ଉତ୍କଳ ବିଶ୍ୱବିଦ୍ୟାଳୟରେ ‘ଆଜାଦି କା ଅମ୍ରିତ ମହୋତ୍ସବ’ ପାଳିତ
ଭୁବନେଶ୍ୱର: ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ଉପଲକ୍ଷେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଆଜାଦୀ କା ଅମୃତ ମହୋତ୍ସବ ସାରା ଦେଶରେ ଧୁମ୍ ଧାମରେ ପାଳନ କରାଯାଉଛି। ଏହି ଅବସରରେ ଉତ୍କଳ ବିଶ୍ୱବିଦ୍ୟାଳୟ ପକ୍ଷରୁ ଓ ରୂସା ୨.୦ ତରଫରୁ ସମସ୍ତ ବିଭାଗ ଏବଂ କିଛି ଅଭିଭୂକ୍ତ କଲେଜ ଗୁଡିକରେ ହର ଘର…