ଶ୍ରୀୟା ସଜାଇଛି ଘର

ଶ୍ରୀୟା ସଜାଇଛି ଘର ============ ଶୁକ୍ଳ ଦଶମୀରେ ଶ୍ରୀୟା ସଜାଇଛି ଘର l ମାଆ ଆସିବେ ତାହାର ଦରିଦ୍ର କୁଟୀର ll ସୂର୍ଯ୍ୟ,ଚନ୍ଦ୍ର,ତାରା ଦିଶେ ଭଙ୍ଗା ଚାଳଘର l ଗୋମୟେ ଲିପି କରିଛି ଅତି ପରିଷ୍କାର ll ଗୁରୁବାର ପ୍ରଭାତରୁ ସ୍ନାନ ଶୌଚ ହୋଇ l ସାତ ସିଆଁ ଧୁଆଶାଢ଼ୀ ପିନ୍ଧିଛି ବେଢ଼େଇ ll…

ବ୍ଲକସ୍ତରୀୟ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ

ପଦ୍ମପୁର: ରାୟଗଡ଼ା ଜିଲ୍ଲା ପଦ୍ମପୁର ବ୍ଳକ ବିଜୁକଲ୍ୟାଣ ମଣ୍ଡପ ପରିସରରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି। ଗୋଷ୍ଠୀଷ୍ଟି ଉନ୍ନୟନ ଅଧିକାରୀ ସୁଜିତ କୁମାର ମିଶ୍ରଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଗୁଣୁପୁର ବିଧାୟକ ରଘୁନାଥ ଗମାଙ୍ଗ…

ହାଇୱା ଧକ୍କାରେ ବାପ-ପୁଅ ମୃତ୍ୟୁ ଘଟଣା: ଏକା ସାଙ୍ଗରେ ଜଳିଲା ଜୁଇ, ବଲାଡ଼ି ଗାଁରେ ଶୋକର ଛାୟା

ସୋନପୁର: ଗତ ମଙ୍ଗଳବାର ରାତି ପ୍ରାୟ ସାଢ଼େ ୭ଟାରେ ସୋନପୁର ବ୍ଲକ୍‌ ଛକସ୍ଥିତ ଟ୍ରାଫିକ ପୋଷ୍ଟରେ ହାଇୱା ଧକ୍କାରେ ସ୍କୁଟି ଆରୋହୀ ବଲାଡ଼ି ନିବାସୀ ତଥା ସୋନପୁର କ୍ଲଷ୍ଟର କଲୋନିରେ ରହୁଥିବା ରାଜକୁମାର ମହାକୁଡ଼ ଓ ତାଙ୍କ ପୁଅ ଓମପ୍ରିତଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥି‌ଲା। ଶବ…

ରାଜଧାନୀରେ ଧରାପଡିଲେ ତିନ୍‌‌ ପାହାଡ ଗ୍ୟାଙ୍ଗ୍‌‌; ମୋ ବସ୍‌‌ ଓ ଭୁବନେଶ୍ୱରର ବିଭିନ୍ନ ଅଞ୍ଚଳରୁ କରୁଥିଲେ ଲୁଟ୍‌‌

ଭୁବନେଶ୍ୱର : କମିଶନରେଟ ପୁଲିସକୁ ବଡ ସଫଳତା ମିଳିଛି। ପୁଲିସ ହାତରେ ଧରାପଡିଛନ୍ତି ତିନ୍‌‌ ପାହାଡ ଗ୍ୟାଙ୍ଗ। ୮ ଜଣ ଡକାୟତଙ୍କୁ ପୁଲିସ ଗିରଫ କରିଛି ବୋଲି ବୁଧବାର ସାମ୍ବାଦିକ ସମ୍ମିଳନୀରେ ଡିସିପି ପ୍ରତୀକ ସିଂହ ସୂଚନା ଦେଇଛନ୍ତି। ଗିରଫ ଡକାୟତ ସମସ୍ତେ ଝାଡଖଣ୍ଡ ଅଞ୍ଚଳର। ଏମାନେ ମୋ…

