ନୂଆ-ଓ, ଯୁବ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମରେ ଅଘଟଣ; ତେଲ କଢ଼େଇରେ ପଡ଼ି ୨ ଛାତ୍ରୀ ଗୁରୁତର
ରାୟଗଡ଼ା: ନୂଆ-ଓ, ଯୁବ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମରେ ଅଘଟଣ। ଖାଇବକୁ ନପାଇ ଠେଲାପେଲାରେ ତେଲ କଢେଇରେ ପଡ଼ି ଦୁଇ ଜଣ ଛାତ୍ରୀ ଗୁରୁତର ହୋଇଛନ୍ତି। ସେମାନଙ୍କୁ ଜିଲ୍ଲା ମୂଖ୍ୟ ଚିକିତ୍ସାଳୟରେ ଗୁରୁତର ଅବସ୍ଥାରେ ଭର୍ତ୍ତି କରାଯାଇଛି। ଉଭୟଙ୍କ ଅବସ୍ଥା ସ୍ଥିର ବୋଲି ଜଣାପଡିଛି।
ନୂଆ-ଓ…