ଟମାଟୋ ପରେ ବଢ଼ିଲା ପିଆଜ ଦର
ନୂଆଦିଲ୍ଲୀ: ଟମାଟୋ ପରେ ଏବେ ବଢିଲା ପିଆଜ ଦର। ଦେଶର ସବୁଠୁ ବଡ଼ ପିଆଜ ମଣ୍ଡିରେ ଦର ବୃଦ୍ଧି ପାଇଛି। ଏଠାରେ ଦିନକ ପୂର୍ବରୁ ଟମାଟୋ ଦର ସାମାନ୍ୟ ହ୍ରାସ ପାଇଥିଲା। କିନ୍ତୁ ବର୍ତ୍ତମାନ ପିଆଜର ଦର ବୃଦ୍ଧି ଘଟିଛି। କ୍ୱିଣ୍ଟାଲ୍ ପିଛା ପିଆଜ ମୂଲ୍ୟ ସିଧା ୭୦୦ ଟଙ୍କା ବୃଦ୍ଧି ପାଇଛି।
ଦେଶର…