ମାଁ ସମଲେଇ ପ୍ରକଳ୍ପ ର ଲୋକାର୍ପଣ ପାଇଁ ସୁବର୍ଣ୍ଣପୁର ର ପ୍ରମୁଖ ଦେବୀପୀଠରେ ପହଞ୍ଚିଲା ନିମନ୍ତ୍ରଣ ପତ୍ର:
ସୁବର୍ଣ୍ଣପୁର:-ଆସନ୍ତା ୨୭ ତାରିଖ ରେ ସମ୍ବଲପୁରରେ ଲୋକାର୍ପଣ ହେବାକୁ ଥିବା ମାଁ ସମଲେଇ ପ୍ରକଳ୍ପ ସମ୍ବଲପୁର ପାଇଁ ଆଜି ସମ୍ବଲପୁର ର ମାଁ ସମଲେଇ ଙ୍କ ମନ୍ଦିରରୁ ସୋନପୁର ର ଇଷ୍ଟଦେବୀ ମାଁ ସୁରେଶ୍ବରୀ, ମାଁ ସମଲେଇ, ଲଙ୍କେଶ୍ବରୀ, ଖମ୍ବେଶ୍ବରୀ, ମେଟାକନି ଓ ତେଲେଣ୍ଡା ର ରାମଚଣ୍ଡୀଙ୍କ ପାଖ…