୂମଧ୍ୟସାଗରୀୟ ସେସମୋଲୋଜି କେନ୍ଦ୍ର । ପୂର୍ବ ତୁର୍କୀରେ ରିକ୍ଟର ସ୍କେଲରେ ତୀବ୍ରତା ୫.୨ ଏବଂ ଜାପାନରେ ରିକ୍ଟର ସ୍କେଲରେ ତୀବ୍ରତା ୬.୦ ରେକର୍ଡ଼ କରାଯାଇଥିବା ଜର୍ମାନ ରିସର୍ଚ୍ଚ ସେଣ୍ଟର ଫର ଜିଓ…

ରାଉରକେଲାରୁ ଉଡ଼ିବନି ନୂଆ ବିମାନ

ରାଉରକେଲା: ରାଉରକେଲା ବିମାନବନ୍ଦର ପୂର୍ଣ୍ଣ କାର୍ଯ୍ୟକ୍ଷମ ଆଶା ମଉଳିବାରେ ଲାଗିଛି। ରାଉରକେଲା-କୋଲକାତା ନୂଆ ବିମାନ ଉଡ଼ାଣ ପାଇଁ ଦାବି ହେଉଥିବାବେଳେ ଏହା ପୂରଣ ହେବା ସମ୍ଭାବନା କ୍ଷୀଣ। କେନ୍ଦ୍ର ବେସାମରିକ ବିମାନ ଚଳାଚଳ ବିଭାଗ ପକ୍ଷରୁ ଆଗାମୀ ୬ ମାସ ପାଇଁ ଏହି ନୂତନ ଉଡ଼ାଣ ସୂଚୀ…

ଏମ୍‌ବିବିଏସ୍‌ ଓ ବିଡିଏସ୍‌ ନାମଲେଖା

ଭୁବନେଶ୍ବର: ୨୦୨୩-୨୪ ଶିକ୍ଷାବର୍ଷରେ ଓଡ଼ିଶାର ୧୬ଟି ମେଡିକାଲ କଲେଜର ୧୯୦୦ ଏମ୍‌ବିବିଏସ୍‌ ଓ ୧୬୩ ବିଡିଏସ୍‌ ସିଟ୍‌କୁ ମିଶାଇ ମୋଟ ୨୦୬୩ ସିଟ୍‌ରେ ନାମଲେଖା ଅନୁଷ୍ଠିତ ହେଉଛି। ସେଥିମଧ୍ୟରୁ ରାଜ୍ୟ କୋଟାରେ ଥିବା ୧୮୨୦ ସିଟ୍‌ ଲାଗି ଓଜେଇଇ କାଉନସେଲିଂ କରୁଛି। ଯେଉଁଥିରେ ୧୬୬୬…