ନ୍ୟାୟ ଯାତ୍ରା ପାଇଁ ଓଡ଼ିଶାର ୧୦ ଜିଲ୍ଲା ଦେଇ ଛତିଶଗଡ଼ ଯିବେ ରାହୁଲ ଗାନ୍ଧୀ: ଶରତ ପଟ୍ଟନାୟକ

ଭୁବନେଶ୍ବର: ରାହୁଲ ଗାନ୍ଧୀଙ୍କ ନ୍ୟାୟ ଯାତ୍ରା ପାଇଁ ପ୍ରଦେଶ କଂଗ୍ରେସର ପ୍ରସ୍ତାବିତ ଜିଲ୍ଲା ସଂପର୍କରେ ପିସିସି ସଭାପତି ଶରତ ପଟ୍ଟନାୟକ ସୂଚନା ଦେଇଛନ୍ତି। ସେ କହିଛନ୍ତି, ରାହୁଲ ଗାନ୍ଧୀ ଝାରଖଣ୍ଡ ପଟୁ ଓଡ଼ିଶା ଭିତରକୁ ପ୍ରବେଶ କରିବେ ଓ ମୟୁରଭଞ୍ଜ, ବାଲେଶ୍ୱର, ଭଦ୍ରକ, କଟକ, ଭୁବନେଶ୍ୱର,…

କାଇ ଚଟଣୀ ସମେତ ରାଜ୍ୟର ୮ ଉତ୍ପାଦକୁ ମିଳିଲା ଭୌଗଳିକ ସଂକେତ ଟ୍ୟାଗ

ଭୁବନେଶ୍ୱର : ରାଜ୍ୟର ୮ଟି ଉତ୍ପାଦକୁ ଭୌଗଳିକ ସଂକେତ ବା ଜିଆଇ ଟ୍ୟାଗ୍‌ ମିଳିଛି। ରାଜ୍ୟ କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ବିଭାଗ ସାମାଜିକ ଗଣମାଧ୍ୟମ ଟ୍ୱିଟରରେ ଏହି ସୂଚନା ଦେଇଛି। ଏଥିରେ ଖଜୁରୀ ଗୁଡ଼, ମଗଜି , କାଇ ଚଟଣୀ, କଣ୍ଟେଇମୁଣ୍ଡି ବାଇଗଣ, ଏମ୍ବ୍ରୋଡରୀ ସାଲ୍‌, ରସାବଳି, କଳାଜିରା ଧାନ ଓ…

ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀଙ୍କ ଗଣମାଧ୍ୟମ ପରାମର୍ଶଦାତାଙ୍କ ଘରେ ଇଡି ଚଢାଉ

ରାଞ୍ଚି: ଝାଡ଼ଖଣ୍ଡରେ ପ୍ରବର୍ତ୍ତନ ନିର୍ଦେଶାଳୟ(ଇଡି)ର ଟିମ୍‌ ବୁଧବାର ସକାଳୁ ସକାଳୁ ଅନେକ ସ୍ଥାନରେ ଚଢାଉ କରିଛି। ବେଆଇନ ଖଣି ମାମଲା ସହ ଜଡ଼ିତ ଆର୍ଥିକ ଦୁର୍ନୀତି ମାମଲାରେ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା(ଜେଏମଏମ)ର ନେତାମାନଙ୍କ ନିକଟତମ ସହଯୋଗୀମାନଙ୍କ ବିଭିନ୍ନ ଠିକଣାରେ ଚଢାଉ…

ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପ ଲୋକାର୍ପିତ

ବଲାଙ୍ଗୀର : ନବବର୍ଷ ୨୦୨୪ ଆରମ୍ଭରେ ବୁଧବାର ବଲାଙ୍ଗୀର ଗସ୍ତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ନୂଆବର୍ଷରେ ଏହା ମୁଖ୍ୟମନ୍ତ୍ରୀଙ୍କ ପ୍ରଥମ ଗସ୍ତ। ବୁଧବାର ବଲାଙ୍ଗୀରରେ ଜଳସେଚନର ଐତିହାସିକ ଅଧ୍ୟାୟ ଯୋଡି ହୋଇଛି। ବଲାଙ୍ଗୀର ମାଗୁରବେଢା ଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋୟର ସୁକତେଲ…